Home

ରୁଷରେ ମିଳିଲା ୮୦ କୋଟି ବର୍ଷ ତଳର ବିଶେଷ ଧରଣର ହୀରା

ମସ୍କୋ,୬।୧୦: ହୀରା ସର୍ବଦା ମୂଲ୍ୟବାନ ହୋଇଥିବା ବେଳେ ତା’ର ଏକ ସ୍ବତନ୍ତ୍ର ପରିଚୟ ରହିଛି। ତେବେ ହୀରା ପ୍ରେମୀଙ୍କ ପାଇଁ ଏକ ଖୁସି ଖବର। ରୁଷର ଏକ…

7 years ago

ଅନୁପ୍ରବେଶ ଉଦ୍ୟମ ପଣ୍ଡ: ବିଏସ୍‌ଏଫ୍‌ ଦେଲା କଡ଼ା ଜବାବ

ଶ୍ରୀନଗର,୬।୧୦: ଜମ୍ମୁ-କଶ୍ମୀର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଏକ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି। କିଛି ଆତଙ୍କବାଦୀ କୁପଓ୍ବାରା ଜିଲାର ନୌଗାମ୍‌ ସେକ୍ଟରରେ ରବିବାର ଅନୁପ୍ରବେଶ କରୁଥିବାବେଳେ ବିଏସ୍‌ଏଫ୍‌…

7 years ago

ସୌଦିରେ ବଦଳିଲା ନିୟମ: ହୋଟେଲରେ ଗୋଟିଏ ରୁମ୍‌ରେ ରହିପାରିବେ ଦମ୍ପତି

ରିୟାଦ୍‌,୬।୧୦: ସୌଦିରେ ପାରମ୍ପରିକ ନିୟମ ଏବେ ବଦଳିବାରେ ଲାଗିଛି। ଏଣିକି ଏଠାକାର ହୋଟେଲରେ ଦମ୍ପତି ଗୋଟିଏ ରୁମ୍‌ରେ ରହିପାରିବେ। ବିଦେଶୀ ଦମ୍ପତିଙ୍କ ପାଇଁ ଏହି ନିୟମ ଲାଗୁ…

7 years ago

ବିଜୟର ନିକଟତର ଭାରତ: ଆଉ ମାତ୍ର ଦୁଇ ଉଇକେଟ ଦୂରରେ

ବିଶାଖାପାଟଣା, ୬।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତକୁ ବିଜୟ ପାଇଁ ଆଉ ଦୁଇ ଉଇକେଟ ଦୂରରେ ଅଛି। ଲଞ୍ଚ୍‌ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ୧୧୭…

7 years ago

ଆଇଏସ୍‌ ପାଇଁ କାମ କରୁଛନ୍ତି ଭାଜପା, ବଜରଙ୍ଗ ଦଳ କର୍ମୀ: ଦିଗ୍‌ବିଜୟ

ନୁଆଦିଲ୍ଲୀ,୬।୧୦: କଂଗ୍ରେସ ନେତା ଦିଗ୍‌ବିଜୟ ସିଂ ଭାରତୀୟ ଜନତା ପାର୍ଟି(ଭାଜପା) ଓ ବଜରଙ୍ଗ ଦଳ ଉପରେ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଏମାନେ ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ…

7 years ago

ଅଭିନନ୍ଦନଙ୍କ ସ୍କ୍ବାଡ୍ରନ୍‌କୁ ସମ୍ମାନୀତ କରିବ ବାୟୁସେନା

ନୂଆଦିଲ୍ଲୀ,୬।୧୦: ବାଲାକୋଟ ଏୟାର ଷ୍ଟ୍ରାଇକ୍‌ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଓ୍ବିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କ ୫୧-ସ୍କ୍ବାଡ୍ରନ୍‌କୁ ବାୟୁସେନା ସମ୍ମାନୀତ କରିବ । କମାଣ୍ଡିଙ୍ଗ୍‌ ଅଫିସର ଗ୍ରୁପ୍‌…

7 years ago

ବିଦ୍ୟୁତ ଆଘାତରେ ଜଣଙ୍କ ଜୀବନ ଗଲା

ସମ୍ବଲପୁର, ୬।୧୦(ବ୍ୟୁରୋ)- ସମ୍ବଲପୁର ଜିଲା ଯୁଯୁମୁରା ଥାନା ଧଦୁଲୁମୁଣ୍ଡା ଗ୍ରାମର ପଦ୍ମନାଭ ବିଶ୍ୱାଳଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି । ଜିଲା ସଦର ଡାକ୍ତରଖାନାରେ ଡାକ୍ତର ତାଙ୍କୁ…

7 years ago

ଓଡ଼ିଶାରେ ଉପରାଷ୍ଟ୍ରପତି: ବିଶ୍ୱ କବି ମହାକୁମ୍ଭରେ ଯୋଗଦେଲେ

ଭୁବନେଶ୍ୱର,୬।୧୦(ବ୍ୟୁରୋ): ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଦିନିକିଆ ଗସ୍ତରେ ଆସିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବାଗତ…

7 years ago

ପୁର୍ବଶତ୍ରୁତାରୁ ବାପ-ପୁଅଙ୍କୁ ଛୁରାମାଡ:ପୁଅ ମୃତ, ୨ ଗୁରୁତର

କାକଟପୁର,୬।୧୦(ଡି.ଏନ.ଏ.): ପୁରୀ ଜିଲା ଅସ୍ତରଙ୍ଗ ଅଞ୍ଚଳରେ ଶନିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଅଠତିରା ଗ୍ରାମର ସାଧୁ ସ୍ବାଇଁଙ୍କୁ କିଛି ଅସାମାଜିକ ଯୁବକ ପୂର୍ବଶତ୍ରୁତାକୁ ନେଇ ଆତସାହି…

7 years ago

କଟା ହେଲା ଗଛ: ଭଙ୍ଗା ବସା ପାଖରେ ୨ଦିନ ବସି ରହିଲା ମା’ ପକ୍ଷୀ; ଭିଡ଼ିଓ ଭାଇରାଲ

ମୁମ୍ବାଇ,୬।୧୦: ମହାରାଷ୍ଟ୍ର ମୁମ୍ବାଇର ଆରେ କଲୋନୀରେ ଗଛ କଟା ଜାରି ରହିଛି। ଏହାଦ୍ୱାରା ଘଛରେ ଥିବା ଶହେରୁ ଅଧିକ ପକ୍ଷୀ ବସା ଭାଙ୍ଗି ଯାଇଛି। ତେବେ ଏକ…

7 years ago