Home Middle

ପାକିସ୍ତାନକୁ ମୋଦିଙ୍କ ଚେତାବନୀ: ଆତଙ୍କବାଦୀ ଶରଣକାରୀଙ୍କୁ ବରଦାସ୍ତ କରାଯିବ ନାହିଁ

ମଥୁରା,୧୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଥୁରାରେ ଆୟୋଜିତ ପ୍ଲାଷ୍ଟିକ୍‌ ମୁକ୍ତ ଭାରତ ମିଶନ କାର୍ଯ୍ୟକ୍ରମରେ ବୁଧବାର ଯୋଗଦେଇ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି। ଆତଙ୍କବାଦୀ ଶରଣକାରୀଙ୍କୁ ବରଦାସ୍ତ କରାଯିବ ନାହିଁ ବୋଲି ମୋଦି କହିଛନ୍ତି। ମୋଦି ପାକିସ୍ତାନର ନାମ ନ ନେଇ ଏଭଳି…

ଅକ୍ଟୋବରରେ ଚାଇନା ସୀମାରେ ଭାରତୀୟ ସେନା ଓ ବାୟୁସେନାର ମିଳିତ ସମରାଭ୍ୟାସ

ନୂଆଦିଲ୍ଲୀ,୧୧।୯: ଚାଇନା ସୀମାରେ ଭାରତ ଅକ୍ଟୋବରରେ ଶକ୍ତି ପ୍ରଦର୍ଶନ କରିବ। ଅରୁଣାଚଳପ୍ରଦେଶରେ ହେବାକୁଥିବା ଏହି ମିଳିତ ସମରାଭ୍ୟାସରେ ଭାରତୀୟ ସେନା ସହିତ ବାୟୁସେନା ସାମିଲ୍‌ ହେବ। ଏଥିରେ ୧୭ ମାଉଣ୍ଟେନ୍‌ ଷ୍ଟ୍ରାଇକ୍‌ କୋର୍‌ର ୫ ହଜାରରୁ ଅଧିକ ଯବାନ ଯୋଗଦେବେ। ତେଜପୁରସ୍ଥିତ…

ସୋପୋରରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ଲଶ୍କର ଆତଙ୍କବାଦୀ ଆସିଫ୍‌ ନିହତ

ଶ୍ରୀନଗର,୧୧।୯: ଜମ୍ମୁ-କଶ୍ମୀର ସୋପୋରରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଲଶ୍କର-ଇ-ତୋଏବା ଶୀର୍ଷ ଆତଙ୍କବାଦୀ ଆସିଫ୍‌ଙ୍କ ମୃତ୍ୟୁ ଘଟିଛି। ଆସିଫ୍‌ ଏଠାରେ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘେରାବନ୍ଦୀ ଆରମ୍ଭ ହୋଇଥିଲା। ତାଙ୍କୁ ଆତ୍ମସମର୍ପଣ ପାଇଁ ସତର୍କ ସୂଚନା ଦିଆଯାଇଥିଲା। ତେବେ ପ୍ରଥମେ ଆସିଫ୍‌…

ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ୧୨ଟି ଜିଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୧।୯(ବ୍ୟୁରୋ): ରାଜ୍ୟର କିଛି ଜିଲାରେ ପ୍ରବଳ ଝଡ଼ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱରସ୍ଥିତ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏନେଇ ୧୨ଟି ଜିଲାକୁ ଦିନ ୧୦ଟା ୪୫ ଯାଏ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଅନୁଗୋଳ, ଢେଙ୍କାନାଳ,…

୯/୧୧ ଓ୍ବାଲ୍ଡ୍‌ ଟ୍ରେଡ୍‌ ଟାଓ୍ବାର ଆକ୍ରମଣକୁ ପୂରିଲା ୧୮ ବର୍ଷ: ଆଫଗାନିସ୍ତାନରେ ଆମେରିକା ଦୂତାବାସ ଉପରେ ରକେଟ ମାଡ଼

କାବୁଲ,୧୧।୯: ଆମେରିକା ଓ୍ବାଲ୍ଡ୍‌ ଟ୍ରେଡ୍‌ ଟାଓ୍ବାର ଉପରେ ୧୮ ବର୍ଷ ତଳେ ୨୦୦୧ ସେପ୍ଟେମ୍ବର ୧୧ରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଆତଙ୍କବାଦୀମାନେ ଏକ ଯାତ୍ରୀବାହୀ ବିମାନକୁ ରକେଟ ଭଳି ବ୍ୟବହାର କରି ଓ୍ବାଲ୍ଡ୍‌ ଟ୍ରେଡ୍‌ ଟାଓ୍ବାର ଏବଂ ପେଣ୍ଟାଗନକୁ ଟାର୍ଗେଟ୍‌ କରିଥିଲେ।…

ୟୁଏନ୍‌ଏଚ୍‌ଆର୍‌ସିରେ ଭାରତ-ପାକ୍‌ ମୁହଁ।ମୁହିଁ: ୩୭୦ ଉଚ୍ଛେଦ ସାର୍ବଭୌମ ନିଷ୍ପତ୍ତି

ଜେନେଭା,୧୧ା୯,(ପି.ଟି./ଆଇଏଏନ୍‌ଏସ୍‌): ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ନେଇ ମଙ୍ଗଳବାର ଭାରତ ଓ ପାକିସ୍ତାନ ପୁଣିଥରେ ଅନ୍ତର୍ଜାତୀୟ ମଞ୍ଚରେ ମୁହଁ।ମୁହିଁ ହୋଇଛନ୍ତି। ପାକିସ୍ତାନ ଜାତିସଂଘ ମାନବାଧିକାର ପରିଷଦ (ୟୁଏନ୍‌ଏଚ୍‌ଆର୍‌ସି) ଅଧିବେଶନରେ ଏହି ପ୍ରସଙ୍ଗ ଉଠାଇ ଭାରତକୁ ଘେରିବାକୁ…

ଛୁଟିଦିନରେ ଖୋଲିବ ଆର୍‌ଟିଓ

ଭୁବନେଶ୍ୱର,୧୧-୯(ବ୍ୟୁରୋ):ଗତ ୧ ତାରିଖରୁ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଲୋକମାନେ ସେମାନଙ୍କ ଗାଡ଼ି ସମ୍ବନ୍ଧିତ କାଗଜପତ୍ର ଦେଖାଇ ନ ପାରିବା ଯୋଗୁ ୧୦ ଗୁଣା ଜରିମାନା ଆଦାୟ କରାଗଲା। ଏନେଇ ବିଭିନ୍ନ ପ୍ରକାର ପ୍ରତିବାଦ ଓ ଅପ୍ରୀତିକର…

ମାନିଲା ପାକିସ୍ତାନ: ଜମ୍ମୁ-କଶ୍ମୀର ଭାରତର

ନୂଆଦିଲ୍ଲୀ,୧୦।୯: ଶେଷରେ ପାକିସ୍ତାନ ମାନିଛି ଯେ ଜମ୍ମୁ-କଶ୍ମୀର ହେଉଛି ଭାରତର ରାଜ୍ୟ। ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କ୍ୟୁରେସି ଜେନେଭାରେ କଶ୍ମୀରକୁ ନେଇ ଭାରତକୁ ଟାର୍ଗେଟ କରିବାକୁ ଉଦ୍ୟମ କରିଛନ୍ତି। ହେଲେ ସତ୍ୟ କ’ଣ ତାହା ତାଙ୍କ ମୁହଁରୁ ଆପଣାଛାଏଁ…

ଦିଲ୍ଲୀକୁ ଘାରିଛି ଗଞ୍ଜେଇ ନିଶା: ଏବିସିଡି ସର୍ଭେ ତାଲିକାରେ ତୃତୀୟ ସ୍ଥାନ; ମୁମ୍ବାଇ ୬ଷ୍ଠରେ

ନୂଆଦିଲ୍ଲୀ,୧୦।୯: ଦିଲ୍ଲୀ ଗଞ୍ଜେଇ ନିଶା ବ୍ୟବହାରରେ ପୃଥିବୀରେ ତୃତୀୟ ସ୍ଥାନ ହାସଲ କରିଛି। ସେହିପରି ମାୟାନଗରୀ ମୁମ୍ବାଇ ପ୍ରକାଶିତ ଏକ ତାଲିକାରେ ଗଞ୍ଜେଇ ନିଶା ବ୍ୟବହାରରେ ୬ଷ୍ଠ ସ୍ଥାନରେ ରହିଛି। ଗଞ୍ଜେଇ ବ୍ୟବହାର ବୃଦ୍ଧି ପାଉଥିବା ପୃଥିବୀର ପ୍ରମୁଖ ସହର ଉପରେ…

ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାକୁ ଶକ୍ତ ଧକ୍କା : ଆୟ ଆଠଣା ଖର୍ଚ୍ଚ ଟଙ୍କାଏ; ପେଟିମ୍‌ର କ୍ଷତି ୪ ହଜାର ୨ଶହ ୧୭ କୋଟି

ନୂଆଦିଲ୍ଲୀ,୧୦।୯: ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାକୁ ଶକ୍ତ ଧକ୍କା ଲାଗିଛି। ଏହି ବ୍ୟବସ୍ଥାରେ ଆୟ ଆଠଣା ହେଉଥିବାବେଳେ ଖର୍ଚ୍ଚ ଟଙ୍କାଏ ରହିଥିବା କୁହାଯାଉଛି। ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପେଟିଏମ୍‌ର କ୍ଷତି ପରିମାଣ ଇତିମଧ୍ୟରେ ୪ ହଜାର ୨ଶହ ୧୭ କୋଟି…

ବାବରୀ ମସଜିଦ୍‌ ଭଙ୍ଗା ମାମଲା: କଲ୍ୟାଣ ସିଂଙ୍କ ସମେତ ଭାଜପାର ଅନ୍ୟ ୧୩ ନେତାଙ୍କ ଉପରେ ସିବିଆଇ ନଜର

ନୂଆଦିଲ୍ଲୀ,୧୦।୯: କଲ୍ୟାଣ ସିଂ ରାଜ୍ୟପାଳ ପଦ ଛାଡ଼ିବା ପରେପରେ ଏବେ ତାଙ୍କ ଉପରେ ସଙ୍କଟ ଦେଖାଦେଇଛି। ବାବରୀ ମସଜିଦ୍‌ ଭଙ୍ଗା ମାମଲାରେ କଲ୍ୟାଣ ସିଂଙ୍କ ସମେତ ଭାଜପାର ଅନ୍ୟ ୧୩ ନେତାଙ୍କ ଉପରେ ସିବିଆଇର ନଜର ରହିଛି। କଲ୍ୟାଣ ସିଂଙ୍କୁ ଅଭିଯୁକ୍ତ…

ପୁରୀରେ ଡବଲ ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ବିଶୁ, ଟିକି ଆହତ

ପୁରୀ ଅଫିସ,୧୦।୯: ପୁରୀରେ ଡବଲ ଏନ୍‌କାଉଣ୍ଟର ହୋଇଛି। ସୋମବାର ଦୁଇଟି ପୃଥକ ସ୍ଥାନାରେ ଏନ୍‌କାଉଣ୍ଟର ହୋଇଥିବା ବେଳେ ୨ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି। ସେମାନେ ହେଲେ ବ୍ରାଉନସୁଗାର ଓ କୋରେସ୍କ ବ୍ୟବସାୟୀ ବିଶ୍ୱରଞ୍ଜନ ସାହୁ ଓରଫ ବିଶୁ ଏବଂ ବାଲି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri