Home

ଏଭଳି ଢ଼ଙ୍ଗରେ ସ୍ବାମୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସନା ଖାନ୍‌: କହିଲେ ମିଳିଛି ‘ଶ୍ରେଷ୍ଠ ସ୍ବାମୀ’

ବମ୍ବେ: ବିବାହ ପରେ ଏବେ ହନିମୁନ୍‌ରେ ବିଗ୍‌ବସ୍‌ ଫେମ୍‌ ସନା ଖାନ୍‌। ଅଭିନୟଜଗତକୁ ବାଏ ବାଏ କହିବା ପରେ ଏବେ ମୁଫ୍‌ତି ଅନସ ସଈଦଙ୍କ ହାତ ସେ…

6 years ago

ସେନା ବାହିନୀଙ୍କୁ ୧୫ ଦିନ ଯୁଦ୍ଧ ପାଇଁ ଅସ୍ତ୍ରଶସ୍ତ୍ର ମହଜୁଦ୍‌ ରଖିବାକୁ ପରାମର୍ଶ

ନୂଆଦିଲ୍ଲୀ,୧୩।୧୨: ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଲଗାତାର ଉତ୍ତେଜନା ବଢ଼ିବାରେ ଲାଗିଛି। ସେହିପରି ଏଲ୍‌ଓସିରେ ମଧ୍ୟ ପାକିସ୍ତାନ ସହିତ ସ୍ଥିତି ସମ୍ବେଦନଶୀଳ ରହିଛି। ଏହାକୁ ଦୃଷ୍ଟିରେ ରଖି…

6 years ago

ରୋହିତ ଦ୍ୱିଶତକ ମାରୁଥିବା ଦେଖି କାନ୍ଦି ପକାଇଥିଲେ ସ୍ତ୍ରୀ, ଏଭଳି ଢ଼ଙ୍ଗରେ ପାଇଥିଲେ ଉପହାର

ନୂଆଦିଲ୍ଲୀ,୧୩।୧୨: ଆଧୁନିକ ଯୁଗର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ରୋହିତ ଶର୍ମା ଜଣେ। ଏକଦା ମଧ୍ୟ ବର୍ଗରେ ବ୍ୟାଟିଂ କରିବାକୁ ଆସୁଥିବା ଏହି କ୍ରିକେଟର ଏବେ ଓପନର ଭାବେ…

6 years ago

ଭାଙ୍ଗିଲା ବହୁବର୍ଷର ପରମ୍ପରା: ଏଥର ହେବନି ବରଗଡ଼ ଧନୁଯାତ୍ରା

ବରଗଡ଼ ଅଫିସ,୧୩।୧୨: ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଇଁ ଜିଲାର ଏକ ସ୍ବତନ୍ତ୍ର ପରିଚୟ ରହିଛି। ଆସନ୍ତା ୨୦୨୧ ମସିହା ଜାନୁଆରୀ ୧୮ତାରିଖରୁ ୭୨ତମ…

6 years ago

ଗିରଫ ନା ପୋଲିସ ହେପାଜତ: ଏଏପି-ଦିଲ୍ଲୀ ପୋଲିସ ମୁହାଁମୁହିଁ

ନୂଆଦିଲ୍ଲୀ,୧୩।୧୨: ଦିଲ୍ଲୀ ପୋଲିସ ଏବଂ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ମଧ୍ୟରେ ପୁଣି ମୁହାଁମୁହିଁ ସ୍ଥିତି ଦେଖାଦେଇଛି। ଦିଲ୍ଲୀ ନଗର ନିଗମରେ ହୋଇଥିବା ୨୪୫୭ କୋଟି ଟଙ୍କା ହେରଫେର୍‌କୁ…

6 years ago

ପୁଣି ୩୯୩ କରୋନା ଆକ୍ରାନ୍ତ ଚିହ୍ନଟ, ଅନୁଗୋଳରୁ ସର୍ବାଧିକ; ଆଖି ବୁଜିଲେ ୫

ଭୁବନେଶ୍ୱର,୧୩।୧୨(ବ୍ୟୁରୋ): ଧିରେ ଧିରେ କମିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୯୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।…

6 years ago

ମାଗଣାରେ ମିଳିବ କରୋନା ଟିକା: ୫ ରାଜ୍ୟ ସରକାର କରି ସାରିଲେଣି ଘୋଷଣା

ନୂଆଦିଲ୍ଲୀ,୧୩।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଆସନ୍ତା କିଛି ସପ୍ତାହ ମଧ୍ୟରେ ଦେଶରେ କରୋନା ଟିକା ମିଳିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା…

6 years ago

ଭାରତରେ ମହିଳା ଆତ୍ମଘାତୀ ଆକ୍ରମଣ ପାଇଁ ରୋହିଙ୍ଗ୍ୟା ଜେହାଦୀ ସଂଗଠନର ଷଡ଼ଯନ୍ତ୍ର: ୨ ଲକ୍ଷ ଡଲାର ପାଣ୍ଠି ଯୋଗାଣ

ନୂଆଦିଲ୍ଲୀ,୧୩।୧୨: ଭାରତରେ ମହିଳା ଆତ୍ମଘାତୀ ଆକ୍ରମଣ ପାଇଁ ରୋହିଙ୍ଗ୍ୟା ଜେହାଦୀ ସଂଗଠନ ପକ୍ଷରୁ ଷଡ଼ଯନ୍ତ୍ର ରଚାଯାଇଛି। ଏନେଇ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ଏକ ସତର୍କତା ମୂଳକ…

6 years ago

ଉଜୁଡ଼ିବ ହାତୀ କରିଡର ବେଲଡୁଙ୍ଗୁରି

ସମ୍ବଲପୁର,୧୩ା୧୨(ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ପଡିଆବାହାଲ ରେଞ୍ଜ ଅଞ୍ଚଳରେ ଇଡ୍‌କୋ ପକ୍ଷରୁ ୫୦୦ ଏକର ଜମି ଅଧିଗ୍ରହଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଜମିରେ ଏକ କମ୍ପାନୀ…

6 years ago

ବିଜେଡି କେବଳ ମିଥ୍ୟା ପ୍ରତିଶ୍ରୁତି ଦିଏ

ଭୁବନେଶ୍ୱର,୧୩ା୧୨(ବ୍ୟୁରୋ):  ରାଜ୍ୟରେ ଶାସନ କରିବା ପାଇଁ ଓଡ଼ିଶାର ଜନତା ନବୀନବାବୁଙ୍କୁ ଭୋଟ ଦେଇଛନ୍ତି। କିନ୍ତୁ ଏଠି ସରକାରୀ ବାବୁମାନେ ଶାସନ କରୁଛନ୍ତି। କୋଇଲା, ଜଙ୍ଗଲ, ଚିଟ୍‌ଫଣ୍ଡ, ଜମି…

6 years ago