‘ମୁଁ ଜେଲ୍ ଯାଉଛି, ମୋର ମାତାପିତାଙ୍କ ଧ୍ୟାନ ରଖିବେ’; ଆତ୍ମସମର୍ପଣ ପୂର୍ବରୁ ଭାବପ୍ରବଣ ହେଲେ କେଜରିଓ୍ବାଲ
ନୂଆଦିଲ୍ଲୀ,୩୧।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଶୁକ୍ରବାର ଦିଲ୍ଲୀବାସୀଙ୍କୁ ଏକ ଭାବପ୍ରବଣ ବାର୍ତ୍ତା ଦେଇଛନ୍ତି। ଜୁନ ୨ରେ ସୁପ୍ରିମକୋର୍ଟରେ ଆତ୍ମସମର୍ପଣ କରିବାକୁ ଯାଉଛନ୍ତି କେଜରିୱାଲ। ଏହା ପୂର୍ବରୁ ଏକ ଭାବପ୍ରବଣ ବାର୍ତ୍ତା ଜାରି କରି ସେ କହିଛନ୍ତି, ମୁଁ ଦେଶକୁ ବଞ୍ଚାଇବା…
ସିମ୍ଲାରେ ଅଟକିଲା ଟ୍ରେନ୍
ସିମ୍ଲା,୩୧ା୫: ହିମାଚଳ ପ୍ରଦେଶର ଜଙ୍ଗଲରେ ନିଆଁ ଲାଗି ଲକ୍ଷଲକ୍ଷ ବନ୍ୟଜନ୍ତୁଙ୍କର ମୃତ୍ୟୁ ଘଟିଛି। ରାଜ୍ୟର ଶିମଲା, ମଣ୍ଡି, ବିଳାସପୁର ଏବଂ ସୋଲାନ ଜିଲାରେ ସବୁଜ ବନାନୀ ଲଗାତର ଜଳୁଛି। ବନ ବିଭାଗ କେତେକ ଅଞ୍ଚଳରେ ନିଆଁ ଲିଭାଇବାରେ ନିୟୋଜିତ ଅଛି, କିନ୍ତୁ…
ମୋଦି ଧ୍ୟାନରେ ବସିଥିବାର ପ୍ରଥମ ଫଟୋ ସାମ୍ନାକୁ ଆସିଲା: ହାତରେ ଧରିଛନ୍ତି…
କନ୍ୟାକୁମାରୀ,୩୧ା୫: ଲୋକ ସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ମାସ ହେଲା ଜୋର୍ଦାର ପ୍ରଚାର କରିବା ପରେ ତାମିଲନାଡୁର କନ୍ୟାକୁମାରୀରେ ପହଞ୍ଚତ୍ ପ୍ରସିଦ୍ଧ ବିବେକାନନ୍ଦ ରକ୍ ମେମୋରିଆଲରେ ୪୫ ଘଣ୍ଟିଆ ଧ୍ୟାନ ଆରମ୍ଭ କରିଛନ୍ତି। ମୋଦି ଧ୍ୟାନରେ ବସିଥିବାର…
ଏୟାର ଇଣ୍ଡିଆ ଫ୍ଲାଇଟରେ ୮ଘଣ୍ଟା ବନ୍ଦ ରହିଲେ ଯାତ୍ରୀ! ଏସି ବନ୍ଦ…ଏହାପରେ ଯା’ହେଲା…
ନୂଆଦିଲ୍ଲୀ,୩୧।୦୫: ଏୟାର ଇଣ୍ଡିଆରେ ଯାତ୍ରା କରିବାକୁଥିବା ଅନେକ ଯାତ୍ରୀ ହଠାତ୍ ବେହୋସ ହେବାକୁ ଲାଗିଲେ। ଘଟଣାହେଲା ଏୟାର ଇଣ୍ଡିଆର ଫ୍ଲାଇଟ ଏଆଇ ୧୮୩ ଗୁରୁବାର ମେ ୩୦ ଠିକ ୩ଟା ୨୦ ମିନିଟରେ ଦିଲ୍ଲୀରୁ ସାନ ଫ୍ରାନ୍ସିସକୋ ଅଭିମୁଖେ ଯାତ୍ରା କରିବାର…
ପ୍ରଜ୍ୱଳ ରେବନ୍ନା କିଏ? ଜାଣନ୍ତୁ ତାଙ୍କର ପୂରା କାରନାମା
ବେଙ୍ଗାଲୁରୁ,୩୧ା୫: ଜେଡିଏସ୍ ଏମ୍ପି ପ୍ରଜ୍ୱଳ ରେବନ୍ନାଙ୍କୁ ବେଙ୍ଗାଲୁରୁର କେମ୍ପାଗୋଡ଼ା ଅନ୍ତର୍ଜାତୀୟ ବିମାନବନ୍ଦରରୁ ଶୁକ୍ରବାର କର୍ନାଟକ ପୋଲିସର ଏସ୍ଆଇଟି ଗିରଫ କରିଛି। ୩୬ଦିନ ପରେ ଜର୍ମାନୀରୁ ଫେରିଥିବା ପ୍ରଜ୍ୱଳଙ୍କୁ ଆଜି କୋର୍ଟରେ ହାଜର କରାଯିବ। ଏସ୍ଆଇଟି ରେବନ୍ନାଙ୍କୁ ବେଙ୍ଗାଲୁରୁର ସିଆଇଡି କାର୍ଯ୍ୟାଳୟକୁ ନେଇଛି,…
୯ ରାଜ୍ୟରେ କେତେ ଆସନରେ ଜିତିବ ଭାଜପା, ନୂଆ ଭବିଷ୍ୟବାଣୀ କଲେ ରାଜନୈତିକ ବିଶ୍ଳେଷକ
ନୂଆଦିଲ୍ଲୀ,୩୧।୫: ଲୋକ ସଭା ନିର୍ବାଚନର ଶେଷ ପର୍ଯ୍ୟାୟ ପାଇଁ ମତଦାନ ଶନିବାର (ଜୁନ ୧)ରେ ହେବାକୁ ଯାଉଛି। ନିର୍ବାଚନ ଫଳାଫଳ ପୂର୍ବରୁ ରାଜନୈତିକ ବିଶ୍ଳେଷକମାନେ ପୂର୍ବାନୁମାନ କରୁଛନ୍ତି ଯେ ପ୍ରତ୍ୟେକ ଦଳ କେତେ ସିଟ ପାଇପାରିବେ। ଏହି ସମୟରେ, ନ୍ୟୁଜ ଏକ୍ସ…
ଆଉ ୪ ଦିନ ଗୁଳୁଗୁଳି, ଏହିଦିନ ଓଡ଼ିଶା ଆସିବ ମୌସୁମୀ
ଭୁବନେଶ୍ୱର, ୩୧।୫(ଅସମାପିକା ସାହୁ): ପଶ୍ଚିମରେ ଅସମ୍ଭାଳ ତାତି ଓ ଉପକୂଳରେ ପ୍ରବଳ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି। ଛଟପଟ ହେଉଛି ସାରା ଓଡ଼ିଶା। ଗୁରୁବାର ରାଜ୍ୟରେ ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଛି। ଝାରସୁଗୁଡ଼ାରେ ପାରଦ ୪୭ ଡିଗ୍ରୀକୁ ଛୁଇଁଛି।…
ପ୍ରଜ୍ୱଳ ରେବନ୍ନା ଗିରଫ
ବେଙ୍ଗାଲୁରୁ,୩୧ା୫: କର୍ନାଟକ ହାସନର ଏମ୍ପି ପ୍ରଜ୍ୱଳ ରେବନ୍ନା ଗିରଫ ହୋଇଛନ୍ତି। ଶୁକ୍ରବାର ସେ ବେଙ୍ଗାଲୁରୁର କେମ୍ପାଗୋଡ଼ା ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ମାତ୍ରେ ପୋଲିସ ତାଙ୍କୁ ଗିରଫ କରିଛି। ନିଲମ୍ବିତ ଜେଡିଏସ୍ ଏମ୍ପି ପ୍ରଜ୍ୱଳ ଶହଶହ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ସହ…
ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷା, ଅଂଶୁଘାତରେ ୪୦ରୁ ଉର୍ଦ୍ଧ ମୃତ!
ଭୁବନେଶ୍ୱର, ୩୧।୫: ରାଜ୍ୟରେ ପ୍ରବଳ ହିଟ୍ଓ୍ବେଭ୍ ସାଙ୍ଗକୁ ଗୁଳୁଗୁଳି ପ୍ରଭାବରେ ଜନଜୀବନ ଅସ୍ତଵ୍ୟସ୍ଥ ହୋଇପଡିଛି। ବିଶେଷ କରି ପଶ୍ଚିମ ଓଡ଼ିଶାରେ ଆକଷରୁ ନିଆଁ ଝୁଲ ଖସିଲା ଭଳି ଅନୁଭୂତ ହେଉଛି। ଗୁରୁବାର ଝାରସୁଗୁଡ଼ାରେ ତାପମାତ୍ରା ୪୭ ଡ଼ିଗ୍ରୀ ପାର କରିଥିଲା ବେଳେ…
ସମସ୍ତ ୩୪ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ
ନ୍ୟୁୟର୍କ,୩୧।୫: ଆମେରିକାରେ ୨୦୨୪ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (୭୭)ଙ୍କୁ ଏକ ଶକ୍ତ ଧକ୍କା ଲାଗିଛି। ଶୁକ୍ରବାର (ମେ ୩୧, ୨୦୨୪), ସେ ହସ ମନି ଟ୍ରାଏଲ ସହ ଜଡିତ ସମସ୍ତ ୩୪ ଟି…
କେରଳ-ପୂର୍ବୋତ୍ତରରେ ଏକାଠି ପହଞ୍ଚିଲା ମୌସୁମୀ, ୟୁପି, ବିହାର ସମେତ ଏହବୁ ରାଜ୍ୟରେ ସମୟ ପୂର୍ବରୁ ହେବ ବର୍ଷା
ନୂଆଦିଲ୍ଲୀ,୩୦।୫: ଉତ୍ତର ଭାରତର ଜଳୁଥିବା ତାପମାତ୍ରା ପାଇଁ ଦକ୍ଷିଣ ଭାରତ ଆଶ୍ୱସ୍ତି ଆଣିଦେଇଛି। କୃଷି ପାଇଁ ଏହା ଏକ ଖୁସି ଖବର ଯେ ପୂର୍ବାନୁମାନ କରାଯାଇଥିବା ଦିନ ପୂର୍ବରୁ କେରଳରେ ମୌସୁମୀ ପହଞ୍ଚିଛି। ଏହା ବ୍ୟତୀତ ମୌସୁମୀ ଉତ୍ତର-ପୂର୍ବରେ ମଧ୍ୟ ପହଞ୍ଚିଛି।…
ରାଜ୍ୟରେ ନବୀନ ବାଣ୍ଟିଛନ୍ତି କଂଗ୍ରେସ ଟିକେଟ୍: ଧମେନ୍ଦ୍ରଙ୍କ ବୟାନକୁ ନେଇ ରାଜନୀତିରେ ଚର୍ଚ୍ଚା
ଭୁବନେଶ୍ୱର,୩୦।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଏହି ସମୟରେ ଅନେକ ନେତା ନବୀନଙ୍କୁ କାଉଣ୍ଟର କରୁଛନ୍ତି। ଏହି ସମୟରେ କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ଧମେନ୍ଦ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ…
Archives


