Home

ଜାପାନ ତିଆରି କଲା ଏଆଇ ସୁଟକେସ

ଟୋକିଓ,୨୩।୨: ଜାପାନର କିଛି ଗବେଷକ ଏକ ଆର୍ଟିଫିସିଆଲ୍‌ ଇଣ୍ଟେଲଜେନ୍ସ(ଏଆଇ) ସୁଟକେସ ତିଆରି କରିଛନ୍ତି। ଏହା ଦେଖିପାରୁ ନ ଥିବା ବୟସ୍କ ବ୍ୟକ୍ତିଙ୍କୁ ସହାୟତା ଯୋଗାଇ ଦେବ ବୋଲି…

7 years ago

ବିବାଦ ପାଇଁ ନଳକୂପରେ କିରୋସିନ ଢାଳିଲେ ଦୁର୍ବୃତ୍ତ

ଚାନ୍ଦବାଲି,୨୩।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ପଞ୍ଚାୟତ ନିଆରିସାହିର ଏକ ନଳକୂପରେ କେହି ଦୁର୍ବୃତ୍ତ କିରୋସିନ ଓ ସିମେଣ୍ଟ ଭରି ଦେଇଥିବାର ଅଭିଯୋଗ ହୋଇଛି। ଫଳରେ…

7 years ago

ଅସରପା ଡ୍ରୋନ୍‌ ଶତ୍ରୁଙ୍କ ତଥ୍ୟ ସହଜରେ କରିବ ସଂଗ୍ରହ

କାନପୁର,୨୩।୨: ଉତ୍ତରପ୍ରଦେଶ କାନପୁର ଆଇଆଇଟି ଏବଂ ଭାରତ ଇଲୋଟ୍ରୋନିକ୍ସ୍‌ ଲିମିଟେଡ୍‌ର ମିଳିତ ସହଯୋଗରେ ଅସରପା ଭଳି ଦେଖାଯାଉଥିବା କ୍ଷୁଦ୍ର ଡ୍ରୋନ୍‌ ପ୍ରସ୍ତୁତ କରାଯାଇଛି। ଏହା ସହଜରେ ଶତ୍ରୁ…

7 years ago

୭୩ ବର୍ଷରେ ଭାରତ ଆସିଛନ୍ତି ୬ ଆମେରିକା ରାଷ୍ଟ୍ରପତି: ଟ୍ରମ୍ପ ୭ମ

ନୂଆଦିଲ୍ଲୀ,୨୩।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ଭାରତ ଗସ୍ତରେ ଆସୁଛନ୍ତି। ଏନେଇ ଭାରତ ସରକାରଙ୍କ ପକ୍ଷରୁ ଜୋର୍‌ସୋର୍‌ ପ୍ରସ୍ତୁତି ଜାରି ରହିଛି।  ଭାରତ ସ୍ବାଧୀନ ହେବାର ଗତ…

7 years ago

ପୋଲସରାରେ ନିଆଁରେ ପୋଡ଼ି ୩ ଶିଶୁ ମୃତ୍ୟୁ ଘଟଣା: ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ, ମୃତକଙ୍କ ପରିବାରକୁ ୪ ଲକ୍ଷ କ୍ଷତିପୂରଣ ଘୋଷଣା

ଭୁବନେଶ୍ୱର,୨୩।୨(ବ୍ୟୁରୋ): ଗଞ୍ଜାମ ଜିଲା ପୋଲସରା ବ୍ଲକ ଅନ୍ତର୍ଗତ ଖଇରଛଟା ଗାଁରେ ପୋଡ଼ି ଯାଇ ୩ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି।…

7 years ago

ଖେଳୁଥିବା ବେଳେ ୪ ଶିଶୁ ପୋଡ଼ିଯିବା ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ୩ ଶିଶୁ

ହାତୀଓଟ,୨୩।୨(ଡି.ଏନ୍‌.ଏ.): ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ୩ ଶିଶୁ। ଗଞ୍ଜାମ ଜିଲା ପୋଲସରା ବ୍ଲକ ଅନ୍ତର୍ଗତ ଖଇରଛଟା ଗାଁରେ ରବିବାର ସକାଳେ ନିଆଁରେ ପୋଡ଼ିଯାଇ ଗୁରୁତର ହୋଇଥିବା ୪…

7 years ago

ରାୟଗଡ଼ାରେ ଭାରତ ବନ୍ଦ ଡାକରା: ବସ ଚଳାଚଳ ବନ୍ଦ, ଯାତ୍ରୀ ହନ୍ତସନ୍ତ

ରାୟଗଡ଼ା ଅଫିସ,୨୩।୨: ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପଛୁଆବର୍ଗ ଓ ସଂଖ୍ୟାଲଘୁଙ୍କ ସଂରକ୍ଷଣ ବିରୋଧରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ଗତ ୭ ତାରିଖ ଶୁକ୍ରବାର ସରକାରୀ ଚାକିରି…

7 years ago

ଜଳବାୟୁ ପରିବର୍ତ୍ତନ ପ୍ରଭାବ: ୨୧୦୦ ବେଳକୁ ନ ଥିବ ପ୍ରବାଳ ପ୍ରାଚୀର

କାନବେରା,୨୩।୨: ଜଳବାୟୁ ପରିବର୍ତ୍ତନର ପ୍ରଭାବ ପୃଥିବୀର ଜୈବ ବିବିଧତା ଉପରେ ପଡ଼ିବାରେ ଲାଗିଛି। ଏହାଯୋଗୁ ଆସନ୍ତା ୨୧୦୦ ବେଳକୁ ସମୁଦ୍ରରେ ଥିବା ପ୍ରବାଳ ପ୍ରାଚୀର ସମ୍ପୂର୍ଣ୍ଣ ଲୋପ…

7 years ago

ଭାରତୀୟ ନୌସେନା ମିଗ୍‌-୨୯ ବିମାନ ଦୁର୍ଘଟଣା ଗ୍ରସ୍ତ: ପାଇଲଟ ସୁରକ୍ଷିତ

ପଣଜୀ,୨୩।୨: ଭାରତୀୟ ନୌସେନାର ମିଗ୍‌-୨୯ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଗୋଆରେ ଏହା ରୁଟିନ୍‌ ଟ୍ରେନିଂ ସମୟରେ ଉଡ଼ାଣ କରୁଥିବାବେଳେ ଏଭଳି ହୋଇଥିବା କୁହାଯାଉଛି। ଏହି ଘଟଣାରେ…

7 years ago

ମୁସଲମାନ୍‌ ଭାରତମାତାର ସନ୍ତାନ; ସରକାର ନୁହଁନ୍ତି ଅଳ୍ପସଂଖ୍ୟକଙ୍କ ବିରୋଧୀ: ରାଜନାଥ ସିଂ

ନୂଆଦିଲ୍ଲୀ,୨୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଅଳ୍ପସଂଖ୍ୟକଙ୍କ ବିରୋଧୀ ନୁହଁନ୍ତି। ମୁସଲମାନ୍‌ ଭାରତମାତାର ସନ୍ତାନ। ଅଳ୍ପସଂଖ୍ୟକଙ୍କ ମଧ୍ୟରେ କିଛି ରାଜନୈତିକ ଦଳ ପକ୍ଷରୁ ସୃଷ୍ଟି କରାଯାଇଥିବା ଅଯଥା…

7 years ago