ତେହେରାନ,୧୧।୫: ଇରାନ୍ରେ ଏକ ଯୁଦ୍ଧ ଜାହାଜର ମିଜାଇଲ୍ ଲକ୍ଷ୍ୟଚ୍ୟୁତ ହୋଇଛି। ଏହାଦ୍ୱାରା ଅନ୍ୟ ଏକ ମାଲବାହୀ ଜାହାଜ ଧ୍ୱଂସ ହୋଇଯାଇଛି। ଜାହାଜରେ ୩୦ରୁ ୪୦ ନାବିକ ଥିଲେ।…
ଭୁବନେଶ୍ୱର,୧୧ା୫(ବ୍ୟୁରୋ) : ସୋମବାର ସକାଳେ ଚିହ୍ନଟ ହୋଇଥିବା ୧୪ କରୋନା ପଜିଟିଭ୍ଙ୍କ ମଧ୍ୟରୁ ଗଞ୍ଜାମର ୧୨, ସୁନ୍ଦରଗଡ଼ର ଜଣେ ଏବଂ କେନ୍ଦ୍ରାପଡ଼ାର ଜଣେ ବୋଲି ରାଜ୍ୟ ସ୍ବାସ୍ଥ୍ୟ…
ଶ୍ରୀନଗର,୧୧।୫: ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଗତ ୩ ବର୍ଷ ଧରି ଅଧିକ ଉତ୍ତେଜନା ସୃଷ୍ଟି ହୋଇଛି। ୨୦୧୮ଠାରୁ ଚଳିତ ୨୦୨୦ ମେ ୩ ସୁଦ୍ଧା ପାକିସ୍ତାନ ୬,୮୪୪…
ଶ୍ରୀନଗର,୧୧।୫: ଗତ ୩ ବର୍ଷ ମଧ୍ୟରେ ଆତଙ୍କବାଦୀ ସଂଗଠନରେ ୩୭୩ ଯୁବକ ଯୋଗ ଦେଇଛନ୍ତି। ୨୦୧୮ଠାରୁ ୨୦୨୦ ମେ ୩ ମଧ୍ୟରେ ଏହି ଯୁବକମାନେ ବିଭିନ୍ନ ଆତଙ୍କବାଦୀ…
ଚଳିତମାସ ୭ ତାରିଖ ରାତିରେ ବିଶାଖାପାଟଣାର ଏକ ରାସାୟନିକ କାରଖାନାରୁ ଷ୍ଟାଇରିନ୍ ଗ୍ୟାସ୍ ଲିକ୍ ହୋଇ ୧୧ ଜଣ ମୃତ୍ୟୁବରଣ କରିଛନ୍ତି ଏବଂ ପ୍ରାୟ ଏକ ହଜାରରୁ…
ବଡ଼ବିଲ,୧୧।୫(ସ୍ବ.ପ୍ର.): ରାଜ୍ୟ ସରକାରଙ୍କ ପକ୍ଷରୁ ଦୈନିକ ଶ୍ରମ ସମୟ ୮ଘଣ୍ଟାରୁ ୧୨ଘଣ୍ଟାକୁ ବୃଦ୍ଧି କରାଯାଇଛି। ଏହାକୁ କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ଏଆଇଟିୟୁସି କାର୍ଯ୍ୟାଳୟ ସମ୍ମୁଖରେ ଶ୍ରମିକ ସଙ୍ଗଠନ…
ଗଞ୍ଜାମ,୧୧ା୫(ଡି.ଏନ୍.ଏ.) : ଗଞ୍ଜାମ ଜିଲାରେ କରୋନା ପଜିଟିଭ୍ଙ୍କ ସଂଖ୍ୟା ଦିନକୁ ଦିନ ଦ୍ରୁତଗତିରେ ବଢ଼ିଚାଲିଛି। ବିଶେଷକରି ସୁରଟରୁ ପ୍ରବାସୀ ଓଡ଼ିଆମାନେ ଫେରିବା ପରେ ଏହି ସମସ୍ୟା ଦେଖାଦେଇଛି।…
ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଅନେକେ ଲୋଭର ବଶବର୍ତ୍ତୀ ହୋଇ ଅଧିକ ପରିମାଣରେ ମିଠା ଖାଇବାକୁ ପସନ୍ଦ କରିଥାଆନ୍ତି। ଏହାର ସ୍ବାଦ ହୁଏତ ମିଠା ହୋଇପାରେ,…
ରାଜନଗର, ୧୧।୫(ଡି.ଏନ୍.ଏ.): ରାଜ୍ୟରେ ସୋମବାର ସକାଳେ ୧୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଜଣେ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର ବୋଲି ଜଣାପଡ଼ିଛି। ଆକ୍ରାନ୍ତ ଜଣଙ୍କ…
ବେଶ୍ କିଛିବର୍ଷ ପରିଶ୍ରମ କରିବା ପରେ ଇଂଲଣ୍ଡର ବିଶେଷଜ୍ଞମାନେ କୃତ୍ରିମ ରେଟିନା ପ୍ରସ୍ତୁତ କରିବାରେ ସକ୍ଷମ ହୋଇଛନ୍ତି। ବିଶେଷଭାବରେ ଏହି ନୂଆ ରେଟିନା ଦୃଷ୍ଟିହୀନମାନଙ୍କ ପାଇଁ ବେଶ୍…