ପ୍ରତିଦିନ ଆମେ ସୋସିଆଲ ମିଡିଆରେ ଏପରି ଅଦ୍ଭୁତ ଭିଡିଓ ଦେଖିଥାଉ ଯାହା ଆମକୁ ହସାଇଥାଏ। ବେଳେବେଳେ ଆମେ ମଧ୍ୟ କିଛି ସୂଚନାପୂର୍ଣ୍ଣ ଭିଡିଓ ପାଇଥାଉ ଯାହାକୁ ଦେଖିବା…
ଆଗ୍ରା: ଉତ୍ତର ପ୍ରଦେଶର ଆଗ୍ରା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ପରିବାର ସେମାନଙ୍କ ବୋହୂଙ୍କ ବିରୋଧରେ ଅଭିଯୋଗ ଆଣି ପୋଲିସ ଷ୍ଟେଶନରେ…
ଭୁବନେଶ୍ୱର, ୩୦।୧୨(ଅନୁରାଧା ମହାରଣା): ସୁକନ୍ୟା ସମୃଦ୍ଧି ଯୋଜନାରେ ନିବେଶ କରୁଥିବା ନିବେଶକମାନଙ୍କୁ ସରକାର ନୂଆ ବର୍ଷରେ ଏକ ବଡ଼ ଉପହାର ଦେଇଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷର ୪ର୍ଥ ତ୍ରୈମାସିକ…
ଭୁବନେଶ୍ୱର ,୩୦।୧୨: ଦେଶର ପ୍ରମୁଖ ୮ କୋର୍ ସେକ୍ଟର ଇଣ୍ଡଷ୍ଟ୍ରିର ଉତ୍ପାଦନ ୨୦୨୩ ନଭେମ୍ବର ମାସରେ ୭.୮% ବୃଦ୍ଧି ଘଟିଛି। ଏପରିକି ୨୦୨୨ ସମାନ ଅବଧିରେ ଏହି ପରିମାଣ…
ଭୁବନେଶ୍ୱର ,୩୦।୧୨ (ଅଭୟ ଦାଶ): ପୂର୍ବ ଭାରତର ପ୍ରମୁଖ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ତଥା ବିଶ୍ୱେଶ୍ୱର ଫୁଡ୍ସ ପ୍ରାଇଭେଟ୍ ଲିମିଟେଡ୍ର ଫାର୍ମ-ବି ବ୍ରାଣ୍ଡ୍ (ରୁଚି-ଫାର୍ମ ବି)କୁ ଇଣ୍ଡିଆ-୫୦୦ ଶ୍ରେଷ୍ଠ…
କେପ୍ ଟାଉନ: ପ୍ରକୃତିର ସୃଷ୍ଟି ଅତ୍ୟନ୍ତ ଅଜବ ହୋଇଥାଏ; ଯାହାକୁ ଦେଖି ଲୋକେ ଖୁସି ହେଉଥିବାବେଳେ ଅନେକ ସମୟରେ ତାହା ଆଖିକୁ ବିଶ୍ୱାସ ମଧ୍ୟ ହୁଏନି। ତେବେ…
ତିବଲିସି: ବିଶ୍ୱରେ ଏମିତି କିଛି ଅଜବ ସ୍ଥାନ ରହିଛି, ଯାହା ରୋମାଞ୍ଚକର ହେବା ସହ ବିପଦପୂର୍ଣ୍ଣ ମଧ୍ୟ ହୋଇଥାଏ। ଏପରି ଏକ ଜାଗା ହେଉଛି ଭେରିଓଭକିନା ଗୁମ୍ଫା;…
ମୁମ୍ବାଇ: ବଲିଉଡ୍ ବେବୋ କରିନା କପୁର ଖାନ୍ ତାଙ୍କ ପସନ୍ଦର ସ୍ଥାନ ସୁଇଜରଲାଣ୍ଡରେ ବର୍ତ୍ତମାନ ଛୁଟି କଟାଉଛନ୍ତି। ଗତବର୍ଷ ସେ ତାଙ୍କ ସ୍ବାମୀ ଓ ପିଲାଙ୍କ ସହିତ ଏଠାରେ…
ନୂଆଦିଲ୍ଲୀ,୩୦।୧୨: ବାବର ଖାଲସା ଇଣ୍ଟରନ୍ୟାସନାଲ (ବି.କେ.ଆଇ) ନେତା ତଥା ଗ୍ୟାଙ୍ଗଷ୍ଟର ଲଖବୀର ସିଂ ଲାଣ୍ଡାଙ୍କୁ ଭାରତ ସରକାର ଆତଙ୍କବାଦୀ ଘୋଷଣା କରିଛନ୍ତି। ବେଆଇନ କାର୍ଯ୍ୟକଳାପ ଅଧିନିୟମ ଅନୁଯାୟୀ…
ରାଞ୍ଚତ୍,୩୦ା୧୨(ପି.ଟି.): ଝାଡ଼ଖଣ୍ଡର ଆଦିବାସୀ ଏବଂ ଦଳିତମାନେ ୫୦ ବର୍ଷ ବୟସରେ ପହଞ୍ଚତ୍ଲେ ପେନ୍ସନ୍ ସୁବିଧା ପାଇବାକୁ ଯୋଗ୍ୟ ବିବେଚିତ ହେବେ। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଶୁକ୍ରବାର ସେମାନଙ୍କ ପାଇଁ…