Home

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗୋଟିଏ ପରିବାରର ଚାଲିଗଲା ୫ ଜୀବନ

ଚେନ୍ନାଇ,୩।୧: ତାମିଲନାଡୁରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମଙ୍ଗଳବାର ସକାଳେ ତ୍ରିଚି-ଚେନ୍ନାଇ ଜାତୀୟ ରାଜପଥରେ ୬ଟି ଗାଡି ପରସ୍ପର ସହ ମୁହାଁମୁହିଁ ଧକ୍କା ହେବା ଫଳରେ…

3 years ago

ନିଆରା ରେକର୍ଡ ହାସଲ କଲେ ଅନୁପମ

ବଲିଉଡର ଅଭିନେତା ଅନୁପମ ଖେର ଇଣ୍ଡଷ୍ଟ୍ରିର ଜଣେ ଦମ୍‌ଦାର୍‌ ଅଭିନେତା ଭାବେ ଜଣାଶୁଣା। ୮୦ ଦଶକରୁ ନିଜର ଦୃଢ ଅଭିନୟ ସହିତ ଦର୍ଶକଙ୍କୁ ମନୋରଞ୍ଜନ କରୁଥିବା ଅନୁପମ…

3 years ago

ସଲମାନଙ୍କୁ ଭେଟିବା ପାଇଁ ୧୧୦୦ କିମି ସାଇକେଲ୍‌ ଚଲାଇ ଆସିଲେ ପ୍ରଶଂସକ

ଦବଙ୍ଗ ଷ୍ଟାର ସଲମାନ ଖାନ୍‌ଙ୍କ ପ୍ରଶଂସକ କେବଳ ଭାରତରେ ନୁହେଁ, ବିଶ୍ୱର ଅନେକ ଦେଶରେ ଅଛନ୍ତି। ତାଙ୍କୁ ଭେଟିବାକୁ ପ୍ରଶଂସକ ବେଳେବେଳେ ସୀମା ଟପିଯାନ୍ତି। ନିକଟରେ ସଲ୍ଲୁଙ୍କ…

3 years ago

‘ଆମର ଲକ୍ଷ୍ୟ ଚଳିତ ବର୍ଷ ବିଶ୍ୱକପ ଜିତିବା’

ମୁମ୍ବାଇ,୩।୧: ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ମଙ୍ଗଳବାର ଅର୍ଥାତ୍‌ ଆଜିଠାରୁ ଆରମ୍ଭ ହେଉଛି। ସିରିଜ୍‌ର ପ୍ରଥମ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଅଧିନାୟକ ହାର୍ଦ୍ଦିକ…

3 years ago

ପାକିସ୍ତାନକୁ ଚେତାବନୀ ଦେଲେ ତାଲିବାନ ନେତା

କାବୁଲ,୩।୧:ତାଲିବାନ ନେତା ଅହମ୍ମଦ ୟାସିର ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି। ସେ ୧୯୭୧ରେ ଭାରତ-ପାକିସ୍ତାନ ଯୁଦ୍ଧର ଏକ ଫଟୋ ଶେୟାର କରି ପାକିସ୍ତାନକୁ ଚିନ୍ତାରେ ପକାଇଛନ୍ତି। ୟାସିର…

3 years ago

ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦: ଜାଣନ୍ତୁ କେତେବେଳେ, କେଉଁଠି ଆରମ୍ଭ ହେବ ମ୍ୟାଚ୍‌

ମୁମ୍ବାଇ,୩।୧: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ଆଜିଠାରୁ ଆରମ୍ଭ ହେଉଛି। ସିରିଜର ପ୍ରଥମ ମ୍ୟାଚ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ।…

3 years ago

ଦକ୍ଷିଣ କୋରିଆ ସହ ମିଳିତ ପରମାଣୁ ଅଭ୍ୟାସ କରିବ ନାହିଁ ଆମେରିକା

ୱାଶିଂଟନ,୩ ।୧: ଉତ୍ତର ଓ ଦକ୍ଷିଣ କୋରିଆ ମଧ୍ୟରେ ଲଗାତାର ତିକ୍ତତା ମଧ୍ୟରେ ଆମେରିକା ରାଷ୍ଟପତି ଜୋ ବାଇଡେନ ଏକ ବଡ କଥା କହିଛନ୍ତି । ସେ…

3 years ago

୪ରୁ ଭିତରକନିକାରେ ହେବ କୁମ୍ଭୀର ଗଣନା

ରାଜନଗର,୩ା୧(ଡି.ଏନ୍‌.ଏ.):ଭିତରକନିକାରେ ବିରଳ ବଉଳା କୁମ୍ଭୀରଙ୍କ ଗଣନା କରାଯିବ। ଭିତରକନିକା ଜାତୀୟ ଉଦ୍ୟାନ ଓ ଏହାର ବାହାରେ ଥିବା ନଦୀ ନାଳଗୁଡିକରେ କୁମ୍ଭୀରମାନଙ୍କର ଗଣନା କରାଯିବ। କୁମ୍ଭୀର ଗଣନା…

3 years ago

ଦ୍ୱିତୀୟ ଦିନ ବି ଉପବାସରେ ଶ୍ରୀଲିଙ୍ଗରାଜ

ପୁରୁଣା ଭୁବନେଶ୍ୱର,୩ା୧(ଡି.ଏନ୍‌.ଏ.):ନବବର୍ଷ ୨୦୨୩ ତଥା ରବିବାରଠାରୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି ଚାଲିଥିବାବେଳେ ଜଣେ ଭକ୍ତ ଭୋଗ ମଣ୍ଡପରେ ପଶିଯିବାରୁ ଭୋଗ ମାରା ହୋଇଥିଲା। ଫଳରେ ସେବାୟତମାନେ ନୀତିକାନ୍ତି…

3 years ago

ଆଖି ବୁଜିଲା ‘ଜ୍ୟାକି’

ଭୁବନେଶ୍ୱର,୩।୧(ବ୍ୟୁରୋ):ଆଣ୍ଟିଭେନମ୍‌ ଅଭାବରୁ ରବିବାର ସାପ କାମୁଡ଼ାରେ ଆହତ ଡୋବରମ୍ୟାନ ‘ପେପ୍‌ସୀ’ର ମୃତ୍ୟୁ ଘଟିଥିବାବେଳେ ଗୁରୁତର ଥିବା ଲାବ୍ରାଡର ‘ଜ୍ୟାକି’ର ସୋମବାର ମୃତ୍ୟୁ ଘଟିଛି। ଏହି ଦୁଇଟି କୁକୁରଙ୍କୁ…

3 years ago