Home Middle

ପୁଣି ବଡ଼ଧରଣର ପ୍ଲେନ୍‌ କ୍ରାଶ୍‌: ସବୁ ଯାତ୍ରୀ ମୃତ୍ୟୁବରଣ କରିଥିବା ଆଶଙ୍କା

ମସ୍କୋ,୨୪।୭: ରୁଷିଆର ଅମୁର ଅଞ୍ଚଳରେ ଅଙ୍ଗାରା ଏୟାରଲାଇନ୍ସର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୪୯ ଜଣ ଯାତ୍ରୀ ଥିଲେ। ରୁଷିଆ ସେନା ଭଗ୍ନାବଶେଷ ପାଇଛି, ଯାହା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। କିଛି ଘଣ୍ଟା ପୂର୍ବରୁ ଏହି ବିମାନ…

ଭାରତରେ ଟେକ୍ ନିଯୁକ୍ତି ବନ୍ଦ କରିବାକୁ ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ, ଗୁଗଲ-ମାଇକ୍ରୋସଫ୍ଟକୁ କହିଲେ ଏମିତି

ନୂଆଦିଲ୍ଲୀ,୨୪।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁଗଲ ଓ ମାଇକ୍ରୋସଫ୍ଟ ଭଳି ବଡ଼ ଟେକ୍ କମ୍ପାନୀମାନଙ୍କୁ ଭାରତ ସମେତ ବିଦେଶରେ ନିଯୁକ୍ତି ବନ୍ଦ କରି ଆମେରିକାରେ ଚାକିରି ସୃଷ୍ଟି ଉପରେ ଧ୍ୟାନ ଦେବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ବୁଧବାର ୱାଶିଂଟନରେ ଆୟୋଜିତ…

ମୁମ୍ବାଇ ଟ୍ରେନ୍‌ ବିସ୍ଫୋରଣ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ସମସ୍ତ ୧୨ ଅଭିଯୁକ୍ତଙ୍କୁ…

ନୂଆଦିଲ୍ଲୀ,୨୪ା୭: ୨୦୦୬ ମୁମ୍ବାଇ ଟ୍ରେନ୍‌ ବିସ୍ଫୋରଣ ମାମଲାରେ ୧୨ ଅଭିଯୁକ୍ତଙ୍କ ଦୋଷମୁକ୍ତ ରାୟ ଉପରେ  ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ଗୁରୁବାର ବମ୍ବେ ହାଇକୋର୍ଟର ନିଷ୍ପତ୍ତି ବିରୋଧରେ ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ଦାୟର ଆବେଦନର ଶୁଣାଣି କରିଥିଲେ ସୁପ୍ରିମକୋର୍ଟ। ବାର୍‌ ଏବଂ…

ପୁଣି ବଡ଼ ଅଘଟଣ: ମଝି ଆକାଶରୁ ବିମାନ ଗାଏବ

ମସ୍କୋ,୨୪।୭: ଉଡ଼ାଣ ଭରିବା ପରେ ଏକ ରୁଷିଆନ ଯାତ୍ରୀବାହୀ ବିମାନ ମଝି ଆକାଶରେ ନିଖୋଜ ହୋଇଯାଇଛି। ଏକ ରିପୋର୍ଟ ଅନୁଯାୟୀ, ବିମାନଟି ୫୦ ଜଣ ଲୋକଙ୍କୁ ନେଇ ଚାଇନା ସୀମାନ୍ତ ଆମୁର ଅଞ୍ଚଳର ଟିଣ୍ଡା ସହର ଅଭିମୁଖେ ଯାଉଥିଲା, କିନ୍ତୁ ମଝି…

ଜଗତସିଂହପୁରରେ ପୁଣି କୂଳ ଲଙ୍ଘିଲା ସମୁଦ୍ର, ୫୦୦ ମିଟର ଜନବସତି ଆଡ଼କୁ ମାଡ଼ି ଆସିଲା ପାଣି

ଏରସମା,୨୪।୭(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲାର ଅନ୍ୟତମ ମୁଖ୍ୟ ପର୍ଯ୍ୟଟନସ୍ଥଳ ଭାବେ ପରିଚିତ ଏରସମା ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତସ୍ଥିତ ଶିଆଳି ବେଳାଭୂମିରେ ସମୁଦ୍ର ଜୁଆର ଉଗ୍ର ରୂପ ଧାରଣ କରିଛି। ଅମାବାସ୍ୟା ପ୍ରଭାବରେ ମଙ୍ଗଳବାର ବିଳମ୍ବିତ ରାତିରେ ଲୁଣାଜୁଆର କୂଳ ଲଂଘିଛି।…

ଅନିଲ ଅମ୍ବାନୀଙ୍କ କମ୍ପାନୀରେ ପଶିଲା ED: ୩,୦୦୦ କୋଟି ଟଙ୍କାର ଠକେଇ ଅଭିଯୋଗ

ମୁମ୍ବାଇ,୨୪।୭: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଗୁରୁବାର ଶିଳ୍ପପତି ଅନିଲ ଅମ୍ବାନୀଙ୍କ ମୁମ୍ବାଇରେ ଥିବା କମ୍ପାନୀଗୁଡ଼ିକ ସହିତ ଜଡିତ ଅନେକ ସ୍ଥାନରେ ଚଢାଉ କରିଛି। ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ରିଲାଏନ୍ସ କମ୍ୟୁନିକେସନ୍ସ ଏବଂ ଏହାର ପ୍ରମୋଟର-ନିର୍ଦ୍ଦେଶକ ଅନିଲ ଡି ଅମ୍ବାନୀଙ୍କୁ ‘ଠକେଇ’…

ଥାଇଲ୍ୟାଣ୍ଡର କାମ୍ବୋଡିଆ ଉପରେ ଏୟାର ଷ୍ଟ୍ରାଇକ୍, ଭାରତଠାରୁ କିଣିଥିଲା ମିସାଇଲ

ନୂଆଦିଲ୍ଲୀ,୨୪।୬: ଥାଇଲ୍ୟାଣ୍ଡ ଓ କାମ୍ବୋଡିଆ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଥାଇଲ୍ୟାଣ୍ଡ ଗୁରୁବାର କାମ୍ବୋଡିଆର ସାମରିକ ଲକ୍ଷ୍ୟସ୍ଥଳ ଉପରେ ଏୟାର ଷ୍ଟ୍ରାଇକ୍ କରିଥିବା ଘୋଷଣା କରିଛି। ଏହି ଆକ୍ରମଣ ପୂର୍ବରୁ ଥାଇ ଅଧିକାରୀମାନେ ଦାବି କରିଥିଲେ ଯେ, କାମ୍ବୋଡିଆର ଆର୍ଟିଲେରୀ ଶେଲିଂ…

ଦେଶବାସୀଙ୍କ ପାଇଁ ଖୁସି ଖବର: ଆଜି ଐତିହାସିକ ଚୁକ୍ତି ସ୍ବାକ୍ଷର କରିବେ ମୋଦି

ଲଣ୍ଡନ,୨୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଐତିହାସିକ ୟୁକେ ଗସ୍ତରେ ଯାଇ ଲଣ୍ଡନ ପହଞ୍ଚିଛନ୍ତି। ଏଠାରେ ସେ ଆଗାମୀ ୨୪ ଘଣ୍ଟା ରହିବେ। ଏହି ସମୟ ମଧ୍ୟରେ ସେ ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କୁ ଭେଟିବେ। ଉଭୟ ନେତା ଐତିହାସିକ ୟୁକେ-ଭାରତ…

ବଳଙ୍ଗା ଛାତ୍ରୀ ପୋଡ଼ି ଘଟଣା: ଦିଲ୍ଲୀ AIIMSରୁ ଆସିଲା ବଡ଼ ଖବର

ପୁରୀ,୨୪।୬: ବଳଙ୍ଗାରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଦୁର୍ବୃତ୍ତମାନେ ନିର୍ମମ ଭାବେ ପେଟ୍ରୋଲ ଢାଳି ପୋଡ଼ିଦେବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାରେ ପୀଡ଼ିତାଙ୍କ ଶରୀରର ୭୫ ପ୍ରତିଶତ ପୋଡ଼ିଯାଇଥିବା ଯୋଗୁଁ ତାଙ୍କୁ ପ୍ରଥମେ ଭୁବନେଶ୍ୱର AIIMSରେ…

ଭାଜପାରୁ ହେବେ ପରବର୍ତ୍ତୀ ଉପରାଷ୍ଟ୍ରପତି, ଏହି ନେତାଙ୍କୁ ମିଳିବ ଦାୟିତ୍ଵ

ନୂଆଦିଲ୍ଲୀ, ୨୪।୭: ଭାରତର ପରବର୍ତୀ ଉପରାଷ୍ଟ୍ରପତି ଭାରତୀୟ ଜନତା ପାର୍ଟି (ଭାଜପା)ର ଜଣେ ବରିଷ୍ଠ ନେତା ହେବେ ବୋଲି ଦଳର ଶୀର୍ଷ ସୂତ୍ରରୁ ଜଣାପଡ଼ିଛି। ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ଅଚାନକ ଇସ୍ତଫା ପରେ ଏହି ପଦ ପାଇଁ ଭାଜପା ନିଜ…

ଓଡ଼ିଶାର ୨୮% ଶିଶୁ ଶାରୀରିକ ଅବିକଶିତ

ଓଡ଼ିଶାର ୬ ବର୍ଷରୁ କମ୍‌ ପ୍ରାୟ ୨୮ ପ୍ରତିଶତ ଶିଶୁ ଅବିକଶିତ ବା ଶାରୀରିକ ଭାବେ ଦୁର୍ବଳ ହୋଇଥିବାବେଳେ ୧୨ ପ୍ରତିଶତ କୁପୋଷଣର ଶିକାର। ସେହିପରି ଶୂନରୁ ୫ ବର୍ଷ ବୟସ ମଧ୍ୟରେ ୩.୨୧ ପ୍ରତିଶତ ପିଲା ଉଚ୍ଚତା ତୁଳନାରେ ପତଳା…

ପ୍ରବଳ ବର୍ଷା: ନୃସିଂହନାଥ ଭୀମ ମଣ୍ଡୁଆ ଉପରେ ଫସି ରହିଛନ୍ତି ୧୭ ଯାତ୍ରୀ, ଅଧା ବାଟରେ…

ପାଇକମାଳ, ୨୩।୭(ବଡ ଶତପଥୀ): ବରଗଡ଼ ଜିଲା ପାଇକମାଳ ନୃସିଂହ ନାଥ ପୀଠକୁ ଆସିଥିବା ୧୭ ଜଣ ଶ୍ରଦ୍ଧାଳୁ ନୃସିଂହନାଥ ଜଙ୍ଗଲ ଉପରେ ଥିବା ଭୀମ ମଣ୍ଡୁଆ ନିକଟରେ ଫସି ରହିଥିବା ଜଣାପଡିଛି। ପାଇକମାଳ ପୋଲିସ, ଜଙ୍ଗଲ ବିଭାଗ କର୍ମଚାରୀ, ଅଗ୍ନିଶମ ବିଭାଗ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri