ପୁରୁଣା ସହଯୋଗୀଙ୍କୁ ସାଙ୍ଗରେ ନେବାକୁ ଇଣ୍ଡିଆ ବ୍ଲକ୍ ନିଷ୍ପତ୍ତି ଆଜି
ଲୋକ ସଭା ନିର୍ବାଚନରେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଥିବାବେଳେ ମ୍ୟାଜିକ୍ ସଂଖ୍ୟା ୨୭୨ ହାସଲ କରିବାରେ ବିଫଳ ହୋଇଛି। ଏହି ପରିପ୍ରେକ୍ଷୀରେ ଇଣ୍ଡିଆ ବ୍ଲକ୍ର ସହଯୋଗୀ ଦଳ ନେତାମାନଙ୍କର ଜରୁରୀ ବୈଠକ ବୁଧବାର ଡକାଯାଇଛି। କେନ୍ଦ୍ରରେ ସରକାର ଗଢ଼ିବା ପାଇଁ…
ପରାଜୟ ପରେ ନବୀନଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କଣ କହିଲେ
ଭୁବନେଶ୍ୱର,୩।୬: ବିଧାନସଭା ଏବଂ ଲୋକ ସଭା ନିର୍ବାଚନରେ ପରାଜୟ ପରେ ପ୍ରଥମ ବୟାନ ଦେଇଛନ୍ତି ନବୀନ ପଟ୍ଟନାୟକ। ସେ କହିଛନ୍ତି ”ଦଳମତ ନିର୍ବିଶେଷରେ ବିଜୟୀ ସମସ୍ତ ପ୍ରାର୍ଥୀଙ୍କୁ ମୋର ଶୁଭେଚ୍ଛା। ବିଜୁ ଜନତା ଦଳର ସମସ୍ତ କର୍ମୀ ଓ ନେତାଙ୍କ ନିଷ୍ଠାପର…
Election Results Live | ନିର୍ବାଚନ ଫଳାଫଳ ୨୦୨୪
08: 52PM: ପଦ୍ମପୁରରେ ଜିତିଲେ ବିଜେଡିର ବର୍ଷା ସିଂ ବରିହା 08: 52PM: ସମ୍ବଲପୁର ବିଧାନସଭାରେ ବିଜେପି ବିଜୟୀ, ବିଜେପି ପ୍ରାର୍ଥୀ ଜୟନାରାୟଣ ମିଶ୍ର ବିଜୟୀ 08: 15 PM: ଜଗନ୍ନାଥଙ୍କ ଭୂମିର ସେବା ପାଇଁ ବିଜେପିକୁ ସୁଯୋଗ ମିଳିଛି: ଅମିତ…
ଆସିଲା ଫାଇନାଲ ଏକ୍ଜିଟ୍ ପୋଲ! ଏନଡିଏ ନୁହେଁ ଇଣ୍ଡିଆ ମେଣ୍ଟ ଗଢିବ ସରକାର, ଜାଣନ୍ତୁ କିଏ ପାଇବ କେତେ ସିଟ୍
ନୂଆଦିଲ୍ଲୀ,୩।୬: ଜୁନ୍ ୧ରେ ଦେଶରେ ନିର୍ବାଚନ ଶେଷ ହୋଥିବା ବେଳେ ବର୍ତ୍ତମାନ ସମଗ୍ର ଦେଶ ନିର୍ବାଚନରର ଫଳାଫଳକୁ ଅପେକ୍ଷା କରିଛି। ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ ପରେ, ଲୋକ ସଭା ନିର୍ବାଚନ ୨୦୨୪କୁ ଅନେକ ଏକ୍ଜିଟ୍ ପୋଲ ସାମ୍ନାକୁ ଆସିଛି।…
ରାତି ପାହିଲେ ଭୋଟଗଣତି, ସମାନ ସଂଖ୍ୟାକ ସର୍ବାଧିକ ଭୋଟ ପାଇଥିଲେ ଏହିଭଳି ଘୋଷଣା ହେବ ଫଳାଫଳ
ନୂଆଦିଲ୍ଲୀ,୩ା୬:ଲୋକ ସଭା ନିର୍ବାଚନର ଭୋଟଗଣତି ମଙ୍ଗଳବାର ଆରମ୍ଭ ହେଉଥିବାବେଳେ ଗଣନା ପ୍ରକ୍ରିୟା ସମ୍ପର୍କରେ ନିର୍ବାଚନ କମିଶନ ସକ୍ଷିପ୍ତ ସୂଚନା ଦେଇଛନ୍ତି। ନିର୍ବାଚନ ପରିଚାଳନା ନିୟମାବଳୀ, ୧୯୬୧ର ନିୟମ ୫୪ଏ ଅନୁଯାୟୀ ପ୍ରଥମେ ପୋଷ୍ଟାଲ ବାଲଟ୍ ପେପରଗୁଡ଼ିକର ଗଣନା ରିଟର୍ନିଂ ଅଫିସର(ଆର୍ଓ)ଙ୍କ ଟେବୁଲରେ…
ଫଳାଫଳ ଏକ୍ଜିଟ୍ ପୋଲ୍ ବିପରୀତ ହେବ: ସୋନିଆଙ୍କ ବଡ଼ ଭବିଷ୍ୟବାଣୀ
ନୂଆଦିଲ୍ଲୀ,୩ା୬: ଲୋକ ସଭା ନିର୍ବାଚନ ଫଳାଫଳ ଏକ୍ଜିଟ୍ ପୋଲ୍ଗୁଡ଼ିକର ପୂର୍ବାନୁମାନର ସମ୍ପୂର୍ଣ୍ଣ ବିପରୀତରେ ଯିବା ନେଇ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଆଶାବ୍ୟକ୍ତ କରିଛନ୍ତି। ଫଳାଫଳ ଆସିବା ପର୍ଯ୍ୟନ୍ତ ଆମକୁ ଅପେକ୍ଷା କରିବାକୁ ହେବ ବୋଲି ସୋମବାର ସୋନିଆ ଏକ ଗଣମାଧ୍ୟମକୁ…
‘ଜୁନ ୪ରେ ଦଳବଦଳ କରିବେ ନୀତୀଶ’, ୨ ଦିନ ପୂର୍ବରୁ ଦିଲ୍ଲୀରୁ ଫେରି ଆସିବାକୁ ନେଇ ବଢ଼ିଲା ଚର୍ଚ୍ଚା
ନୂଆଦିଲ୍ଲୀ,୩।୬: ନୀତୀଶ କେବେ କ’ଣ କରିବେ, ସେଥିରେ ଅନିଶ୍ଚିତତା ଲାଗି ରହିଥାଏ। ଏଥିଲାଗି ଗତ ୧୮ ବର୍ଷ ଧରି ବିହାର ରାଜନୀତି ଚର୍ଚ୍ଚାରେ ରହିଆସିଛି। ଅନେକ ଥର ଦଳବଦଳ କରିବା ଯୋଗୁ ତାଙ୍କର ବିଶ୍ୱାସନୀୟତା ଉପରେ ପ୍ରଶ୍ନ ଉଠିଛି। ତେଜସ୍ବୀ ଯେବେଠାରୁ…
ଲୋକ ସଭା ନିର୍ବାଚନ କାଉଣ୍ଟିଙ୍ଗ ପାଇଁ ସମସ୍ତ ପ୍ରସ୍ତୁତି ଶେଷ
ନୂଆଦିଲ୍ଲୀ,୩।୬: ଦେଶରେ ଲୋକ ସଭା ନିର୍ବାଚନ ଶେଷ ହୋଇଛି। ବର୍ତ୍ତମାନ ଦେଶବାସୀ ନିର୍ବାଚନ ଫଳାଫଳକୁ ଅପେକ୍ଷା କରିଛନ୍ତି। ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର ୪ଜୁନରେ ନିର୍ବାଚନର ଫଳାଫଳ ଘୋଷଣା କରାଯିବ। ଗଣନା ସହ ଜଡିତ ସମସ୍ତ ପ୍ରସ୍ତୁତି ନିର୍ବାଚନ କମିଶନ ଶେଷ କରିଛନ୍ତି।…
ଓଡ଼ିଶାରେ ସକାଳ ୮ଟାରୁ ହେବ ମତଗଣନା, ଇସିଆଇ ଦେଲେ ସୂଚନା
ଭୁବନେଶ୍ୱର/ନୂଆଦିଲ୍ଲୀ,୩।୬: ଦେଶରେ ଶନିବାର ଶେଷ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ତେବେ ଏହି ୭ଟି ପର୍ଯ୍ୟାୟରେ ହୋଇଥିବା ଭୋଟିଂର କାଉଣ୍ଟିଂ ମଙ୍ଗଳବାର ସକାଳ ୮ଟାରେ ଆରମ୍ଭ ହେବାକୁ ଯାଉଛି। ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶାରେ ବିଧାନସଭା ନିର୍ବାଚନ ଓ ନିର୍ବାଚନମଣ୍ଡଳୀଗୁଡିକର ଉପ-ନିର୍ବାଚନ…
ବ୍ରହ୍ମୋସର ପୂର୍ବ ଇଞ୍ଜିନିୟରଙ୍କୁ ଆଜୀବନ କାରାଦଣ୍ଡ, କରିଥିଲେ ବଡ଼ ଅପରାଧ
ନୂଆଦିଲ୍ଲୀ, ୩।୬: ନାଗପୁରର ଏକ ଅଦାଲତ ସୋମବାର ବ୍ରହ୍ମୋସ ଏରୋସ୍ପେସ୍ର ପୂର୍ବ ଇଞ୍ଜିନିୟର ନିଶାନ୍ତ ଅଗ୍ରୱାଲଙ୍କୁ ଆଜୀବନ କାରାଦଣ୍ଡ ସଜା ଶୁଣାଇଛନ୍ତି। ନିଶାନ୍ତଙ୍କ ନାମରେ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ପାଇଁ କାମ କରୁଥିବା ନେଇ ଅଭିଯୋଗ ରହିଛି। ନିଶାନ୍ତ ୨୦୧୮…
ଓଡ଼ିଶା ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ
ଭୁବନେଶ୍ୱର,୩।୬: ବିଧାନ ସଭା ନିର୍ବାଚନ ଫଳାଫଳ ଆସିବାର ଗୋଟିଏ ଦିନ ପୂର୍ବରୁ ଓଡ଼ିଶା ବିଧାନସଭାକୁ ଭଙ୍ଗ କରିଛନ୍ତି ରାଜ୍ୟପାଳ ରଘୁବର ଦାସ। ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଭଙ୍ଗ ନେଇ ଆଜି ରାଜ୍ୟ କ୍ୟାବିନେଟ୍…
ମୋଦିଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ବିଶ୍ୱ ବଜାର ଖୁସି, ଚାଇନାକୁ ଲାଗିଲା ଝଟକା
ନୂଆଦିଲ୍ଲୀ,୩।୬: ଏକଜିଟ ପୋଲ ଫଳାଫଳ ପରେ ଭାରତୀୟ ଷ୍ଟକ ମାର୍କେଟରେ ଏପରି ବୃଦ୍ଧି ଘଟିଥିଲା ଯେ ନିବେଶକମାନେ ଏକ ଘଣ୍ଟା ମଧ୍ୟରେ ଲକ୍ଷ ଲକ୍ଷ କୋଟି ଟଙ୍କା ରୋଜଗାର କରିଥିଲେ। ଯଦି ଆମେ ସୋମବାର ସକାଳର ଆକଳନକୁ ଦେଖିବା, ଏଥିରୁ ଜଣାପଡେ…
Archives


