Home Middle

ଆଫଗାନିସ୍ତାନକୁ ଶାନ୍ତି ଫେରିବ

ଓ୍ବାଶିଂଟନ/କାବୁଲ,୧।୩ (ପି.ଟି./ଆଇଏଏନ୍‌ଏସ୍‌): ଆମେରିକା ଓ ତାଲିବାନ ମଧ୍ୟରେ ବହୁପ୍ରତୀକ୍ଷିତ ଶାନ୍ତି ଚୁକ୍ତି ଶନିବାର ସ୍ବାକ୍ଷର ହୋଇଛି। ଏହି ଚୁକ୍ତି ଅନୁଯାୟୀ ୧୪ ମାସ ମଧ୍ୟରେ ଆଫଗାନିସ୍ତାନରୁ ଆମେରିକା ଓ ନାଟୋ ସେନା ପ୍ରତ୍ୟାହୃତ ହେବେ। କାତାର ରାଜଧାନୀ ଦୋହାଠାରେ ଚୁକ୍ତି ସ୍ବାକ୍ଷର…

ଆଜିଠୁ ଯାନବାହନ ଯାଞ୍ଚ କଡ଼ାକଡ଼ି: ଧରାପଡ଼ିଲେ ଗଣିବେ ଜରିମାନା

ଭୁବନେଶ୍ୱର, ୧।୩ (ବ୍ୟୁରୋ): ଯାନବାହନ ମାଲିକ ଓ ଚାଳକଙ୍କୁ ଆଉ ମିଳିବନି ରିହାତି। ମାର୍ଚ୍ଚ ପହିଲାରୁ ସଂଶୋଧିତ ମୋଟର ଯାନ ଆଇନ ରାଜ୍ୟରେ କଡାକଡି ଲାଗୁହେବ। ଲାଇସେନ୍ସ, ଫିଟ୍‌ନେସ, ପଲ୍ୟୁଶନ ଅଣ୍ଡର କଣ୍ଟ୍ରୋଲ ସାର୍ଟିଫିକେଟ (ପିୟୁସି) ନ ଥିଲେ କିମ୍ବା ବିନା…

ନିର୍ଭୟା ମାମଲା: ଫାଶୀରୁ ବଞ୍ଚିବାକୁ ଦ୍ୱିତୀୟଥର କ୍ଷମା ଆବେଦନ କଲେ ଅକ୍ଷୟ

ନୂଆଦିଲ୍ଲୀ,୯।୨: ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀଙ୍କୁ ଆସନ୍ତା ମାର୍ଚ୍ଚ ୩ ସକାଳ ୬ଟାରେ ଫାଶୀ ଦେବାକୁ ନେଇ ତୃତୀୟ ଥର ଲାଗି ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଇଛି। ହେଲେ ଏଥିରୁ ବଞ୍ଚିବାକୁ ଏମାନେ ପୁଣି ଉଦ୍ୟମ କରିଛନ୍ତି। ଏହି ମାମଲାର…

ପ୍ରତିବର୍ଷ ଟ୍ରକ ଡାଇଭର ଦେଉଛନ୍ତି ୪୭ ହଜାର କୋଟିରୁ ଅଧିକ ଲାଞ୍ଚ: ରିପୋର୍ଟ

ନୂଆଦିଲ୍ଲୀ,୨୯।୨: ପ୍ରତିବର୍ଷ ଟ୍ରକ୍‌ ଡ୍ରାଇଭର ୪୭ ହଜାର କୋଟିରୁ ଅଧିକ ଲାଞ୍ଚ ଦେଉଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ସ୍ବେଚ୍ଛାସେବୀ ସଂଗଠନ ସେଭ୍‌ ଲାଇଫ୍‌ ଫାଉଣ୍ଡେଶନ୍‌ ପକ୍ଷରୁ ଏକ ରିପୋର୍ଟରେ ଏସମ୍ପର୍କିତ ଦର୍ଶାଯାଇଛି। ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ସହିତ ମିଳିତ ହୋଇ…

ମାର୍ଚ୍ଚ ୧ରୁ ଇଣ୍ଡିଆନ୍‌ ବ୍ୟାଙ୍କ ଏଟିଏମ୍‌ରେ ମିଳିବନି ୨୦୦୦ ଟଙ୍କିଆ ନୋଟ: ବଢ଼ିବ ସିଲିଣ୍ଡର ଦାମ

ନୂଆଦିଲ୍ଲୀ,୨୯।୨: ମାର୍ଚ୍ଚ ୧ଠାରୁ ଇଣ୍ଡିଆନ୍‌ ବ୍ୟାଙ୍କ ଏଟିଏମ୍‌ରେ ଆଉ ୨୦୦୦ଟଙ୍କିଆ ନୋଟ ମିଳିବନି। ତେବେ ବ୍ୟାଙ୍କର ଶାଖାଗୁଡ଼ିକରେ ୨୦୦୦ ଟଙ୍କିଆ ନୋଟ ମିଳିବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଗ୍ରାହକଙ୍କ ସୁବିଧା ପାଇଁ ଏନେଇ ବ୍ୟାଙ୍କ ଫେବୃୟାରୀ ୧୭ରେ ସର୍କୁଲାର ଜାରି…

ସମାଜ ଉପରେ ଜୋର ଜବଦରଦସ୍ତ ନିଜ ଚିନ୍ତାଧାରା ଲଦି ଦେବା ନୁହେଁ ଯୁକ୍ତିଯୁକ୍ତ: ରାଷ୍ଟ୍ରପତି

ବିଶୁନପୁର,୨୯।୨: ସମାଜ ଉପରେ ଜୋର ଜବଦରଦସ୍ତ ନିଜର ବ୍ୟକ୍ତିଗତ ଚିନ୍ତାଧାରାକୁ ଲଦି ଦେବା ଯୁକ୍ତିଯୁକ୍ତ ନୁହେଁ। ଏହା ଏକ ପ୍ରକାର ବିକୃତ ମନୋଭାବ। ଅପରପକ୍ଷରେ ଦେଶକୁ ଏକତା ସୂତ୍ରରେ ବାନ୍ଧି ରଖିବା ପାଇଁ ଭାଇଚାରାର ଆବଶ୍ୟକତା ରହିଛି ବୋଲି ରାଷ୍ଟ୍ରପତି ରାମନାଥ…

ସମସ୍ତଙ୍କୁ ମିଳିବ ନ୍ୟାୟ: ମୋଦି

ନୂଆଦିଲ୍ଲୀ,୨୯।୨: ଦେଶରେ ଭାଜପା ସରକାର ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଆଧାରରେ ଶାସନ ଜାରି ରଖିଛି। ଏହା ଅନ୍ତର୍ଗତ ସମାଜର ସମସ୍ତ ଜନସାଧାରଣଙ୍କୁ ନ୍ୟାୟ ମିଳିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଉତ୍ତରପ୍ରଦେଶ ପ୍ରୟାଗରାଜରେ ଏକ ରାଲିରେ…

ଭିଡ଼ ହିଂସାରେ ଜଳିଗଲା ନିରୀହ ଜୀବନ: ୪୩ ମୃତଦେହ ମଧ୍ୟରୁ ୩୦ ଚିହ୍ନଟ

ନୂଆଦିଲ୍ଲୀ,୨୯।୨: ଦିଲ୍ଲୀରେ ଘଟିଥିବା ଭିଡ ହିଂସାରେ ବହୁ ନିରୀହ ଜୀବନ  ଜଳି ଯାଇଛି। ସେମାନେ ସିଏଏର ସମର୍ଥକ ଅବା ବିରୋଧି ନ ଥିଲେ। କିମ୍ବା ଦଙ୍ଗାରେ ବି ନ ଥିଲେ ସାମିଲ। ପୋଡ଼ାଜଳା ବି କରୁ ନ ଥିଲେ। ସିଏଏ ରାଜନୀତିରେ…

ଟ୍ରାକ୍‌କୁ ଫେରୁଛି ରାଜଧାନୀ

ନୂଆଦିଲ୍ଲୀ,୨୯ା୨: ପାଞ୍ଚଦିନ ପରେ ଦିଲ୍ଲୀବାସୀଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତି। ସାମ୍ପ୍ରଦାୟିକ ଦଙ୍ଗାରେ ୪୩ ଜଣଙ୍କ ଜୀବନ ଚାଲିଯିବା ଉତ୍ତାରୁ କେତେକ ଅଞ୍ଚଳରେ ଧୀରେ ଧୀରେ ଶାନ୍ତି ଫେରୁଥିବା ପରିଲକ୍ଷିତ ହୋଇଛି। ସମୟ ଗଡ଼ିଚାଲିବା ସହ ଟ୍ରାକ୍‌କୁ ଫେରୁଛି ଜାତୀୟ ରାଜଧାନୀ। ଲୋକେ…

ଦିଲ୍ଲୀ ଦଙ୍ଗା: ମୃତ୍ୟୁସଂଖ୍ୟା ୪୩

ନୂଆଦିଲ୍ଲୀ,୨୯ା୨(ପି.ଟି.): କେନ୍ଦ୍ରର ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ନେଇ ଦିଲ୍ଲୀରେ ଚାଲିଥିବା ସଂଘର୍ଷରେ ମୃତ୍ୟୁସଂଖ୍ୟା ୪୩ ଛୁଇଁଛି। ଗୁରୁବାର ସୁଦ୍ଧା ୩୮ ଜଣଙ୍କ ଜୀବନ ଯାଇଥିବାବେଳେ ଶୁକ୍ରବାର ଗୁରୁ ତେଗ୍‌ ବାହାଦୁର (ଜିଟିବି) ହସ୍ପିଟାଲରେ ଆଉ ୫ ଜଣଙ୍କ ମୃତ୍ୟୁ ଘଟିଛି।…

ଏସିଆ ଏକାଦଶ ଟି୨୦: କାର୍ଯ୍ୟଭାର ମୂଲ୍ୟାଙ୍କନ ପରେ ଖେଳାଳିଙ୍କ ନାମ ସ୍ପଷ୍ଟ ହେବ

ଖ୍ରୀଷ୍ଟଚର୍ଚ୍ଚ,୨୯।୨(ପି.ଟି.)- ମାର୍ଚ୍ଚ ୨୧ ଓ ୨୨ ତାରିଖରେ ଢାକାରେ ଖେଳାଯିବାକୁ ଥିବା ବିଶ୍ୱ ଏକାଦଶ ବିପକ୍ଷ ଦୁଇ ମ୍ୟାଚ୍‌ବିଶିଷ୍ଟ ଟି୨୦ ସିରିଜ ପାଇଁ ଏସିଆ ଏକାଦଶ ଦଳ ଘୋଷଣା ହେବ। ତେବେ ଏସିଆ ଏକାଦଶ ପାଇଁ ନାମ ଦେବା ପୂର୍ବରୁ ଭାରତୀୟ…

ବଦନାମକୁ ଭୟ ନ କରି ସିଏଏ କରାଯାଇଛି, ଏହାଦ୍ୱାରା ସଂଖ୍ୟାଲଘୁଙ୍କ ନାଗରିକତା ଯିବନାହିଁ: ଶାହା

ଭୁବନେଶ୍ୱର,୨୮।୨(ବ୍ୟୁରୋ): ସ୍ଥାନୀୟ ଜନତା ମଇଦାନରେ ଆୟୋଜିତ ସାଧାରଣ ସଭାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଉଦ୍‌ବୋଧନ ଦେଇଛନ୍ତି। ଜଗନ୍ନାଥଙ୍କୁ ସ୍ମରଣ କରି ଶାହା ନିଜର ବକ୍ତବ୍ୟ ରଖିଛନ୍ତି। ସଭାରେ ସେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସହ ନାଗରିକତ୍ୱ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri