Home Middle

ମହାନଦୀ ଜଳ ବିବାଦ: ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର,୨୩।୭: ମହାନଦୀ ଜଳ ବିବାଦର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଚାଲିଥିବା ଏହି ଜଳ ବିବାଦକୁ ଆପୋଷ ଆଲୋଚନା ଜରିଆରେ ସମାଧାନ…

ବଣାଇ ହସ୍ପିଟାଲ୍‌ ୫ ଘଣ୍ଟା ଅନ୍ଧାର; ଚିକିତ୍ସା ପାଇଁ ଆସି ରୋଗୀ ମୃତ

ବଣାଇ,୨୩।୭: କଳାହାଣ୍ଡି ଜିଲାର ବଣାଇ ସାମୁଦାୟିକ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚ୍‌ସି)ରେ ପ୍ରବଳ ବର୍ଷା ଓ ଘଡ଼ଘଡ଼ି ଯୋଗୁଁ ୫ ଘଣ୍ଟା ଧରି ବିଦ୍ୟୁତ୍‌ ସେବା ବନ୍ଦ ରହିବା ଫଳରେ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ମେଡିକାଲ ବ୍ୟବସ୍ଥାରେ ଅବ୍ୟବସ୍ଥାକୁ…

ଅନାସ୍ଥା ପ୍ରସ୍ତାବ ନେଇ ବିଜେଡି-କଂଗ୍ରେସ ମଧ୍ୟରେ ତର୍ଜମା, ବିଜେଡି ଦେଲା ବଡ ସଙ୍କେତ

ଭୁବନେଶ୍ୱର,୨୩।୭: ବାଲେଶ୍ବର ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ନେଇ ରାଜ୍ୟ ରାଜନୀତି ଉତ୍ତେଜନାପୂର୍ଣ୍ଣ ହୋଇ ପଡ଼ିଛି। ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସଙ୍କ ଅନାସ୍ଥା ପ୍ରସ୍ତାବ ଘୋଷଣାକୁ ଜବାବ ଦେଇ ବିଜୁ ଜନତା ଦଳ (ବିଜେଡି)…

ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ୫ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୨୩।୭: ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତ ଯୋଗୁଁ ଏକ ଦୁଃଖଦ ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଢେଙ୍କାନାଳ, ପୁରୀ, କେନ୍ଦୁଝର ଏବଂ କଟକ ଜିଲାରେ ଏହି ଅଘଟଣଗୁଡ଼ିକ ଘଟିଛି। ଢେଙ୍କାନାଳ ସଦର…

ଜଗଦୀପ ଧନଖର ଛାଡ଼ିବେ ଉପରାଷ୍ଟ୍ରପତି ନିବାସ, ଇସ୍ତଫା ଦିନ ରାତିରୁ ଆରମ୍ଭ ହୋଇଥିଲା ପ୍ୟାକିଂ: ହେଲା ବଡ଼ ଖୁଲାସା

ନୂଆଦିଲ୍ଲୀ,୨୩।୭: ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖର ଶୀଘ୍ର ଉପରାଷ୍ଟ୍ରପତି ନିବାସ ଖାଲି କରିବେ। ସୂତ୍ରରୁ ଜଣାପଡ଼ିଛି ଯେ ସେ ଇସ୍ତଫା ଦେଇଥିବା ରାତିରୁ ହିଁ ନିଜ ଜିନିଷପତ୍ର ପ୍ୟାକିଂ ଆରମ୍ଭ କରିଥିଲେ, ଯଦିଓ ତାଙ୍କର ଇସ୍ତଫାକୁ ଗତକାଲି ଔପଚାରିକ ଭାବେ ଗ୍ରହଣ…

ରାଜ୍ୟରେ ସରକାର ଭାଙ୍ଗିବାକୁ ଏକାଠି ହେବେ ବିଜେଡି-କଂଗ୍ରେସ! ବଡ ବୟାନ ଦେଲେ ଭକ୍ତ ଦାସ

ଭୁବନେଶ୍ୱର,୨୩।୭: ବାଲେଶ୍ବର ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ନେଇ ରାଜ୍ୟ ରାଜନୀତିରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ ଏକ ପ୍ରେସ୍‌ମିଟ୍‌ରେ ରାଜ୍ୟ ସରକାରଙ୍କ ବିରୋଧରେ ତୀବ୍ର ଆକ୍ରମଣ କରି ବିଜୁ…

ଏବେ ବିଦେଶୀ ମାଟିରେ ଭାରତୀୟ ଉପଭୋକ୍ତାମାନେ କରିପାରିବେ UPI ବ୍ୟବହାର

ନୂଆଦିଲ୍ଲୀ,୨୩।୭: ଭାରତୀୟ ଉପଭୋକ୍ତାମାନଙ୍କ ପାଇଁ ଏକ ବଡ଼ ଖବର। ଏବେ ଭାରତୀୟମାନେ ବିଦେଶୀ ଭୂମିରେ ମଧ୍ୟ ନିଜର ପସନ୍ଦର ଡିଜିଟାଲ ପେମେଣ୍ଟ ସିଷ୍ଟମ୍ ଯୁନିଫାଇଡ୍ ପେମେଣ୍ଟ ଇଣ୍ଟରଫେସ୍ (UPI) ବ୍ୟବହାର କରି ପାରିବେ। ଗ୍ଲୋବାଲ ପେମେଣ୍ଟ ପ୍ଲାଟଫର୍ମ ପେପଲ୍ ସହିତ ଏକ…

ଫକୀରମୋହନ ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ବଢ଼ିଲା

ବାଲେଶ୍ୱର,୨୩ା୭: ଫକୀରମୋହନ ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ବଢ଼ିଛି। କୁଳପତି ସନ୍ତୋଷ କୁମାର ତ୍ରିପାଠୀଙ୍କ କାର୍ଯ୍ୟକାଳ ଆଉ ୬ ମାସ ବଢ଼ିଛି। ଆଜି ଅର୍ଥାତ୍‌ (୨୩ା୭ା୨୫)ରେ ତାଙ୍କ କାର୍ଯ୍ୟକାଳ ଶେଷ ହେଉଥିଲା। ମାତ୍ର କୁଳାଧିପତି ତାଙ୍କର ଏହି କାର୍ଯ୍ୟକାଳକୁ ଆଉ ୬ ମାସ…

କାହିଁକି ଦିଲ୍ଲୀ ଆସୁଛନ୍ତି ରେବନ୍ତ ରେଡ୍ଡୀ? ଭାଜପାକୁ ମାଗିବେ ସମର୍ଥନ

ନୂଆଦିଲ୍ଲୀ,୨୩।୭: ଦକ୍ଷିଣ ରାଜ୍ୟ ତେଲଙ୍ଗାନାରେ ଦେଖାଯାଇଛି ରାଜନୈତିକ ଅସ୍ଥିରତା। ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀ ମଧ୍ୟ ତାଙ୍କର ବିଶେଷ ପ୍ରସ୍ତୁତି ସହିତ ଦିଲ୍ଲୀ ଆସୁଛନ୍ତି। ତାଙ୍କ ପ୍ରତିନିଧିଙ୍କ ସହିତ ଦିଲ୍ଲୀରେ ରହଣି ସମୟରେ, ମୁଖ୍ୟମନ୍ତ୍ରୀ ରେଡ୍ଡୀ କେବଳ ତାଙ୍କ ଦଳର…

ସରକାରଙ୍କ ବଡ଼ ପଦକ୍ଷେପ: ରାଜ୍ୟରେ ୫୬ କୋର୍ଟ ପାଇଁ ସୃଷ୍ଟି ହେଲା ୮୪୦ ନୂଆ ପଦବୀ

ଭୁବନେଶ୍ୱର,୨୩ା୭: ରାଜ୍ୟର ୫୬ ନୂଆ କୋର୍ଟ ପାଇଁ ୮୪୦ ନୂଆ ପଦବୀ ସୃଷ୍ଟି ହୋଇଛି। ଗେଜେଟେଡ ଓ ଅଣଗେଜେଟେଡ୍‌ ବର୍ଗର ୮୪୦ ନୂଆ ପଦବୀକୁ ମଞ୍ଜୁରୀ କରିଛନ୍ତି ରାଜ୍ୟ ସରକାର। ଏନେଇ ଆକାଉଣ୍ଟାଣ୍ଟ ଜେନେରାଲଙ୍କୁ ଚିଠି କରିଛି ଆଇନ ବିଭାଗ। ଏହି…

ବଡ଼ ମାଛ ଛୋଟ ମାଛକୁ ଖାଏ… ଧନକରଙ୍କ ଇସ୍ତଫା ଭିତରେ ବଡ଼ ବୟାନ ଦେଲେ ମୋହନ ଭାଗବତ

ନୂଆଦିଲ୍ଲୀ,୨୩।୭: ନୂଆଦିଲ୍ଲୀର ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (IGNOU) ଏବଂ ଅଖିଳ ଭାରତୀୟ ଅନୁବ୍ରତ ନ୍ୟାସ ଦ୍ୱାରା ‘ବିଶ୍ୱର ସମସ୍ୟା ଏବଂ ଭାରତୀୟତା’ ବିଷୟ ଉପରେ ଦଶମ ଅନୁବ୍ରତ ନ୍ୟାସ ନିଧି ବକ୍ତୃତା ଆୟୋଜିତ ହୋଇଥିଲା।…

ଭାରପ୍ରାପ୍ତ କୁଳପତିଙ୍କ ନିଯୁକ୍ତି ରଦ୍ଦ କଲେ ରାଜ୍ୟପାଳ

ଭୁବନେଶ୍ୱର,୨୩ା୭: ଉତ୍କଳ ବିଶ୍ୱବିଦ୍ୟାଳୟ ଭାରପ୍ରାପ୍ତ କୁଳପତିଙ୍କ ନିଯୁକ୍ତି ରଦ୍ଦ କରିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମ୍‌ପତି। ଏନେଇ ଓଡ଼ିଶା ହାଇକୋର୍ଟଙ୍କୁ ଅବଗତ କରିଛନ୍ତି ଆଡ୍‌ଭୋକେଟ ଜେନେରାଲ। ଉତ୍କଳ ବିଶ୍ୱବିଦ୍ୟାଳୟରେ ଭାଇସ୍‌ ଚାନ୍‌ସେଲର(VC) ନିଯୁକ୍ତି ପାଇଥିଲେ। ଏହି ନିଯୁକ୍ତିକୁ ବେଆଇନ ଦର୍ଶାଇ ମାମଲା ଦାୟର ହୋଇଥିଲା।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri