Home

ଫିଲ୍ମ ପାଇଁ ରିୟଲରେ କ୍ୟାମେରା ସମ୍ମୁଖରେ ପ୍ରସବ କରିଥିଲେ ଏହି ଅଭିନେତ୍ରୀ

ଫିଲ୍ମକୁ ସୁପରହିଟ୍‌ କରିବା ପାଇଁ କଳାକାରଙ୍କଠାରୁ ଆରମ୍ଭ କରି ନିର୍ମାତା, ନିର୍ଦ୍ଦେଶକଙ୍କ ପର୍ଯ୍ୟନ୍ତ ସମେସ୍ତ କଠିନ ପରିଶ୍ରମ କରିଥାନ୍ତି। ତେବେ ୯୦ ଦର୍ଶକର ଅଭିନେତ୍ରୀ ଶ୍ୱେତା ମେନନ…

6 years ago

ବିବାହ ପରେ ଅନ୍ୟ ଅଭିନେତ୍ରୀଙ୍କ ସହ କାମ କରିବେ ନାହିଁ ବରୁଣ!

ବଲିଉଡ୍‌ର ଚକଲେଟ୍‌ ବଏ ବରୁଣ ଧାଓ୍ବନ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଦୀର୍ଘଦିନର ପ୍ରେମିକା ନତାଶା ଦଲାଲଙ୍କୁ ନିଜ ଜୀବନ ସାଥୀ ଭାବେ ବାଛିଛନ୍ତି ସେ। ବିବାହ…

6 years ago

ଦିଲ୍ଲୀରେ ରାତ୍ର ୧୨ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସେବା ବନ୍ଦ !

ନୂଆଦିଲ୍ଲୀ, ୨୬/୧: କୃଷି ଆଇନକୁ ବିରୋଧ କରି ମଙ୍ଗଳବାର ଦିଲ୍ଲୀରେ ଅନ୍ନଦାତା ଏବଂ ପୋଲିସ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀର କେତେକ ଅଞ୍ଚଳରେ…

6 years ago

କୃଷି ଆଇନ ନ ହଟିବା ପଛରେ ଅଦୃଶ୍ୟ ଶକ୍ତି: ସଞ୍ଜୟ ରାଉତ

ନୂଆଦିଲ୍ଲୀ, ୨୬/୧: କୃଷି ଆଇନକୁ ବିରୋଧ କରି ଅନ୍ନଦାତାଙ୍କ ପକ୍ଷରୁ ଦିଲ୍ଲୀରେ ଟ୍ରାକ୍ଟର ରାଲି ସମୟରେ ସ୍ଥିତି ଅଣାୟତ ହୋଇଛି। ଆନ୍ଦୋଳନକାରୀ ଲାଲ୍‌ କିଲ୍ଲାରେ ଜାତୀୟ ପତାକା…

6 years ago

ଲାଲ୍‌ କିଲ୍ଲାରେ ପତାକା ଉଡାଇଲେ ଆନ୍ଦୋଳନକାରୀ !

ନୂଆଦିଲ୍ଲୀ, ୨୬/୧: କୃଷି ଆଇନକୁ ବିରୋଧ କରି ଆନ୍ଦୋଳନକାରୀଙ୍କ ପକ୍ଷରୁ ଦିଲ୍ଲୀରେ ଟ୍ରାକ୍ଟର ରାଲି ହୋଇଛି। କେତେକ ଆନ୍ଦୋଳନକାରୀ ଲାଲ୍‌ କିଲ୍ଲାରେ ପ୍ରବେଶ କରି ପତାକା ଉଡାଇଥିଲେ।…

6 years ago

ମନ୍ତ୍ରମୁଗ୍ଧ କଲା କଳାହାଣ୍ଡିର ‘ବଜାସାଲ’ ଲୋକନୃତ୍ୟ

ନୂଆଦିଲ୍ଲୀ, ୨୬।୧: ଦିଲ୍ଲୀ ରାଜପଥରେ ଗଣତନ୍ତ୍ର ଦିବସ ପରେଡରେ ବିଭିନ୍ନ ରାଜ୍ୟର ସଂସ୍କୃତିର ଝଲକ ଦେଖିବାକୁ ମିଳିଛି। ଚଳିତ ଥର କଳାହାଣ୍ଡିର ଲୋକନୃତ୍ୟ ‘ବଜାସାଲ’ ପରେଡରେ ସାମିଲ…

6 years ago

ବାଡ଼ ଡେଇଁବେ ରାଜକୁମାର ସିଂ !

ପାଟନା, ୨୬/୧: ଏଲ୍‌ଜେପି ମୁଖ୍ୟ ଚିରାଗ ପାସୱାନଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ଏହାର ମୁଖ୍ୟ କାରଣ ପାଲଟିଛନ୍ତି ଏଲଜେପିର ଏକ ମାତ୍ର ବିଧାୟକ ରାଜକୁମାର ସିଂ।…

6 years ago

ଗଣତନ୍ତ୍ର ଦିବସ ପରେଡରେ ବାଂଲାଦେଶ ସୈନ୍ୟ ବାହିନୀ

ନୂଆଦିଲ୍ଲୀ, ୨୬।୧: ଭାରତର ୭୨ତମ ଗଣତନ୍ତ୍ର ଦିବସ ପରେଡରେ ପ୍ରଥମ ଥର ପାଇଁ ବାଂଲାଦେଶ ସୈନ୍ୟ ବାହିନୀ ସାମିଲ ହୋଇଛନ୍ତି। ବାଂଲାଦେଶର ୧୨୨ ଜଣିଆ ସୈନ୍ୟ ବାହିନୀ…

6 years ago

ଏସ୍‌ଟିଏଫ୍‌ ପଞ୍ଝାରେ ଧଳା ଜହର: ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନ୍‌ସୁଗାର ଜବତ

ଭୁବନେଶ୍ବର, ୨୬।୧(ବ୍ୟୁରୋ): ଭଦ୍ରକ -ଚାନ୍ଦବାଲି ରାସ୍ତାରୁ ସୋମବାର ସକାଳେ ଜଣେ ବ୍ରାଉନସୁଗାର ବ୍ୟବସାୟୀଙ୍କୁ ଏସ୍‌ଟିଏଫ୍‌ ଟିମ୍‌ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କଠାରୁ ୧ କେଜି ୧୪୦ ଗ୍ରାମ…

6 years ago

ହିଟଲର-ଟ୍ରମ୍ପ୍‌ ବାବା: ପହଞ୍ଚିଲେ ପ୍ରୟାଗରାଜ ମାଘମେଳାରେ

ପ୍ରୟାଗରାଜ, ୨୬।୧: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅନୁଷ୍ଠିତ ହେଉଥିବା ମାଘମେଳାରେ ହିଟଲର ଏବଂ ଟ୍ରମ୍‌ ବାବା ପହଞ୍ଚିଛନ୍ତି। ସେମାନଙ୍କୁ ନେଇ ମେଳାରେ ଚର୍ଚ୍ଚା ଆରମ୍ଭ ହୋଇଛି। ମହନ୍ତ ମାଧବଦାସଙ୍କୁ…

6 years ago