Home Middle

ରାମ ଆଉ ଦେଶ ମଧ୍ୟରେ ଆପୋଷ ବୁଝାମଣା ହୋଇପାରିବ ନାହିଁ: ପ୍ରମୋଦ କୃଷ୍ଣ…

ନୂଆଦିଲ୍ଲୀ,୧୧।୨ : ଦଳ ବିରୋଧୀ କାର୍ଯ୍ୟକଳାପ ଯୋଗୁ କଂଗ୍ରେସ ପାର୍ଟି ଆଚାର୍ଯ୍ୟ ପ୍ରମୋଦ କୃଷ୍ଣଙ୍କୁ ୬ବର୍ଷ ପାଇଁ ଦଳରୁ ବହିଷ୍କାର କରିଛି। ପାର୍ଟିର ମହା ସଚିବ କେ.ସି ଭେନୁଗୋପାଲ ଶନିବାର ଏକ ସରକାରୀ ଚିଠି ଦେଇ ଏହି ସୂଚନା ଦେଇଛନ୍ତି। ଚିଠିରେ…

ଶିଶୁ ବଳାତ୍କାରୀଙ୍କୁ ଦଣ୍ଡାଦେଶ ମୁକ୍ତ କରିବା ପଡ଼ିଲା ମହଙ୍ଗା, ଗଲା ରାଷ୍ଟ୍ରପତି ପଦବୀ…

ବୁଧାପେଷ୍ଟ,୧୧।୨ : ହଙ୍ଗେରୀ ରାଷ୍ଟ୍ରପତି କାଟାଲିନ ନୋଭାକ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। କାଟାଲିନ ଶନିବାର ତାଙ୍କ ଇସ୍ତଫା ଘୋଷଣା କରିଛନ୍ତି। ବାସ୍ତବରେ, ସେ ଶିଶୁ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ଅଭିଯୁକ୍ତଙ୍କୁ ଦଣ୍ଡାଦେଶରୁ ମୁକ୍ତ କରିଥିଲେ ଯାହାକୁ…

ଆମେ ଶିବାଜୀ ମହାରାଜଙ୍କ ସହ ଜଡ଼ିତ ମୋଗଲଙ୍କ ସହ ନୁହେଁ…

ପୁଣେ,୧୧।୨ : ରବିବାର ମହାରାଷ୍ଟ୍ରର ପୁଣେରେ ଗୀତା ଭକ୍ତି ଅମୃତ ମହୋତ୍ସବରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗ ଦେଇଥିଲେ। ସେ କହିଥିଲେ ଯେ ଭକ୍ତି ଓ ଶକ୍ତିର ମିଳନ ସହିତ ଅଯୋଧ୍ୟାରେ ୫୦୦ବର୍ଷର ଦାସତ୍ୱର କାହାଣୀ ଭାଙ୍ଗି ଏକ ମହାନ…

ଝାରସୁଗୁଡ଼ା: ଭ୍ୟାନକୁ ଧକ୍କା ଦେଲା ଟ୍ରକ, ୪ ମୃତ

ଝାରସୁଗୁଡ଼ା,୧୧।୨: ରବିବାର ଲଖନପୁର ବ୍ଲକ ବେହେରାଗୁଡ଼ା ରାସ୍ତାରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ଏକ ଭ୍ୟାନକୁ ଟ୍ରକ ଧକ୍କା ଦେବା ଫଳରେ ୪ ଜଣ ମୃତ୍ୟୁ ବରଣ କରିଥିଲା ବେଳେ ୯ ଜଣ ଗୁରୁତର। ଯାତ୍ରୀଙ୍କୁ ଧରି ବେଲପାହାଡ଼ ଅଭିମୁଖେ ଯାଉଥିବା ବେଳେ…

କଂଗ୍ରେସରୁ ବହିଷ୍କୃତ ପ୍ରିୟଙ୍କାଙ୍କ ପରାମର୍ଶଦାତା ପ୍ରମୋଦ କୃଷ୍ଣଙ୍କୁ ଭାଜପାରୁ ମିଳିବ କି ଟିକେଟ?..

ମୁମ୍ବାଇ,୧୧।୨ : ପ୍ରିୟଙ୍କା ଗାନ୍ଧୀଙ୍କ ରାଜନୈତିକ ପରାମର୍ଶଦାତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣଙ୍କୁ ୬ ବର୍ଷ ପାଇଁ କଂଗ୍ରେସ ଦଳରୁ ବହିଷ୍କାର କରାଯାଇଛି। କଂଗ୍ରେସ ମହାସଚିବ କେ.ସି ଭେନୁଗୋପାଲ ପ୍ରମୋଦ କୃଷ୍ଣଙ୍କୁ ଦଳରୁ ବହିଷ୍କାର କରି ଏକ ଚିଠି ଜାରି କରି ତାଙ୍କ…

ଶିଶୁକୁ ଶୁଆଇବା ପରିବର୍ତ୍ତେ ଭୁଲ୍‌ରେ ମାଇକ୍ରୋ ଓଭାନରେ ରଖିଦେଲେ ମା’, ଆଉ ତା’ ପରେ…

ଓ୍ବାଶିଂଟନ,୧୧ା୨: ଆଜିକାଲି ଦେଶ ତଥା ବିଶ୍ୱର ଅନେକ ସ୍ଥାନରେ ଏମିତି କିଛି ଘଟଣା ଘଟୁଛି ଯାହା ଅଜବ ଏବଂ ଚକିତ କରିଦେଉଛି। ଆମେରିକାର ମିଜୁରୀରେ ମଧ୍ୟ ଏହିପରି ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ମା’ ହଠାତ୍‌ ନିଜ ଶିଶୁକୁ…

ଚିକିତ୍ସା ପାଇଁ ଗୁଣି ଗାରେଡ଼ି ଉପରେ ପ୍ରତିବନ୍ଧକ ନେଇ ହିମନ୍ତ ସରକାର କଠୋର: ବିଲକୁ କ୍ୟାବିନେଟରେ ଅନୁମୋଦନ…

ଗୁଆହାଟୀ,୧୧।୨ : ଚିକିତ୍ସା ନାମରେ କରାଯାଉଥିବା ଗୁଣି ଗାରେଡ଼ିକୁ ନେଇ ଆସାମ ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଚିକିତ୍ସା ନାମରେ ଗୁଣି ଗାରେଡ଼ି ଆରୋଗ୍ୟ ପ୍ରଥା ଉପରେ ପ୍ରତିବନ୍ଧକ ଲଗାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏପରି ଚିକିତ୍ସା ଶେଷ କରିବାକୁ…

କୃଷିମନ୍ତ୍ରୀଙ୍କୁ ବ୍ରେନ ଷ୍ଟ୍ରୋକ: ଆଇସିୟୁରେ ଭର୍ତ୍ତି…

ଅହମଦାବାଦ,୧୧।୨ : ଗୁଜରାଟ କୃଷି ମନ୍ତ୍ରୀ ରାଘବଜୀ ପଟେଲଙ୍କ ବ୍ରେନ ଷ୍ଟ୍ରୋକ ହୋଇଛି। ପରେ ତାଙ୍କୁ ରାଜକୋଟର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି। ୬୫ ବର୍ଷୀୟ କ୍ୟାବିନେଟ ମନ୍ତ୍ରୀ ଭୁପେନ୍ଦ୍ର ପଟେଲ…

ମାତା ପିତା ମୋତେ ଭୋଟ ନ ଦେଲେ ତୁମେ ଖାଇବନି ଖାଦ୍ୟ, ପିଲାଙ୍କୁ ବିବାଦୀୟ ପରାମର୍ଶ ଦେଇ ଅଡୁଆରେ ବିଧାୟକ…

ମୁମ୍ବାଇ,୧୧।୨ : ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଗୋଷ୍ଠୀର ଶିବସେନାର ଜଣେ ବିଧାୟକ ପିଲାମାନଙ୍କୁ କିଛି କହିଛନ୍ତି ଯାହା ବିବାଦ ସୃଷ୍ଟି କରିଛି। ବାସ୍ତବରେ, ବିଧାୟକ ପିଲାମାନଙ୍କୁ କହିଥିଲେ  ଯଦି ସେମାନଙ୍କ ପିତାମାତା ମୋତେ ଭୋଟ ନ ଦିଅନ୍ତି, ତେବେ ସେମାନେ…

ସମ୍ବଲପୁର VSS ଷ୍ଟାଡିୟମରେ କ୍ରିକେଟ ଖେଳିଲେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ

ସମ୍ବଲପୁର,୧୧।୨: ରବିବାର ସକାଳୁ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ ସମ୍ବଲପୁର ଗସ୍ତରେ ଆସି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସମଲେଇ ପ୍ରକଳ୍ପ ବୁଲିବା ସହିତ କିଭଳି ସମଲେଇ ପ୍ରକଳ୍ପ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିପାରିବ ସେନେଇ ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି…

ପାକ ସେନା ମୁଖ୍ୟ ନୱାଜ ସରିଫ ସରକାର ଗଠନ ନେଇ ଦେଲେ ସଙ୍କେତ…

ଇସଲାମାବାଦ,୧୧।୨ : ପାକିସ୍ତାନର ସାଧାରଣ ନିର୍ବାଚନରେ ଭୋଟ ହେବା ପରେ ଚୂଡ଼ାନ୍ତ ଫଳାଫଳ ଏପର୍ଯ୍ୟନ୍ତ ଆସିନାହିଁ। ଭୋଟ ଗଣନାରେ ଅନିୟମିତତା ହୋଇଥିବା ବିରୋଧୀ ଦଳମାନେ ଅଭିଯୋଗ କରିଛନ୍ତି। ଏହି ଦେଶର ସେନା ମୁଖ୍ୟ ଜେନେରାଲ ସୟଦ ଅସୀମ ମୁନିର ଏକ ବିବୃତ୍ତି…

ରୋଗୀଙ୍କ ବେଡ୍‌ ଉପରେ ରିଲ୍ସ କଲେ ୩୮ ମେଡିକାଲ ଛାତ୍ର, ଘଟିଲା ବଡ ଅଘଟଣ

ବେଙ୍ଗାଲୁରୁ,୧୧।୨: ଭାଇରାଲ ହେବାର ନିଶା ଏବେ ଯୁବପିଢିଙ୍କ ଠାରୁ ଆରମ୍ଭ କରି ସମସ୍ତଙ୍କୁ ଘାରିଛି। ନିକଟରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ଯାହାକୁ ନେଇ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। କର୍ନାଟକର ଗଡଗ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସର ମେଡିକାଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri