Home Middle

ଏୟାରସ୍ପେସ୍‌ ବନ୍ଦ: କିଏ ଅଧିକ କ୍ଷତି ସହିବ, ଭାରତ ନା ପାକିସ୍ତାନ

ଇସଲାମାବାଦ୍‌,୨।୫:ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମସୀମାରେ ପହଞ୍ଚିଛି। ଭାରତ ପଡୋଶୀ ଦେଶ ବିରୋଧରେ କଠୋର ନିଷ୍ପତ୍ତି ନେଇଛି। ଏହାର ଜବାବରେ ପାକିସ୍ତାନ ଭାରତ ପାଇଁ ତାର ଏୟାରସ୍ପେସ୍‌ ବନ୍ଦ କରିଦେଇଛି। ଭାରତ ମଧ୍ୟ ପାକିସ୍ତାନ ପାଇଁ ତାର…

ଆଜି କିଛି ଲୋକଙ୍କ ନିଦ ହଜିଯିବ: କାହିଁକି ଏମିତି କହିଲେ ପ୍ରଧାନମନ୍ତ୍ରୀ

ଥିରୁଭାନନ୍ତପୁରମ୍‌,୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କେରଳର ଭିଜିଞ୍ଜାମ ଅନ୍ତର୍ଜାତୀୟ ବନ୍ଦରର ଉଦଘାଟନ କରିଛନ୍ତି। ଏହି ସମୟରେ ସେ ବିରୋଧୀଙ୍କୁ କଟାକ୍ଷ କରି ଆଜିର କାର୍ଯ୍ୟକ୍ରମ ଅନେକ ଲୋକଙ୍କ ନିଦ ହଜାଇବ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ମୁଖ୍ୟମନ୍ତ୍ରୀ ପିନାରାଇ…

ଭାରତକୁ ସାହସ ଦେଲେ ଆମେରିକା ଉପରାଷ୍ଟ୍ରପତି: ଆତଙ୍କବାଦୀ ଆକ୍ରମଣର ଜବାବ ଏମିତି ଦେବା ଉଚିତ

ଓ୍ବାଶିଂଟନ,୨।୫: ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ପହଲଗାମ ଆକ୍ରମଣକୁ ନେଇ ନିଜ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଆମେରିକା ଆଶା କରୁଛି ଯେ ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ଗତ ମାସରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ଦାୟୀ ଆତଙ୍କବାଦୀଙ୍କୁ ଧରିବାରେ…

ପହଲଗାମ ହତ୍ୟାକାଣ୍ଡ ପରେ ଭାରତ ଉପରେ ୧୦ ଲକ୍ଷରୁ ଅଧିକ ସାଇବର ଆଟାକ୍

ନୂଆଦିଲ୍ଲୀ, ୨।୫: ମହାରାଷ୍ଟ୍ର ସାଇବର, ରାଜ୍ୟ ପୋଲିସର ସାଇବର ଅପରାଧ ବିଭାଗ, ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ସିଷ୍ଟମ ଉପରେ ପାକିସ୍ତାନ ସମେତ ବିଭିନ୍ନ ଦେଶରୁ ହ୍ୟାକିଂ ଗ୍ରୁପମାନଙ୍କ ଦ୍ୱାରା ୧୦ ଲକ୍ଷରୁ ଅଧିକ ସାଇବର ଆକ୍ରମଣ ରେକର୍ଡ କରିଛି…

ଭାରତରୁ ଆମେରିକାକୁ ଆଇଫୋନ୍‌ ସପ୍ଲାଏ କରିବ ଆପଲ୍‌, ଲାଗିବ ୯୦୦ ମିଲିୟନ୍‌ ଡଲାର୍‌ ଟାରିଫ୍

ନୂଆଦିଲ୍ଲୀ, ୨।୫: ଆପଲ୍‌ ଗୁରୁବାର ପ୍ରଥମ ତ୍ରୈମାସିକରେ ଆଶାଠାରୁ ଅଧିକ ଲାଭ ଘୋଷଣା କରିଛି, କିନ୍ତୁ ଯୁକ୍ତରାଷ୍ଟ୍ର ଆମେରିକାର ଶୁଳ୍କ ନୀତି ଯୋଗୁଁ କମ୍ପାନୀକୁ ଆର୍ଥିକ କ୍ଷତି ହେବା ସହ ଏହାର ଯୋଗାଣ ଶୃଙ୍ଖଳାରେ ବାଧା ସୃଷ୍ଟି ହେଉଥିବା ଚେତାବନୀ ପାଇଛି।…

ମୁକେଶ ଅମ୍ବାନୀଙ୍କ ବଡ଼ ଭବିଷ୍ୟବାଣୀ: ମୋଦିଙ୍କ ଆଗରେ କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨।୫: ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏକ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଭାରତକୁ ମିଡିଆ ଏବଂ ମନୋରଞ୍ଜନ ଶିଳ୍ପର ବିଶ୍ୱବ୍ୟାପୀ କେନ୍ଦ୍ର ହେବାରେ କେହି ରୋକିପାରିବେ ନାହିଁ। ଏହାର ବିଷୟବସ୍ତୁ, ଜନସଂଖ୍ୟା ଏବଂ ପ୍ରଯୁକ୍ତିବିଦ୍ୟା ସହିତ, ଭାରତ ଖୁବ ଶୀଘ୍ର…

ପୁରୀରେ ରଥଯାତ୍ରା ପାଇଁ ଚାଲିବ ୩୬୫ଟି ସ୍ୱତନ୍ତ୍ର ଟ୍ରେନ୍; ଭକ୍ତଙ୍କ ପାଇଁ ୫ ଲକ୍ଷ ଟଙ୍କାର ବୀମା

ଭୁବନେଶ୍ୱର, ୨।୫: ଆସନ୍ତା ରଥଯାତ୍ରା ଉତ୍ସବ ସମୟରେ ପୁରୀକୁ ସଂଯୋଗ କରିବା ପାଇଁ ଅତି କମରେ ୩୬୫ଟି ବିଶେଷ ଟ୍ରେନ୍ ଚଳାଚଳ କରିବ। ଏହି ନଗର ସୀମା ମଧ୍ୟରେ ଭକ୍ତମାନଙ୍କ ପାଇଁ ୫ ଲକ୍ଷ ଟଙ୍କାର ବୀମା ସୁରକ୍ଷା ବ୍ୟବସ୍ଥା କରାଯିବ।…

ଲଗାତାର ଅଷ୍ଟମ ଦିନ ପାଇଁ ସୀମାରେ ପାକିସ୍ତାନର ଯୁଦ୍ଧବିରତି ଉଲ୍ଲଂଘନ, ଭାରତୀୟ ସେନାର ଦୃଢ ଜବାବ

ନୂଆଦିଲ୍ଲୀ, ୨।୫: ପାକିସ୍ତାନୀ ସୈନ୍ୟମାନେ ଜମ୍ମୁ ଓ କାଶ୍ମୀରର କୁପୱାରା, ବାରାମୁଲା, ପୁଞ୍ଚ, ନୌଶେରା ଏବଂ ଅଖନୁର ଅଞ୍ଚଳରେ ନିୟନ୍ତ୍ରଣ ରେଖା (ଏଲଓସି) ବରାବର ଅଷ୍ଟମ ରାତ୍ରି ପାଇଁ ଯୁଦ୍ଧବିରତି ଉଲ୍ଲଂଘନ ଜାରି ରଖିଛନ୍ତି। ପାକିସ୍ତାନର ଗୁଳିମାଡ଼ ଜବାବରେ ଭାରତୀୟ ସେନା…

ଦିଲ୍ଲୀ-ଏନସିଆରରେ ପ୍ରବଳ ବର୍ଷା: ୧୦୦ ବିମାନ ଚଳାଚଳରେ ବିଳମ୍ବ, ୪୦ଟି ବିମାନର ଦିଗ ପରିବର୍ତ୍ତନ

ନୂଆଦିଲ୍ଲୀ, ୨।୫: ଦିଲ୍ଲୀ-ଏନସିଆର ଅଞ୍ଚଳରେ ଶୁକ୍ରବାର ତାଣ୍ଡବ ରଚିଛି ପ୍ରବଳ ବର୍ଷା ଓ ଧୂଳିଝଡ଼। ଏହି ପ୍ରତିକୂଳ ପାଗ ଯୋଗୁଁ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଚଳାଚଳ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ପ୍ରାୟ ୧୦୦ଟି ବିମାନର ଚଳାଚଳ ବିଳମ୍ବ…

ପାକିସ୍ତାନରେ ଚାଲିଛି ରାହୁଲ ଗାନ୍ଧୀଙ୍କ ପ୍ରଶଂସା: କାହିଁକି ଏମିତି କହିଲେ ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ୍ 

ନୂଆଦିଲ୍ଲୀ,୨/୫:ଦେଶରେ ଜାତିଭିତ୍ତିକ ଜନଗଣନା କରାଇବା ପାଇଁ କେନ୍ଦ୍ରୀୟ କ୍ୟାବିନେଟର ଅନୁମୋଦନକୁ ନେଇ କଳ୍କି ଧାମର ପୀଠାଧୀଶ୍ୱର ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ୍ ଏକ ବଡ଼ ବୟାନ ଦେଇଛନ୍ତି।ସେ କହିଛନ୍ତି, ଆଶା କରାଯାଉଛି ଏହା ପରେ ବିରୋଧୀ ଦଳ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ…

ପାକିସ୍ତାନକୁ ପୁଣି ସମର୍ଥନ ଘୋଷଣା କଲା ଚାଇନା: ଆମେରିକା କହିଦେଲା ବଡ଼ କଥା

ନୂଆଦିଲ୍ଲୀ/ ୱାଶିଂଟନ,୨/୫: ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ପାକିସ୍ତାନକୁ ସମର୍ଥନ ଘୋଷଣା କରିଛି ଚାଇନା। ଅନ୍ୟପକ୍ଷରେ, ଭାରତ ଓ ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଉଥିବା ବିବାଦ ମଧ୍ୟରେ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ପିଟ ହେଗସେଥ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ…

ପୁଣି KIITରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା, ସୂଚନା ଦେଲେ ପୋଲିସ କମିଶନର

ଭୁବନେଶ୍ୱର, ୧।୫: କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି (KIIT) ବିଶ୍ୱବିଦ୍ୟାଳୟରେ ପୁଣି ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଛି। ଏହା ବିଶ୍ୱବିଦ୍ୟାଳୟର ପରିଚାଳନା ଓ ଛାତ୍ରୀଙ୍କ ସୁରକ୍ଷା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ଘଟଣାସ୍ଥଳରେ ଇନ୍ଫୋସିଟି ଥାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?