Home

ଶିରୋମଣି ଅକାଳି ଦଳର ନେତା ନିର୍ବାଚିତ ହେଲେ ସୁଖବୀର

ଚଣ୍ଡିଗଡ଼,୧୪।୧୨: ସର୍ବସମ୍ମତି କ୍ରମେ ଶନିବାର ଶିରୋମଣି ଅକାଳି ଦଳର ଅଧ୍ୟକ୍ଷ ଭାବେ ସୁଖବୀର ସିଂ ବାଦଲଙ୍କୁ ପୁଣିଥରେ ନିର୍ବାଚିତ କରାଯାଇଛି। ବହୁବାର ପଞ୍ଜାବର ମୁଖ୍ୟମନ୍ତ୍ରୀ ଥିବା ପ୍ରକାଶ…

6 years ago

ମୋଦିଙ୍କୁ ଭାବପୂର୍ଣ୍ଣ ପତ୍ର ଲେଖିଲେ ସ୍ବାତୀ

ନୂଆଦିଲ୍ଲୀ,୧୪।୧୨: ମହିଳା ସୁରକ୍ଷାକୁ ନେଇ ଆଜିକୁ ୧୨ ଦିନ ହେବ ଆମରଣ ଅନଶନରେ ବସିଥିବା ଦିଲ୍ଲୀ ମହିଳା ଆୟୋଗର ମୁଖ୍ୟ ସ୍ବାତୀ ମାଲଓ୍ବୋଲ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

6 years ago

ଓ୍ବାଶିଂମେଶିନ୍‌ରେ ଏମିତି କିଛି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ବ୍ୟକ୍ତି, ଫଟୋ ଭାଇରାଲ

ଋଷ୍‌: ସାଧାରଣତଃ ଓ୍ବାଶିଂମେଶିନ୍‌ରେ କପଡ଼ା ଧୁଆ ଯାଇଥାଏ। ଯଦି ଏହା ଭିତରେ ଆପଣ ହଠାତ୍‌ କିଛି ଅଦ୍ଭୁତ ଦୃଶ୍ୟ ଦେଖିବେ ତେବେ ଲୋମ ଟାଙ୍କୁରି ଉଠିବା ସ୍ବାଭାବିକ।…

6 years ago

ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ଯୁଦ୍ଧ: ପାକିସ୍ତାନ ମନ୍ତ୍ରୀ

ଇସ୍‌ଲାମାବାଦ,୧୪।୧୨: ନିଜର ବେକାବୁ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାକୁ ଆସି ପରିହାସର ଶିକାର ହେଉଥିବା ପାକିସ୍ତାନର ରେଳମନ୍ତ୍ରୀ ଶେଖ ରସିଦ ଏଥର ମଧ୍ୟ ସେମିତି ଏକ ବୟାନ…

6 years ago

ଡାକ୍ତରମାନେ ଭଗବାନ ସଦୃଶ ହୋଇ ରୋଗ ଦୂର କରିଥାନ୍ତି: ରାଜ୍ୟପାଳ

ବ୍ରହ୍ମପୁର ଅଫିସ,୧୪।୧୨: ଏଣ୍ଡୋକ୍ରାଇନ ସୋସାଇଟି ଅଫ୍‌ ଓଡିଶାର ୮ମ ବାର୍ଷିକ ସମିଳନୀ ଶନିବାର ବ୍ରହ୍ମପୁରଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟଅତିଥି ଭାବେ…

6 years ago

ଚିକିତ୍ସା ଅଭାବରୁ ଗର୍ଭସ୍ଥ ଶିଶୁର ମୃତ୍ୟୁ: ଅଭିଯୋଗ ଆଣିଲେ ପରିବାର ଲୋକେ

ବାରିପଦା ଅଫିସ,୧୪।୧୨: ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଚିକିତ୍ସା ଅବହେଳା ଯୋଗୁ ଜଣେ ଗର୍ଭସ୍ଥ ଶିଶୁର ମୃତ୍ୟୁ ଘଟିଥିବା ପରିବାର ଲୋକେ…

6 years ago

କାରଗିଲ୍‌ ଯୁଦ୍ଧ ସମୟରେ ଭାରତକୁ ବିକ୍ରି କରାଯାଇଥିଲା ୩୦ ବର୍ଷ ପୁରୁଣା ଗୋଳାବାରୁଦ: ଭି.ପି. ମଲ୍ଲିକ

ନୂଆଦିଲ୍ଲୀ,୧୪।୧୨: କାରଗିଲ୍‌ ଯୁଦ୍ଧ ସମୟରେ ଭାରତ ବିଭିନ୍ନ ଅସ୍ତ୍ରଶସ୍ତ୍ର ପାଇଁ କିଛି ମିତ୍ର ଦେଶଙ୍କ ଉପରେ ଭରସା କରିଥିଲା। ଏହି ସମୟରେ ଅନ୍ୟ କେତେକ ଦେଶରୁ ବିଭିନ୍ନ…

6 years ago

ପାକିସ୍ତାନୀ ନୌକା ଜବତ: ବିଏସ୍‌ଏଫ୍‌ର ତଦନ୍ତ ଜାରି

ନୂଆଦିଲ୍ଲୀ,୧୪।୧୨: ଅନୁପ୍ରବେଶ ପାଇଁ ଅତିସମ୍ବେଦନଶୀଳ ଅଞ୍ଚଳ ଭାବେ ଜଣାଯାଉଥିବା କଚ୍ଛର ହରାମି ନାଲାରୁ ଶନିବାର ଏକ ଖାଲି ନୌକା ଜବତ କରାଯାଇଛି। ସୀମାର ସୁରକ୍ଷାକର୍ମୀ ଏହି ଖାଲି…

6 years ago

କମାଣ୍ଡରଙ୍କୁ ସାଲ୍ୟୁଟ୍‌ କଲା ସେନା କୁକୁର: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଶ୍ରୀନଗର,୧୪।୧୨: ଏବେ ସୋସିଆଲ୍‌ ମିଡ଼ିଆରେ ଭାରତୀୟ ସେନାରେ ନିୟୋଜିତ ଥିବା କୁକୁର ମିନାକାର ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋଟି ଜୁଲାଇ ୧ ଅମରନାଥ ଯାତ୍ରା ସମୟରେ…

6 years ago

ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବା ସହିତ ସ୍ମୃତିଶକ୍ତି ବଢ଼ାଇବା ପାଇଁ ଶୀତଦିନେ ଖାଆନ୍ତୁ ଏହାକୁ…

ମାଛ ଖାଇବା ଶରୀର ପାଇଁ ଭଲ। ଶୀତଦିନେ ମାଛ ଖାଇଲେ ଅନେକ ଫାଇଦା ମିଳିଥାଏ। ଏଥିରେ ଭିଟାମିନ୍‌, ମିନେରାଲ୍ସ ଏବଂ ଅନେକ ପ୍ରକାରର ପୋଷକ ତତ୍ତ୍ୱ ରହିଥାଏ।…

6 years ago