ଧରା ପଡ଼ିଲା ଇମ୍ରାନ୍ଙ୍କ ବନ୍ଧୁ ଚେହେରା: ହାଫିଜ୍ ସଇଦ୍ଙ୍କ ପାଇଁ ମାଗିଲେ ଟଙ୍କା
ଇସଲାମାବାଦ୍,୨୬।୯: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କ ବନ୍ଧୁ ଚେହେରା ଏବେ ଧରା ପଡ଼ିଯାଇଛି। ଭାରତ ଉପରେ ବାରମ୍ବାର ଆତଙ୍କବାଦୀ ଆକ୍ରମଣ କରାଇଥିବା ବିଶ୍ୱ ଆତଙ୍କବାଦୀ ହାଫିଜ୍ ସଇଦ୍ଙ୍କ ପାଇଁ ଇମ୍ରାନ୍ ଜାତିସଂଘକୁ ଅନୁରୋଧ କରିଛନ୍ତି। ଜାତିସଂଘ ପକ୍ଷରୁ ସଇଦ୍ଙ୍କ ସମସ୍ତ ବ୍ୟାଙ୍କ…
ଦେଶକୁ ମିଳିବ ନୂଆ ସେନାଧ୍ୟକ୍ଷ: ଦୌଡ଼ରେ ନରାଓ୍ବନେ-ରଣବୀର-ସୈନି
ନୂଆଦିଲ୍ଲୀ,୨୬।୯: ଆଉ ୩ ମାସ ମଧ୍ୟରେ ଦେଶରେ ନୂଆ ସେନାଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବେ। ବର୍ତ୍ତମାନର ସେନାଧ୍ୟକ୍ଷ ବିପିନ୍ ରାଓ୍ବତ୍ ଡିସେମ୍ବର ୩୧ରେ ଅବସର ଗ୍ରହଣ କରିବେ। ତାଙ୍କ ପରେ ଏହି ପଦବୀରେ କିଏ ନିଯୁକ୍ତ ହେବେ ସେ ନେଇ ଚର୍ଚ୍ଚା…
ଗ୍ଲୋବାଲ ବିଜ୍ନେସ୍ ଫୋରମରେ ମୋଦି: ‘ଭାରତରେ ନିବେଶ ଲାଗି ସୁବର୍ଣ୍ଣ ସୁଯୋଗ’
ନ୍ୟୁୟର୍କ,୨୬।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଏଠାରେ ବ୍ଲୁମ୍ବର୍ଗ ଗ୍ଲୋବାଲ ଇନ୍ଭେଷ୍ଟର ଫୋରମ୍ରେ ଯୋଗ ଦେଇଛନ୍ତି। ଭାରତରେ ରାଜନୈତିକ ସ୍ଥିରତା ରହିଥିବା ବେଳେ ନିବେଶ ଲାଗି ଅନୁକୂଳ ବାତାବରଣ ରହିଛି। ତଥାପି ଏଥିରେ କୌଣସି ତ୍ରୁଟି ରହିଥିଲେ ସେ ତାହାକୁ ସେତୁ…
ବସ୍ତିରେ ମିଳିବ କୋଠାଘର
ଭୁବନେଶ୍ୱର, ୨୬ା୯(ବ୍ୟୁରୋ): ରାଜ୍ୟର ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି), ମ୍ୟୁନିସିପାଲିଟି ଏବଂ ସମସ୍ତ ମହାନଗର ନିଗମରେ ବ୍ୟବସ୍ଥିତ ବସ୍ତି ଯୋଜନା (ସ୍ଲମ ପ୍ରୁଫିଙ୍ଗ୍) କାର୍ଯ୍ୟକାରୀ ହେବ। ଯେଉଁଠି ନାହିଁ ସେଠି ବସ୍ତି ଗଢ଼ି ଉଠିବାକୁ ସୁଯୋଗ ଦିଆଯିବ ନାହିଁ। ବସ୍ତି ନିକଟରେ…
୩୭୦ ଉଚ୍ଛେଦ ପରେ ଜୈଶ୍ ରଚୁଛି ସାଂଘାତିକ ଷଡ଼ଯନ୍ତ୍ର: ଟାର୍ଗେଟ ୩୦ ସହର ମଧ୍ୟରେ ଭୁବନେଶ୍ୱର
ନୂଆଦିଲ୍ଲୀ,୨୬ା୯: ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦରେ ହତାଶ ହୋଇପଡ଼ିଥିବା ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଜୈଶ୍-ଇ-ମହମ୍ମଦ (ଜେଇଏମ୍) ଭାରତ ବିରୋଧରେ ରକ୍ତ ଚାଉଳ ଚୋବାଉଛି। ପଠାନ୍କୋଟ ସମେତ ଅନେକ ଆକ୍ରମଣର ମାଷ୍ଟରମାଇଣ୍ଡ ମାସୁଦ୍ ଆଝାରଙ୍କ ନେତୃତ୍ୱାଧୀନ ଜୈଶ୍ ଟାର୍ଗେଟରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ପୃଥିବୀ ବିନାଶର କାରଣ ହୋଇପାରେ ଭୂକମ୍ପ: ପ୍ରତିବର୍ଷ ଚନ୍ଦ୍ରମା ଦୂରେଇ ଯାଉଛି ଦେଢ଼ ଇଞ୍ଚ
ଓ୍ବାଶିଂଟନ,୨୫।୯: ଗତ ୨୦ ବର୍ଷ ମଧ୍ୟରେ ପୃଥିବୀର ବିଭିନ୍ନ ସ୍ଥାନରେ ଲଗାତାର ଭୂକମ୍ପ ଘଟଣା ଘଟୁଛି। ହୁଏତ ଆଗାମୀ ଦିନରେ ପୃଥିବୀ ବିନାଶର କାରଣ ଭୂକମ୍ପ ହୋଇପାରେ ବୋଲି ଗବେଷକ ଅନୁମାନ କରୁଛନ୍ତି। ପୃଥିବୀ ନିଜ ଅକ୍ଷରେ ଘଣ୍ଟାପ୍ରତି ୧,୬୭୦ କିମି…
ଭାରତୀୟ କୋଷ୍ଟ ଗାର୍ଡରେ ସାମିଲ୍ ହେଲା ‘ବରାହ’
ଚେନ୍ନାଇ,୨୫।୯: ଭାରତୀୟ କୋଷ୍ଟ ଗାର୍ଡରେ ‘ବରାହ’ ପାଟ୍ରୋଲିଂ ଜାହାଜ ସାମିଲ୍ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୁଧବାର ଆୟୋଜିତ ଏକ ଉତ୍ସବରେ ଏହାକୁ ଚେନ୍ନାଇ ପୋର୍ଟ ଟ୍ରଷ୍ଟ୍ଠାରେ କୋଷ୍ଟ ଗାର୍ଡରେ ସାମିଲ୍ କରାଇଛନ୍ତି। ଏହା ବହୁବିଧ କାର୍ଯ୍ୟ କରିବାକୁ ସକ୍ଷମ…
ମଝି ଆକାଶରେ ଜଳିଗଲା ମିଗ୍-୨୧ ବିମାନ
ଭୋପାଳ, ୨୫।୯: ଭାରତୀୟ ବାୟୁସେନାର ଏକ ଟ୍ରେନର ମିଗ୍-୨୧ ବିମାନ ବୁଧବାର ଗ୍ବାଲିୟରଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ମଝି ଆକାଶରେ ଜଳିଯାଇଛି। ଏଥିରେ ଥିବା ଜଣେ ଗ୍ରୁପ୍ କ୍ୟାପ୍ଟେନ୍ ଏବଂ ସ୍କ୍ବାଡ୍ରନ୍ ଲିଡର ସୁରକ୍ଷିତ ଥିବା କୁହାଯାଉଛି। ଖବର ପାଇ ଘଟଣାସ୍ଥଳରେ…
ବାୟୁସେନା ବିମାନ ବନ୍ଦରରେ ହାଇ ଆର୍ଲଟ: ଆତ୍ମଘାତୀ ଆକ୍ରମଣ ଆଶଙ୍କା
ନୂଆଦିଲ୍ଲୀ,୨୫।୯: ଆତଙ୍କବାଦୀ ସଂଗଠନ ଜୈଶ୍-ଇ-ମହମ୍ମଦ୍ର ଏକ ଧମକପୂର୍ଣ୍ଣ ଚିଠି ମିଳିବା ପରେ ଭାରତୀୟ ବାୟୁସେନା ବିମାନବନ୍ଦରରେ ହାଇ ଆର୍ଲଟ ଜାରି କରାଯାଇଛି। ଏସବୁ ବିମାନ ବନ୍ଦର ଉପରେ ୨୪ ଘଣ୍ଟିଆ କଡ଼ା ନଜର ରଖାଯାଇଛି। ଶ୍ରୀନଗର, ଅଓ୍ବନ୍ତୀପୋରା, ଜମ୍ମୁ, ପଠାଣକୋଟ୍. ହିଣ୍ଡନ୍…
ମହଙ୍ଗା ପିଆଜ ଯୋଗୁ ଅତୀତରେ ୨ ସରକାରଙ୍କ ପତନ ଘଟିଛି: ଏବେ କେଜ୍ରିଓ୍ବାଲ ସରକାରଙ୍କ ଉପରେ ଖଣ୍ଡା
ନୂଆଦିଲ୍ଲୀ,୨୫।୯: ଦେଶରେ ପିଆଜ ଦାମ୍ ଏବେ ବଢ଼ିଚାଲିଛି। ଅତୀତରେ ମହଙ୍ଗା ପିଆଜ ଯୋଗୁ ଦିଲ୍ଲୀର ୨ ସରକାରଙ୍କ ପତନ ଘଟିଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ବିଭିନ୍ନ ସ୍ଥାନରେ ୨୨ ଟଙ୍କାରେ ପିଆଜ ଯୋଗାଇବା ଜାରି ରଖିଛନ୍ତି। ୧୯୯୮ରେ…
ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ପାକିସ୍ତାନୀ ଡ୍ରୋନ୍ ଧରାପଡ଼ିଲା
ଅମୃତସର,୨୫।୯: ଭାରତରେ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବା ପାଇଁ ପାକିସ୍ତାନ ଡ୍ରୋନ୍ର ବ୍ୟବହାର କରୁଛି। ଏନେଇ ପଞ୍ଜାବ ପୋଲିସ ଏକ ଡ୍ରୋନ୍କୁ ଜବତ କରିଛି। ପଞ୍ଜାବ ପୋଲିସର ଗୋଇନ୍ଦା ଶାଖା ପକ୍ଷରୁ ଏଭଳି ଏକ ଡ୍ରୋନ୍କୁ ଧରାଯାଇଛି। ଏହା ଭାରତ-ପାକିସ୍ତାନ ସୀମାନ୍ତ ଜିଲା…
ମୋଦିଙ୍କୁ ‘ଗ୍ଲୋବାଲ ଗୋଲ୍ କିପର ଆଓ୍ବାର୍ଡ’
ଓ୍ବାଶିଂଟନ,୨୫।୯: ସ୍ବଚ୍ଛ ଭାରତ ଅଭିଯାନ ଭଳି ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମେରିକାରେ ବିଲ୍ ଗେଟସ୍ ଏବଂ ମିଲେଣ୍ଡା ଗେଟସ୍ ଫାଉଣ୍ଡେସନ୍ ପକ୍ଷରୁ ‘ଗ୍ଲୋବାଲ ଗୋଲ୍ କିପର ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ଏହି ଅବସରରେ ମୋଦି କହିଛନ୍ତି ଯେ,…
Archives


