ଏୟାର ଇଣ୍ଡିଆ ପ୍ଲେନ ହୋଇନଥାନ୍ତା କ୍ରାଶ୍, ୭ବର୍ଷ ପୂର୍ବରୁ କରାଯାଇଥିଲା ସତର୍କ…
ଅହମଦାବାଦ, ୧୨।୭: ଗତ ଜୁନ ୧୨ ତାରିଖରେ ଅହମଦାବାଦର ସରଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଲଣ୍ଡନ ଗାଟୱିକ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ବୋଇଂ ୭୮୭-୮ ଡ୍ରିମଲାଇନର (ଫ୍ଲାଇଟ ଏଆଇ ୧୭୧) ଟେକଅଫ ପରେ ମାତ୍ର ୩୨ ସେକେଣ୍ଡରେ ଦୁର୍ଘଟଣାଗ୍ରସ୍ତ…
ଓଡ଼ିଶାରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା: ଦିଲ୍ଲୀରେ ଆଶାୟୀ ତାଲିକା ଫାଇନାଲ!
ଭୁବନେଶ୍ୱର,୧୨।୭: ଓଡ଼ିଶା ରାଜ୍ୟ ସରକାରର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ ଚର୍ଚ୍ଚା ଜୋର ଧରିଛି। ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଘୋଷଣା କରିଛନ୍ତି ଯେ, ଖୁବ ଶୀଘ୍ର ମନ୍ତ୍ରୀମଣ୍ଡଳରେ ନୂଆ ମୁହଁ ସାମିଲ ହେବେ। ଏହାରି ଭିତରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି…
ମାତ୍ର ଗୋଟିଏ ସେକେଣ୍ଡରେ ‘ରନ୍’ରୁ ‘କଟଅଫ’ ମୋଡକୁ କେମିତି ଚାଲିଗଲା ଉଭୟ ଇଞ୍ଜିନ: ଅହମ୍ମଦାବାଦ୍ ପ୍ଲେନ୍ କ୍ରାଶ୍କୁ ନେଇ ବଡ଼ ଖୁଲାସା
ଅହମ୍ମଦାବାଦ,୧୨।୭: ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ପ୍ରାରମ୍ଭିକ ରିପୋର୍ଟ ଆସିଛି। ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋ (AAIB) ର ରିପୋର୍ଟରେ ଅନେକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। ଉଡ଼ାଣ ଆରମ୍ଭ ହେବାର ମାତ୍ର କିଛି ସେକେଣ୍ଡ ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।…
ଅର୍ଚ୍ଚନା ନାଗଙ୍କ ଅଭିଯୋଗକୁ ଭିତ୍ତିହୀନ କହିଲେ ଅମରେଶ, କାହା କଥାରେ ପଡ଼ି ସେ…
ଭୁବନେଶ୍ୱର,୧୨ା୭: ଅର୍ଚ୍ଚନା ନାଗଙ୍କ ଅଭିଯୋଗକୁ ଭିତ୍ତିହୀନ କହିଛନ୍ତି ଅମରେଶ ଜେନା। ସେ କହିଛନ୍ତି, ମୋର ଏହି ଘଟଣାରେ ସମ୍ପୃକ୍ତି ନାହିଁ, ତଦନ୍ତ ପରେ ସବୁ ସତ ଜଣାପଡ଼ିବ। ଅର୍ଚ୍ଚନା କାହା କଥାରେ ପଡ଼ି ଏପରି କହୁଛନ୍ତି କି କ’ଣ ମୁଁ ଜାଣିପାରୁନି।…
ଭୁବନେଶ୍ୱର ଫେରିଲେ ନବୀନ
ଭୁବନେଶ୍ୱର,୧୨ା୭: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶନିବାର ଓଡ଼ିଶା ଫେରିଛନ୍ତି। ମୁମ୍ବାଇର କୋକିଳା ବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଅସ୍ତ୍ରୋପଚାର ହେବା ପରେ ଆଜି ଭୁବନେଶ୍ବର ଫେରିଛନ୍ତି। ନବୀନଙ୍କୁ ସ୍ବାଗତ ପାଇଁ ବିଜେଡିର ନେତୃବୃନ୍ଦ ଓ କର୍ମୀ…
ମେଣ୍ଡୁଲିଙ୍କ ପଛରେ ବଡ଼ ହାତ! ସାମ୍ନାକୁ ଆସିଲା ବଡ଼ ଖୁଲାସା
ଭୁବନେଶ୍ୱର,୧୨।୭: ମୁଣ୍ଡରେ ନାଲି ଗାମୁଛା, ଦେହରେ ମାଟିଆ ପୋଷାକ। ଘର ଆଠମଲ୍ଲିକ। ରାଜ୍ୟ ରାଜନୀତିକୁ ହୁଲସ୍ତୁଲ କରୁଛନ୍ତି ଏହି ନେତା। ଏହି ନେତାଜଣକ ୪ଦିନ ଧରି ରାଜ୍ୟରେ ଡ୍ରାଇଭର ସଂଘ ଆନ୍ଦୋଳନକୁ ଆଗକୁ ବଢାଉଛନ୍ତି। ବଡ଼ବଡ଼ ନେତାଙ୍କ ଠାରୁ ମନ୍ତ୍ରୀ ଯାଏ…
ପୁଣି ମେଣ୍ଡୁଲିଙ୍କ ଆସିଲା ଭିଡିଓ, ଏଥର ସାଂଘାତିକ ବୟାନ
ଭୁବନେଶ୍ୱର,୧୨।୭: ଓଡ଼ିଶା ଡ୍ରାଇଭର ମହାସଂଘରେ ଅଭ୍ୟନ୍ତରୀଣ ବିବାଦ ଏବେ ଚର୍ଚ୍ଚାର ବିଷୟ ହୋଇଛି। ସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲିଙ୍କ ନେତୃତ୍ୱକୁ ନେଇ ଅନେକ ଡ୍ରାଇଭର ଅସନ୍ତୋଷ ପ୍ରକାଶ କରିଥିବା ବେଳେ, ଏହି ବିବାଦ ଏକ ନୂଆ ମୋଡ଼ ନେଇଛି। ମେଣ୍ଡୁଲିଙ୍କ ବିରୋଧରେ…
ସକାଳୁ ସକାଳୁ ବଡ଼ ଘୋଷଣା କଲେ ଜୁଏଲ ଓରାମ, ଭାଜପାର ମୁଣ୍ଡ ବିନ୍ଧିଲା…
ଭୁବନେଶ୍ୱର,୧୨।୭: ସୁନ୍ଦରଗଡ଼ ଏମ୍ପି ଜୁଏଲ ଓରାମ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ଆଉ ନିର୍ବାଚନ ଲଢ଼ିବେନି ବୋଲି ଜୁଏଲ ଓରାମ କହିଛନ୍ତି। ସମ୍ବଲପୁରରେ ଅନୁଷ୍ଠିତ ରୋଜଗାର ମେଳାରେ ବଡ଼ ବୟାନ ଦେଇ ଜୁଏଲ ଓରାମ କହିଛନ୍ତି, ଆଉ ନିର୍ବାଚନ ଲଢ଼ିବିନି।…
ସୁ-୩୦ ଏମ୍କେଆଇ ଯୁଦ୍ଧ ବିମାନରେ ‘ଅସ୍ତ୍ର’ର ସଫଳ ପରୀକ୍ଷଣ
ବାଲେଶ୍ୱର,୧୨ା୭(ବାଞ୍ଛାନିଧି ଦେ): ଡିଆରଡିଓ ଏବଂ ଭାରତୀୟ ବାୟୁସେନାର ମିଳିତ ଉଦ୍ୟମରେ ସ୍ବଦେଶୀ ରେଡିଓ ଫ୍ରିକ୍ୱେନ୍ସି ସିକର୍ ଲାଗିଥିବା ଏହି କ୍ଷେପଣାସ୍ତ୍ରକୁ ସୁ-୩୦ ଏମ୍କେ-ଆଇ ଯୁଦ୍ଧ ବିମାନରୁ ପରୀକ୍ଷଣ କରାଯାଇଛି। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ ବାୟୁସେନା…
କାହିଁକି ହୋଇଥିଲା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ
ନୂଆଦିଲ୍ଳୀ,୧୨।୭: ଜୁନ ୧୨ ତାରିଖରେ, ଏୟାର ଇଣ୍ଡିଆର ବୋଇଂ ୭୮୭-୮ ବିମାନ ଅହମ୍ମଦାବାଦରେ ଉଡ଼ାଣ ଭରିବାର କିଛି ସେକେଣ୍ଡ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଭାରତୀୟ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (AAIB) ଏହି ଦୁର୍ଘଟଣା ଉପରେ ଏକ ପ୍ରାରମ୍ଭିକ ରିପୋର୍ଟ ପ୍ରକାଶ…
ଆଜିଠୁ ସବୁ ରୁଟ୍ରେ ଗଡ଼ିବ ବସ୍
ଭୁବନେଶ୍ୱର/ ପୁରୀ/ ଗୋପାଳପୁର,୧୨ା୭(ରବିନାରାୟଣ ଜେନା/ ଅଜିତ୍ କୁମାର ମହାନ୍ତି/ ନବୀନ ରାଜ ଆଚାରୀ): ରାଜ୍ୟରେ ଶନିବାରଠାରୁ ଘରୋଇ ବସ୍ ଚଳାଚଳ ସ୍ବାଭାବିକ ହେବ। ସରକାର ସୁରକ୍ଷା ଯୋଗାଇଦେବାକୁ ସହମତି ପ୍ରକାଶ କରିଥିବାରୁ ସବୁ ରୁଟ୍ରେ ଘରୋଇ ବସ୍ ଗଡ଼ିବ। ଏନେଇ ଶୁକ୍ରବାର…
ସୀମାନ୍ତରେ ଆନ୍ଧ୍ରର ସ୍ବାସ୍ଥ୍ୟସେବା ବନ୍ଦକଲା ପଟ୍ଟାଙ୍ଗି ତହସିଲ
ପଟ୍ଟାଙ୍ଗି,୧୧ା୭(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ସୀମାନ୍ତ କୋଟିଆ ପଞ୍ଚାୟତର ପନିକିଗ୍ରାମରେ ଆନ୍ଧ୍ର ପ୍ରଦେଶ ସାଲୁର ବ୍ଲକ୍ର ଏକ ସ୍ବାସ୍ଥ୍ୟ ଟିମ୍ ଅନୁପ୍ରବେଶ କରି ସ୍ବାସ୍ଥ୍ୟ ଶିବିରକୁ ପଟ୍ଟାଙ୍ଗି ତହସିଲଦାର ଦେବେନ୍ଦ୍ର ବାହାଦୁର ସିଂ ଧାରୁଆ ଶୁକ୍ରବାର ବନ୍ଦ…

