Home

୯୦ ଟେଷ୍ଟ ଖେଳିବା ପରେ ବି ସକ୍ଷମ ବୋଲି ପ୍ରମାଣ ଦେବାକୁ ପଡ଼ୁଛି: ପୂଜାରା

ନୂଆଦିଲ୍ଲୀ,୨୨।୮: ଭାରତୀୟ ଟେଷ୍ଟ ଟିମ୍‌ରୁ ବାଦ୍‌ ପଡ଼ିବା ନିରାଶାଜନକ ଥିଲା। ଏହାଫଳରେ ନିଜ ଦକ୍ଷତା ଉପରେ ସନ୍ଦେହ ସହ ମନରେ ଆଘାତ ଲାଗିଥିଲା ବୋଲି କହିଛନ୍ତି ଅନୁଭବୀ…

3 years ago

ପୁଣି ଛଟେଇ କଲା ଇଣ୍ଟେଲ୍‌

ନୂଆଦିଲ୍ଲୀ,୨୨।୮: ପୁଣି ଛଟେଇ କରିଛି ଇଣ୍ଟେଲ କର୍ପୋରେଶନ। ଖର୍ଚ୍ଚ ହ୍ରାସ ଦର୍ଶାଇ ଆମେରିକାର ୧୪୦ଜଣ କର୍ମଚାରୀଙ୍କୁ କମ୍ପାନୀ ବାହାର କରିଛି। ଛଟେଇ ହୋଇଥିବା କର୍ମଚାରୀ କାଲିଫର୍ଣ୍ଣିଆରେ କାମ…

3 years ago

ଚନ୍ଦ୍ରୟାନ-୩ର ମଜା ଉଡାଇବା ଅଭିନେତାଙ୍କୁ ପଡ଼ିଲା ମହଙ୍ଗା: ମାମଲା ରୁଜୁ

ନୂଆଦିଲ୍ଲୀ,୨୨।୮: ଚନ୍ଦ୍ରୟାନ-୩ ମିଶନକୁ ନେଇ ଟୁଇଟ୍‌ କରି ଫସିଯାଇଛନ୍ତି ଅଭିନେତା ପ୍ରକାଶ ରାଜ। ତାଙ୍କ ବିରୋଧରେ ପୋଲିସ ମାମଲା ରୁଜୁ ହୋଇଛି। ପ୍ରକାଶ ରାଜ ଏକ୍ସରେ ଶର୍ଟ…

3 years ago

ଏବେ ବି ମୁଁ ମା’ ହୋଇପାରିବି: ରାକ୍ଷୀ

ବମ୍ବେ: ଟେଲିଭିଜନ ଦୁନିଆର ସବୁଠାରୁ ଚର୍ଚ୍ଚିତ ତଥା ବିବାଦୀୟ ଅଭିନେତ୍ରୀଙ୍କ ମଧ୍ୟରୁ ରାକ୍ଷୀ ସାଓ୍ବନ୍ତ ଜଣେ। ସର୍ବଦା ନିଜର ରୋକଠୋକ ବୟାନ ଏବଂ ବ୍ୟକ୍ତିଗତ ଜୀବନକୁ ନେଇ…

3 years ago

ସ୍ପଷ୍ଟ କଲା ବିସିସିଆଇ: ବଦଳିବ ନାହିଁ ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ 

ନୂଆଦିଲ୍ଲୀ,୨୨।୮: ଆଇସିସି ପୁରୁଷ ଦିନିକିଆ ବିଶ୍ୱକପ୍‌ ୨୦୨୩ର କାର୍ଯ୍ୟସୂଚୀରେ କୌଣସି ପରିବର୍ତ୍ତନ ହେବ ନାହିଁ। ବିସିସିଆଇ  ହାଇଦ୍ରାବାଦ କ୍ରିକେଟ ଆସୋସିଏଶନ(ଏଚ୍‌ସିଏ)ର ଅନୁରୋଧକୁ ଆଧିକାରିକ ଭାବେ ଖାରଜ କରିବା…

3 years ago

ପୁଅର ଝଲକ ଦେଖାଇଲେ ଇଲିଆନା

ବମ୍ବେ: ପୁଅର ଝଲକ ଦେଖାଇଛନ୍ତି ବଲିଉଡ ଅଭିନେତ୍ରୀ ଇଲିଆନା ଡିକ୍ରୁଜ। ନିଜର ସୋସିଆଲ ମିଡିଆ ପୃଷ୍ଠାରେ ସେ ପୁଅଙ୍କ ପାଦର ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ…

3 years ago

‘ଗଦର ୨’ ନିର୍ଦ୍ଦେଶକଙ୍କୁ ଉପହାର ପଠାଇଲେ ପ୍ରିୟଙ୍କା-ନିକ୍‌

ଆଜିକାଲି ସନି ଦେଓଲ, ଅମିଶା ପଟେଲ ଏବଂ ଉତ୍କର୍ଷ ଶର୍ମାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଗଦର ୨’ ବକ୍ସ ଅଫିସରେ ଜବରଦସ୍ତ ଆୟ କରୁଛି। ଏପର୍ଯ୍ୟନ୍ତ ଏହି ଚଳଚ୍ଚିତ୍ର…

3 years ago

‘କଳ୍ପନା କରି ନ ଥିଲି ଏମିତି ସୁଯୋଗ ପାଇବି’

ନୂଆଦିଲ୍ଲୀ,୨୨।୮:ଏସିଆ କପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ହାଇଦ୍ରାବାଦ ପାଇଁ ଘରୋଇ କ୍ରିକେଟ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଇପିଏଲ ଖେଳିଥିବା ତିଳକ ବର୍ମା ୧୭…

3 years ago

ଚନ୍ଦ୍ରର ନୂଆ ଫଟୋ ଆସିଲା ସାମ୍ନାକୁ, ଚନ୍ଦ୍ରାୟନ ୩କୁ ନେଇ ଇସ୍ରୋ କହିଲା, ଅଲ ଇଜ ଓ୍ବେଲ

ନୂଆଦିଲ୍ଲୀ,୨୨।୮: ଚନ୍ଦ୍ରରେ ଅବତରଣ କରିବାକୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ସମୟରେ, ଇସ୍ରୋ ମିଶନ ଚନ୍ଦ୍ରୟାନ ୩ସମ୍ବନ୍ଧରେ ଏକ ଅପଡେଟ ଦେଇଛି । ଏହା…

3 years ago

ଲୁନା -୨୫ ଅସଫଳତାର ମୁଖ୍ୟ କାରଣ କହିଲେ ରୁଷିଆ ମହାକାଶ ଏଜେନ୍ସି ମୁଖ୍ୟ

ମସ୍କୋ,୨୨।୮: ରୁଷିଆର ମୁନ ମିଶନକୁ ବଡ ଝଟ୍‌କା ଲାଗିଛି। ଚନ୍ଦ୍ରରେ ପହଞ୍ଚିବାର ଆଶା ରୁଷିଆର ଶେଷ ହୋଇଯାଇଛି। କାରଣ ଏହାର ମହାକାଶ ଯାନ ଲୁନା-୨୫ କ୍ରାସ ହୋଇଯାଇଛି।…

3 years ago