କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତିରେ ବୈଜ୍ଞାନିକଙ୍କୁ ମିଳିଲା ସଫଳତା
ଓ୍ବାଶିଂଟନ,୨୦।୨: କରୋନା ସଂକ୍ରମଣ ଯୋଗୁ ଚାଇନାରେ ଇତିମଧ୍ୟରେ ୨୧୨୮ ଜଣଙ୍କ ମୃତ୍ୟୁ ଘଟିଛି। ପୃଥିବୀର ୨୮ରୁ ଅଧିକ ଦେଶରେ କରୋନା ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ତେବେ ଆମେରିକା ବୈଜ୍ଞାନିକୁଙ୍କୁ କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତିରେ ବଡ଼ ସଫଳତା ମିଳିଛି। ଚାଇନା…
୮ ରାଜ୍ୟରେ ହିନ୍ଦୁଙ୍କୁ ମିଳୁ ଅଳ୍ପସଂଖ୍ୟକ ମାନ୍ୟତା: ସୁପ୍ରିମ୍କୋର୍ଟରେ ଖାରଜ
ନୂଆଦିଲ୍ଲୀ,୨୦।୨: ଦେଶର ୮ ରାଜ୍ୟରେ ହିନ୍ଦୁଙ୍କୁ ଅଳ୍ପସଂଖ୍ୟକ ମାନ୍ୟତା ଦେବାକୁ କରାଯାଇଥିବା ଆବେଦନକୁ ସୁପ୍ରିମ୍କୋର୍ଟ ଖାରଜ କରିଛନ୍ତି। ଏନେଇ ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, ଯେଉଁ ରାଜ୍ୟଗୁଡ଼ିକରେ ହିନ୍ଦୁ ଅଳ୍ପସଂଖ୍ୟକ ରହିଛନ୍ତି ସେଠାରେ ଏଭଳି ଆବେଦନ କରାଯାଉ। ଭାଜପା ନେତା ଅଶ୍ୱିନୀ…
ଧରା ପଡ଼ିଲା ଟ୍ରମ୍ପ୍ଙ୍କ ମିଛ
ନୂଆଦିଲ୍ଲୀ, ୨୦।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଫେବୃୟାରୀ ୨୪ରେ ଭାରତ ଗସ୍ତରେ ଆସୁଛନ୍ତି। ତେବେ ଏହା ପୂର୍ବରୁ ଟ୍ରମ୍ପ୍ ୨ ଦିନରେ କହିଥିବା ୨ଟି ବଡ଼ ମିଛ ଧରାପଡ଼ିଛି। ପ୍ରଥମେ ଫେବୃୟାରୀ ୧୫ରେ ଟ୍ରମ୍ପ୍ କହିଥିଲେ ଫେସବୁକ୍ରେ ସେ ପ୍ରଥମ…
ସୁନା ଛୁଇଁବା ହେବ ସାତ ସପନ: ମାର୍ଚ୍ଚ-ଏପ୍ରିଲ୍ରେ ଟପିବ ୪୫ ହଜାର; ଡିସେମ୍ବରରେ ୫୦ ହଜାର !
ନୂଆଦିଲ୍ଲୀ,୨୦।୨: ଆଗକୁ ସୁନା ଛୁଇଁବା ସାତ ସପନ ପରି ହେବାକୁ ଯାଉଛି। ମାର୍ଚ୍ଚ-ଏପ୍ରିଲ୍ରେ ସୁନା ୧୦ ଗ୍ରାମ ପିଛା ଦାମ ୪୫ ହଜାର ଟଙ୍କା ଟପିବାର ସମ୍ଭାବନା ରହିଛି। ଗୁରୁବାର ସୁନା ୧୦ ଗ୍ରାମ ଦାମ ୪୧ ହଜାର ୭୯୮ ଟଙ୍କାରେ…
ରାଜ୍ୟ ସଭାରେ ହଙ୍ଗାମା କଲେ ଭୋଟିଂ ଅଧିକାରରୁ ବଞ୍ଚିତ ହେବେ ସଦସ୍ୟ !
ନୂଆଦିଲ୍ଲୀ,୨୦।୨: ଏଣିକି ରାଜ୍ୟ ସଭାରେ ହଙ୍ଗାମା କଲେ ସଦସ୍ୟଙ୍କ ବିରୋଧ ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେମାନେ ଭୋଟିଂ ଅଧିକାରରୁ ବଞ୍ଚିତ ହେବାର ଆଶଙ୍କା ରହିଛି। ରାଜ୍ୟ ସଭା ଜେନେରାଲ ପ୍ରପୋଜ୍ କମିଟି(ଜେପିସି)ରେ ହଙ୍ଗାମା କରୁଥିବା ସଦସ୍ୟଙ୍କ ବିରୋଧରେ ପଦକ୍ଷେପ…
ଘୁଞ୍ଚି ଘୁଞ୍ଚି ଯାଉଛି ଫାଶୀ ଦଉଡ଼ି: ସୁପ୍ରିମ୍କୋର୍ଟ ପରେ ଏବେ ନିର୍ବାଚନ କମିଶନଙ୍କୁ ଆବେଦନ
ନୂଆଦିଲ୍ଲୀ,୨୦।୨: ନିର୍ଭୟା ମାମଲାରେ ୪ ଦୋଷୀଙ୍କ ଫାଶୀ ତାରିଖ ଘୁଞ୍ଚି ଘୁଞ୍ଚି ଚାଲିଛି। ଇତିମଧ୍ୟରେ ୩ ଥର ଡେଥ୍ ଓ୍ବାରେଣ୍ଟ ଜାରି ହୋଇଛି। ତେବେ ଦୋଷୀ ଫାଶୀରୁ ରକ୍ଷା ପାଇବା ପାଇଁ ବିଭିନ୍ନ ଆଇନଗତ ବିକଳ୍ପର ସାହାରା ନେବାରେ ଲାଗିଛନ୍ତି। ଅକ୍ଷୟ…
ବିଜେଡି ନେତ୍ରୀ ମିନାକ୍ଷୀଙ୍କ ଆତ୍ମାହୁତି ଘଟଣା: ୯ ଦିନ ପରେ ଆଖି ବୁଜିଲେ
ବ୍ରହ୍ମପୁର ଅଫିସ/ ଭୁବନେଶ୍ୱର,୨୦।୨(ବ୍ୟୁରୋ): ମହିଳା ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମିନାକ୍ଷୀ ମିଶ୍ର ଗତ ୧୨ ତାରିଖରେ ତାଙ୍କ ପୁଅ ରାଜା ଓରଫ କୃତିବାସ ମିଶ୍ରଙ୍କୁ ପୋଲିସ ମିଥ୍ୟା ମାମଲାରେ ଗିରଫ କରିଥିବା ପ୍ରତିବାଦରେ ବ୍ରହ୍ମପୁର ଏସ୍ପିଙ୍କୁ ଭେଟିବାକୁ ଯାଇଥିଲେ। ସେଠାରେ…
କରୋନା ଭାଇରସ ମୃତ୍ୟୁ ସଂଖ୍ୟା ୨,୧୧୨: ସୁସ୍ଥ ହେଲେ ସବୁଠାରୁ କମ୍ ବୟସର ଶିଶୁ
ବେଜିଂ,୨୦।୨: କରୋନା ଭାଇରସ ସଂକ୍ରମଣରେ ଚାଇନାରେ ଏବେ ସୁଦ୍ଧା ୨,୧୧୨ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାସହ ୭୪,୧୮୫ ଏହି ମାରାତ୍ମକ କରୋନା ଭାଇରସରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା କୁହାଯାଉଛି। ଏଥିରେ ସର୍ବାଧିକ ମୃତ୍ୟୁ ସଂଖ୍ୟା ଚାଇନାର ହୁବଇ ସହରରେ…
ଜାପାନ ଜାହାଜରେ କରୋନା ଭାଇରସ୍ ସଂକ୍ରମିତ ୨ ବ୍ୟକ୍ତିଙ୍କ ମୃତ୍ୟୁ
ଟୋକିଓ,୨୦।୨: କରୋନା ଭାଇରସ୍ ଯୋଗୁ ଜାପାନର ଜାହାଜ ଡାଇମଣ୍ଡ ପ୍ରିନସେସ୍କୁ ଅଲଗା ରଖାଯାଇଥିବା ବେଳେ ଏଥିରେ ସଂକ୍ରମିତ ହୋଇଥିବା ୨ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଜାପାନ କ୍ରୁଜରେ କରୋନା ସଂକ୍ରମିତଙ୍କ ମଧ୍ୟରେ ଏହା ପ୍ରଥମ ମୃତ୍ୟୁ ବୋଲି କୁହାଯାଉଛି। ଏମାନଙ୍କ…
ନକଲି ପ୍ରଶ୍ନପତ୍ର ଭାଇରାଲ
କଟକ ଅଫିସ/ଭୁବନେଶ୍ୱର(ବ୍ୟୁରୋ)/ ଧର୍ମଗଡ଼,୨୦ା୨(ଡି.ଏନ.ଏ.): ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ସାରା ରାଜ୍ୟରେ ବୁଧବାରଠାରୁ ଆରମ୍ଭ ହୋଇଯାଇଛି ମାଟ୍ରିକ ପରୀକ୍ଷା। ହେଲେ ଆରମ୍ଭ ଦିନରେ ନକଲି ଓଡ଼ିଆ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପରୀକ୍ଷା ଶେଷ ହେବାର ଅଧଘଣ୍ଟା ପୂର୍ବରୁ ଓଡ଼ିଆ…
ଟ୍ରମ୍ପ୍ଙ୍କ କାର୍ ତାଜମହଲ ପରିସରକୁ ଯିବା ନେଇ ବିବାଦ: ସୁପ୍ରିମ୍କୋର୍ଟ କହିଲେ ଭିତରକୁ ଯିବନି ଗାଡ଼ି
ନୂଆଦିଲ୍ଲୀ,୧୯।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ କାର ତାଜମହଲ ପରିସରକୁ ଯାଇପାରିବ ନାହିଁ। ଏନେଇ ସୁପ୍ରିମ୍କୋର୍ଟଙ୍କ ପକ୍ଷରୁ ବାରଣ କରାଯାଇଛି। ତାଜମହଲ ସଂରକ୍ଷଣକୁ ଦୃଷ୍ଟିରେ ରଖି କୋର୍ଟ ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ତାଜମହଲ ପରିସର ଭିତରକୁ…
ଆରମ୍ଭରୁ ମାତୃଭାଷା ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ, ମନ୍ତ୍ରୀ କହିଲେ ତଦନ୍ତ ପରେ ହେବ କାର୍ଯ୍ୟାନୁଷ୍ଠାନ
ଧର୍ମଗଡ଼,୧୯।୨(ଡି.ଏନ୍.ଏ.): ବୁଧବାର ମାଟ୍ରିକ ପରୀକ୍ଷାର ପ୍ରଥମ ଦିନ। ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହୋଇଥିବା ବେଳେ ଏହାର ଘଣ୍ଟାଏ ନ ପୂରୁଣୁ କଳାହାଣ୍ଡି ଜିଲା ଧର୍ମଗଡ଼ ଅଞ୍ଚଳରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି। ମାତୃଭାଷା ଓଡ଼ିଆ ପ୍ରଶ୍ନପତ୍ର ମୋବାଇଲରୁ ମୋବାଇଲକୁ…
Archives


