Home Middle

ଭାଜପା ପାଇଁ ନିଷ୍ପତ୍ତି ନେଉଛି କି ଆରଏସଏସ ? ଖୁଲାସା କଲେ ମୋହନ ଭାଗବତ

ନାଗପୁର,୨୮ା୮: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ମୁଖ୍ୟ ମୋହନ ଭାଗବତ ସଂଘର ‘ସଂଘ ଯାତ୍ରାର ୧୦୦ ବର୍ଷ’ ଶୀର୍ଷକ ତିନି ଦିନିଆ ବକ୍ତୃତା କାର୍ଯ୍ୟକ୍ରମରେ ଯୋଗ ଦେଇ ଶିକ୍ଷା, ସଂସ୍କୃତି ଓ ସଂଘର ଭୂମିକା ଉପରେ ନିଜର ମତ ରଖିଛନ୍ତି। ଏହି…

ୟୁକ୍ରେନ ଉପରେ ଡ୍ରୋନ୍‌ ମାଡ଼ କଲା ରୁଷିଆ, ୪ ଶିଶୁ ସମେତ ୧୫ ମୃତ

କ୍ୱିଭ୍‌,୨୮ା୮: ୟୁକ୍ରେନ ଉପରେ ରୁଷିଆ ଗୁରୁବାର କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ କରିଛି। ଯେଉଁଥିରେ ୪ ଶିଶୁ ସମେତ ମୋଟ୍‌ ୧୫ ଜଣ ପ୍ରାଣ ହରାଇଛନ୍ତି। ଏହାର ପ୍ରତିକ୍ରିୟା ଦେଇ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି କହିଛନ୍ତି ଯେ, ଯୁଦ୍ଧ ଶେଷ କରିବା…

ଅବସରକୁ ନେଇ ଚମକାଇଲା ଭଳି ସୂଚନା ଦେଲେ ଶାମି, କହିଲେ ମୋର ଅବସର…

ନୂଆଦିଲ୍ଲୀ, ୨୮।୮: ୩୪ ବର୍ଷୀୟ ମହମ୍ମଦ ଶାମି ଖରାପ ଫିଟନେସ ସହିତ ଲଗାତାର ସଂଘର୍ଷ କରୁଛନ୍ତି। ୨୦୨୩ ଦିନିକିଆ ବିଶ୍ୱକପ ପରେ, ସେ ଟିମ ଇଣ୍ଡିଆ ପାଇଁ କେବଳ ୭ଟି ମ୍ୟାଚ ଖେଳିଛନ୍ତି। ତାଙ୍କୁ ଶେଷ ଥର ପାଇଁ ଚାମ୍ପିଅନ୍ସ ଟ୍ରଫିରେ…

ଭାରତକୁ ନୂଆ ଧମକ ଦେଲା ଆମେରିକା: ରୁଷିଆଠାରୁ ତେଲ କିଣିବା ବନ୍ଦ ନ କଲେ…

ଓ୍ବାଶିଂଟନ୍‌,୨୮।୮:ଭାରତ ଉପରେ ଆମେରିକାର ୫୦ ପ୍ରତିଶତ ଟାରିଫ୍‌ ଲାଗୁ ହେବା ପରେ, ଉଭୟ ଦେଶର ଉଚ୍ଚ ଅଧିକାରୀଙ୍କ ମନ୍ତବ୍ୟ ତୀବ୍ର ହୋଇଛି। ଏହି ସମ୍ପର୍କରେ, ଆମେରିକାର ଜାତୀୟ ଅର୍ଥନୈତିକ ପରିଷଦ ନିର୍ଦ୍ଦେଶକ କେଭିନ ହାସେଟ କହିଛନ୍ତି, ଯଦି ଭାରତ ରୁଷିଆ ଅଶୋଧିତ…

ଟ୍ରମ୍ପ ଟାରିଫ୍‌ ମଧ୍ୟରେ ଭାରତ ପାଇଁ ଆସିଲା ବଡ଼ ଖୁସି ଖବର: ୨୦୩୮ ମଧ୍ୟରେ ହୋଇଯିବ…

ନୂଆଦିଲ୍ଲୀ,୨୮।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୫୦ ପ୍ରତିଶତ ଟାରିଫ୍‌ ଭାରତୀୟଙ୍କ ଚିନ୍ତାକୁ ବୃଦ୍ଧି କରିଛି। ରପ୍ତାନିକାରୀଙ୍କଠାରୁ ଆରମ୍ଭ କରି ଉତ୍ପାଦକ ପର୍ଯ୍ୟନ୍ତ ସମସ୍ତେ ଚିନ୍ତିତ। ଏହି ସମୟରେ, ଏକ ଆଶ୍ୱସ୍ତିକର ଖବର ଆସିଛି। ଭାରତ ବିରୋଧରେ ଟ୍ରମ୍ପଙ୍କ ଟାରିଫ୍‌ ନୀତି…

ନୂଆଖାଇ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତି, କହିଲେ ଯାହାଙ୍କ ପରିଶ୍ରମ ପାଇଁ ଆମ ସମସ୍ତଙ୍କର…

ନୂଆଦିଲ୍ଲୀ,୨୮ା୮: କୃଷିଭିତ୍ତିକ ତଥା ଗଣପର୍ବ ନୂଆଖାଇ ପାଇଁ ଉତ୍ସବମୁଖର ହୋଇଉଠିଛି ପଶ୍ଚିମ ଓଡ଼ିଶା। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଖାଇର ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି। ଏହି ଲୋକପ୍ରିୟ ପର୍ବ କୃଷକମାନଙ୍କ ପ୍ରତି ଗଭୀର କୃତଜ୍ଞତାର ସ୍ମରଣ କରାଏ। ଯାହାଙ୍କ କଠିନ…

ହଠାତ୍‌ ପଶିଲେ ୩ ଆତଙ୍କବାଦୀ: ଚାରିଆଡ଼େ ହାଇଆଲର୍ଟ

ପାଟନା,୨୮।୮: ଜୈଶ-ଏ-ମହମ୍ମଦର ତିନି ଜଣ ଆତଙ୍କବାଦୀ ବିହାରରେ ପ୍ରବେଶ କରିଛନ୍ତି। ଏ ସମ୍ପର୍କରେ ଗୁରୁବାର ବିହାର ପୋଲିସ ମୁଖ୍ୟାଳୟ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି। ଆତଙ୍କବାଦୀଙ୍କ ପ୍ରବେଶ ଖବର ପାଇ ପୋଲିସ ମୁଖ୍ୟାଳୟ ଏବଂ ବରିଷ୍ଠ ଅଧିକାରୀମାନେ କାର୍ଯ୍ୟକ୍ଷମ ହୋଇଛନ୍ତି।…

ଟ୍ରମ୍ପଙ୍କ ଟାରିଫ୍‌ ଲାଗୁ ହେବା ପରେ ମୋଦି ନେଲେ ବଡ଼ ନିଷ୍ପତ୍ତି, ବିଶ୍ୱରେ ଚହଳ

ଓ୍ବାଶିଟନ,୨୮।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଅତିରିକ୍ତ 25 ପ୍ରତିଶତ ଶୁଳ୍କ ଲାଗୁ ହେବା ପରେ, ଭାରତୀୟ ସାମଗ୍ରୀ ଉପରେ ମୋଟ ଶୁଳ୍କ ହାର ଏବେ 50 ପ୍ରତିଶତକୁ ବୃଦ୍ଧି ପାଇଛି। ଏହା ପରେ, ଭିଏତନାମ ଏବଂ ବାଂଲାଦେଶ ଭଳି…

ଶ୍ରେଣୀଗୃହ ନ ଥିବାରୁ ୫ଘଣ୍ଟା ବଦଳରେ ସାଢ଼େ ୩ ଘଣ୍ଟା ପାଠପଢ଼ା, ରମାଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦୟନୀୟ ସ୍ଥିତି

ଭୁବନେଶ୍ୱର,୨୮ା୮(ସୁଚିସ୍ମିତା ସାହୁ): ରାଜ୍ୟରେ ଶିକ୍ଷା ଭିତ୍ତିଭୂମିର ବିକାଶ ଲାଗି ସରକାର ଗୁରୁତ୍ୱ ଦେଉଥିବା କଥା କହୁଛନ୍ତି। ଏପରି କି ଏଥିପାଇଁ ବହୁ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ ଖୋଦ୍‌ ରାଜଧାନୀରେ ଶ୍ରେଣୀ ଗୃହ ନ ଥିବାରୁ ପିଲାମାନେ ପାଠପଢ଼ାରୁ ବଞ୍ଚତ୍ତ…

ଆଜି ଗଣପର୍ବ ନୂଆଁଖାଇ, ପଶ୍ଚିମ ଓଡ଼ିଶା ଉତ୍ସବ ମୁଖର

କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ସକାଶେ ଉତ୍ସବ ମୁଖର ହୋଇଛି ପଶ୍ଚିମ ଓଡ଼ିଶା। ପୁରପଲ୍ଲୀରେ ମଧ୍ୟ ଉତ୍ସବର ପରିବେଶ। ଏଥିସହ ମନ୍ଦିର, ଦେବାଳୟ, ଦେବୀପୀଠଗୁଡିକୁ ଫୁଲରେ ସଜ୍ଜିତ ହୋଇଛି। ଇଷ୍ଟଦେବୀ ସମଲେଇଙ୍କ ପୀଠରେ ନିର୍ଦ୍ଧାରିତ ଲଗ୍ନାନୁସାରେ ନବାନ୍ନ ଭୋଗ ଲାଗିବ। ଭାଦ୍ରବ ଶୁକ୍ଳପକ୍ଷ…

ପାଣ୍ଡିଆନଙ୍କୁ ନେଇ ବଦ୍ରିଙ୍କ ବିସ୍ଫୋରକ ବୟାନ, ଜଣକୁ ନୁହେଁ…

ଭୁବନେଶ୍ୱର,୨୮ା୮(ରବିନାରାୟଣ ଜେନା): ଗତ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ(ବିଜେଡି)ର ପରାଜୟ ପରେ ଦଳରେ ବିଶୃଙ୍ଖଳା ଲାଗିରହିଛି। କେତେବେଳେ ପ୍ରତ୍ୟକ୍ଷ ଭାବେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଉପରକୁ ବରିଷ୍ଠ ନେତା ଅଙ୍ଗୁଳି ଉଠାଉଛନ୍ତି ତ ଆଉ କେତେବେଳେ ପରୋକ୍ଷରେ ବାଣ…

ସୁପ୍ରିମକୋର୍ଟରେ ୨ ନୂଆ ବିଚାରପତି

ନୂଆଦିଲ୍ଲୀ,୨୮ା୮(ପି.ଟି.): ବମ୍ବେ ହାଇକୋର୍ଟ ମୁଖ୍ୟ ବିଚାରପତି ଆଲୋକ ଆରାଧେ ଏବଂ ପାଟନା ହାଇକୋର୍ଟ ମୁଖ୍ୟ ବିଚାରପତି ବିପୁଲ ମନୁଭାଇ ପାଞ୍ଚୋଲିଙ୍କୁ ବୁଧବାର ସୁପ୍ରିମକୋର୍ଟର ବିଚାରପତି ଭାବେ ପଦୋନ୍ନତି ମିଳିଛି। ସୁପ୍ରିମକୋର୍ଟ କଲେଜିୟମ୍‌ ସୋମବାର ସେମାନଙ୍କ ନାମ ସୁପାରିସ କରିଥିବାବେଳେ କେନ୍ଦ୍ର ଆଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?