Home

ମାଓବାଦୀଙ୍କ ଜୀବନ କାହାଣୀ: ପୋଲିସ ବିଭାଗ ପକ୍ଷରୁ ନିର୍ମିତ ହେଉଛି ଫିଲ୍ମ; ମୁଖ୍ୟ ଭୂମିକାରେ ଏସ୍‌ପି

ବିଳାସପୁର,୧୦।୭: ମାଓବାଦୀଙ୍କ ଜୀବନ କାହାଣୀ ଉପରେ ଛତିଶଗଡ଼  ପୋଲିସ ପକ୍ଷରୁ ଏକ କ୍ଷୁଦ୍ର ଫିଲ୍ମ ନିର୍ମାଣ କରାଯିବା ଯୋଜନା କରାଯାଇଛି। ଏଥିରେ ଏସ୍‌ପି ଡ. ଅଭିଷେକ ପଲ୍ଲବ…

7 years ago

ବିଧାୟକଙ୍କୁ ଭେଟିବା ପାଇଁ ଅଡି ବସିଲେ ଶିବକୁମାର: ମୁମ୍ବାଇ ହୋଟେଲ ଆଗରେ ଲାଗିଲା ୧୪୪ ଧାରା

ମୁମ୍ବାଇ, ୧୦।୭: କର୍ନାଟକ ରାଜନୈତିକ ସଙ୍କଟ ଏବେ ବେଙ୍ଗାଲୁରୁ ଛାଡି ମୁମ୍ବାଇରେ ପହଞ୍ଚିଛି। ମେଣ୍ଟ ସରକାରରୁ ଇସ୍ତଫା ଦେବାପରେ କଂଗ୍ରେସ ଓ ଜେଡିଏସ ୧୦ ବିଧାୟକ ମୁମ୍ବାଇର…

7 years ago

ଅକ୍ଷୟଙ୍କୁ ଟ୍ବିଙ୍କଲ୍‌ଙ୍କ ପ୍ରଶଂସା

ଅକ୍ଷୟ କୁମାରଙ୍କୁ ବଲିଉଡ୍‌ର ଖେଳାଳି କୁହାଯାଏ। ୫୦ ବର୍ଷ ପାରି ହୋଇଥିବା ଆକ୍ଟରଙ୍କ ମଧ୍ୟରେ ଅକ୍ଷୟ ହେଉଛନ୍ତି ସବୁଠୁ ଫିଟ୍‌। ଅକ୍ଷୟ ସବୁଥିରେ ପାରଙ୍ଗମ ବୋଲି ଫ୍ୟାନ୍‌ମାନେ…

7 years ago

ଲିବ୍ୟା ଗୃହଯୁଦ୍ଧରେ ୩ ମାସରେ ହଜାରେରୁ ଅଧିକ ମୃତ; ଆହତଙ୍କ ସଂଖ୍ୟା ୫ ହଜାରରୁ ବେଶି: ବିଶ୍ୱସ୍ବାସ୍ଥ୍ୟ ସଂଗଠନ

ତ୍ରିପୋଲି, ୧୦।୭: ଲିବ୍ୟା ଗୃହଯୁଦ୍ଧରେ ଏପ୍ରିଲ୍‌ଠାରୁ ଇତିମଧ୍ୟରେ ମୃତ୍ୟୁ ସଂଖ୍ୟା ହଜାରେ ଟପିଛି। ଏଥିରେ ଏକ ହଜାର ୪୮ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୫ ହଜାର ୫ଶହ…

7 years ago

ରାଇକିଆରୁ ଯୁବତୀ ଚାଲାଣ: ଘରୋଇ ବସ୍‌ରୁ ୨ ନାବାଳିକା, ୮ ଯୁବତୀ ଉଦ୍ଧାର; ୨ ଦଲାଲ ଅଟକ

ରାଇକିଆ,୧୦।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଅଞ୍ଚଳରୁ ରାଜ୍ୟ ବାହାରକୁ ଯୁବତୀ ଓ ନାବାଳିକା ଚାଲାଣ ହେଉଥିବା ସନ୍ଦେହ କରି ରାଇକିଆ ପୋଲିସ ବୁଧବାର ଏକ ଘରୋଇ ବସ୍‌ ଉପରେ…

7 years ago

ଯୌତୁକ ପାଇଁ ଅନ୍ୟ ଜଣେ ମହିଳାଙ୍କ ସହ ସ୍ବାମୀଙ୍କ ବିବାହ କରାଇଲେ ସ୍ତ୍ରୀ

ପାଟନା, ୧୦।୭: ସ୍ତ୍ରୀ ନିଜ ସ୍ବାମୀଙ୍କ ବିବାହ ପ୍ରସ୍ତାବ ନେଇ ଅନ୍ୟ ଜଣେ ମହିଳାଙ୍କ ଘରକୁ ଯିବା କଥା କେବେ ଶୁଣିଛନ୍ତି କି? ମାତ୍ର ୧୩ ଲକ୍ଷ…

7 years ago

ନୀଳଗିରି ଉପକାରାଗାରରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ସଜନାଗଡ,୧୦।୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଜେଲ ଉପକାରାଗାରରେ ବୁଧବାର ଜଣେ ବିଚାରାଧୀନ କଏଦୀଙ୍କର ମୃତ୍ୟୁ ଘଟିଛି। ସେ ହେଲେ ହାଡ଼ିବନ୍ଧୁଙ୍କ ପୁଅ ପାଗୁଲୁ ଖଣ୍ଡେଇ(୨୫)। ସୂଚନା ମୁତାବକ,…

7 years ago

କୁମାରସ୍ବାମୀଙ୍କ ଇସ୍ତଫା ଦାବିରେ ଧାରଣାରେ ବସିଲେ ୟେଦୁରପ୍ପା

ବେଙ୍ଗାଲୁରୁ, ୧୦।୭: କର୍ନାଟକରେ କଂଗ୍ରେସ-ଜେଡିଏସ ମେଣ୍ଟର ୧୩ ଜଣ ବିଧାୟକଙ୍କ ଇସ୍ତଫାପତ୍ର ଦେବା ପରେ ସେଠାକାର ରାଜନୀତି ସମ୍ପୂର୍ଣ୍ଣ ବଦଳି ଯାଇଛି। କଂଗ୍ରେସ-ଜେଡିଏସ ମେଣ୍ଟ ବଞ୍ଚାଇବା ପାଇଁ…

7 years ago

ସ୍ତ୍ରୀଙ୍କ ସ୍ବପ୍ନ ସାକାର କରିପାରିବେ କି ରବୀନ୍ଦ୍ର ଜାଡେଜା

ଲଣ୍ଡନ,୧୦।୭: ଆଇସିସି ବିଶ୍ୱକପରେ ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ପ୍ରଦର୍ଶନ ଭଲ ରହିଛି। ପ୍ରଥମ ୮ଟି ମ୍ୟାଚ୍‌ରେ ତାଙ୍କୁ ଖେଳିବାର ସୁଯୋଗ ମିଳି ନ ଥିଲାବେଳେ ଶେଷ…

7 years ago

ଅଲ୍‌ କାଏଦା ଆତଙ୍କବାଦୀ ଜଓ୍ବାହିରିଙ୍କ ଧମକପୂର୍ଣ୍ଣ ଲେଖା: କଶ୍ମୀରକୁ ଭୁଲ ନାହିଁ

ନୂଆଦିଲ୍ଲୀ,୧୦।୭: ଅଲ୍‌ କାଏଦା ଆତଙ୍କବାଦୀ ଅଲ୍‌ ଜଓ୍ବାହିରିଙ୍କ ଏକ ଧମକପୂର୍ଣ୍ଣ ଲେଖା ଜାରି ହୋଇଛି। ଏଥିରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଁ କୁହାଯାଇଛି। କଶ୍ମୀରକୁ ଭୁଲ…

7 years ago