Home

ସମ୍ଭାବ୍ୟ ବାତ୍ୟା ପାଇଁ ୧୫୦୦ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ରାଜନଗର,୧୯।୫(ଡି.ଏନ୍‌.ଏ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅମ୍ଫନ ମହାବାତ୍ୟା ଯୋଗୁ ରାଜନଗର ବ୍ଲକରେ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି। ଏଥିପାଇଁ ପ୍ରଶାସନ ବଙ୍ଗୋପସାଗର ତଟବର୍ତ୍ତୀ ପେଣ୍ଠ, ପ୍ରସନ୍ନପୁର,…

6 years ago

ପ୍ରବାସୀ ଓଡ଼ିଆଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ଥ

ଚୌଦ୍ୱାର,୧୯।୫(ଡି.ଏନ୍‌.ଏ.): କଟକ ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ବନ୍ଦାଳ ନିକଟରେ ଜାତୀୟ ରାଜପଥ ୧୬ରେ ପ୍ରବାସୀ ଓଡ଼ିଆଙ୍କୁ ନେଇଯାଉଥିବା ବସ୍‌ ଦୁର୍ଘଟଣାଗସ୍ତ। ଏଥିରେ ୬ଜଣ ଯାତ୍ରୀ ଆହତ…

6 years ago

ଉଗ୍ର ରୂପ ନେଉଛି ମହାବାତ୍ୟା ଅମ୍ଫନ: ଘଣ୍ଟା ପ୍ରତି ୧୪ କି.ମି. ବେଗରେ ଗତି କରୁଛି

ଭୁବନେଶ୍ୱର,୧୯।୫(ବ୍ୟୁରୋ): ରାଜ୍ୟରେ ଗୋଟିଏ ପଟେ କରୋନା ଭାଇରସ୍‌ ସଂକ୍ରମଣ ଅନ୍ୟପଟେ ମହାବାତ୍ୟା ଅମ୍ଫନ ରାଜ୍ୟସରକାରଙ୍କ ଚିନ୍ତା ବଢ଼ାଇଦେଇଛି। ଏହାର ମୁକାବିଲା ପାଇଁ ସରକାର ସଜାଗ ଥିବା ସହ…

6 years ago

ଦୈନିକ ୨ ହଜାର ପରୀକ୍ଷା କରିବ ଏସ୍‌ସିବି

କଟକ ଅଫିସ,୧୯ା୫: ଏସ୍‌ସିବିରେ ଗତ ମାର୍ଚ୍ଚ ୩୧ରେ ଆରମ୍ଭ ହୋଇଥିଲା କୋଭିଡ୍‌-୧୯ ପରୀକ୍ଷା। ନାହିଁ ନାହିଁର ସ୍ଥିତିରେ ପ୍ରଥମ ଦିନ ମାତ୍ର ୪ଟି ନମୁନା ପରୀକ୍ଷା କରାଯାଇଥିଲା।…

6 years ago

ରାୟଗଡ଼ାରେ ହେବ କୋଭିଡ୍‌ ପରୀକ୍ଷା: ମେ’ ଶେଷ ସୁଦ୍ଧା ହେବ କାର୍ଯ୍ୟକ୍ଷମ

ରାୟଗଡ଼ା ଅଫିସ,୧୮ା୫: ଏଣିକି ରାୟଗଡ଼ା ଜିଲାରେ ହେବ କୋଭିଡ୍‌ ପରୀକ୍ଷା। ଏଠାରେ ସନ୍ଦିଗ୍ଧଙ୍କ ସ୍ବାବ୍‌ ପରୀକ୍ଷା ଦ୍ୱାରା ରୋଗୀଙ୍କ ଶୀଘ୍ର ଚିକିତ୍ସା ହୋଇପାରିବ। ଏ ନେଇ ଜିଲା…

6 years ago

ଗୋପପୁର ହରାଇଲା ପୁରୁଖା କଳାକାର

ବରଗଡ଼ ଅଫିସ୍‌,୧୮।୫: ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୋପପୁର ଯାତ୍ରା ଅନ୍ୟତମ । ତେବେ ଗୋପପୁର(ଅମ୍ବାପାଲି) ସୋମବାର ଜଣେ ପୁରୁଖା କଳାକାର କାର୍ତ୍ତିକ ବୁଡ଼େକଙ୍କୁ…

6 years ago

୪ ଆଇପିଏସ ଅଫିସରଙ୍କ ହାତରେ ୪ ଜିଲାର ଦାୟିତ୍ୱ

ଭୁବନେଶ୍ୱର, ୧୮।୫(ବ୍ୟୁରୋ): ବାତ୍ୟା ‘ଅମ୍ଫନ୍‌’କୁ ଦୃଷ୍ଟିରେ ରଖି ରାଜ୍ୟର ୪ଜଣ ଆଇପିଏସ ଅଧିକାରୀଙ୍କୁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଏବଂ ଜଗତସିଂହପୁର ଜିଲା ଦାୟିତ୍ୱ ପ୍ରଦାନ କରାଯାଇଛି। ପୂର୍ବାଞ୍ଚଳ…

6 years ago

କୋଭିଡ୍‌ କେୟାର ସେଣ୍ଟର ଉଦ୍‌ଘାଟିତ

ଜୟପୁର, ୧୮ା୫ (ନି.ପ୍ର.): କୋରାପୁଟ ମହିଳା ମହାବିଦ୍ୟାଳୟରେ କୋଭିଡ୍‌ କେୟାର ସେଣ୍ଟର ସୋମବାର ଉଦ୍‌ଘାଟିତ ହୋଇଯାଇଛି। ୨ଶହ ଶଯ୍ୟା ବିଶିଷ୍ଟ ଏହି ସେଣ୍ଟରକୁ ଜିଲାପାଳ ମଧୁସୂଦନ ମିଶ୍ର…

6 years ago

କ୍ବାରାଣ୍ଟାଇନ କେନ୍ଦ୍ରରେ ଯୁବକଙ୍କୁ ସାପ କାମୁଡିଲା

ସଜନାଗଡ, ୧୮ା୫(ଡି.ଏନ.ଏ.)-ବାଲେଶର ଜିଲା ନୀଳଗିରି ବ୍ଲକ ଅନ୍ତର୍ଗତ ତେଲିପାଳ ସେବାଶ୍ରମ କ୍ବାରାଣ୍ଟାଇନ କେନ୍ଦ୍ରରେ ରହୁଥିବା ତେଲିପାଳ ପଞ୍ଚାୟତ ବାସିନ୍ଦା ତେଲେଙ୍ଗାନା ଫେରନ୍ତା କୃଷ୍ଣ ରାଉତ (୨୨) ସୋମବାର…

6 years ago

ଛାଡ଼ି ପଳାଉଥିଲା ବସ୍‌, ପୋଲିସ ହସ୍ତକ୍ଷେପ ପରେ ଝାଡ଼ଖଣ୍ଡ ଫେରିଲେ ୧୪ ପ୍ରବାସୀ

ଦେବଗଡ଼,୧୮ା୫(ଡି.ଏନ.ଏ.): ତାମିଲନାଡୁରେ ଫସି ରହିଥିବା ଦେବଗଡ ଜିଲା ରିଆମାଳ ବ୍ଲକ୍‌ର ୧୬ଜଣ ପ୍ରବାସୀ ଏକ ବସ୍‌ (ନଂ-ଟିଏନ୍‌-୩୨ ଏସି-୨୭୯୯)ରେ ଆସି ପହଞ୍ଚିଛନ୍ତି। ହେଲେ ସେଥିରେ ଥିବା ଝାଡ଼ଖଣ୍ଡ…

6 years ago