ହାଇଦ୍ରାବାଦରେ ଅଗ୍ନିକାଣ୍ଡ: ଜିଅନ୍ତା ଜଳିଗଲେ ୧୭, ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ
ହାଇଦ୍ରାବାଦ,୧୮ା୫: ରବିବାର ସକାଳେ ହାଇଦ୍ରାବାଦର ଚାରମିନାର ନିକଟସ୍ଥ ଗୁଲଜାର ହାଉସରେ ଏକ ଭୀଷଣ ଅଗ୍ନିକାଣ୍ଡ ଘଟି ୧୭ ଜଣଙ୍କର ମୃତ୍ୟୁ ହୋଇଛି। ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଏବଂ କୋଠାରେ ଫସି ରହିଥିବା…
ବିନା ପାଇଲଟରେ ୧୦ ମିନିଟ୍ ଆକାଶରେ ଉଡ଼ିଲା ବିମାନ, ଏଥିରେ ଥିଲେ ୨୦୦ ଯାତ୍ରୀ, ଜାଣନ୍ତୁ ପ୍ରକୃତ କାରଣ…
ବର୍ଲିନ୍,୧୮ା୫: ମଝି ଆକାଶରେ ଏକ ଭୟଙ୍କର ଘଟଣା ଘଟିଥିଲା। ଉକ୍ତ ଘଟଣାଟି ୨୦୨୪ର ହୋଇଥିଲେ ହେଁ ଶନିବାର ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ଉକ୍ତ ବିମାନଟି ବିନା ପାଇଲଟ୍ରେ ପ୍ରାୟ ୧୦ ମିନିଟ୍ ପାଇଁ ଆକାଶରେ ଉଡ଼ିଥିଲା। ଯାହା ଅତ୍ୟନ୍ତ…
ବଡ଼ ଖବର: ପୁରୀ ଆସିଥିଲେ ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରି ଗିରଫ ହୋଇଥିବା ଜ୍ୟୋତି, ଏବେ ସ୍କାନରରେ ବାନ୍ଧବୀ
ପୁରୀ,୧୮ା୫: ୨୦୨୪ ସେପ୍ଟେମ୍ବରରେ ପୁରୀ ଆସିଥିଲେ ପାକିସ୍ତାନ ପାଇଁ ଗୁପ୍ତଚର କାର୍ଯ୍ୟ କରି ଗିରଫ ହୋଇଥିବା ମହିଳା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା। ଏନେଇ ସେ ୨୭ ତାରିଖରେ ଫଟୋ ଏବଂ ଭିଡିଓ ପୋଷ୍ଟ କରିଥିଲେ। ଶନିବାର ତାଙ୍କୁ ଗିରଫ କରାଯିବା ପରେ…
ଦାବି ପୂରଣ ନ ହେଲେ ୧୫ ଦିନରେ…
କେସିଙ୍ଗା,୧୮।୫(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ ସଚେତନ ନାଗରିକ ମଞ୍ଚ ପକ୍ଷରୁ ୧୦ ଦଫା ଦାବିନେଇ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଶନିବାର ଦିଆଯାଇଛି। ଏନଏସିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଆଇ ଆଇଦ୍ସି କେସିଙ୍ଗାଙ୍କ ଜରିଆରେ ଏହି ଦାବିପତ୍ର ପ୍ରଦାନ କରାଯାଇଛି।…
ଜଣେ ନୁହେଁ ଦୁଇଦୁଇ ଜଣ ସରକାରୀ ଅଧିକାରିଙ୍କୁ ମାଡ଼ିବସିଲା ଭିଜିଲାନ୍ସ
ଭୁବନେଶ୍ୱର/ବାସୁଦେବପୁର,୧୭।୫(କାଳିପଦ ରାୟ): ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ୨ ସରକାରୀ ଅଧିକାରୀ ଗିରଫ। ବାସୁଦେବପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ଅଶୋକ ଦାସ ୧୦,୦୦୦ ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ ଭିଜିଲାନ୍ସ ଟିମ୍ ମାଡ଼ିବସିଛ। ଭିଜିଲାନ୍ସ ଟିମ, ସୂଚନା ମୁତାବକ ଏଡତାଳ…
ମହାପ୍ରସାଦକୁ ଅସମ୍ମାନ: ଚପଲ ପିନ୍ଧି ଡାଇନିଂରେ ବସି ଖାଇଲେ ଏକାଠି, ପଚାରିବାରୁ କହିଲେ…
ପୁରୀ,୧୭ା୫(ଅଜିତ କୁମାର ମହାନ୍ତି): ମହାପ୍ରସାଦକୁ ଅସମ୍ମାନ କରାଇଥିବା ଭଳି ଘଟଣା ଦେଖିବାକୁ ମିଳିଛି। ଯାହା ଏବେ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମହାପ୍ରସାଦକୁ ଏପରି ଅପମାନକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖିବାକୁ ମିକିଛି। ଭିଡିଓରେ ଦେଖିବାକୁ ମିଳୁଛି…
ଆମ ଆଦମୀ ପାର୍ଟିକୁ ବଡ଼ ଝଟ୍କା: ୧୩ କାଉନସିଲର ଦେଲେ ଇସ୍ତଫା
ନୂଆଦିଲ୍ଲୀ,୧୭।୫: ଦିଲ୍ଲୀରେ ଆମ ଆଦମୀ ପାର୍ଟିର ୧୩ ଜଣ କାଉନସିଲର ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ହେମଚନ୍ଦ୍ର ଗୋୟଲଙ୍କ ନେତୃତ୍ୱରେ ଏକ ତୃତୀୟ ସାମ୍ମୁଖ୍ୟ ଦଳ ଗଠନ ହେବାକୁ ଯାଉଛି। ସମସ୍ତ ପୌର ପରିଷଦ ସଦସ୍ୟ ଇସ୍ତଫା ଦେଇ ‘ଇନ୍ଦ୍ରପ୍ରସ୍ଥ…
ଯାଜପୁରରେ ସୃଷ୍ଟି ହେବ ୩୪ ହଜାର ନିଯୁକ୍ତି ସୁଯୋଗ, ଘୋଷଣା କଲେ ଶିଳ୍ପମନ୍ତ୍ରୀ
ଭୁବନେଶ୍ୱର,୧୭ା୫: ଶିଳ୍ପ ପାଇଁ ଜମି ନେଇ କାମ କରୁ ନ ଥିବା ଶିଳ୍ପାନୁଷ୍ଠାନକୁ ୨ୟ ସୁଯୋଗ ରହିଛି। ଏହା ପରେ ଯଦି ସୁଯୋଗରେ କାମ ନ କରିବ ତେବେ କମ୍ପାନୀକୁ ଜମି ଫେରାଇବା ପାଇଁ କହିଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ। ପୂର୍ବରୁ…
କରୋନା ସଂକ୍ରମଣକୁ ନେଇ ରାଜ୍ୟ ସରକାର ଆଲର୍ଟ, ସବୁ ଜିଲାରେ ଆରମ୍ଭ ହେଲା ଟେଷ୍ଟିଂ
ଭୁବନେଶ୍ୱର,୧୭ା୫: ଥାଇଲାଣ୍ଡ, ହଂକଂ ଏବଂ ସିଙ୍ଗାପୁରରେ କରୋନା ସଂକ୍ରମଣ ବଢ଼ିବା ପରେ ରାଜ୍ୟ ସରକାର ଏନେଇ ସଜାଗ ରହିଛନ୍ତି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି, ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ WHO ସହ ଆଲୋଚନା କରିଛି। ସେମାନେ କୌଣସି…
ଅସ୍ତ୍ରବିରତି ପରେ ଅମ୍ବାନୀ-ଆଦାନୀଙ୍କ ଭାଗ୍ୟ ପରିବର୍ତ୍ତନ: ୫ ଦିନରେ ଏତିକି ବଢିଲା ସମ୍ପତ୍ତି
ନୂଆଦିଲ୍ଲୀ,୧୭।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପରେ, ଏସିଆର ଦୁଇ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନୀଙ୍କ ଭାଗ୍ୟ ବଦଳିଥିବା ପରି ମନେ ହେଉଛି। ବିଶେଷ କଥା ହେଉଛି ମୁକେଶ ଅମ୍ବାନୀ ୧୦୦ ବିଲିୟନ ଟଙ୍କା କିମ୍ବା…
ଶଶି ଥରୁରଙ୍କୁ ଦାୟିତ୍ୱ ଦେଇ ବଡ଼ ଗେମ୍ ଖେଳିଦେଲେ ମୋଦି: ଏବେ ପାକିସ୍ତାନ ପାଇବ ପାନେ
ନୂଆଦିଲ୍ଲୀ,୧୭।୫: ଆତଙ୍କବାଦ ବିରୋଧରେ ଭାରତର ଲଢ଼େଇ ଜାରି ରହିଛି। ଅପରେଶନ ସିନ୍ଦୂର ପରେ, ଭାରତର ଏକ ୭ ଜଣିଆ ପ୍ରତିନିଧିମଣ୍ଡଳ ଏହି ମାସ ଶେଷରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସଦସ୍ୟମାନଙ୍କ ସମେତ ପ୍ରମୁଖ ଅଂଶୀଦାର ଦେଶଗୁଡ଼ିକୁ ଗସ୍ତ କରିବାର କାର୍ଯ୍ୟକ୍ରମ…
‘୮୬ ୪୭’କୁ ନେଇ ଆମେରିକାରେ ହଇଚଇ: ଟ୍ରମ୍ପ୍ଙ୍କ ପ୍ରତି ବଢୁଛି ବିପଦ
ଓ୍ବାଶିଂଟନ୍, ୧୭।୫: ଆମେରିକାର ଘରୋଇ ଗୋଇନ୍ଦା ଏବଂ ସୁରକ୍ଷା ସେବା ସଂସ୍ଥା ଫେଡେରାଲ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେଶନ (ଏଫ୍ବିଆଇ)ର ପୂର୍ବତନ ଡାଇରେକ୍ଟର ଜେମ୍ସ କୋମେଙ୍କ ଏକ ରହସ୍ୟମୟ ଇନ୍ଷ୍ଟାଗ୍ରାମ ପୋଷ୍ଟକୁ ନେଇ ବିବାଦ ଦେଖାଦେଇଛି। ଏକ ସମୁଦ୍ର ବେଳାଭୂମିରେ ‘୮୬ ୪୭’…
Archives


