ଭୁବନେଶ୍ୱର,୧୪।୬(ବ୍ୟୁରୋ)-ୟୁଏଇର ସାରଜାହା ବିମାନ ବନ୍ଦରରୁ ୨୧୫ ଜଣ ପ୍ରବାସୀ ଓଡିଆଙ୍କୁ ନେଇ ଏକ ସ୍ବତନ୍ତ୍ର ବିମାନ ରବିବାର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛି। ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ…
ସୁନ୍ଦରଗଡ଼,୧୪ା୬(ଡି.ଏନ୍.ଏ.): ସୁନ୍ଦରଗଡ଼ରେ ମୌସୁମୀ ପହଞ୍ଚିଛି। ଫଳରେ ଶନିବାର ରାତିରୁ ରବିବାର ପର୍ଯ୍ୟନ୍ତ ବର୍ଷା ଲାଗିରହିଛି। ଜିଲାରେ ହାରାହାରି ୬୨.୫୯ ମିମି ବର୍ଷା ହୋଇଥିବା ଜିଲା ପାଣିପାଗ ବିଭାଗ…
ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଖବର ଶୁଣି କ୍ରିକେଟ ଜଗତ ସ୍ତବ୍ଧ ହୋଇଯାଇଛି। ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କଠାରୁ ଆରମ୍ଭ କରି ବିରାଟ କୋହଲି ତାଙ୍କ ମୃତ୍ୟୁରେ…
ସୁନ୍ଦରଗଡ଼,୧୪ା୬(ଡି.ଏନ୍.ଏ.): ସୁନ୍ଦରଗଡ଼ରେ ରବିବାର ଆଉ ୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦୁଇଜଣ ମହିଳା ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ମୁମ୍ବାଇ ଏବଂ ଅନ୍ୟ ଜଣେ…
ହାଟଡିହୀ,୧୪ା୬(ଡି.ଏନ୍.ଏ.): କେନ୍ଦୁଝର ଜିଲା ହାଟଡିହୀ ସରପଞ୍ଚ ଅନସୂୟା ସେଠୀ ପଞ୍ଚାୟତ କ୍ୱାରାଣ୍ଟାଇନ୍ ସେଣ୍ଟରରେ ରହୁଥିବା ୨୫ ଅନ୍ତେବାସୀଙ୍କ ସହ ସାମାଜିକ ଦୂରତା ରକ୍ଷା କରି ରଜ ପାଳନ…
ଅହମଦାବାଦ, ୧୪।୬: ଦିନରେ ୨ଟି ଆସ୍ପ୍ରିନ୍ ଔଷଧ ସେବନ କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ କ୍ୟାନସର ହେବାର ଆଶଙ୍କା ଯଥେଷ୍ଟ କମ୍ ହୋଇଥାଏ ବୋଲି ଏକ ଗବେଷଣା ରିପୋର୍ଟରେ…
ଭୁବନେଶ୍ୱର,୧୪।୬(ବ୍ୟୁରୋ): ରାଜ୍ୟରେ ଆଉ ୧୧୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ସୁନ୍ଦରଗଡ଼ର ସର୍ବାଧିକ ୩୦ଜଣ ରହିଥିବା ବେଳେ ଖୋର୍ଦ୍ଧାର ୨୩, ଗଞ୍ଜାମର ୧୭, କଟକର…
କୁଆଁରମୁଣ୍ଡା,୧୪ା୬(ଡି.ଏନ୍.ଏ.) : ରବିବାର ସକାଳେ ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଖୁଖୁୁଣ୍ଡୁବାହାଲ ପଞ୍ଚାୟତର ଲୋଡୋସେରା ନାଳା ପୋଲ ନିକଟରେ ବଜ୍ରପାତରେ ୨ ଜଣ ଯୁବ ଶ୍ରମିକଙ୍କର…
ବେଙ୍ଗାଲୁର, ୧୪।୬: କର୍ନାଟକରେ କରୋନା ମହାମାରୀ ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ନୂଆ ଯୋଜନା ପ୍ରସ୍ତୁତ କରାଯାଇଛି। ଏହି ଯୋଜନା ଅନୁସାରେ ବେଙ୍ଗାଲୁର୍ ସହରରେ କଣ୍ଟେନମେଣ୍ଟ୍…
ବର୍ଲିନ୍, ୧୪।୬: କରୋନା ମହାମାରୀ ଯୋଗୁ ପୃଥିବୀରେ ପ୍ରତିଦିନ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିଚାଲିଛି। କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ନିୟମିତ ବ୍ୟବଧାନରେ ହାତ…