Home

ଜୁନ୍‌ ୫ରେ କେରଳ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ,୧୫ା୫(ପି.ଟି.)-ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଚଳିତ ବର୍ଷ ୪ ଦିନ ବିଳମ୍ବରେ ଆସି ଜୁନ୍‌ ୫ରେ କେରଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ପୂର୍ବାନୁମାନ…

6 years ago

କୋଏମ୍ବାଟୁର, କୁର୍‌ନୁଲରୁ ଆଜି ପହଞ୍ଚତ୍ବ ୨ ଶ୍ରମିକ ସ୍ପେଶାଲ ଟ୍ରେନ୍‌

ବଲାଙ୍ଗୀର ଅଫିସ, ୧୫ା୫- ବଲାଙ୍ଗୀର ରେଲୱେ ଷ୍ଟେଶନ୍‌ରେ ଶନିବାର ୨ ଶ୍ରମିକ ସ୍ପେଶାଲ ଟ୍ରେନ୍‌ ଆସି ପହଞ୍ଚତ୍ବ। ତାମିଲନାଡୁର କୋଏମ୍ବାଟୁରରୁ ଆସୁଥିବା ସ୍ପେଶାଲ ଟ୍ରେନ୍‌ ପୂର୍ବାହ୍ନ ୧୦ଟା…

6 years ago

୩ ସ୍ବତନ୍ତ୍ର ଟ୍ରେନରେ ପହଞ୍ଚିଲେ ୧୪୩୯ ପ୍ରବାସୀ

ବାଲେଶ୍ୱର ଅଫିସ, ୧୫।୫: ଆନ୍ଧ୍ରପ୍ରଦେଶ, ଗୁଜରାଟ ଓ ହାଇଦ୍ରାବାଦ୍‌ରୁ ୩ ସ୍ବତନ୍ତ୍ର ଟ୍ରେନ ଯୋଗେ ୧୪୩୯ ପ୍ରବାସୀ ଶୁକ୍ରବାର ବାଲେଶ୍ୱର ରେଳଷ୍ଟେଶନରେ ଓହ୍ଳାଇଛନ୍ତି। ସମସ୍ତେ ବାଲେଶ୍ୱର ଓ…

6 years ago

ଖରିଫ୍‌ରେ ଚାଷୀଙ୍କୁ ଉନ୍ନତ ମାନର ବିହନ ଯୋଗାଇବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୧୫।୫(ବ୍ୟୁରୋ): କରୋନା ଓ ଲକ୍‌ଡାଉନ୍‌ ପାଇଁ କୃଷି କାର୍ଯ୍ୟ ପ୍ରଭାତିତ ହୋଇଛି। ତେଣୁ ଚଳିତ ଖରିଫ୍‌ରେ ଚାଷୀମାନଙ୍କୁ ସୁବିଧାରେ ଅଧିକ ଉତ୍ପାଦନକ୍ଷମ ଓ ଉନ୍ନତ ମାନର…

6 years ago

କରୋନା ସଚେତନ ହେଲେ ଦଇତାପତି ସେବକ

ପୁରୀ ଅଫିସ,୧୫ା୫: ଆଗକୁ ସ୍ନାନ ପୂର୍ଣ୍ଣିମା ଏବଂ ରଥଯାତ୍ରା। ଏହାକୁ ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବାକୁ ହେଲେ ସମ୍ପୃକ୍ତ ସେବକମାନଙ୍କୁ ଏବେଠାରୁ କରୋନା ଭୂତାଣୁ…

6 years ago

ପେଟ୍ରୋଲ ପମ୍ପରେ ଲାଗିଲା ମନି, ବାଇକ୍‌ ସାନିଟାଇଜର ମେଶିନ

କୋକସରା, ୧୫।୫ (ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ୍‌ ମୋଟେର ପେଟ୍ରୋଲ ପମ୍ପରେ ମନି ସାନିଟାଇଜର ଓ ବାଇକ୍‌ ସାନିଟାଇଜର ମେଶିନ ଲାଗିଛି। କରୋନା ସଂକ୍ରମଣ ରୋକିବାକୁ…

6 years ago

୧୮୮ ସେବକଙ୍କ ସ୍ବାବ୍‌ ସଂଗ୍ରହ ଶେଷ

ପୁରୀ ଅଫିସ,୧୫ା୫: ମହାମାରୀ କରୋନା ପାଇଁ ମହାପ୍ରଭୁଙ୍କ ରଥ ନିର୍ମାଣରେ ଯେପରି କୌଣସି ଅସୁବିଧା ନ ହୁଏ ସେଥିପ୍ରତି ଗୁରୁତ୍ୱ ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ସରକାରଙ୍କ କୋଭିଡ…

6 years ago

ପ୍ରଥମରୁ ଅଷ୍ଟମ ସବୁ ପିଲା ପାସ

ଭୁବନେଶ୍ୱର,୧୫।୫(ବ୍ୟୁରୋ)- ଚଳିତ ବର୍ଷ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ସବୁ ପିଲା ପାସ। କରୋନା ମୁକାବିଲା ସ୍ଥିତିକୁ ନେଇ ଶୁକ୍ରବାର ରାଜ୍ୟ ସ୍କୁଲ ଓ ଗଣଶିକ୍ଷା…

6 years ago

ହ୍ବାଟ୍ସଆପ୍‌ରେ ଲୋକଙ୍କୁ ଉତ୍ତର ଦେଉଛନ୍ତି ଏସ୍‌ପି

ସମ୍ବଲପୁର,୧୫।୫ (ବ୍ୟୁରୋ): ସମ୍ବଲପୁର ପୋଲିସ ଲକ୍‌ଡାଉନ୍‌ ସମ୍ପର୍କରେ ଠିକ୍‌ ସୂଚନା ଦେବା ପାଇଁ ଏକ ହ୍ବାଟ୍ସଆପ ନମ୍ବର (୯୪୩୮୯୧୬୫୫୦) ସର୍ବସାଧାରଣ କରିଛି। ଏହା କେବଳ ଦିନ ୧୧ଟାରୁ…

6 years ago

ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତାଙ୍କ ଚିଠି: ‘ପଞ୍ଚାୟତର ସବୁ କର୍ମଚାରୀଙ୍କ ଲାଗି ସ୍ବାସ୍ଥ୍ୟବୀମା କରାଯାଉ’

ଭୁବନେଶ୍ୱର, ୧୫।୫(ବ୍ୟୁରୋ): କେବଳ ସ୍ବାସ୍ଥ୍ୟକର୍ମୀ କିମ୍ବା ସରପଞ୍ଚ ନୁହନ୍ତି ବରଂ ପଞ୍ଚାୟତସ୍ତରରେ କାର୍ଯ୍ୟରତ ଥିବା ସମସ୍ତ କର୍ମଚାରୀମାନଙ୍କୁ ସ୍ବାସ୍ଥ୍ୟ ବୀମା ପ୍ରଦାନ କରାଯାଉ। ଏହାଦ୍ୱାରା ସ୍ଥାୟୀ ନିଯୁକ୍ତି…

6 years ago