Home

ଆଜିଠୁ ମାଟ୍ରିକ ସମ୍ମେଟିଭ-୨ ପରୀକ୍ଷା

କଟକ ଅଫିସ,୧୦ା୩:ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ) ଦ୍ବାରା ପରିଚାଳିତ ମାଟ୍ରିକ ସମ୍ମେଟିଭ-୨ ପରୀକ୍ଷା ଶୁକ୍ରବାରଠାରୁ ଆରମ୍ଭ ହେବ। ଏହି ପରୀକ୍ଷା ମାର୍ଚ୍ଚ ୨୦ ତାରିଖରେ…

3 years ago

ପୁଣି ମିଶାଇଲ୍‌ ପରୀକ୍ଷଣ ଆରମ୍ଭ କଲା ଉତ୍ତର କୋରିଆ

ପ୍ୟାଙ୍ଗୟଙ୍ଗ,୧୦।୩: ପରମାଣୁ ପରୀକ୍ଷଣ ବିଷୟରେ ଆମେରିକାର ଗୁପ୍ତଚର ରିପୋର୍ଟର ଗୋଟିଏ ଦିନ ପରେ ଉତ୍ତର କୋରିଆ ପୁଣି ମିଶାଇଲ୍‌ ପରୀକ୍ଷା ଆରମ୍ଭ କରିଛି। କିମ ଜୋଙ୍ଗ ଉନଙ୍କ…

3 years ago

ଫାଟିଲା ଫ୍ରିଜ୍‌: ପୋଲିସ ଅଧିକାରୀଙ୍କ ସମେତ ୨ ମୃତ

କୋଏମ୍ବାଟୁର,୧୦।୩: ତାମିଲନାଡୁର କୋଏମ୍ବାଟୁର ଜିଲାରେ ଏକ ଫ୍ରିଜ୍‌ ହଠାତ୍‌ ଫାଟିଯିବାରୁ ବ ଏକ ଘରେ ନିଆଁ ଲାଗିଯାଇଥିଲା। ଏଥିରେ ଜଣେ ପୋଲିସ କର୍ମଚାରୀ ଏବଂ ଜଣେ ମହିଳାଙ୍କ…

3 years ago

ଆଖିବୁଜା ଗୁଳିମାଡ: ଚାଲିଗଲା ୭ ଜୀବନ

ବର୍ଲିନ,୧୦।୩: ଜର୍ମାନୀ ସହର ହାମବର୍ଗରେ ଅଭାବନୀୟ ଘଟଣା ଘଟିଛି। ଏଠାରେ ଏକ ଚର୍ଚ୍ଚରେ ଗୁଳିମାଡ ଯୋଗୁ ୭ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଦୁଇ ଡଜନ…

3 years ago

ଜର୍ମାନୀର ହମବର୍ଗ ସହରରେ ଗୁଳିକାଣ୍ଡ, ୬ ମୃତ ଅନେକେ ଆହତ

ହମବର୍ଗ,୧୦ ।୩: ଜର୍ମାନୀର ହମବର୍ଗ ସହରରେ ଫୁଟିଛି ଗୁଳି । ଏହି ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ଜଣାପଡିଛି ।…

3 years ago

ମାଲେସିଆର ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ

ପୁତ୍ରଜୟା, ୯ା୩: ଦୁର୍ନୀତି ମାମଲାରେ ମାଲେସିଆର ପୂର୍ବତନ ପ୍ରଧାନମନ୍ତ୍ରୀ ମୁହିଦ୍ଦିନ୍‌ ୟାସିନ୍‌ଙ୍କୁ ଗୁରୁବାର ଗିରଫ କରାଯାଇଛି। ଏହାପରେ ତାଙ୍କୁ କୋର୍ଟରେ ହାଜର କରାଯିବ। ତାଙ୍କ ଉପରେ ଦୁର୍ନୀତି…

3 years ago

ଜମ୍ମୁ-କଶ୍ମୀରର ଡୋଡାରେ ଶହେ ଫୁଟ ଉଚ୍ଚରେ ତ୍ରିରଙ୍ଗା ଉତ୍ତୋଳନ କଲେ ଯବାନ

ଶ୍ରୀନଗର,୯।୩: ଜମ୍ମୁ-କଶ୍ମୀରର ପାର୍ବତ୍ୟ ଡୋଡା ଜିଲାରେ ଗୁରୁବାର ଭାରତୀୟ ସେନା ଶହେ ଫୁଟ ଉଚ୍ଚରେ ଜାତୀୟ ପତାକା ଉତ୍ତୋଳନ କରିଛି। ଏହି ଉଦ୍ୟମକୁ ଦେଶ ପାଇଁ ଜୀବନ…

3 years ago

ସିସୋଡିଆ ଗିରଫ ହେବା ପରେ ସାମ୍ନାକୁ ଆସିଲା କେଜ୍‌ରିଓ୍ବାଲଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ,୯।୩: ଦିଲ୍ଲୀର ଅବକାରୀ ନୀତି ମାମଲା ତଥା କଥିତ ଅନିୟମିତତା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଗୁରୁବାର ଇଡି ଗିରଫ…

3 years ago

ସିସୋଡିଆଙ୍କୁ ଗିରଫ କଲା ଇଡି

ନୂଆଦିଲ୍ଲୀ,୯।୩: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଅଡ଼ୁଆ ବେଳକୁ ବେଳ ବଢ଼ିବାରେ ଲାଗିଛି। ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସିସୋଡିଆଙ୍କୁ ପ୍ରାୟ ୮ଘଣ୍ଟା ଧରି…

3 years ago

ଆଇପିଏଲ୍‌ ପୂର୍ବରୁ ବିବାହ କଲେ ଆର୍‌ସିବିର ଏହି ଷ୍ଟାର କ୍ରିକେଟର

ନୂଆଦିଲ୍ଲୀ,୯।୩: ଆଇପିଏଲ୍‌ ପୂର୍ବରୁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ତାରକା ଖେଳାଳି ଓ୍ବାନିନ୍ଦୁ ହସରଙ୍ଗା। ପ୍ରେମିକା ବିଦ୍ୟା ପଦ୍ମାପେରୁମାଙ୍କ ହାତ ଧରିଛନ୍ତି ସେ।…

3 years ago