Home Middle

ଜମ୍ମୁ-କଶ୍ମୀର ସ୍ଥିତି ସଙ୍କଟ ଜନକ; ଅତ୍ୟାଚାରରୁ ମୁକ୍ତି ଚାହୁଁଛନ୍ତି ଲୋକେ: ପ୍ରଗତି ମହିଳା ସଂଗଠନ

ଶ୍ରୀନଗର,୨୪।୯: ଜମ୍ମୁ-କଶ୍ମୀରର ସ୍ଥିତି ସଙ୍କଟ ଜନକ ରହିଛି। ଏଠାରେ ପ୍ରଶାସନିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ରାଜ୍ୟରେ ଜଙ୍ଗଲ ଆଇନ ଚାଲିଥିବା ପ୍ରଗତି ମହିଳା ସଂଗଠନ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ସ୍ଥାନୀୟ ଲୋକଙ୍କ…

ମାଓବାଦୀଙ୍କ ଆଇଇଡ଼ି ବିସ୍ଫୋରଣରେ ଜଳିଗଲା ଡିଜେଲ୍‌ ଟ୍ୟାଙ୍କର

ରାୟପୁର,୨୪।୯: ଛତିଶଗଡ଼ କାଙ୍କେର ଜିଲାରେ ମାଓବାଦୀଙ୍କ ଆଇଇଡ଼ି ବିସ୍ଫୋରଣରେ ଏକ ଡିଜେଲ୍‌ ଟ୍ୟାଙ୍କର ଜଳି ଯାଇଛି। ଏଥିରେ ୩ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଟ୍ୟାଙ୍କରଟି ରେଲଓ୍ବେ କାମରେ ଲାଗିଥିଲା। ସେଠାରେ କିଛି ମାଓବାଦୀ ଲୁଚିଥିବା…

ଜୈଶ୍‌-ଇ-ମହମ୍ମଦ୍‌ ଆତଙ୍କବାଦୀ ସଂଗଠନର ନାମ ପରିବର୍ତ୍ତନ: ଭାରତରେ ବଡ଼ ଧରଣର ଆକ୍ରମଣ ପାଇଁ ଷଡ଼ଯନ୍ତ୍ର

ନୂଆଦିଲ୍ଲୀ,୨୪।୯: ଅନ୍ତର୍ଜାତୀୟ ଚାପ ଯୋଗୁ ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ୍‌ ଏହାର ନାମ ପରିବର୍ତ୍ତନ କରିଛି। ମାସୁଦ୍‌ ଅଝାରଙ୍କ ଭାଇ ଅବଦୁଲ୍‌ ରଉଫ୍‌ ଅସଗର ସଂଗଠନର ଦାୟିତ୍ୱ ନେବାପରେ ଏହାର ନାମ ପରିବର୍ତ୍ତନ କରି ମଜଲିସ୍‌ ଓ୍ବରସା-ଇ-ଶୁହୁଦା ଜମ୍ମୁ ଓ୍ବା କଶ୍ମୀର ରଖାଯାଇଛି।…

ଆପରାଧିକ ମାମଲାର ଯାଞ୍ଚ୍‌ ସମୟରେ ପୋଲିସ ଜବତ କରି ପାରିବେନି ଅଭିଯୁକ୍ତଙ୍କ ଅଚଳ ସମ୍ପତ୍ତି: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୨୪।୯: ଆପରାଧିକ ମାମଲାର ଯାଞ୍ଚ୍‌ ସମୟରେ ପୋଲିସ ଅଭିଯୁକ୍ତଙ୍କ ଅଚଳ ସମ୍ପତ୍ତି ଜବତ କରି ପାରିବେନି ବୋଲି ମଙ୍ଗଳବାର ସୁପ୍ରିମ୍‌କୋର୍ଟ ରାୟ ଦେଇଛନ୍ତି। ଆପରାଧିକ ପ୍ରକ୍ରିୟା ସଂହିତା ଧାରା ୧୦୨ ଅନ୍ତର୍ଗତ ସର୍ବୋଚ୍ଚ ନ୍ୟାୟାଳୟ ଏଭଳି କହିଛନ୍ତି। ତେବେ ପୋଲିସ ଚାହିଁଲେ…

ଭାରତ-ପାକିସ୍ତାନ ଭାଗବଣ୍ଟାଠାରୁ ଅଧିକ ଭୟଙ୍କର ଶିବସେନା-ଭାଜପା ଆସନ ବଣ୍ଟା

ମୁମ୍ବାଇ, ୨୪।୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଶିବସେନା-ଭାଜପା ମଧ୍ୟରେ ଆସନ ବଣ୍ଟା ଅଙ୍କ ଛିଡୁନି। ରାଜ୍ୟର ୨୮୮ ବିଧାନସଭା ଆସନ ମଧ୍ୟରୁ ଶିବସେନା ଭାଗରେ କେତେ ଏବଂ ଭାଜପା ଭାଗରେ କେଉଁକେଉଁ ଆସନ ପଡ଼ିବ ତାହାର ସମାଧାନ ହୋଇ ପାରୁନି।…

ସ୍ବଚ୍ଛ ଭାରତ ଅଭିଯାନ: ମୋଦିଙ୍କୁ ମିଳିବ ‘ଗ୍ଲୋବାଲ ଗୋଲ୍‌ କିପର ଆଓ୍ବାର୍ଡ’

ଓ୍ବାଶିଂଟନ,୨୪।୯: ସ୍ବଚ୍ଛ ଭାରତ ଅଭିଯାନ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମେରିକାରେ ‘ଗ୍ଲୋବାଲ ଗୋଲ୍‌ କିପର ଆଓ୍ବାର୍ଡ’ ପ୍ରଦାନ କରାଯିବ। ବିଲ୍‌-ମିଲେଣ୍ଡା ଫାଉଣ୍ଡେସନ୍‌ ପକ୍ଷରୁ ଏହି ପୁରସ୍କାର ଦିଆଯିବ। ବିଶ୍ୱସ୍ତରରେ ଅବା ନିଜ ଦେଶରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ରାଜନେତାଙ୍କୁ ଏହି…

ଆଉ ଦୁଇଦିନ ଛେଚିବ, ୭ ଜିଲାକୁ ଏଲୋଓ୍ବାର୍ନିଂ

ଭୁବନେଶ୍ୱର,୨୪।୯(ବ୍ୟୁରୋ): ଆରବ ସାଗରରେ ଏକ ବାତ୍ୟା ସୃଷ୍ଟି ହୋଇଛି। ବଙ୍ଗୋପସାଗରରୁ ସ୍ଥଳଭାଗ ଆଡ଼କୁ ବାୟୁ ପ୍ରବାହ ହେଉଛି। ଏହାର ପ୍ରଭାବରେ ରାଜ୍ୟର ଉପକୂଳ, ଉତ୍ତର ଓ ଆଭ୍ୟନ୍ତରୀଣ ଅଞ୍ଚଳର କେତେକ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। ଗୋଟିଏ କିମ୍ବା ଦୁଇଟି…

ଅନୁପ୍ରବେଶ ଅପେକ୍ଷାରେ ୫୦୦ ଆତଙ୍କବାଦୀ

ଚେନ୍ନାଇ,୨୪ା୯: ଜମ୍ମୁ-କଶ୍ମୀରରେ ଅଶାନ୍ତିର ବାତାବରଣ ସୃଷ୍ଟି କରିବା ଲାଗି ପାକିସ୍ତାନ ଜୋରଦାର ଉଦ୍ୟମ ଚଳାଇଛି। ସୀମା ଅତିକ୍ରମ କରି ଉପତ୍ୟକାରେ ଅନୁପ୍ରବେଶ କରିବା ଲାଗି ପ୍ରଶିକ୍ଷଣପ୍ରାପ୍ତ ୪୫୦ରୁ ୫୦୦ ଆତଙ୍କବାଦୀ ଏଲ୍‌ଓସି ଆରପଟେ ଲଞ୍ଚ୍‌ପ୍ୟାଡଗୁଡ଼ିକରେ ଅପେକ୍ଷା କରି ରହିଥିବା ଜଣାପଡିଛି। ସେମାନଙ୍କ…

ରାଜ୍ୟଗୁଡ଼ିକୁ କେନ୍ଦ୍ରର ସର୍କୁଲାର ଜାରି;ଗାଡ଼ିର ଚାଲାଣ କାଟିବା ପୂର୍ବରୁ ଆପ୍‌ ମାଧ୍ୟମରେ ଯାଞ୍ଚ କର

ନୂଆଦିଲ୍ଲୀ,୨୪-୯: ଗାଡିର ଯାଞ୍ଚ ବେଳେ ଚାଳକଙ୍କ ଦ୍ୱାରା ମୂଳ କାଗଜପତ୍ର ଦାଖଲ କରାଯାଇ ନ ପାରିଲେ ଏମ୍‌-ପରିବହନ କିମ୍ବା ଇ-ଚାଲାଣ ମାଧ୍ୟମରେ ଯାଞ୍ଚ କରିବା ପରେ ରାଜ୍ୟ ସରକାରଙ୍କ ପରିବହନ ବିଭାଗ କିମ୍ବା ପୋଲିସ ଚାଲାଣ କାଟିପାରିବେ ବୋଲି କେନ୍ଦ୍ର ସରକାର…

ରାଜନୀତିରେ ଯୋଗଦେବାକୁ ଦୂତୀ ଆଗ୍ରହୀ

ଭୁବନେଶ୍ୱର, ୨୪।୯(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ ଏବେ ପୁଣି ଚର୍ଚ୍ଚାରେ। ମାତ୍ର ଏଥର କୌଣସି ଖେଳ ପାଇଁ ନୁହେଁ ବରଂ ସେ ରାଜନୀତିରେ ଯୋଗଦେବାକୁ ଆଗ୍ରହୀ ବୋଲି ପ୍ରକାଶ କରି ଚର୍ଚ୍ଚାରେ ରହିଛନ୍ତି। ଏଥିପାଇଁ ସୋସିଆଲ…

ଭାରତ ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ସାମରିକ ବାହିନୀ ତିଆରି କରୁଛି ଆଇଏସ୍‌ଆଇ: ଦାଉଦ୍‌ ଇବ୍ରାହିମ୍‌ଙ୍କୁ ମିଳିଛି ଅସ୍ତ୍ରଶସ୍ତ୍ର ଯୋଗାଇବା ଠିକା

ନୂଆଦିଲ୍ଲୀ,୨୩।୯: ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଷଡ଼ଯନ୍ତ୍ର ରଚିଛି। ଏଥିପାଇଁ ଏକ ସାମରିକ ବାହିନୀ ମଧ୍ୟ ଗଠନ କରାଯିବାର ଯୋଜନା କରାଯାଇଛି। ଏହି ସାମରିକ ବାହିନୀ ଳାଗି ଆବଶ୍ୟକ ଅସ୍ତ୍ରଶସ୍ତ୍ର ଯୋଗାଇବା ଲାଗି ଅଣ୍ଡରଓ୍ବାଲ୍ଡ୍‌ ଡନ୍‌…

ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ: ୪୦ କିଗ୍ରା ବିସ୍ଫୋରକ ଜବତ

ଶ୍ରୀନଗର,୨୩।୯: ଜମ୍ମୁ-କଶ୍ମୀରରେ ଏକ ବଡ଼ ଧରଣର ଆତଙ୍କବାଦୀ ଷଡ଼ଯନ୍ତ୍ର ପଣ୍ଡ ହୋଇଛି। କଠୁଆ ଜିଲାର ବିଲଓ୍ବାର ତହସିଲ୍‌ର ଦଓ୍ବୋର ଅଞ୍ଚଳରୁ ସୁରକ୍ଷାକର୍ମୀ ସୋମବାର ୪୦ କିଗ୍ରା ବିସ୍ଫୋରକ ଜବତ କରିଛନ୍ତି। ଏତେ ପରିମାଣର ବିସ୍ଫୋରକ କିଭଳି ଏଠାକୁ ଆସିଲା ସେ ନେଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri