Home

ଯୁଦ୍ଧରେ ଜିତିବା ପାଇଁ ରଣନୀତିକ ଦକ୍ଷତା ବୃଦ୍ଧି କରିବାକୁ ଜିନପିଙ୍ଗଙ୍କ ଆହ୍ବାନ…

ବେଜିଂ,୯।୩ : ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ଏକୀଭୂତ ଜାତୀୟ ରଣନୀତି ଏବଂ ଯୁଦ୍ଧ ଜିତିବା ପାଇଁ ଚାଇନା ସୈନ୍ୟବାହିନୀର ରଣନୀତିକ ଦକ୍ଷତା ବୃଦ୍ଧି କରିବାକୁ ଆହ୍ବାନ…

4 years ago

ଗାର୍ସେଟି ଭାରତରେ ଆମେରିକାର ରାଷ୍ଟ୍ରଦୂତ, ସିନେଟ କମିଟି ନାମାଙ୍କନକୁ ଅନୁମୋଦନ କଲା…

ଓ୍ବାଶିଂଟନ,୯।୩ : ଏରିକ ଗାର୍ସେଟି ଭାରତରେ ଆମେରିକାର ରାଷ୍ଟ୍ରଦୂତ ହେବା ନିଶ୍ଚିତ ହୋଇଛି। ସିନେଟ କମିଟି ତାଙ୍କ ନାମାଙ୍କନକୁ ଅନୁମୋଦନ କରିଛି। ସିନେଟର ବୈଦେଶିକ ସମ୍ପର୍କ କମିଟି,…

4 years ago

ମୋଦିଙ୍କ ନେତୃତ୍ୱରେ ପାକିସ୍ତାନକୁ କଡ଼ା ଜବାବ ଦେଇପାରେ ଭାରତ: ଆମେରିକା…

ଓ୍ବାଶିଂଟନ/ନୂଆଦିଲ୍ଲୀ,୯।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ପାକିସ୍ତାନ ଦ୍ୱାରା ସୃଷ୍ଟି କରାଯାଉଥିବା ଉତ୍ତେଜନାର ସାମରିକ ଭାବେ ଜବାବ ଦେବାର ସମ୍ଭାବନା ରହିଛି। ଆମେରିକା ଦ୍ୱାରା…

4 years ago

ଆଞ୍ଚଳିକ ନିର୍ଦ୍ଦେଶକ ତାକେଶି କାସାଇଙ୍କୁ ବରଖାସ୍ତ କଲା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ…

ଜେନେଭା,୯।୩ : ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପଶ୍ଚିମ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପାଇଁ ଥିବା ଏହାର ଆଞ୍ଚଳିକ ନିର୍ଦ୍ଦେଶକ ଡ. ତାକେଶି କାସାଇଙ୍କୁ ବରଖାସ୍ତ କରିଛି। କର୍ମଚାରୀଙ୍କୁ…

4 years ago

ମହିଳା ଦିବସରେ ମହିଳାଙ୍କ ଉପରେ ଲାଠି ଚାର୍ଜ: ଅଡୁଆରେ ଶାହାବାଜ ସରକାର…

ଇସଲାମାବାଦ,୯।୩ : ଅନ୍ତର୍ଜାତୀୟ ମହିଳା ଦିବସରେ ପାକିସ୍ତାନରେ ଆୟୋଜିତ ଏକ ରାଲି ବୁଧବାର ଦିନ ହିଂସାତ୍ମକ ରୂପ ନେଇଥିଲା। ଏହି ସମୟରେ ପୋଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ…

4 years ago

ପାକିସ୍ତାନରେ ମହିଳାଙ୍କ ଅଧିକାରର ଉଲ୍ଲଂଘନ: ନେଦରଲାଣ୍ଡରେ ପ୍ରଦର୍ଶନ…

ଆମଷ୍ଟେରଡାମ,୯।୩ : ନେଦରଲାଣ୍ଡର ପ୍ରବାସୀ ପାକିସ୍ତାନୀ ଖ୍ରୀଷ୍ଟିଆନମାନେ ପାକିସ୍ତାନରେ ମହିଳା ଓ ବାଳିକାମାନଙ୍କର ମାନବିକ ଅଧିକାରର ଉଲ୍ଲଂଘନ ବିରୋଧରେ ପ୍ରଦର୍ଶନ କରିଛନ୍ତି। ମାର୍ଚ୍ଚ ୮ରେ ଆୟୋଜିତ ମହିଳା…

4 years ago

ଆଜିଠୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଅନ୍ତିମ ଟେଷ୍ଟ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ଅହମ୍ମଦାବାଦ,୯।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଚତୁର୍ଥ ତଥା ଅନ୍ତିମ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ଜିତିବା…

4 years ago

ପ୍ରଥମଥର ଶାଶୁଘରେ ହୋଲି ପାଳିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ନବ ବିବାହିତ ଦମ୍ପତି ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ହୋଲି ଫଟୋର ଝଲକ ପାଇବା ପାଇଁ ପ୍ରଶଂସକମାନେ ଦୀର୍ଘ ସମୟ…

4 years ago

ଶାଶୁ, ଶ୍ୱଶୁରଙ୍କ ସହ ହୋଲି ଖେଳିଲେ କ୍ୟାଟ୍ରିନା

ମୁମ୍ବାଇ: ହୋଲି ଅବସରରେ ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ତାଙ୍କ ପରିବାର ସଦସ୍ୟଙ୍କ ସହ ରଙ୍ଗ ଖେଳିଛନ୍ତି। କ୍ୟାଟ୍ରିନାଙ୍କ ହୋଲି ଖେଳ ଫଟୋ ଏବେ ସୋସିଆଲ ମିଡିଆରେ…

4 years ago

ଜେଲ ଭିତରେ ସିସୋଡିଆଙ୍କ ଜୀବନ ବିପଦ ଅଭିଯୋଗ: ଭାଜପା କହିଲା, କେଜ୍‌ରିଓ୍ବାଲ୍‌ କରୁଛନ୍ତି ଷଡଯନ୍ତ୍ର

ନୂଆଦିଲ୍ଲୀ,୮।୩: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆମ ଆଦମୀ ପାର୍ଟିର ନେତା ମନୀଷ ସିସୋଡିଆଙ୍କୁ ଭାଜପା ଏବଂ ଏଏପି ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଚାଲିଛି। ତିହାରରେ…

4 years ago