Home Middle

କୁଇଜ୍‌ ମହାକୁମ୍ଭ ‘ମେଟଲ ମିଟ୍‌’ର ରେଜିଷ୍ଟ୍ରେସନ ଆରମ୍ଭ

ଭୁବନେଶ୍ୱର,୯।୮: ‘ମେଟଲ ମିଟ୍‌’ର ସପ୍ତମ ସଂସ୍କରଣ ଶନିବାର ଆରମ୍ଭ ହୋଇଯାଇଛି। ସକାଳ ୮.୩୦ରୁ ଏହି କୁଇଜ୍‌ ମହାକୁମ୍ଭ ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ସ୍ବସ୍ତି ପ୍ରିମିୟମ ହୋଟେଲରେ ଚାଲିଥିବା ରାଜ୍ୟସ୍ତରୀୟ କୁଇଜ୍‌ ପ୍ରତିଯୋଗିତା ଦୁଇଦିନ ଧରି ଚାଲିବ। ପ୍ରଥମ…

ଟ୍ରମ୍ପଙ୍କ ଟାରିଫ୍‌ ମାଡ଼ ପରେ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ବାତିଲ୍‌ ହେଲା…

ନୂଆଦିଲ୍ଲୀ,୯ା୮:ଭାରତରୁ ଆମଦାନୀ କରୁଥିବା ସାମଗ୍ରୀ ଉପରେ ୫୦% ଟାରିଫ୍‌ ଲଗାଇବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋଷଣା କରିବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅନେକ ଦଶନ୍ଧି ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚତ୍ଛି। ଏହାର ପ୍ରତିବାଦରେ କେନ୍ଦ୍ର ଆମେରିକାରୁ ଅସ୍ତ୍ରଶସ୍ତ୍ର…

ଆଜିଠାରୁ କୁଇଜ୍‌ ମହାକୁମ୍ଭ ‘ମେଟଲ ମିଟ୍‌’

ଭୁବନେଶ୍ୱର,୯ା୮(ସୁଚିସ୍ମିତା ସାହୁ):ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ କୁଇଜ୍‌ ମହାକୁମ୍ଭ ‘ମେଟଲ ମିଟ୍‌’ର ସପ୍ତମ ସଂସ୍କରଣ ଶନିବାର ଆୟୋଜନ ହେବ। ଭୁବନେଶ୍ୱରସ୍ଥିତ ସ୍ବସ୍ତି ପ୍ରିମିୟମ ହୋଟେଲରେ ହେବାକୁ ଥିବା ରାଜ୍ୟସ୍ତରୀୟ କୁଇଜ୍‌ ପ୍ରତିଯୋଗିତା ଦୁଇଦିନ ଧରି ଚାଲିବ। ପ୍ରଥମ ଦିନ…

୧୩ରେ ରାଜ୍ୟ କ୍ୟାବିନେଟ: ଆସିପାରେ ୮ରୁ ଅଧିକ ପ୍ରସ୍ତାବ

ଭୁବନେଶ୍ୱର,୯ା୮ (ରବିନାରାୟଣ ଜେନା):ଅଗଷ୍ଟ ୧୩ରେ ରାଜ୍ୟ କ୍ୟାବିନେଟ୍‌ର ୨୪ତମ ବୈଠକ ଅନୁଷ୍ଠିତ ହେବ। ଲୋକସେବାଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି କ୍ୟାବିନେଟ୍‌ ବୈଠକରେ ୭ ବିଭାଗର ୮ଟିରୁ ଊର୍ଦ୍ଧ୍ୱ ପ୍ରସ୍ତାବ ଆସିପାରେ ବୋଲି…

ଆଜି ୩ୟ କିସ୍ତି ସୁଭଦ୍ରା ଟଙ୍କା:ଏହି ସମୟରେ ଖାତାକୁ ଆସିବ..

ପଟ୍ଟାଙ୍ଗି,୯ା୮(ଶରତ କୁମାର ଧଳ):ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଶନିବାର ରକ୍ଷାବନ୍ଧନ ଅବସରରେ ପ୍ରଦାନ କରାଯିବ। ଜୟପୁରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ କୋଟିଏରୁ ଊର୍ଦ୍ଧ୍ୱ ମହିଳା ହିତାଧିକାରୀଙ୍କୁ ଏହି ଟଙ୍କା ଦିଆଯିବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କୋରାପୁଟ…

କ୍ରିକେଟପ୍ରେମୀଙ୍କ ପାଇଁ ଖରାପ ଖବର! ବିରାଟ କୋହଲି ODI କ୍ରିକେଟରୁ …

ନୂଆଦିଲ୍ଲୀ, ୯।୮: ବିରାଟ କୋହଲିଙ୍କ ଏକ ଫଟୋ ସାମ୍ନାକୁ ଆସିଛି, ଯାହା ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ସେ ପୂର୍ବରୁ ଟି-୨୦ରୁ ଏବଂ ଟେଷ୍ଟ ଫର୍ମାଟକୁ ମଧ୍ୟ ଅଲବିଦା କହିସାରିଛନ୍ତି। କେବଳ ଦିନିକିଆ ମ୍ୟାଚ ବାକି ଅଛି, ଯେଉଁଥିରେ ବିରାଟ…

ପୁଟିନ୍‌ଙ୍କ ପରେ ଭାରତ ସହ ହାତ ମିଳାଇଲେ ଜିନପିଙ୍ଗ! କିଛି ବଡ଼ ହେବାକୁ ଯାଉଛି…

ମସ୍କୋ,୮।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍‌ ଯୁଦ୍ଧ ମଧ୍ୟରେ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶୁକ୍ରବାର ଦୁଇଟି ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ଆଲୋଚନା କରିଥିଲେ। ପ୍ରଥମତଃ, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହିତ ଏବଂ ଦ୍ୱିତୀୟତଃ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ପୁଟିନଙ୍କ ସାଙ୍ଗରେ ଫୋନରେ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା, ଏବେ ହେବ…

ନୂଆଦିଲ୍ଲୀ,୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଟେଲିଫୋନ ମାଧ୍ୟମରେ ଏକ ବିସ୍ତୃତ ଆଲୋଚନା କରିଛନ୍ତି। ଏହି ଆଲୋଚନାରେ ଉଭୟ ନେତା ଭାରତ ଓ ରୁଷିଆ ମଧ୍ୟରେ ଥିବା ବିଶେଷ ଓ ସୌଭାଗ୍ୟପୂର୍ଣ୍ଣ ରଣନୀତିକ ସହଭାଗୀତାକୁ…

ଜଣାପଡିଲା ଟ୍ରମ୍ପ-ପୁଟିନ୍‌ ସାକ୍ଷାତର ଅସଲ କାରଣ! ଭାରତକୁ ଜୋରଦାର ଝଟ୍‌କା?

ନୂଆଦିଲ୍ଲୀ,୮।୮: ଟାରିଫ୍‌ ଓ୍ବାର ଭିତରେ ଟ୍ରମ୍ପ ଏବଂ ପୁଟିନଙ୍କ ସାକ୍ଷାତ ହେବାକୁ ଯାଉଛି। ତାରିଖ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, କିନ୍ତୁ ଏହା ବିଶ୍ୱାସ କରାଯାଉଛି ଯେ ଏହି ବଡ଼-ବୈଠକ ଆସନ୍ତା ସପ୍ତାହରେ ହୋଇପାରେ। ଟ୍ରମ୍ପଙ୍କ ଚରମବାଣୀ ମଧ୍ୟରେ ପୁଟିନଙ୍କ ସାକ୍ଷାତ ପାଇଁ…

ମଧ୍ୟବିତ୍ତ ପରିବାର ପାଇଁ ଖୁସିଖବର: ମୋଦି ସରକାର ନେଲେ ବଡ଼ ନିଷ୍ପତ୍ତି, ଏଣିକି…

ନୂଆଦିଲ୍ଲୀ,୮।୮: ଶୁକ୍ରବାର କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅନ୍ତର୍ଗତ ଶସ୍ତା ଏଲପିଜି ଯୋଜନାକୁ ୨୦୨୫-୨୬ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ, ୧୨,୦୦୦ କୋଟି ମଞ୍ଜୁର…

କୋଟିଆବାସୀଙ୍କୁ ଡବଲ୍‌ ଫାଇଦା: ଦୁଇ ରାଜ୍ୟ ସହ ସମଦୂରତା, ଯେଉଁଠୁ ଅଧିକ ମିଳିଲା ସେପଟକୁ ଢଳୁଛନ୍ତି ଗ୍ରାମବାସୀ

ଭୁବନେଶ୍ୱର,୮।୮: ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସୀମାସ୍ଥ କୋଟିଆର ୨୧ଟି ଗାଁରେ ଚାଲିଛି ଏକ ଅଜଣା ଦ୍ବୈତ ଶାସନ। ଏହି ଅଞ୍ଚଳର ବାସିନ୍ଦାମାନେ ଦୁଇ ରାଜ୍ୟରୁ ମିଳୁଥିବା ସୁବିଧାରୁ ଡବଲ୍‌ ଫାଇଦା ଉଠାଉଛନ୍ତି। ଯେଉଁ ରାଜ୍ୟରୁ ଅଧିକ ସୁବିଧା ମିଳୁଛି, ସେପଟକୁ ଗ୍ରାମବାସୀଙ୍କ…

ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିଜେଡି ନେଲା ବଡ଼ ନିଷ୍ପତ୍ତି: ଟେନସନରେ ମୋଦି ସରକାର

ଭୁବନେଶ୍ୱର/ନୂଆଦିଲ୍ଲୀ,୮।୮: ଉପରାଷ୍ଟ୍ରପତି ନିର୍ବାଚନ ନେଇ ବିଜେଡି ନେତା ମହେଶ ସାହୁ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, NDA ସମର୍ଥିତ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିବ ନାହିଁ । ଓଡ଼ିଶାର ଝିଅ ବୋଲି ରାଷ୍ଟ୍ରପତି ପାର୍ଥୀଙ୍କୁ ସମର୍ଥନ କରିଥିଲୁ। ଏବେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?