ଗରିବଙ୍କ ହାତପାଆନ୍ତାରେ ନାହିଁ ନ୍ୟାୟ: ରାଷ୍ଟ୍ରପତି
ଯୋଧପୁର,୮ା୧୨(ପି.ଟି.): ନ୍ୟାୟିକ ପ୍ରକ୍ରିୟା ସାଧାରଣ ଲୋକଙ୍କ ହାତପାଆନ୍ତାର ବାହାରେ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିବା ସହ ଏଥିପାଇଁ ଉଦ୍ବେଗ ପ୍ରକାଶ କରିଛନ୍ତି। ନ୍ୟାୟିକ ପ୍ରକ୍ରିୟା ବ୍ୟୟବହୁଳ ହୋଇଯାଇଛି ଏବଂ ବିଭିନ୍ନ କାରଣରୁ ଏହା ସାଧାରଣ ଲୋକଙ୍କ ପାଖରେ ପହଞ୍ଚତ୍ପାରୁନାହିଁ। ସାଧାରଣ…
ଉନ୍ନାଓ ପୀଡ଼ିତା ପରିବାରର ଦାବି: ଅଭିଯୁକ୍ତଙ୍କୁ ମିଳୁ ହାଇଦ୍ରାବାଦ ଭଳି ଦଣ୍ଡ
ନୂଆଦିଲ୍ଲୀ,୮ା୧୨(ପି.ଟି.): ଅର୍ଦ୍ଧଦଗ୍ଧ ଉନ୍ନାଓ ପୀଡିତା ଶୁକ୍ରବାର ରାତିରେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଆଖି ବୁଜିବା ପରେ ଏହାକୁ ନେଇ ରାଜନୀତି ଜୋର ଧରିଛି। ଅଭିଯୁକ୍ତମାନଙ୍କୁ ହାଇଦ୍ରାବାଦ ଭଳି ଏନ୍କାଉଣ୍ଟର କରାଯିବାକୁ କିମ୍ବା ଫାଶୀ ଦେବାକୁ ପୀଡିତାଙ୍କ ପରିବାର ସଦସ୍ୟମାନେ ଦାବି କରିଛନ୍ତି।…
ରୋଗୀଙ୍କ ସହ ଫୋନ୍ରେ କଥା ହେଲେ ସ୍ବାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର, ୮ା୧୨(ବ୍ୟୁରୋ): ‘ମୋ ସରକାର’ ଏବଂ ‘୫-ଟି’ କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଶନିବାର ରୋଗୀଙ୍କ ସହ ଫୋନ୍ରେ କଥା ହୋଇଥିଲେ। ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀଙ୍କ ବ୍ୟବହାର, ନିରାମୟ ଯୋଜନାରେ ମାଗଣା ଔଷଧ,…
କେନ୍ଦ୍ରୀୟ ବିଦ୍ୟାଳୟ ଛାତରୁ ଛାତ୍ରୀ ଡେଇଁପଡ଼ିବା ଘଟଣା:ଖେଳ ଶିକ୍ଷୟିତ୍ରୀ, ପ୍ରିନ୍ସିପାଲଙ୍କ ନିଲମ୍ବନ ଦାବି ତେଜିଲା
ଭୁବନେଶ୍ୱର,୮ା୧୨(ବ୍ୟୁରୋ) ଖେଳ ଶିକ୍ଷୟିତ୍ରୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ମଞ୍ଚେଶ୍ୱର ଗାଡ଼କଣସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୩ର ଜଣେ ଛାତ୍ରୀ ତୃତୀୟ ମହଲା ଛାତ ଉପରୁ ଶୁକ୍ରବାର ତଳକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କର ଦୁଇ ଗୋଡ଼ ହାଡ଼ ଭାଙ୍ଗି ଯାଇଥିବାବେଳେ ମୁଣ୍ଡ, ହାତ…
ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି
ଭୁବନେଶ୍ୱର,୭।୧୨(ବ୍ୟୁରୋ) : ଶନିବାର ସନ୍ଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି। ରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏମ୍ପି ଜୁଏଲ…
‘ମୋ ସରକାର’ ଟିମ୍ର ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ୬ ଜିଲାର ସ୍ବାସ୍ଥ୍ୟ ଭିତ୍ତିଭୂମିର ହେବ ଉନ୍ନତିକରଣ
ଭୁବନେଶ୍ୱର,୭।୧୨(ବ୍ୟୁରୋ): ସ୍ବାସ୍ଥ୍ୟସେବା କ୍ଷେତ୍ରରେ ‘ମୋ ସରକାର’ କାର୍ଯ୍ୟକ୍ରମକୁ ଅଧିକ ଦକ୍ଷ ଓ ଉତ୍ତରଦାୟୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର କେତେକ ଘୋଷଣା କରିଛନ୍ତି। ଏହି ଘୋଷଣାନୁଯାୟୀ, ସମ୍ବଲପୁର, ଦେବଗଡ଼, ଅନୁଗୋଳ, କେନ୍ଦ୍ରାପଡ଼ା ଓ ସୋନପୁର ଜିଲାର ସଦର ମହକୁମା…
ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଅଗ୍ନିକାଣ୍ଡ: ପ୍ରାୟ ୧୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ସୂଚନା
କଟକ ଅଫିସ,୭।୧୨: କଟକ ଜିଲା ବିଦ୍ୟାଧରପୁରରେ ଥିବା ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଶନିବାର ଅଗ୍ନିକାଣ୍ଡ ଘଟିଛି। ସର୍ଟଶର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏଥିରେ କେହି ଆହତ ହୋଇ ନ ଥିବା ବେଳେ ପ୍ରାୟ ୧୦ଲକ୍ଷ ଟଙ୍କାର…
ଅଭିଯୁକ୍ତ ବଳାତ୍କାରୀଙ୍କୁ ଏନ୍କାଉଣ୍ଟର ଦ୍ୱାରା କରାଯାଇନି ନ୍ୟାୟ: ପ୍ରଧାନ ବିଚାରପତି
ନୂଆଦିଲ୍ଲୀ,୭।୧୨: ହାଇଦ୍ରାବାଦ୍ ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ଏନ୍କାଉଣ୍ଟର ପ୍ରତିଶୋଧ ପରାୟଣ ହୋଇ କରାଯାଇଛି। ଏହି ଘଟଣାରେ ନ୍ୟାୟ କରାଯାଇ ନାହିଁ ବୋଲି ସୁପ୍ରିମ୍କୋର୍ଟ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍ଡେ କହିଛନ୍ତି। ଯୋଧପୁରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ଏଭଳି…
ହାଇଦ୍ରାବାଦ୍ ଏନ୍କାଉଣ୍ଟର: ଏସ୍ଆଇଟି ଗଠନ ପାଇଁ ସୁପ୍ରିମ୍କୋର୍ଟରେ ଆବେଦନ; ଜୟା ବଚ୍ଚନ ଏବଂ ସ୍ବାତୀ ମାଲିଓ୍ବାଲଙ୍କ ବିରୋଧରେ ମାମଲା
ନୂଆଦିଲ୍ଲୀ,୭।୧୨: ହାଇଦ୍ରାବାଦ୍ ଏନ୍କାଉଣ୍ଟର ସପକ୍ଷରେ ମତାମତ ଦେଇଥିବା ରାଜ୍ୟ ସଭା ଏମ୍ପି ଜୟା ବଚ୍ଚନ ଏବଂ ଦିଲ୍ଲୀ ମହିଳା କମିଶନ ମୁଖ୍ୟ ସ୍ବାତୀ ମାଲିଓ୍ବାଲଙ୍କ ପାଇଁ ଏବେ ସମସ୍ୟା ସୃଷ୍ଟି ହୋଇଛି। ସେମାନଙ୍କ ବିରୋଧରେ ସୁପ୍ରିମ୍କୋର୍ଟରେ ଏକ ଆବେଦନ ଦାଖଲ କରାଯାଇଛି।…
ପାକିସ୍ତାନର ରାଷ୍ଟ୍ରନୀତି ଆତଙ୍କବାଦ: ରାଜନାଥ ସିଂ
ନୂଆଦିଲ୍ଲୀ,୭।୧୨: ପାକିସ୍ତାନର ରାଷ୍ଟ୍ରନୀତି ହେଉଛି ଆତଙ୍କବାଦ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆର୍ମଡ ଫୋର୍ସ ଫ୍ଲାଗ୍ ଡେ ଅବସରରେ ଭାରତୀୟ ସେନାଙ୍କୁ ସମ୍ବୋଧିତ କରି ଏଭଳି କହିଛନ୍ତି। ସ୍ବାଧୀନତା ପରଠାରୁ ଭାରତ ସହିତ ପାକିସ୍ତାନ ୪ ଥର ଯୁଦ୍ଧ କରିଛି। ସମସ୍ତ…
୨୧ ଶତାବ୍ଦୀରେ ଭାରତ ହେବ ସୁପର ପାଓ୍ବାର: ୨୦୩୦ ବେଳକୁ ପ୍ରତି ଦ୍ୱିତୀୟ ପରିବାର ମଧ୍ୟବିତ୍ତ ବର୍ଗରେ ହେବ ସାମିଲ୍
ଓ୍ବାଶିଂଟନ,୭।୧୨: ଭାରତ ଏବେ ସୁପର ପାଓ୍ବାର ହେବାକୁ ଯାଉଛି। ୨୧ ଶତାବ୍ଦୀରେ ଭାରତ ପାଇଁ ଏହି ସୁଯୋଗ ଆସିବ ବୋଲି ଆମେରିକାରେ ଅବସ୍ଥାପିତ ଥିବା ଭାରତୀୟ ରାଷ୍ଟ୍ରଦୂତ ହର୍ଷବର୍ଦ୍ଧନ ଶୃଙ୍ଗଳା ସୂଚନା ଦେଇଛନ୍ତି। ନୂଆ ନିବେଶ ଯୋଜନା ଦ୍ୱାରା ଭାରତ ସାରା…
ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ
ଜାମସେଦପୁର,୭।୧୨: ଝାଡ଼ଖଣ୍ଡ ବିଧାନସଭା ଆସନ ଲାଗି ଶନିବାର ସକାଳୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସକାଳ ୭ଟାରୁ ଏହା ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ଟାରେ ଶେଷ ହେବ। ଦ୍ୱିତୀୟ ପର୍ଯ୍ୟାୟରେ ୨୦ ଆସନ ପାଇଁ ଭୋଟ ଗ୍ରହଣ କରାଯାଉଛି। ଏଥିରେ…
Archives


