Home

ମହମ୍ମଦ୍‌ଙ୍କ ବାଣୀ ସମାଜରେ ସଦ୍‌ଭାବନା ଓ ଶାନ୍ତି ସୃଷ୍ଟି କରୁ: ମୋଦି

ନୂଆଦିଲ୍ଲୀ,୧୦।୧୧: ମହାପୁରୁଷ ମହମ୍ମଦ୍‌ଙ୍କ ବାଣୀ ସମାଜରେ ସଦ୍‌ଭାବନା ଓ ଶାନ୍ତି ସୃଷ୍ଟି କରୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଲାଦ୍‌-ଉନ୍‌-ନବୀ ଅବସରରେ ରବିବାର ଟୁଇଟ୍‌ କରି ଜଣାଇଛନ୍ତି।…

7 years ago

ଜୟପୁର କମିଶନରେଟ୍‌ରେ ଇଣ୍ଟରନେଟ୍‌ ସେବା ସୋମବାର ପର୍ଯ୍ୟନ୍ତ ବନ୍ଦ

ଜୟପୁର,୧୦।୧୧: ଅଯୋଧ୍ୟା ମାମଲାର ରାୟ ପ୍ରକାଶ ପରେ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜସ୍ଥାନ ଜୟପୁର କମିଶନରେଟ୍‌ରେ ସୋମବାର ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସେବା ବନ୍ଦ ପାଇଁ ପ୍ରଶାସନ ପକ୍ଷରୁ…

7 years ago

କାର୍ଯ୍ୟକ୍ଷେତ୍ରରେ ଚଷମା ପିନ୍ଧିପାରିବେନି ମହିଳା

ଜାପାନରେ ଏକ ଅଜବ ନିୟମ ଲାଗୁ ହୋଇଛି। ଏଠାରେ କର୍ମକ୍ଷେତ୍ରରେ ମହିଳାମାନେ ଚଷମା ପିନ୍ଧିପାରିବେନି। କେତେକ ବେସରକାରୀ କମ୍ପାନୀ ଏଭଳି ନିୟମ ଲାଗୁ କରିଛନ୍ତି। ଏହା ପଛରେ…

7 years ago

କୋହଲିଙ୍କ ‘ବିରାଟ’ ପ୍ରଶଂସକ ଏହି କ୍ରିକେଟରଙ୍କ ଝିଅ: କହିଲେ, ‘ମୁଁ ବିରାଟ କୋହଲି’

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସକ କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ଅଛନ୍ତି। ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ଅଷ୍ଟେଲିଆରେ। କ୍ରିକେଟର…

7 years ago

ରାମମନ୍ଦିର ନିର୍ମାଣରେ ଖର୍ଚ୍ଚ ହେବ ଶହେ କୋଟି

ନୂଆଦିଲ୍ଲୀ,୧୦।୧୧: ଐତିହାସିକ ଅଯୋଧ୍ୟା ମାମଲାର ରାୟ ପ୍ରକାଶ ପାଇବା ପରେ ଏବେ ମନ୍ଦିର ନିର୍ମାଣ ନେଇ ଯୋଜନା ଆରମ୍ଭ ହୋଇଛି। ୧୨୮ଫୁଟ ଉଚ୍ଚା ମନ୍ଦିର ନିର୍ମାଣରେ ଶହେ…

7 years ago

ବିମାନ ଆକ୍ରମଣରେ ତାଲିବାନ୍‌ କମାଣ୍ଡର ମୃତ

ଲୋଗାର,୧୦।୧୧: ଆଫଗାନିସ୍ତାନର ସେଣ୍ଟ୍ରାଲ ଲୋଗାର ଅଞ୍ଚଳରେ ରବିବାର ଆଫଗାନ ସେନାଙ୍କ ଦ୍ୱାରା କରାଯାଇଥିବା ବିମାନ ଆକ୍ରମଣରେ ତାଲିବାନ କମାଣ୍ଡରଙ୍କ ମୃତ୍ୟୁ ହୋଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି…

7 years ago

ଅଟଳ ବିହାରୀ ବାଜପେୟୀଙ୍କ ୨୫ ଫୁଟ ଉଚ୍ଚା ମୂର୍ତ୍ତି ନିର୍ମାଣ କରୁଛନ୍ତି ନନ୍ଦଲାଲ ପଣ୍ଡିତ

ଜୟପୁର,୧୦।୧୧: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୨୫ ଫୁଟ ଉଚ୍ଚା ମୂର୍ତ୍ତି ନିର୍ମାଣ ଜାରି ରହିଛି। ଏହାକୁ ଖ୍ୟାତି ସମ୍ପନ୍ନ କାରିଗର ନନ୍ଦଲାଲ୍‌ ପଣ୍ଡିତ ନିର୍ମାଣ…

7 years ago

ଭାରତରେ ହୋଇପାରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ

ନୂଆଦିଲ୍ଲୀ,୧୦।୧୧: ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ଜୈଶ-ଇ-ମହମ୍ମଦ ଭାରତରେ ବଡ ଧରଣର ଆକ୍ରମଣ ଯୋଜନା କରୁଥିବା ସୂଚନା ମିଳିଛି। କେତେ ଗୁଡିଏ ଗୁଇନ୍ଦା ସଂସ୍ଥା ପକ୍ଷରୁ ଏହି ସୂଚନା…

7 years ago

ଫିଟ୍‌ନେସ୍‌ର ରାଜ୍‌ କହିଲେ ଆଲିଆ ଭଟ୍ଟ

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ତାଙ୍କ ସୌନ୍ଦର୍ଯ୍ୟର ରାଜ୍‌ କହିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ତାଙ୍କୁ ଘରୋଇ ଖାଦ୍ୟ ଖାଇବାକୁ ଖୁବ୍‌ ଭଲ ଲାଗେ। ମାଆଙ୍କ…

7 years ago

ଅଜବ ଢଙ୍ଗରେ ଗର୍ଲଫ୍ରେଣ୍ଡ୍‌କୁ ପ୍ରପୋଜ କଲେ ଏହି ଯୁବକ

ନିଆରା ଢଙ୍ଗରେ ପ୍ରେମିକମାନେ ନିଜ ପ୍ରେମିକାଙ୍କୁ ପ୍ରପୋଜ୍‌ କରିଥିବାର ଦେଖିଥିବେ, କିନ୍ତୁ ଇଂଲଣ୍ଡର ଜଣେ ଯୁବକ ଛାତିରେ ଟାଟୁ କରି ନିଜ ଗର୍ଲଫ୍ରେଣ୍ଡକୁ ପ୍ରମୋଜ୍‌ କରିଛନ୍ତି। ଯୁବକ…

7 years ago