Home

‘ମୁଖ୍ୟମନ୍ତ୍ରୀ ଚେହେରା ନାହିଁ, ଦଳ ପାଇଁ ମିଳିମିଶି କାମ କର’

ବେଙ୍ଗାଲୁରୁ,୨୧।୭: ୨୦୨୩ ବିଧାନସଭା ନିର୍ବାଚନ ପୂର୍ବରୁ କର୍ନାଟକରେ କଂଗ୍ରେସ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି। କଂଗ୍ରେସ ନେତା ସିଦ୍ଧରମୈୟା ଏବଂ କର୍ନାଟକ ୟୁନିଟ ସଭାପତି ଡି.କେ…

5 years ago

ଅବକାରୀ ବିଭାଗର ଚଢ଼ାଉ, ୪ ଜଣଙ୍କୁ ଉଠାଇ ନେଲା ଟିମ୍‌

ଗଞ୍ଜାମ,୨୧ା୭(ଡି.ଏନ୍‌.ଏ.): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ଅଧିକାଂଶ ସମୟରେ ବେଆଇନ ମଦ ବିକ୍ରି ଅଭିଯୋଗ ହେଉଛି। ତେବେ ଏହି ଅଭିଯୋଗକୁ ଆଧାର କରି ପୂର୍ବ ଓ୍ବାରେଣ୍ଟ…

5 years ago

ମଣିପୁରରେ କଂଗ୍ରେସର ବଢିଲା ସଙ୍କଟ: ଭାଜପାରେ ସାମିଲ ହୋଇପାରନ୍ତି ୮ ବିଧାୟକ

ଇମ୍ଫାଲ,୨୧।୭: ମଣିପୁରରେ କଂଗ୍ରେସ ଉପରେ ସଙ୍କଟ ଦେଖାଦେଇଛି। ନମଣିପୁର କଂଗ୍ରେସ କମିଟି ସଭାପତି ଗୋବିନ୍ଦଦାସ କୋନ୍ଥୁଜାମ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଏହା ସହିତ ବୁଧବାର ୮…

5 years ago

ବାର୍ଡ ଫ୍ଲୁରେ ୧୧ବର୍ଷର ପିଲାର ମୃତ୍ୟୁ

ନୂଆଦିଲ୍ଲୀ,୨୧।୭: କରୋନା ପ୍ରକୋପ ମଧ୍ୟରେ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଦିଲ୍ଲୀର ଏମ୍ସ ହସ୍ପିଟାଲରେ ବାର୍ଡ ଫ୍ଲୁ ବା ଏଭିଆନ୍‌ ଇନ୍‌ଫ୍ଲୁଏନ୍‌ଜା (ଏଚ୍‌୫ଏନ୍‌୧)ଆକାନ୍ତଙ୍କ ପ୍ରଥମ ମୃତ୍ୟୁ…

5 years ago

ମାସ୍କରେ ତିଆରି ବିବାହ ଡ୍ରେସ୍‌, ଭାଇରାଲ ହେଉଛି କନ୍ୟାଙ୍କ ଫଟୋ

କରୋନା ମହାମାରୀ ପୂରା ବିଶ୍ୱରେ କାୟା ବିସ୍ତାର କରିଛି। ଏହି ଭାଇରସରୁ ବଞ୍ଚିବା ପାଇଁ ଲୋକେ ନାନା ଉପାୟ ଅବଲମ୍ବନ କରୁଛନ୍ତି। ଏହା ମଧ୍ୟରେ ସମସ୍ତେ ମାସ୍କ…

5 years ago

ଇଦ୍‌-ଉଜ୍‌-ଜୁହା ଅବସରରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୧।୭: ଆଜି ପବିତ୍ର ଇଦ୍‌-ଉଜ୍‌-ଜୁହା। ଏହି ଅବସରରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ପ୍ରଧାନମନ୍ତ୍ରୀ ଦେଶର ମୁସଲମାନ ଭାଇ-ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।…

5 years ago

ମରଣ ମୁହଁରେ ସ୍ବାମୀ: ତାଙ୍କ ଶୁକ୍ରାଣୁରୁ ମା’ ହେବାକୁ ଚାହୁଁଛନ୍ତି ସ୍ତ୍ରୀ, ହାଇକୋର୍ଟ ଦେଲେ ଅନୁମତି

ଅହମଦାବାଦ,୨୧।୭: ସ୍ବାମୀଙ୍କ ଶୁକ୍ରାଣୁ ସୁରକ୍ଷିତ ରଖିବାକୁ ଚାହୁଁଥିବା ଜଣେ ସ୍ତ୍ରୀ ଗୁଜରାଟ ହାଇକୋର୍ଟ ଏକ ପିଟିଶନ ଦାଖଲ କରିଥିଲେ। ହାଇକୋର୍ଟ ଏନେଇ ଅନୁମତି ଦେଇଛନ୍ତି। ମହିଳାଙ୍କ ସ୍ବାମୀ…

5 years ago

ପୁଣି କରୋନା ଗ୍ରାଫ୍‌ ଉପରମୁହାଁ: ଗତ ୨୪ଘଣ୍ଟାରେ ୪୦ହଜାରରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ,୩୯୯୮ ମୃତ

ନୂଆଦିଲ୍ଲୀ,୨୧।୭: ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ଦୈନିକ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଇବାରେ ଲାଗିିଛି। ଗତ ୧୨୫ ଦିନ…

5 years ago

କୋଭିଡର ଦୁଇଟି ଭାରିଆଣ୍ଟରେ ସଂକ୍ରମିତ ହେଲେ ମହିଳା ଡାକ୍ତର

ଡିସପୁର,୨୧।୭: ଆସାମର ଜଣେ ମହିଳା ଡାକ୍ତର ଏକାସାଙ୍ଗରେ ୨ଟି ଭିନ୍ନ କରୋନା ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଯାହା ଦେଶର ପ୍ରଥମ ମାମଲା। ଏନେଇ ଡିବ୍ରୁଗଡ଼ ସ୍ଥିତ…

5 years ago

୩ଘଣ୍ଟା ମଧ୍ୟରେ ଥରିଲା ୩ରାଜ୍ୟ

ନୂଆଦିଲ୍ଲୀ,୨୧।୭: ଗତ ୩ଘଣ୍ଟା ମଧ୍ୟରେ ଦେଶର ୩ଟି ରାଜ୍ୟ ଭୂକମ୍ପରେ ଥରିଉଠିଛି। ରାଜସ୍ଥାନ, ମେଘାଳୟ ଓ ଲଦାଖରେ ଏହି ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ସବୁଠାରୁ ଅଧିକ…

5 years ago