Home Middle

ଆଇସିସି ବିଶ୍ୱକପ୍‌: ଭାରତ ଆଶା ଧୂଳିସାତ୍‌, ଫାଇନାଲରେ ନ୍ୟୁଜିଲାଣ୍ଡ

ମାଞ୍ଚେଷ୍ଟର,୧୧।୭(ପି.ଟି.)- ଶେଷରେ ଭାରତ ଆଶା ଧୂଳିସାତ୍‌ ହୋଇଛି। କୋଟି କୋଟି ଭାରତୀୟ କ୍ରିକେଟ ପ୍ରଶଂସକ ନିରାଶ ହୋଇଛନ୍ତି। ସେମିଫାଇନାଲରେ ପରାସ୍ତ ହୋଇ ଭାରତ ଚଳିତ ଆଇସିସି ବିଶ୍ୱକପରୁ ବାଦ୍‌ ପଡିବା ପରେ ସାରା ଦେଶରେ ନୈରାଶ୍ୟ ଖେଳିଯାଇଛି। କେନ୍‌ ଓ୍ବିଲିୟମସନଙ୍କ ନେତୃତ୍ୱାଧୀନ…

ବିଶ୍ୱକପ୍‌ରୁ ବିଦାୟ ନେଲା ଭାରତ

ମାଞ୍ଚେଷ୍ଟର, ୧୦।୭: ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ସାହସିକଭରା ଅର୍ଦ୍ଧଶତକୀୟ ଇନିଂସ ସତ୍ତ୍ୱେ ଏଠାରେ ଅନୁଷ୍ଠିତ ଆଇସିସି ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲରେ ଭାରତ ୧୮ ରନରେ ନ୍ୟୁଜିଲାଣ୍ଡ ନିକଟରୁ ପରାସ୍ତ ହୋଇଛି। ଏଥିସହ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳର ବିଶ୍ୱକପ୍‌ରୁ ଏହାର…

୧୭ରେ ମୁଖ୍ୟମନ୍ତ୍ରୀଙ୍କ ପାଟକୁରା ଗସ୍ତ: ସାବିତ୍ରୀଙ୍କ ପାଇଁ କରିବେ ପ୍ରଚାର, ରୋଡ୍‌ ଶୋ’

ଭୁବନେଶ୍ୱର, ୧୦।୭(ବ୍ୟୁରୋ): ଆସନ୍ତା ୨୦ରେ ବହୁ ପ୍ରତିକ୍ଷିତ ପାଟକୁରା ନିର୍ବାଚନ। ଏହାକୁ ମାତ୍ର ଦଶ ଦିନ ଥିବାବେଳେ ରାଜ୍ୟରେ ଶାସନ କ୍ଷମତାରେ ଥିବା ବିଜେଡି, ବିରୋଧୀ ଭାଜପା ଏବଂ କଂଗ୍ରେସ ଏବେଠୁ ଅଣ୍ଟା ଭିଡିସାରିଲେଣି। କିଏ ଏହି ସିଟ୍‌କୁ ସ୍ବାଭିମାନ ଭାବେ…

ନାକଚଣା ଦ୍ୱାରରେ ତିନିରଥ

ପୁରୀ ଅଫିସ,୧୦।୭: ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାରରେ ପ୍ରସ୍ତୁତ ତିନି ରଥ। ମଙ୍ଗଳବାର ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ୱାରରେ ପହଞ୍ଚିଥିଲା। ହେଲେ ସନ୍ଧ୍ୟା ହୋଇ ଯିବାରୁ ମହାପ୍ରଭୁ…

୩ହଜାର ୩ଶହ ୫୦ କୋର୍ଟରେ ଲାଗିବ ନ୍ୟାୟିକ ଘଣ୍ଟା: ଖର୍ଚ୍ଚ ହେବ ୪ଶହ ୩୬ କୋଟି

ନୂଆଦିଲ୍ଲୀ,୧୦।୭: ଦେଶର ୩ହଜାର ୩ଶହ ୫୦ କୋର୍ଟରେ ନ୍ୟାୟିକ ଘଣ୍ଟା ଲାଗିବ ବୋଲି କେନ୍ଦ୍ର ସରକାର ଯୋଜନା କରିଛନ୍ତି। ଏସମ୍ପର୍କିତ ପ୍ରସ୍ତାବ ୧୫ତମ ଅର୍ଥ କମିଶନଙ୍କ ନିକଟରେ ଦାଖଲ କରାଯାଇଛି। ଏହାଦ୍ୱାରା ଦେଶର ବିଭିନ୍ନ କୋର୍ଟର ତାଲିକା ସୂଚି ଏଲ୍‌ଇଡି ଡିସପ୍ଲେରେ…

ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ସମ୍ଭବ ନ ହେଲେ ହେବ କ’ଣ

ନୂଆଦିଲ୍ଲୀ,୧୦।୭- ଚଳିତ ଆଇସିସି ଦିନିକିଆ ବିଶ୍ୱକପରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ପ୍ରଥମ ସେମିଫାଇନାଲରେ ବର୍ଷା ବାଧକ ସାଜିଛି। ନକ୍‌ଆଉଟ ମ୍ୟାଚ୍‌ ଥିବାରୁ ଏହି ମୁକାବିଲା ଲାଗି ଏକ ରିଜର୍ଭ ଡେ’ ରଖାଯାଇଛି। ଅର୍ଥାତ୍‌ ମଙ୍ଗଳବାର ନ୍ୟୁଜିଲାଣ୍ଡ ଯେଉଁଠାରେ ତା’ର…

ନିଅଣ୍ଟିଆ ବର୍ଷା: ଚିନ୍ତାରେ ଚାଷୀ

ଭୁବନେଶ୍ୱର,୧୦ା୭(ବ୍ୟୁରୋ): ରାଜ୍ୟରେ ବର୍ଷା ସ୍ଥିତି ବେଳକୁ ବେଳ ସଙ୍ଗିନ ହେବାରେ ଲାଗିଛି। କେଉଁଠି ଅସରାଏ ବର୍ଷା ହେଉଛି ତ କେଉଁଠି ଟାଇଁ ଟାଇଁ ଖରା। ଯେତିକି ବର୍ଷିବା କଥା ତାହା ହେଉ ନାହିଁ। ରାଜ୍ୟର ହାତଗଣତି କେତୋଟି ଜିଲାକୁ ବାଦ୍‌ ଦେଲେ…

ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚ: ବର୍ଷା ବାଧକ, ୪୬.୧ ଓଭରରେ ନ୍ୟୁଜିଲାଣ୍ଡ କରିଛି ୨୧୧ ରନ; ଆଜି ଖେଳାଯିବ ମ୍ୟାଚର ଅବଶିିଷ୍ଟାଂଶ

ମାଞ୍ଚେଷ୍ଟର, ୧୦।୭ (ପି.ଟି.)- ଏଠାରେ ମଙ୍ଗଳବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚଳିତ ଆଇସିସି ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲ ମ୍ୟାଚ ଖେଳଯାଉଥିବା ବେଳେ ବର୍ଷା ବାଧା ଦେଇଛି। ଖେଳ ଅଟକ ରଖାଯିବା ବେଳକୁ ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ୪୬.୧ ଓଭରରେ…

ନ୍ୟୁଜିଲାଣ୍ଡକୁ ପ୍ରାରମ୍ଭିକ ଝଟକା

ମାଞ୍ଚେଷ୍ଟର୍‌, ୯।୭: ଓଲ୍ଡ ଟ୍ରାଫର୍ଡରେ ଖେଳାଯାଉଥିବା ଆଇସିସି ବିଶ୍ୱକପର ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ପ୍ରାରମ୍ଭିକ ଝଟକା ଲାଗିଛି। ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ନ୍ୟୁଜିଲାଣ୍ଡ ଦଳର ଓପନର ମାର୍ଟିନ ଗୁପ୍ଟିଲ ମାତ୍ର ୧ରନ୍‌ କରି ବୁମରାଙ୍କ ବଲରେ ଆଉଟ୍‌…

ପ୍ରଥମ ସେମିଫାଇନାଲ: ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବ ନ୍ୟୁଜିଲାଣ୍ଡ

ମାଞ୍ଚେଷ୍ଟର, ୯।୭: ଚଳିତ ଆଇସିସି ବିଶ୍ୱକପର ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ନ୍ୟୁଜିଲାଣ୍ଡ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଓଲ୍ଡ ଟ୍ରାଫର୍ଡରେ ଖେଳାଯାଉଥିବା ଏହି ମହାମୁକାବିଲା ପାଇଁ ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି। କୂଳଦୀପ ଯାଦବଙ୍କ ସ୍ଥାନରେ…

ଗତ ୪ ବର୍ଷରେ କେତେ ଚାଷୀ କରିଛନ୍ତି ଆତ୍ମହତ୍ୟା: ରେକର୍ଡ ସରକାରଙ୍କ ପାଖରେ ନାହିଁ

ନୂଆଦିଲ୍ଲୀ,୯।୭: ଗତ ୪ ବର୍ଷ ମଧ୍ୟରେ ଦେଶରେ କେତେ ଚାଷୀ ଆତ୍ମହତ୍ୟା କରିଛନ୍ତି ଏହାର ରେକର୍ଡ ସରକାରଙ୍କ ପାଖରେ ନାହିଁ। ଏନେଇ ଏକ ପ୍ରଶ୍ନର ଉତ୍ତରରେ ଲୋକ ସଭାରେ କୃଷିମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ସୂଚନା ଦେଇଛନ୍ତି। ୨୦୧୫ ପରଠାରୁ ସରକାରଙ୍କ ପାଖରେ…

୫ ବର୍ଷରେ ୭୧ ହଜାର କୋଟି ବ୍ୟାଙ୍କ ଦୁର୍ନୀତି: କର୍ମଚାରୀଙ୍କ ଜାଣତରେ ଲୁଟ ହୋଇଛି ୬୫ ହଜାର କୋଟି

ନୂଆଦିଲ୍ଲୀ, ୯।୭: ଗତ ୫ ବର୍ଷରେ ଦେଶର ବିଭିନ୍ନ ବ୍ୟାଙ୍କରେ ୭୧ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି। ସେଥିମଧ୍ୟରୁ କେବଳ ୬୪ ହଜାର କୋଟି ଟଙ୍କା ଲୁଟ୍‌ କର୍ମଚାରୀଙ୍କ ଜାଣତରେ ହୋଇଛି। ଲୋକ ସଭାରେ ଏକ ପ୍ରଶ୍ନର ଉତ୍ତରରେ ଅର୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?