ଜଗତସିଂହପୁରରେ ଯୁବତୀଙ୍କୁ ଗଣବଳାତ୍କାର ଅଭିଯୋଗ: ଅଭିଯୁକ୍ତ ଫେରାର, ପୋଲିସ ତଦନ୍ତ ଜାରି
ବାଲିକୁଦା,୨୨।୭(ତାପସ ସ୍ବାଇଁ): ଜଗତ୍ସିଂହପୁର ଜିଲା ସଦର ଥାନା ଅଞ୍ଚଳରେ ଜଣେ ଅନୁସୂଚିତ ଜାତିର ଯୁବତୀଙ୍କୁ ସୋମବାର ରାତିରେ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ଜଗତ୍ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି। ଯୁବତୀ…
IAS ବଦଳରେ ଆଇନକୁ ବାଛିଥିଲେ, ଏମିତି ଥିଲା ଧନଖରଙ୍କ ରାଜନୈତିକ ଯାତ୍ରା, ମାତ୍ର ୩୫ ବର୍ଷ ବୟସରେ…
ନୂଆଦିଲ୍ଲୀ,୨୧।୭: ଉପରାଷ୍ଟ୍ରପତି ଜଗଦୀପ ଧନଖର ଆଜି ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ବହୁତ କମ ଲୋକ ଜାଣନ୍ତି ଯେ ଜଗଦୀପ ଧନଖର ସିଭିଲ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। IAS ପାସ କରିବା…
ମୌସୁମୀ ଅଧିବେଶନ ମଝିରେ ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର
ନୂଆଦିଲ୍ଲୀ,୨୧।୭: ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖର ତତ୍କାଳ ପ୍ରଭାବରୁ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି। ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଇସ୍ତଫା ଦେଇଛନ୍ତି ଧନଖର। ରାଷ୍ଟ୍ରପତିଙ୍କ ନିକଟକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଲେଖାଯାଇଥିବା ଏକ ଚିଠିରେ…
ଆଗ୍ରାରେ ‘ଆଇଏସ୍ଆଇଏସ୍-ଷ୍ଟାଇଲ’ ଧର୍ମାନ୍ତରଣ ଗ୍ୟାଙ୍ଗର ପରଦାଫାସ: ହିନ୍ଦୁ ଝିଅଙ୍କୁ ବଳପୂର୍ବକ…
ନୂଆଦିଲ୍ଲୀ,୨୧।୭: ଉତ୍ତର ପ୍ରଦେଶର ଆଗ୍ରା ପୋଲିସ ‘ଅପରେସନ୍ ଅସ୍ମିତା’ ଅଧୀନରେ ଏକ ଆଇଏସ୍ଆଇଏସ୍-ଶୈଳୀରେ ଚାଲୁଥିବା ଧର୍ମାନ୍ତରଣ ସିଣ୍ଡିକେଟର ପରଦାଫାସ କରିଛି, ଯେଉଁଥିରେ ନାବାଳିକା ଝିଅଙ୍କୁ ବଳପୂର୍ବକ ଇସ୍ଲାମ ଗ୍ରହଣ ଓ କଟ୍ଟରପନ୍ଥୀ କରାଯାଉଥିଲା। ୨୦୨୫ ମାର୍ଚ୍ଚରେ ଆଗ୍ରାର ସଦର ବଜାର ଥାନାରେ…
ଘର ଟାଇଲ୍ସ ତଳେ ସ୍ୱାମୀଙ୍କୁ ସମାଧି ଦେଲା ସ୍ତ୍ରୀ, ପ୍ରେମିକ ସହ ମିଶି ରଚିଥିଲା ହତ୍ୟାକାଣ୍ଡ
ନୂଆଦିଲ୍ଲୀ,୨୧।୭: ବଲିଉଡର ବ୍ଲକବଷ୍ଟର ଚଳଚ୍ଚିତ୍ର ‘ଦୃଶ୍ୟମ’ର ଏକ ଦୃଶ୍ୟକୁ ମନେ ପକାଉଥିବା ଏକ ଚାଞ୍ଚଲ୍ୟକର ଘଟଣା ମହାରାଷ୍ଟ୍ରର ପାଲଘର ଜିଲାରେ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଜଣେ ମହିଳା ତାଙ୍କ ପ୍ରେମିକ ସହ ମିଶି ନିଜ ସ୍ୱାମୀଙ୍କୁ ହତ୍ୟା କରି ଶବକୁ…
ରାଜନୀତିରେ ହଇଚଇ: ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଚର୍ଚ୍ଚା ଭିତରେ ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ନେତାଙ୍କ ଛାତି ଧଡ଼ଧଡ଼
ଭୁବନେଶ୍ୱର,୨୧।୭: ସୋମବାର ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟପାଳଙ୍କ ସହ ସାକ୍ଷାତର ନିର୍ଦ୍ଦିଷ୍ଟ କାରଣ ଅସ୍ପଷ୍ଟ ରହିଥିବା ବେଳେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଚର୍ଚ୍ଚା ଭିତରେ ଏହି ଭେଟଘାଟ ମାହୋଲକୁ ଆହୁରି ଗରମ କରିଦେଇଛି। ମନ୍ତ୍ରିମଣ୍ଡଳରେ ଖାଲି…
FM କଲେଜ ଛାତ୍ରୀ ମୃତ୍ୟୁ ଘଟଣା: ଭକ୍ତଙ୍କ ଘୋଷଣା, ଆସନ୍ତା ୨୪ରେ ହେବ…
ଭୁବନେଶ୍ୱର,୨୧।୭: ଗଣବଳାତ୍କାର ଏବଂ ବିଭିନ୍ନ ନିର୍ଯାତନାର ଶିକାର ହୋଇଥିବା ଝିଅ, ଭଉଣୀ ଏବଂ ମହିଳାମାନଙ୍କୁ ନ୍ୟାୟ ମିଳୁନାହିଁ। ବିଶେଷ କରି ବାଲେଶ୍ୱର ଏଫ୍ଏମ୍ କଲେଜ ଛାତ୍ରୀଙ୍କୁ ନ୍ୟାୟ ମିଳିପାରିଲା ନାହିଁ। ଛାତ୍ରୀ ଜଣଙ୍କ କହି କହି ଥକି ଗଲା, ହେଲେ ପୋଲିସ…
ଯାଜପୁରରୁ ଆସିଲା ବଡ଼ ଖବର: ହକି ପ୍ରଶିକ୍ଷଣ ପାଇଁ ଆସିଥିବା ନାବାଳିକାଙ୍କୁ…
ଭୁବନେଶ୍ୱର,୨୧।୭: ଯାଜପୁରରେ ବଡ଼ କାଣ୍ଡ । ହକି ପ୍ରଶିକ୍ଷଣ ପାଇଁ ଆସିଥିବା ନାବାଳିକାଙ୍କୁ ଗଣବଳାତ୍କାର ଅଭିଯୋଗ ହୋଇଛି। ୨ ହକି ପ୍ରଶିକ୍ଷକଙ୍କ ସମେତ ୩ ଜଣଙ୍କ ନାଁରେ ନାବାଳିକା ଅଭିଯୋଗ କରିଛନ୍ତି। ଟାଉନ ଥାନାରେ ମାମଲା ରୁଜୁ ହୋଇଥିବାବେଳେ କୋର୍ଟରେ ପୀଡ଼ିତାଙ୍କ…
ଭାରତ ଆୟୋଜିନ କରିବ ୨୦୨୫ ଚେସ୍ ବିଶ୍ୱକପ୍
ନୂଆଦିଲ୍ଲୀ,୨୧।୭: ଚଳିତ ବର୍ଷ ଚେସ୍ ବିଶ୍ୱକପ୍ ଭାରତରେ ଅନୁଷ୍ଠିତ ହେବାକୁ ଯାଉଛି। ଅକ୍ଟୋବର ୩୦ରୁ ନଭେମ୍ବର ୨୭, ୨୦୨୫ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ବିଶ୍ୱର ଶ୍ରେଷ୍ଠ ଖେଳାଳିମାନେ ମର୍ଯ୍ୟାଦାସମ୍ପନ୍ନ ଟାଇଟଲ୍ ଏବଂ ୨୦୨୬ ଚେସ୍ କ୍ୟାଣ୍ଡିଡେଟ୍ସ ଟୁର୍ଣ୍ଣାମେଣ୍ଟରେ ଯୋଗ୍ୟତା…
ତୁରନ୍ତ ନ୍ୟାୟ ଦାବିରେ ଥାନାରେ ବିଷ ପିଇଦେଲେ ଯୁବତୀ
ନୟାଗଡ଼,୨୧।୭(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଇଟାମାଟି ଥାନା ପରିସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ତ୍ୱରିତ ନ୍ୟାୟ ପ୍ରଦାନ ଦାବିରେ ଜଣେ ଯୁବତୀ ବିଷ ପିଇ ଦେଇଛନ୍ତି। ପ୍ରେମ ବ୍ୟାପାରକୁ ନେଇ ପୂର୍ବରୁ ଥାନାରେ ମାମଲା ହୋଇଥିଲା। ଅଭିଯୁକ୍ତ ମଧ୍ୟ…
FM କଲେଜ ଛାତ୍ରୀ ମୃତ୍ୟୁ ଘଟଣା: ICC କଲା ସାଂଘାତିକ ଖୁଲାସା, ସାମ୍ନାକୁ ଆସିଲା ବଡ଼ ସତ!
ଭୁବନେଶ୍ୱର,୨୧।୭: ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ମାମଲାର ତଦନ୍ତ ଜାରି ରହିଛି। ବିଭିନ୍ନ ଦିଗକୁ ନେଇ ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ। ରବିବାର ମହାବିଦ୍ୟାଳୟରେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ପହଞ୍ଚି ଡିଆଇଜି ଡା. ସତ୍ୟଜିତ ନାୟକଙ୍କ ସହ…
କଲେଜ ଉପରେ ପଡ଼ିଲା ବାୟୁସେନା ବିମାନ: ଚାରିଆଡ଼େ ଧୂଆଁମୟ
ଢାକା,୨୧।୭: ବାଂଲାଦେଶ ବାୟୁସେନାର FT-7BGI ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ବିମାନଟି ଢାକାର ଏକ କଲେଜ କୋଠାରେ ପଡ଼ିଥିଲା। ଏହି ଦୁର୍ଘଟଣାରେ ପାଇଲଟଙ୍କ ମୃତ୍ୟୁ ହୋଇଛି, ଏହା ବ୍ୟତୀତ ଅନେକ ଛାତ୍ରଙ୍କ ମୃତ୍ୟୁ…
Archives


