Home Middle

ବିକାଶର ବାହାନାରେ ଗଛ କଟା: ଗତ ୨୫ ବର୍ଷରେ ଓଡ଼ିଶାରେ କଟା ହୋଇଛି ୨୬ ଲକ୍ଷରୁ ଅଧିକ ଗଛ

ଭୁବନେଶ୍ୱର,୧୦।୯: ୨୦୦୦ ରୁ ୨୦୨୩ ମଧ୍ୟରେ ଓଡ଼ିଶାରେ ବିଭିନ୍ନ ପ୍ରକଳ୍ପ ପାଇଁ ୨୬ ଲକ୍ଷରୁ ଅଧିକ ଗଛ କଟାଯାଇଛି। ମଙ୍ଗଳବାର ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ବିଧାୟକ ପ୍ରସାନ୍ତ କୁମାର ଜଗଦେବଙ୍କ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଏହି ସୂଚନା…

ଓଡ଼ିଶାରେ ଲୋପ ପାଇଯିବ ବାଘ ବଂଶ: ୨୪ ବର୍ଷରେ ୧୭୦ରୁ ହେଲାଣି ୨୭

ଭୁବନେଶ୍ୱର,୧୦।୯: ଓଡ଼ିଶାରେ ଲୋପ ପାଇଯିବ ବାଘ ବଂଶ । ମଙ୍ଗଳବାର ଓଡ଼ିଶା ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ବିଧାନସଭାରେ ଦେଇଥିବା ତଥ୍ୟରୁ ଏଭଳି ଆଶଙ୍କା ସୃଷ୍ଟି ହୋଇଛି। ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଗତ…

ରାଜ୍ୟରେ ବ୍ୟାପିବାରେ ଲାଗିଛି ବାର୍ଡ଼ ଫ୍ଲୁ: କ୍ଵାରେଣ୍ଟାଇନରେ କୁକୁଡ଼ା ଚାଷୀ

ଭୁବନେଶ୍ୱର,୧୦।୯: ରାଜ୍ୟରେ ଏବେ ବାର୍ଡ଼ ଫ୍ଲୁ ରୋଗରେ କୁକୁଡ଼ା ଆକ୍ରାନ୍ତ ଖବର ମଧ୍ୟରେ କେନ୍ଦ୍ରାପଡା ଡେରାବିସି ଅଞ୍ଚଳରେ କିଛି ଚାଷୀଙ୍କଠାରେ ଲକ୍ଷଣ ଦେଖାଯିବାରୁ କିଛି କୁକୁଡ଼ା ଚାଷୀଙ୍କୁ ନିଜ ଘରେ କ୍ଵାରେନଣ୍ଟାଇନରେ ରହିବାକୁ କୁହାଯାଇଛି। ସୂଚନାନୁସାରେ, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଚାଷୀଙ୍କ…

ଲଘୁଚାପ ବର୍ଷା ପ୍ରଭାବରେ କ୍ଷୟକ୍ଷତି, ମୁକାବିଲା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦।୯: ମଙ୍ଗଳବାର ବିଧାନସଭା ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ହୋଇଥିବା କ୍ଷୟକ୍ଷତି ଓ ଏହାର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଛନ୍ତି । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା…

ଆଇସିୟୁରେ ସୀତାରାମ ୟେଚୁରୀ: ସ୍ବାସ୍ଥ୍ୟାବସ୍ଥା ଗୁରୁତର

ନୂଆଦିଲ୍ଲୀ,୧୦।୯: ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ କିଛି ଦିନ ପୂର୍ବରୁ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଥିଲା। ନିଃଶ୍ୱାସ ନେବାରେ ଅସୁବିଧା ହେବା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ ଏକ…

ଭାଜପାରେ ଚାଲିଛି ଟିକେଟ୍‌ କିଣା-ବିକା: ଇସ୍ତଫା ପରେ ଗମ୍ଭୀର ଅଭିଯୋଗ ଆଣିଲେ ଭାଜପା ଉପାଧ୍ୟକ୍ଷ

ଚଣ୍ଡିଗଡ,୧୦।୯: ହାରିୟାଣା ନିର୍ବାଚନ ପୂର୍ବରୁ ସୋନିପତର ଗଣୁରରେ ଭାଜପାକୁ ଏକ ବଡ଼ ଝଟକା ଲାଗିଛି। ଟିକେଟ କଟିବା ଖବର ଉପରେ ରାଗିଯାଇ ଦେବେନ୍ଦ୍ର କାଡିଆନ ଦଳରୁ ଇସ୍ତଫା ଦେଇଥିଲେ। ଭାରତୀୟ ରେସଲିଂ ଆସୋସିଏସନର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦେବେନ୍ଦ୍ର କାଡିଆନ ଫେସବୁକରେ ସିଧା…

ଆମେରିକାରେ ଥାଇ ଏମିତି କ’ଣ କହିଦେଲେ ରାହୁଲ ଗାନ୍ଧୀ: ଭାରତରେ ବଢିଲାଣି ରାଜନୈତିକ ତାତି

ଓ୍ବାଶିଂଟନ୍‌,୧୦।୯: କଂଗ୍ରେସ ନେତା ତଥା ବିରୋଧୀଦଳର ନେତା ରାହୁଲ ଗାନ୍ଧୀ ତାଙ୍କ ଆମେରିକୀୟ ଗସ୍ତ ସମୟରେ କ୍ରମାଗତ ଭାବରେ ଭାଜପା ଏବଂ ନରେନ୍ଦ୍ର ମୋଦି ସରକାରଙ୍କ ଉପରେ ଟାର୍ଗେଟ୍‌ କରୁଛନ୍ତି। ଏବେ ସେ ପୁଣି ଥରେ ଭାଜପାକୁ ନେଇ ଏକ ବଡ଼…

କିଏ ସେହି ରହସ୍ୟମୟ ଯୁବତୀ, ଯାହାଙ୍କ ସହିତ ଏୟାରପୋର୍ଟରେ ନଜର ଆସିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୦।୯: ଲୋକ ସଭାରେ ବିରୋଧୀ ଦଳର ନେତା ତଥା କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ଆଜିକାଲି ଆମେରିକା ଗସ୍ତରେ ଅଛନ୍ତି। ତାଙ୍କର ଅନେକ ଫଟୋ ସେଠାରୁ ଭାଇରାଲ ହୋଇଛି। କେତେକ ଫଟୋ ସ୍ବାଗତ ବେଳର ହୋଇଥିବାବେଳେ ଅନେକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ସହିତ…

ଭାଙ୍ଗୁଛି କି ଏନଡିଏ? ଖୋଲାଖୋଲି ଶୁଣାଇଦେଲେ ଚିରାଗ ପାସୱାନ, ରାଜନୀତିରେ ହଇଚଇ

ନୂଆଦିଲ୍ଲୀ,୧୦।୯: ସୋମବାର ବିହାରର ବେଗୁସରାଇରେ ମାଟିହାନି ବିଧାନସଭାରେ ଆୟୋଜିତ ସମାରୋହରେ ଏଲଜେପି ରାମବିଳାସର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ମନ୍ତ୍ରୀ ଚିରାଗ ପାସୱାନ ଅଂଶଗ୍ରହଣ କରିଥିଲେ। ଚିରାଗ ପାସୱାନଙ୍କ ଏହି ଗସ୍ତ ବିହାର ବିଧାନସଭା ନିର୍ବାଚନର ଆରମ୍ଭ ଭାବରେ ଦେଖାଯାଇଛି। ଏଥି…

ଉତ୍ତର ପ୍ରଦେଶ ପରେ କାନପୁରର ପାଳି, ଟ୍ରେନ ଓଲଟାଇ ଦେବାକୁ ହୋଇଥିଲା ବଡ ଷଡ଼ଯନ୍ତ୍ର

ଆଜମେର,୧୦।୯: ଉତ୍ତରପ୍ରଦେଶର କାନପୁର ପରେ ଏବେ ରାଜସ୍ଥାନରେ ଏକ ଟ୍ରେନ ଓଲଟାଇବା ପାଇଁ ଷଡ଼ଯନ୍ତ୍ରର ମାମଲା ସାମ୍ନାକୁ ଆସିଛି। ରାଜସ୍ଥାନର ଆଜମେର ଜିଲାର ରେଳ ଟ୍ରାକରେ ବିଭିନ୍ନ ସ୍ଥାନରେ ପ୍ରାୟ ଏକ କ୍ୱିଣ୍ଟାଲ ମୂଲ୍ୟର ସିମେଣ୍ଟ ବ୍ଲକ ଦେଖିବାକୁ ମିଳିଛି। ଏହି…

ଆରଜି କର ମାମଲା ମମତା ସରକାରଙ୍କ ପାଇଁ ଚେତାବନୀ, କାହିଁକି ଏମିତି କହିଲେ ଦଳ ଛାଡିଥିବା ନେତା

କୋଲକାତା,୧୦।୯: ପଶ୍ଚିମବଙ୍ଗର ତ୍ରୁଣମୂଳ କଂଗ୍ରେସ (ଟିଏମସି) ଛାଡିବା ପରେ ଜବାହର ସରକାର ସୋମବାର କହିଛନ୍ତି ଯେ ସେ ରାଜନୀତିରୁ ବାହାରିବା ତାଙ୍କ ମୂଲ୍ୟବୋଧକୁ ହ୍ରାସ କରିବ ନାହିଁ ଏବଂ ମହିଳା ଅଧିକାରକୁ ସମର୍ଥନ କରିବା ଦିଗରେ ଦେଇଥିବା ପ୍ରତିବଦ୍ଧତାକୁ ହ୍ରାସ କରିବ…

ଭାରତ ଓ ୟୁଏଇ ମଧ୍ୟରେ ୪ ଚୁକ୍ତିନାମା

ନୂଆଦିଲ୍ଲୀ, ୧୦।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଆବୁଧାବୀର କ୍ରାଉନ୍‌ ପ୍ରିନ୍ସ ଶେଖ୍‌ ଖାଲିଦ୍‌ ବିନ୍‌ ମହମ୍ମଦ ବିନ୍‌ ଜାୟଦ ଅଲ୍‌ ନାହୟାନ୍‌ଙ୍କ ସହ ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍‌ରେ ଆଲୋଚନା କରିଛନ୍ତି। ଏହି ଅବସରରେ ୨ ଦେଶ ପରସ୍ପର ସହ ରଣନୈତିକ ସମ୍ପର୍କକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri