Home

ପାକିସ୍ତାନରେ ବିସ୍ଫୋରଣ: ୩ ମୃତ, ୧୫ ଆହତ

କରାଚି, ୨୧।୧୦: ପାକିସ୍ତାନରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୫ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି…

6 years ago

ପାର୍ବଣରେ ପାକିସ୍ତାନର ବଡ଼ ଷଡ଼ଯନ୍ତ୍ର: ସାମ୍ପ୍ରଦାୟିକ ଦଙ୍ଗା-ବାଟ୍‌ ଆକ୍ରମଣ ପାଇଁ ବ୍ଲୁପ୍ରିଣ୍ଟ୍‌ ପ୍ରସ୍ତୁତ

ନୂଆଦିଲ୍ଲୀ/ଇସଲାମାବାଦ୍‌, ୨୧।୧୦: ପାର୍ବଣ ଅବସରରେ ଭାରତରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଷଡ଼ଯନ୍ତ୍ର ରଚିଛି। ଦେଶରେ ସାମ୍ପ୍ରଦାୟିକ ଦଙ୍ଗା ଏବଂ ଏଲ୍‌ଓସିରେ ବାଟ୍‌ ଆକ୍ରମଣ…

6 years ago

ଲଘୁଚାପର ରୂପ ନେଲା ଘୂର୍ଣ୍ଣିବଳୟ: ୩ ଦିନ ବର୍ଷିବ

ଭୁବନେଶ୍ୱର, ୨୧।୧୦(ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି। ଏହାର ପ୍ରଭାବରେ ଆଗାମୀ ୩ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା…

6 years ago

ନିଆରା ରେଷ୍ଟୁରାଣ୍ଟ: ମନ ଇଚ୍ଛା ଖାଆନ୍ତୁ, ବିଲ୍‌ ଦେବାକୁ ହେଲେ..

ଦେଶରେ ଏପରି ଏକ ରେଷ୍ଟୁରାଣ୍ଟ ଅଛି, ଯେଉଁଠାରେ ଆପଣ ଏକ ସାଧାରଣ ରେଷ୍ଟୁରାଣ୍ଟ ପରି ମେନୁରୁ ଖାଦ୍ୟ ଅର୍ଡର କରି ବିଭିନ୍ନ ପ୍ରକାରର ଖାଦ୍ୟ ଉପଭୋଗ କରିପାରିବେ।…

6 years ago

ପାକିସ୍ତାନରେ ବିଦ୍ରୋହ ସ୍ଥିତି: ସୈନ୍ୟ ବାହିନୀ-ପୋଲିସ ମୁହାଁମୁହିଁ

ଇସଲାମାବାଦ୍‌, ୨୧।୧୦: ପାକିସ୍ତାନରେ ଏବେ ବିଦ୍ରୋହ ସ୍ଥିତି ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କୁ କ୍ଷମତା ଚ୍ୟୁତ କରିବା ଲାଗି ୧୧ଟି ବିରୋଧୀ ଦଳ ଏକଜୁଟ ହୋଇଛନ୍ତି।…

6 years ago

ଏହି ଲୋକପ୍ରିୟ ଅଭିନେତାଙ୍କ ଜନ୍ମଦିନରେ ପୁରା ପରିବାର ହୋଇଯାଇଥିଲା ଛାରଖାର

ବଲିଉଡ୍‌ ଅଭିନେତ୍ରୀ କାଜଲ ଏବଂ ଅଭିନେତା କମଲ ସଦାନା ୧୯୯୨ ମସିହାରେ ଫିଲ୍ମ ‘ବେଖୁଦି’ରୁ ଅଭିନୟରେ କ୍ୟାରିୟର ଆରମ୍ଭ କରିଥିଲେ। ୨୧ ଅକ୍ଟୋବର , ୧୯୭୦ରେ ଜନ୍ମଗ୍ରହଣ…

6 years ago

ଦିଲ୍ଲୀ ରାମଲୀଳା: ସୀତା ପ୍ରତିରକ୍ଷା ସେବା ପାଇଁ କରୁଛନ୍ତି ପ୍ରସ୍ତୁତି, ରାମ ବ୍ୟାଙ୍କରେ କରନ୍ତି ଚାକିରି

ନୂଆଦିଲ୍ଲୀ, ୨୧।୧୦: ଦଶହରା ଅବସରରେ ଦିଲ୍ଲୀରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରାୟ ୫୦୦ରୁ ଅଧିକ ସ୍ଥାନରେ ରାମଲୀଳା ଆୟୋଜନ ହେଉଛି। ସଂସ୍କୃତି କଳା…

6 years ago

ବାବା କି ଢାବାରେ ପହଞ୍ଚିଲେ ବଲିଉଡ୍‌ ଷ୍ଟାର୍‌

ଗତ କିଛିଦିନ ହେବ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହୋଇଛି ‘ବାବା କା ଢାବା’। ସୋସିଆଲ ମିଡିଆରେ ‘ବାବା କି ଢାବା’କୁ ନେଇ ଚର୍ଚ୍ଚା ହେବା ପରେ…

6 years ago

କଶ୍ମୀର-ଲଦାଖରେ ନିର୍ମାଣ ହେବ ୧୦ ସୁଡ଼ଙ୍ଗ: ଏଲ୍‌ଏସି-ଏଲ୍‌ଓସିରେ ଶୀଘ୍ର ପହଞ୍ଚିବ ସହାୟତା

ନୂଆଦିଲ୍ଲୀ, ୨୧।୧୦: ଏଲ୍‌ଏସି ଏବଂ ଏଲ୍‌ଓସିରେ ଯବାନଙ୍କ ପାଖରେ ଶୀଘ୍ର ସହାୟତା ପହଞ୍ଚାଇବା ପାଇଁ ଲଦାଖ ଏବଂ କଶ୍ମୀରର ଉଚ୍ଚ ପାହାଡ଼ରେ ୧୦ ସୁଡ଼ଙ୍ଗ ନିର୍ମାଣ କରାଯିବ।…

6 years ago

ଘରେ ପୁରୁଣା ୨୫ ପଇସା ରଖିଛନ୍ତି କି, ହେବେ ମାଲାମାଲ୍‌

ପୁରୁଣା ମୁଦ୍ରା ବିକ୍ରି କରି ଲକ୍ଷପତି ହେବାର ଏକ ଭଲ ସୁଯୋଗ ଅଛି। ଏହି ମୁଦ୍ରାଗୁଡ଼ିକ ଦେଇ ସହଜରେ ଲକ୍ଷପତି ହୋଇପାରିବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି…

6 years ago