ଭାରତକୁ ଜୋରଦାର ଝଟ୍କା ଦେଲେ ଟ୍ରମ୍ପ: ଏବେ ଆଉ ମିଳିବନି ଚାକିରି!
ଓ୍ବାଶିଂଟନ୍,୨୫।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତର ସ୍ବାର୍ଥ ବିରୋଧରେ ବୟାନବାଜି ଥମିବାର ନାଁ ନେଉନାହିଁ। ଆମେରିକୀୟ ଟେକ କମ୍ପାନୀଗୁଡ଼ିକରେ ଉଚ୍ଚ ପ୍ରଶିକ୍ଷିତ ଭାରତୀୟଙ୍କ ନିଯୁକ୍ତି ବିରୋଧରେ ଟ୍ରମ୍ପ ଆହ୍ବାନ ଦେଇଛନ୍ତି। ୱାଶିଂଟନରେ ଅନୁଷ୍ଠିତ ଏକ ଏଆଇ ସମ୍ମିଳନୀ ସମୟରେ, ଆମେରିକୀୟ…
ଓଡ଼ିଶା ଟେକ୍ସର ଶୁଭାରମ୍ଭ: ସୃଷ୍ଟି ହେବ ୨୫ ହଜାରରୁ ଅଧିକ ନିଯୁକ୍ତି
ଭୁବନେଶ୍ୱର,୨୫ା୭: ଲୋକସେବା ଭବନରେ ଶୁକ୍ରବାର ଓଡ଼ିଶା ଟେକ୍ସର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିସହ ୬ଟି ଟେକ୍ସଟାଇଲ ପାର୍କର ମଧ୍ୟ ଉଦ୍ଘାଟନ କରିଛନ୍ତି। ବଲାଙ୍ଗୀର, ଜଗତସିଂହପୁର, କେନ୍ଦୁଝର, ସମ୍ବଲପୁର, କଟକ ଏବଂ ଗଞ୍ଜାମ ଜିଲାରେ ଟେକ୍ସଟାଇଲ ପାର୍କ ଉଦ୍ଘାଟିତ…
ଏହି ସବୁ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ସତର୍କ ରହିବାକୁ ଚିଠି ଲେଖିଲେ SRC
ଭୁବନେଶ୍ୱର,୨୫।୭: ଅବପାତ ବର୍ଷାକୁ ନେଇ ସବୁ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି SRC। ସବୁ ଜିଲାପାଳଙ୍କୁ ସଜାଗ ରହିବାକୁ ମଧ୍ୟ SRC ପରାମର୍ଶ ଦେଇଛନ୍ତି। ମୟୂରଭଞ୍ଜ, କେନ୍ଦୁଝର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ରହିଛି। ସେହିପରି ଅନୁଗୋଳ, ଢେଙ୍କାନାଳ…
ଡ୍ରୋନ୍ରୁ ମିସାଇଲ ଲଞ୍ଚ କଲା ଭାରତ: ସାମରିକ ଶକ୍ତିରେ ବଡ଼ ବୃଦ୍ଧି
ନୂଆଦିଲ୍ଲୀ,୨୫।୭: ଭାରତ ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲରେ ଜାତୀୟ ଓପନ୍ ଏରିଆ ରେଞ୍ଜ (NOAR)ରେ ଡ୍ରୋନ୍ଲଞ୍ଚ ସଠିକ୍ ମାର୍ଗନିର୍ଦ୍ଦିଷ୍ଟ ମିସାଇଲ (ULPGM-V3)ର ସଫଳତାର ସହିତ ପରୀକ୍ଷଣ କରିଛି। ଡିଫେନ୍ସ ରିସର୍ଚ୍ଚ ଅଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେଶନ (DRDO) ଏହି ପରୀକ୍ଷଣ କାର୍ଯ୍ୟକରିଛି, ଯାହା ଭାରତର ସାମରିକ…
PM Modi Maldives Visit: ମାଳଦ୍ୱୀପରେ ମୋଦିଙ୍କୁ ଭବ୍ୟ ସ୍ବାଗତ, ବିମାନବନ୍ଦରରେ ପହଞ୍ଚିଲେ ମୁଇଜୁଙ୍କ ପୁରା କ୍ୟାବିନେଟ
ମାଲେ,୨୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ତାଙ୍କର ଚାରି ଦିନିଆ ବ୍ରିଟେନ ଏବଂ ମାଳଦ୍ୱୀପ ଗସ୍ତରେ ଅଛନ୍ତି। ବ୍ରିଟେନରେ ତାଙ୍କର ଦୁଇ ଦିନିଆ ସରକାରୀ ଗସ୍ତ ଶେଷ କରିବା ପରେ, ପ୍ରଧାନମନ୍ତ୍ରୀ ମୋଦି ଆଜି ମାଳଦ୍ୱୀପ ପହଞ୍ଚିଛନ୍ତି। ଶୁକ୍ରବାର ମାଳଦ୍ୱୀପ ରାଜଧାନୀ…
ବ୍ରାଉଜରର ପଛରେ କୋଟିପତି: ୧ ବିଲିୟନ ଡଲାର ଟପିଲା ସୁନ୍ଦର ପିଚାଇଙ୍କ ସମ୍ପତ୍ତି
ନୂଆଦିଲ୍ଲୀ,୨୫ା୭: ଆଲଫାବେଟ୍ ସିଇଓ ସୁନ୍ଦର ପିଚାଇ ଏକ ବଡ଼ ଆର୍ଥିକ ସଫଳତାର ଶୃଙ୍ଗକୁ ଛୁଇଁଛନ୍ତି। ଯେଉଁଠାରେ ତାଙ୍କର ମୋଟ ସମ୍ପତ୍ତି (ନେଟ୍ ୱର୍ଥ) ବ୍ଲୁମବର୍ଗ ବିଲିୟନେର୍ସ ଇଣ୍ଡେକ୍ସ ଅନୁଯାୟୀ ୧.୧ ବିଲିୟନ ଡଲାରକୁ ଅତିକ୍ରମ କରିଛି। ଏହାର ମୁଖ୍ୟ କାରଣ ଆଲଫାବେଟ୍…
ଚାଇନା ମାଟିରୁ ନାଲିଆଖି ଦେଖାଇଲେ ମୁନିର: କହୁ କହୁ କହିଦେଲେ…
ବେଜିଂ,୨୫।୭: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନା ଗସ୍ତରେ ଅଛନ୍ତି। ଚାଇନା ଏବଂ ପାକିସ୍ତାନ ମଧ୍ୟରେ ବନ୍ଧୁତା ଦୃଷ୍ଟିରୁ ତାଙ୍କ ଗସ୍ତକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ। ଚାଇନା ପହଞ୍ଚିବା ପରେ ମୁନିର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କୁ ଭେଟିଥିଲେ।…
ସ୍କୁଲ ଛୁଟି ଘୋଷଣା
ଭୁବନେଶ୍ୱର,୨୫।୭: ରାଜ୍ୟର ବିଭିନ୍ନ ଜିଲାରେ ଲଘୁଚାପ ଜନୀତ ବର୍ଷା ଲାଗି ରହିଥିବା ବେଳେ ବଡ଼ ଘୋଷଣା କରିଛି ପ୍ରଶାସନ। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜର ସବୁ ସରକାରୀ ଓ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ…
ବୃଦ୍ଧ ମାତାପିତାଙ୍କ ଯତ୍ନ ପାଇଁ ୩୦ ଦିନିଆ ଛୁଟି ନେଇପାରିବେ ସରକାରୀ କର୍ମଚାରୀ
ନୂଆଦିଲ୍ଲୀ, ୨୫ା୭: ବୃଦ୍ଧ ମାତାପିତାଙ୍କ ଯତ୍ନ ପାଇଁ କେନ୍ଦ୍ର ସରକାରୀ କର୍ମଚାରୀ ୩୦ ଦିନିଆ ଛୁଟି ନେଇପାରିବେ। କାର୍ମିକ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଗୁରୁବାର ରାଜ୍ୟ ସଭାରେ ସୂଚନା ଦେଇଛନ୍ତି। ବୃଦ୍ଧ ମାତାପିତାଙ୍କ ଯତ୍ନ ପାଇଁ କର୍ମଚାରୀ ଛୁଟି ପାଇବାର ବ୍ୟବସ୍ଥା…
ଡେପୁଟି ରେଞ୍ଜରଙ୍କ ଘରେ ବିଡ଼ା ବିଡ଼ା ଟଙ୍କା, ଜବତ ହେଲାଣି ନଗଦ ୧ କୋଟି ୪୪ ଲକ୍ଷ ଟଙ୍କା
କୋରାପୁଟ/ଜୟପୁର,୨୫ା୭(ଅମିତାଭ ବେହେରା/ପବନ ପାଣିଗ୍ରାହୀ): ଜୟପୁର ଫରେଷ୍ଟ ଡିଭିଜନର ଡେପୁଟି ରେଞ୍ଜର ତଥା ଇନଚାର୍ଜ ରେଞ୍ଜର ରାମଚନ୍ଦ୍ର ନାୟକଙ୍କ ବିରୋଧରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ କାର୍ଯ୍ୟାନୁଷ୍ଠାନ କରିଛି। ଶୁକ୍ରବାର ସକାଳ ୯:୪୧ରୁ ଜୟପୁର ଓ ଭୁବନେଶ୍ୱରର ୬ଟି ସ୍ଥାନରେ…
ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ଅବପାତ ସୃଷ୍ଟି, ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର,୨୫ା୭: ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ଅଞ୍ଚଳରେ ଏକ ଅବପାତ ସୃଷ୍ଟି ହୋଇଛି, ଯାହାକୁ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (IMD) ଗୁରୁତ୍ୱପୂର୍ଣ୍ଣ ସତର୍କ ସୂଚନା ଜାରି କରିଛି। ଏହି ଅବପାତ ପ୍ରଭାବରେ ଓଡ଼ିଶାରେ ୨୮ ଜୁଲାଇ ୨୦୨୫…
ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ ଜୟପୁର ଡେପୁଟି ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍
କୋରାପୁଟ,୨୫ା୭(ପବନ ପାଣିଗ୍ରାହୀ): ଜୟପୁର ଫରେଷ୍ଟ ଡେପୁଟି ରେଞ୍ଜର ରାମଚନ୍ଦ୍ର ନାୟକଙ୍କ ବିରୋଧରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଶୁକ୍ରବାର ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି।ସକାଳ ୯:୪୧ରୁ ଜୟପୁର ଓ ଭୁବନେଶ୍ୱରର ସମେତ ୬ଟି ସ୍ଥାନରେ ଚଢ଼ାଉ ଚାଲିଛି। ଏହି…
Archives


