Home Middle

ମୋଦିଙ୍କୁ କାପୁରୁଷ ବୋଲି କହିଲେ ଇମ୍ରାନ

ଇସ୍‌ଲାମାବାଦ,୧୩।୯: କଶ୍ମୀର ପ୍ରସଙ୍ଗକୁ ନେଇ ପୁଣିଥରେ ଗର୍ଜିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ। ପାକ୍‌ ଅଧିକୃତ କଶ୍ମୀର(ପିଓକେ)ର ମୁଜ୍ଜାଫରାବାଦରେ ଶୁକ୍ରବାର ସେ ଏକ ରାଲିକୁ ସମ୍ବୋଧନ ଦେବା ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କାପୁରୁଷ ବୋଲି କହିଛନ୍ତି। ମୋଦିଙ୍କ ଭଳି…

ଭାରତକୁ ଯୁଦ୍ଧ ଧମକ ଦେଲେ ଇମ୍ରାନ

ଇସ୍‌ଲାମାବାଦ,୧୩।୯: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଭାରତ ବିରୋଧରେ ପୁଣି ସ୍ବର ଉଠାଇଛନ୍ତି। ଏଥର ସେ ଭାରତକୁ ଯୁଦ୍ଧ ଧମକ ଦେଇଛନ୍ତି। ଶୁକ୍ରବାର ସେ ପାକ୍‌ ଅଧିକୃତ କଶ୍ମୀର(ପିଓକେ)ର ମୁଜ୍ଜଫରାବାଦରେ ଏକ ରାଲିକୁ ସମ୍ବୋଧନ ଦେବା ଅବସରରେ ପୁଣିଥରେ ଭାରତ ବିରୋଧରେ…

ଭାରତ-ଚାଇନା ସୀମାରେ ସେନାର ଅପରେଶନ ‘ହିମବିଜୟ’

ନୂଆଦିଲ୍ଲୀ,୧୩।୯: ଭାରତ-ଚାଇନା ସୀମାରେ ସେନା ତା’ର ଶକ୍ତି ବୃଦ୍ଧି ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଏଥିପାଇଁ ଭାରତୀୟ ସେନା ଅତ୍ୟାଧୁନିକ ଆମେରିକୀୟ ଅସ୍ତ୍ରକୁ ଭାରତ-ଚାଇନା ସୀମାରେ ମୁତୟନ କରିବାକୁ ଯୋଜନା କରୁଛି। ଫଳରେ ଭାରତ-ଚାଇନା ସୀମାରେ ଥିବା ଅରୁଣାଚଳ ପ୍ରଦେଶର ସୀମାରେ…

ପିଓକେ ପାଇଁ ପ୍ରସ୍ତୁତ

ନୂଆଦିଲ୍ଲୀ,୧୩-୯(ପି.ଟି./ଆଇଏଏନ୍‌ଏସ୍‌):ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପାକିସ୍ତାନ-ଅଧିକୃତ କଶ୍ମୀର (ପିଓକେ)କୁ ଭାରତକୁ ଫେରାଇ ଆଣିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। ଏଥିଲାଗି ଭାରତୀୟ ସେନା ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇରହିଛି। ଏନେଇ କେନ୍ଦ୍ର ସରକାର ନିଷ୍ପତ୍ତି…

ଭାଜପାକୁ ଟାର୍ଗେଟ କଲେ ଦିଦି

କୋଲକାତା,୧୨।୯: ପଶ୍ଚମିବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ କେନ୍ଦ୍ରର ଭାଜପା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଗୁରୁବାର ମମତା କୋଲକତାରେ ନ୍ୟାଶନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍ସ(ଏନ୍‌ଆର୍‌ସି) ବିରୋଧରେ ଏକ ରାଲିରେ ଯୋଗ ଦେଇଥିଲେ। ସେଠାରେ ସେ କହିଥିଲେ ଚଳିତ ବର୍ଷ ଏନ୍‌ଆର୍‌ସି ତାଲିକାରୁ…

ଓଲା-ଉବର ଭଳି ଭଡ଼ାରେ ମିଳିବ ଟ୍ରାକ୍ଟର ଓ କୃଷି ସରଞ୍ଜାମ: ଗୁଗଲ ପ୍ଲେ ଷ୍ଟୋରରେ ଉପଲବ୍ଧ ହେବ ସିଏଚ୍‌ସି ଫାର୍ମ ମେସିନାରି ଆପ୍‌

ନୂଆଦିଲ୍ଲୀ,୧୨।୯: ଏଣିକି ଓଲା-ଉବର ଭଳି ଚାଷୀଙ୍କୁ ଭଡ଼ାରେ ଅନ୍‌ଲାଇନ୍‌ରେ ଟ୍ରାକ୍ଟର ସହିତ ଅନ୍ୟ କୃଷି ସରଞ୍ଜାମ ଯୋଗାଇ ଦିଆଯିବ। ସିଏଚ୍‌ସି ଫାର୍ମ ମେସିନାରି ଆପ୍‌ ଦ୍ୱାରା ଏହା ସମ୍ଭବ ହୋଇ ପାରିବ। ଏହି ଆପ୍‌ ଗୁଗଲ ପ୍ଲେ ଷ୍ଟୋରରୁ ଡାଉନଲୋଡ୍‌ କରିହେବ।…

ପଦ୍ମ ବିଭୂଷଣ ପାଇଁ ମେରିକମ୍‌ଙ୍କ ନାମ ସୁପାରିସ

ନୂଆଦିଲ୍ଲୀ, ୧୨।୯- ଛ’ଥର ବିଶ୍ୱ ବିଜୟିନୀ କିମ୍ବଦନ୍ତୀ ବକ୍ସର ଏମ୍‌.ସି. ମେରିକମ୍‌ଙ୍କ ନାମକୁ ଦେଶର ୨ୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ବିଭୂଷଣ ପାଇଁ ଗୁରୁବାର କେନ୍ଦ୍ର କ୍ରୀଡ଼ା ବିଭାଗ ପକ୍ଷରୁ ସୁପାରିସ କରାଯାଇଛି। ପ୍ରଥମଥର ଲାଗି କ୍ରୀଡ଼ା ବିଭାଗ ପକ୍ଷରୁ…

ଚାଷୀଙ୍କୁ ମିଳିବ ୩ ହଜାର ପେନସନ୍‌: କିଷାନ ମାନଧନ ଯୋଜନାର ଶୁଭାରମ୍ଭ କଲେ ମୋଦି

ନୂଆଦିଲ୍ଲୀ,୧୨।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଝାଡ଼ଖଣ୍ଡରେ କିଷାନ ମାନଧନ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ଅନ୍ତର୍ଗତ ଚାଷୀଙ୍କୁ ମାସିକ ୩ ହଜାର ଟଙ୍କାର ପେନସନ୍‌ ମିଳିବ। ଝାଡ଼ଖଣ୍ଡରେ ଆଗାମୀ ଦିନରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ…

ବନ୍ଦିପୋରାରେ ଲୁଚିଛନ୍ତି ଲଶ୍କର ଆତଙ୍କବାଦୀ: ଜମ୍ମୁ-କଶ୍ମୀରରେ ହାଇ ଆଲର୍ଟ

ଶ୍ରୀନଗର,୧୨।୯: ଜମ୍ମୁ-କଶ୍ମୀର ବନ୍ଦିପୋରାରେ ଲଶ୍କର-ଇ-ତୋଏବା ଆତଙ୍କବାଦୀ ଲୁଚିଥିବା ନେଇ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗୋଇନ୍ଦା ବିଭାଗର ସୂଚନା ଆଧାରରେ ଜମ୍ମୁ-କଶ୍ମୀରରେ ହାଇ ଆଲର୍ଟ ଜାରି କରାଯିବା ସହିତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଅନୁଚ୍ଛେଦ…

୧୯ ବର୍ଷ ପରେ ଭଡ଼ା ବିଧାନସଭାରୁ ମୁକ୍ତି ପାଇଲା ଝାଡ଼ଖଣ୍ଡ: ଶୁକ୍ରବାର ସ୍ବତନ୍ତ୍ର ଅଧିବେଶନ

ରାଞ୍ଚି,୧୨।୯: ଝାଡ଼ଖଣ୍ଡ ୧୯ ବର୍ଷ ପରେ ଭଡ଼ା ବିଧାନସଭାରୁ ମୁକ୍ତି ପାଇଛି। ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ନୂଆ ବିଧାନସଭା ଭବନକୁ ଉଦ୍‌ଘାଟନ କରିଛନ୍ତି। ୩୯ ଏକର ଜମିରେ ଏହାକୁ ନିର୍ମାଣ କରାଯାଇଛି। ଏଥିରେ ୪୬୫ କୋଟି ଟଙ୍କା ଖର୍ଚ୍ଚ…

ପୃଥିବୀ ପରି ଜଳ ଓ ବାୟୁମଣ୍ଡଳ ଥିବା ଗ୍ରହର ମିଳିଲା ସନ୍ଧାନ: ହବଲ୍‌ ଟେଲିସ୍କୋପ୍‌ ଦେଲା ସୂଚନା

ଓ୍ବାଶିଂଟନ,୧୨।୯: ପୃଥିବୀ ପରି ଜଳ ଓ ବାୟୁମଣ୍ଡଳ ଥିବା ଗ୍ରହ କେ-୨-୧୮-ବିର ସନ୍ଧାନ ମିଳିଛି। ଏନେଇ ନାସାର ହବଲ୍‌ ଟେଲିସ୍କୋପ୍‌ ସୂଚନା ଦେଇଛି। ପୃଥିବୀଠାରୁ ୧୧୦ ଆଲୋକ ବର୍ଷ ଦୂରରେ ଏହି ଗ୍ରହ ରହିଥିବା ନାସା ପକ୍ଷରୁ କୁହାଯାଇଛି। ଗ୍ରହଟ ଲିଓ…

ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ: ୩ ଗିରଫ

ଶ୍ରୀନଗର,୧୨।୯: ଜମ୍ମୁ-କଶ୍ମୀରରେ ଏକ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ରକୁ ମିଳିତ ସୁରକ୍ଷାକର୍ମୀ ପଣ୍ଡ କରିଛନ୍ତି। ୩ ଆତଙ୍କବାଦୀଙ୍କୁ ପଞ୍ଜାବ-ଜମ୍ମୁ-କଶ୍ମୀର ସୀମା ଲଖନପୁରଠାରୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୪ ଏକେ-୫୬, ୨ ଏକେ-୪୭, ୬ ମାଗାଜିନ୍‌, ୧୮୦ ରାଉଣ୍ଡ ଗୁଳି ଜବତ ହୋଇଥିବା କଠୁଆ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri