Home Middle

ପିଏମ୍‌-ସ୍ବନିଧି ଋଣ ପ୍ରଦାନ କାର୍ଯ୍ୟକ୍ରମରେ ସାମିଲ ହେଲା ଓଡ଼ିଶା

ଭୁବନେଶ୍ୱର,୨୪ା୧ (ବନ୍ଦନା ସେଠୀ): ‘ପିଏମ୍‌-ସ୍ବନିଧି’ ଋଣ ପ୍ରଦାନ କାର୍ଯ୍ୟକ୍ରମରେ ସାମିଲ ହେଲା ଓଡ଼ିଶା। ଏହି ପରିପ୍ରେକ୍ଷୀରେ ଶୁକ୍ରବାର କୃଷି ଭବନଠାରେ ଏକ ଜାତୀୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର…

ବସ୍‌ ଧର୍ମଘଟ ଡାକରାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ପ୍ରତ୍ୟାହୃତ ହେଲା…

ଭୁବନେଶ୍ୱର,୨୩।୧: ବସ୍‌ ଧର୍ମଘଟ ଡାକରା ପ୍ରତ୍ୟାହୃତ। ଶନିବାର ଠାରୁ ବସ୍‌ ଧର୍ମଘଟ  ଡାକରା ଦେଇଥିଲା ଘରୋଇ ବସ୍‌ ମାଲିକ ସଂଘ। ମାଲିକ ସଂଘ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଗୁରୁବାର ସରକାରଙ୍କ ସହିତ ଆଲୋଚନା ସଫଳ ହୋଇଥିଲା। ବିଭିନ୍ନ ଜିଲାର…

ଏହି ଦିନ ବ୍ୟାଙ୍କ ଧର୍ମଘଟ ଡାକରା: ଠପ୍‌ ହୋଇଯିବ…

ଭୁବନେଶ୍ୱର,୨୩ା୧(ଅନୁରାଧା ମହାରଣା):ବ୍ୟାଙ୍କିଙ୍ଗ୍‌ ଶିଳ୍ପରେ ୫-ଦିନିଆ କାର୍ଯ୍ୟ ସପ୍ତାହ କାର୍ଯ୍ୟକାରୀ କରିବା ଏବଂ ଅନ୍ୟ ସବୁ ଶନିବାରଗୁଡ଼ିକୁ ଛୁଟିଦିନ ଭାବରେ ଘୋଷଣା କରିବା ପାଇଁ ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିଅନ(ୟୁଏଫ୍‌ବିୟୁ) ପକ୍ଷରୁ ଦାବି କରାଯାଇ ୨୭ ତାରିଖରେ ଧର୍ମଘଟର ଡାକରା ଦେଇଛି।…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଏସବୁ କର୍ମଚାରୀଙ୍କ ବଢ଼ିଲା ଦରମା, ମିଳିବ ମୋଟା ଅଙ୍କର ଏରିଅର

ନୂଆଦିଲ୍ଲୀ,୨୩।୧: କେନ୍ଦ୍ର ସରକାର ପ୍ରାୟ ୯୩ ହଜାର କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଖୁସି ଖବର ଦେଇଛନ୍ତି। ସାଧାରଣ ବୀମା କମ୍ପାନୀ, ନାବାର୍ଡ (NABARD) ଏବଂ ଆରବିଆଇ (RBI) ର କର୍ମଚାରୀଙ୍କ ଦରମା ଓ ପେନସନ ସଂଶୋଧନ ପ୍ରସ୍ତାବକୁ…

ଜନଗଣନା ୨୦୨୬: ପ୍ରଥମ ପର୍ଯ୍ୟାୟରେ ପଚରାଯିବ ୩୩ଟି ପ୍ରଶ୍ନ, ଜାଣନ୍ତୁ କ’ଣ ରହିଛି ତାଲିକାରେ

ନୂଆଦିଲ୍ଲୀ,୨୩।୧: ଭାରତ ସରକାରଙ୍କ ପକ୍ଷରୁ ‘ଜନଗଣନା ୨୦୨୬’ର ପ୍ରଥମ ପର୍ଯ୍ୟାୟ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ, ଗଣନାକାରୀମାନେ ପ୍ରତ୍ୟେକ ପରିବାରକୁ ସେମାନଙ୍କର ରହଣି ଓ ସୁବିଧା ସୁଯୋଗ ସମ୍ପର୍କିତ…

ଟ୍ରମ୍ପଙ୍କୁ ବୁଡ଼ାଇ ଦେବ ଅହଙ୍କାର: WHO ଓହରିଲା ଆମେରିକା, ମାତ୍ର ଗୋଟିଏ ବର୍ଷରେ…

ଓ୍ବାଶିଂଟନ୍‌,୨୩।୧: ଆମେରିକା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO)ରୁ ଓହରିଯିବାର ପ୍ରକ୍ରିୟା ଆନୁଷ୍ଠାନିକ ଭାବରେ ସମାପ୍ତ କରିଛି। ଏହି ନିଷ୍ପତ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ଦିନରୁ ଆରମ୍ଭ ହୋଇଥିଲା ଏବଂ ବର୍ତ୍ତମାନ ଜାନୁଆରୀ ୨୨, ୨୦୨୬ରେ ସମାପ୍ତ ହୋଇଛି।…

ଓଡ଼ିଶାରେ ଚାଞ୍ଚଲ୍ୟ: ଝିଅ ଜନ୍ମ ଦେବାରୁ ବୋହୂକୁ ଜୀଅନ୍ତା ଜାଳିଦେବାକୁ ଶ୍ୱଶୁରଙ୍କ ଉଦ୍ୟମ

କେନ୍ଦ୍ରାପଡା,୨୩।୧: କନ୍ୟା ସନ୍ତାନ ଜନ୍ମ ହେଲା ବୋଲି ବୋହୂକୁ ଜୀଅନ୍ତା ଜାଳି ମାରିଦେବାକୁ ଉଦ୍ୟମ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲାରେ। ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଦାମରପୁର ଗ୍ରାମରେ ଶ୍ୱଶୁର ବୋହୂ ଓ ନବଜାତ କନ୍ୟା ସନ୍ତାନ ଶୋଇଥିବା…

ଜିତିବାର ବଡ଼ ଫର୍ମୁଲା ଦେଲେ ମୋଦି: ଏଣିକି ସବୁ ରାଜ୍ୟରେ ଜିତିବ ଭାଜପା!

ନୂଆଦିଲ୍ଲୀ,୨୩।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କେରଳ ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ ମୋଦି କେରଳରେ ନବସୃଜନ ଏବଂ ଉଦ୍ୟୋଗୀତା ହବ ପାଇଁ ଶିଳାନ୍ୟାସ କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ସ୍ବନିଧି କ୍ରେଡିଟ କାର୍ଡ ମଧ୍ୟ ଆରମ୍ଭ କରିଛନ୍ତି, ଯାହା…

ଷଷ୍ଠ ରାଜ୍ୟ ଅର୍ଥ ଆୟୋଗଙ୍କ ଅଭିନବ ପ୍ରସ୍ତାବ: ପଞ୍ଚାୟତରେ ଏପରି ନିଯୁକ୍ତି ଦେବାକୁ ସୁପାରିସ

ଭୁବନେଶ୍ୱର, ୨୩।୧: ଓଡ଼ିଶାର ଆର୍ଥିକ ବିକାଶ ଏବଂ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକର ସୁଦୃଢ଼ିକରଣ ପାଇଁ ଗଠିତ ଷଷ୍ଠ ରାଜ୍ୟ ଅର୍ଥ ଆୟୋଗ ନିଜର ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିଛନ୍ତି। ଆୟୋଗର ଅଧ୍ୟକ୍ଷ ଡକ୍ଟର ଅରୁଣ କୁମାର ପଣ୍ଡାଙ୍କ ନେତୃତ୍ୱରେ ଏକ…

ଆଞ୍ଚଳିକ ଦଳ ପାଇଁ ନିଶା କାହିଁକି

ଭୁବନେଶ୍ୱର, ୨୩।୧(ସୁନିତ୍‌ ମିଶ୍ର): ଓଡ଼ିଶାରେ ଏକ ନୂଆ ଆଞ୍ଚଳିକ ଦଳ ଗଠନ ପାଇଁ ରାଜ୍ୟରୁ କେତେଜଣ ନେତା ଭିତିରିଆ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି । ବର୍ତ୍ତମାନର ରାଜନୈତିକ ସ୍ଥିତିକୁ ଲକ୍ଷ୍ୟକରି ଓଡ଼ିଶାରେ ଆଉ ଗୋଟେ ଦଳ ହୋଇପାରିବ ବୋଲି ଅନେକେ…

ଉତ୍ତର ଭାରତରେ ପାଣିପାଗର ଲୁଚକାଳି ଖେଳ: ଦିଲ୍ଲୀରେ ବର୍ଷା ଓ କାଶ୍ମୀରରେ ପ୍ରବଳ ତୁଷାରପାତ

ନୂଆଦିଲ୍ଲୀ,୨୩ା୧: ଏକ ଶକ୍ତିଶାଳୀ ପଶ୍ଚିମା ଝଡ ପ୍ରଭାବ ଯୋଗୁଁ ସମଗ୍ର ଉତ୍ତର ଭାରତର ପାଣିପାଗରେ ବଡ଼ ଧରଣର ପରିବର୍ତ୍ତନ ଦେଖାଦେଇଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ଶୁକ୍ରବାର ସକାଳୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଥିବା ବେଳେ କାଶ୍ମୀର ଉପତ୍ୟକା ଏବଂ ହିମାଚଳ…

ଆଜି ମା’ ବିଦ୍ୟାଦାତ୍ରୀଙ୍କ ପୂଜା

ଭୁବନେଶ୍ୱର,୨୩ା୧: ଆଜି ଅର୍ଥାତ୍‌ ସୋମବାର ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ କରାଯାଉଛି। ସମସ୍ତ ଶିକ୍ଷାନୁଷ୍ଠାନରେ ଛାତ୍ରୀଛାତ୍ର ଏକାଠି ହୋଇ ମା’ଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ସରସ୍ବତୀ ଦିବ୍ୟଭାବର ପ୍ରତୀକ। ମା’ ସରସ୍ବତୀ ହେଉଛନ୍ତି କଣ୍ଠଚକ୍ର ବାଣୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri