ଯୋଡ଼ା,୫।୧୦(ଡି.ଏନ୍.ଏ.): କେନ୍ଦୁଝର ଜିଲା ଯୋଡ଼ାସ୍ଥିତ ଟାଟାଷ୍ଟିଲ ପୂର୍ବଯୋଡ଼ା ଲୌହଖଣିରେ କାର୍ଯ୍ୟରତ ଜଣେ ସୁରକ୍ଷାକର୍ମୀଙ୍କୁ ଦୁର୍ବୃତ୍ତମାନେ ସଂଘବଦ୍ଧ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଆକ୍ରମଣର ଶିକାର…
ଭୁବନେଶ୍ୱର, ୫।୧୦(ବ୍ୟୁରୋ): ଆରମ୍ଭ ହୋଇଛି ପାର୍ବଣର ମାହୋଲ। ଦଶହରା ପାଇଁ ଟ୍ବିନ୍ ସିଟି ଉତ୍ସବମୁଖର। ପୂଜା ଭିତରେ ଟ୍ବିନ୍ ସିଟିର ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବାର…
କେନ୍ଦୁଝର,୫।୧୦(ଡି.ଏନ୍.ଏ.) : କେନ୍ଦୁଝରରେ କଳା ପଲସର ଆତଙ୍କ ଦେଖାଦେଇଛି। ଟାଉନ ଥାନାଠାରୁ ମାତ୍ର ୫ଶହ ମିଟର ଦୂର ତଥା ସ୍ପଷ୍ଟ ଦିବାଲୋକରେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ…
ଡାବୁଗାଁ,୫।୧୦(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକର ଜଣେ ଛାତ୍ରୀ ଓ ୨ ଜଣ ଛାତ୍ରଙ୍କ ବନ୍ୟପ୍ରାଣୀ ସପ୍ତାହ ପାଳନ ଉତ୍ସବରେ ପୁରସ୍କୃତ ହୋଇଛନ୍ତି। ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି…
ବ୍ୟାଙ୍କକ,୫।୧୦: ଥାଇଲାଣ୍ଡରେ ଜଣେ ବିଚାରପତି କୋର୍ଟରେ ନିଜକୁ ଗୁଳିମାରି ଆତ୍ମହତ୍ୟା କରିବାର ଉଦ୍ୟମ କରିଛନ୍ତି। ତାଙ୍କ ରାୟରେ ଅନ୍ୟ ଜଣେ ଉପରିସ୍ଥ ବିଚାରପତି ହସ୍ତକ୍ଷେପ କରିବାରୁ ସେ…
ନୂଆଦିଲ୍ଲୀ,୫।୧୦: ଏଣିକି ଶହୀଦ୍ ପରିବାରଙ୍କୁ ୪ ଗୁଣା ଅଧିକ କ୍ଷତିପୂରଣ ମିଳିବ। ପୂର୍ବରୁ ଶହୀଦ୍ ପରିବାରଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବାବେଳେ…
ଖପ୍ରାଖୋଲ,୫।୧୦: ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଲକ ଗନ୍ଧମାର୍ଦ୍ଦନ ପାହାଡ଼ରେ ଏସ୍ଓଜି ପକ୍ଷରୁ ଶନିବାର ସକାଳେ କୋମ୍ବିଂ ଅପରେଶନ କରାଯାଇଥିଲା। ଏହି ସର୍ଚ୍ଚ ଅପରେଶନ ସମୟରେ ଏସ୍ଓଜି ପୋଲିସ…
ଭୋପାଳ,୫।୧୦: ମଧ୍ୟପ୍ରଦେଶ ମନ୍ଦସୌର ଜିଲାରୋ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ୨୨ ବର୍ଷ ବୟସ୍କା ଯୁବତୀ କୌଣସି କାରଣରୁ ଦେହରେ କିରାସିନି ଢ଼ାଳି ନିଆଁ…
ନୂଆଦିଲ୍ଲୀ,୫।୧୦: ଗତ ସପ୍ତାହରେ ଦେଶରେ ପିଆଜ ଦାମ୍ ଶହେ ଟପିଥିବା ବେଳେ ରପ୍ତାନୀ ନୀତିରେ କେତେକ ପରିବର୍ତ୍ତନ କରାଯାଇଥିଲା। ଫଳରେ ଏବେ ଏହାର ଦାମ ଧୀରେଧୀରେ କମିବାରେ…
ବିଶାଖାପାଟଣା,୫।୧୦: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ର ପ୍ରଥମ ମୁକାବିଲା ସ୍ଥାନୀୟ ଏସିଏ-ବିଡିସିଏ ଷ୍ଟାଡିଏମ୍ରେ ଖେଳାଯାଉଛି। ଭାରତ ପ୍ରଥମେ…