୨୩୯ ଦିନରେ ତାଇଓ୍ବାନରେ ୯୬୧ ଥର ଅନୁପ୍ରବେଶ…
ବେଜିଂ, ୨୩।୫ : ତାଇୱାନରେ ଚାଇନା ସୈନ୍ୟଙ୍କର ଅନୁପ୍ରବେଶ ବୃଦ୍ଧି ପାଇବାରେ ଲାଗିଛି। ଏକ ରିପୋର୍ଟ ଅନୁଯାୟୀ, ମେ ମାସରେ ଚାଇନାର ୬୮ ସାମରିକ ବିମାନ ତାଇୱାନର ଆକାଶ ମାର୍ଗ ସୀମାରେ ଅନୁପ୍ରବେଶ କରିଥିଲା। ସେଥିମଧ୍ୟରେ ୩୦ଟି ଯୁଦ୍ଧ ବିମାନ, ୧୯…
ଭାରତୀୟ ରେଲୱେ ଟ୍ରାକ ଉପରେ ଆଇଏସ୍ଆଇର ନଜର, ଗୋଇନ୍ଦା ରିପୋର୍ଟ ଜାରି…
ନୂଆଦିଲ୍ଲୀ, ୨୩।୫ : ଭାରତରେ ରେଲୱେ ଟ୍ରାକ ଉପରେ ଆକ୍ରମଣ କରିବା ପାଇଁ ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସଆଇ ଷଡ଼ଯନ୍ତ୍ର ରଚିଛି। ଏ ସମ୍ପର୍କରେ ଭାରତୀୟ ଗୋଇନ୍ଦା ସଂସ୍ଥା ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଇଛି। ସ୍ଲିପର ସେଲ ସହିତ…
ରାଜଧାନୀରେ ପ୍ରବଳ ବର୍ଷା, ୧୦୦ରୁ ଅଧିକ ବିମାନ ଉଡ଼ାଣ ପ୍ରଭାବିତ…
ନୂଆଦିଲ୍ଲୀ, ୨୩।୫ : ରାଜଧାନୀ ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁ ସୋମବାର ସକାଳ ପ୍ରାୟ ୬ଟା ୩୦ରୁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଚଳାଚଳ ପ୍ରଭାବିତ ହୋଇଛି। ପ୍ରବଳ ପବନ ଏବଂ ବଜ୍ରପାତ ଯୋଗୁ ୧୯ ଟି ବିମାନର ଲକ୍ଷ୍ୟସ୍ଥଳକୁ…
‘ଚାଇନା ବିପଦ ସହ ଖେଳୁଛି’
ଓ୍ବାଶିଂଟନ,୨୩ା୫: ଜାପାନର ରାଜଧାନୀ ଟୋକିଓରେ କ୍ୱାଡ୍ ସମ୍ମିଳନୀ ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଏହି ସମୟ ମଧ୍ୟରେ, ତାଇବାନକୁ ଚାଇନାର ଆକ୍ରୋଶରୁ ରକ୍ଷା କରିବାରେ ଆମେରିକା ସାହାଯ୍ୟ କରିବ…
ବାଇଡେନ୍ଙ୍କ ଖୋଲା ଧମକ, ତାଇଓ୍ବାନ ଉପରେ ଆକ୍ରମଣ କଲେ ଆମେରିକା ସୈନ୍ୟ ଚାଇନାକୁ ଦେବେ ଜବାବ…
ଓ୍ବାଶିଂଟନ/ଟୋକିଓ, ୨୩।୫ : କ୍ୱାଡ ସମ୍ମିଳନୀରେ ଯୋଗଦେବା ପାଇଁ ଜାପାନର ଟୋକିଓରେ ପହଞ୍ଚିଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଚାଇନାକୁ ଖୋଲା ଧମକ ଦେଇଛନ୍ତି। ବାଇଡେନ୍ କହିଛନ୍ତି ଯେ ତାଇଓ୍ବାନ ଉପରେ ଚାଇନା କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଆମେରିକା…
କରୋନା ସଙ୍କଟରେ ୩ ସଂକ୍ରମଣର ଦୋହରା ମାଡ଼…
ଜେନେଭା, ୨୩।୫ : କରୋନା ମହାମାରୀ ଯୋଗୁ ପୃଥିବୀରେ ସଙ୍କଟ ଦେଖାଦେଇଛି। କରୋନା ସଙ୍କଟରେ ଯୁଝୁ ଥିବା ପୃଥିବୀ ଉପରେ ୩ ସଂକ୍ରମଣର ଦୋହରା ମାଡ଼ ଆରମ୍ଭ ହୋଇଛି। ଟମାଟୋ ଫ୍ଲୁ , ହେପାଟାଇଟିସ୍ ଏବଂ ମଙ୍କିପକ୍ସ୍ ସଂକ୍ରମଣ ଯୋଗୁ ପୃଥିବୀର…
ପୃଥିବୀର ଅର୍ଥ ବ୍ୟବସ୍ଥା ଟଳମଳ…
ଓ୍ବାଶିଂଟନ/ମସ୍କୋ, ୨୩।୫ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୪ ମାସ ବିତିଛି। ଯୁଦ୍ଧ ଯୋଗୁ ପୃଥିବୀର ଅର୍ଥ ବ୍ୟବସ୍ଥା ଟଳମଳ ହେବାରେ ଲାଗିଛି। ଯୁଦ୍ଧରେ ଦୁର୍ବଳ ୟୁକ୍ରେନ ବର୍ତ୍ତମାନ ପର୍ଯ୍ୟନ୍ତ ଶକ୍ତିଶାଳୀ ରୁଷିଆକୁ ଚ୍ୟାଲେଞ୍ଜ ଦେଇ ଚାଲିଛି। ଏହା…
ପୁଣି ଯୁଦ୍ଧ, ତାଇଓ୍ବାନ ଉପରେ ଆକ୍ରମଣ କରିପାରେ ଚାଇନା, ଜେନେରାଲଙ୍କ ଅଡ଼ିଓ ଲିକ୍…
ବେଜିଂ, ୨୩।୫ : ରୁଷିଆ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ପୁଣି ନୂଆ ଯୁଦ୍ଧ ହେବାକୁ ଯାଉଛି। ଚାଇନା ଶୀଘ୍ର ତାଇୱାନ ଉପରେ ଆକ୍ରମଣ କରିବାକୁ ଯାଉଛି। ଚାଇନା ତାଇଓ୍ବାନ ଉପରେ ଆକ୍ରମଣ କରିବା ନେଇ ଏକ ଅଡ଼ିଓ…
ଫିନ୍ଲାଣ୍ଡ ଉପରେ ଆକ୍ରମଣ କରିବ ରୁଷିଆ
ମସ୍କୋ,୨୩ା୫: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେବାର ୪ ମାସ ବିତିଲାଣି। ଏହି ସମୟରେ ରୁଷିଆ ଏବଂ ଫିନ୍ଲାଣ୍ଡ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ପ୍ରକୃତରେ ରୁଷିଆ ଫିନ୍ଲାଣ୍ଡ ଏବଂ ସ୍ବିଡେନର ନାଟୋର ସଦସ୍ୟତା ଉପରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛି। ଫିନ୍ଲାଣ୍ଡକୁ…
ଦରଦାମ୍ କମାଇବା ପାଇଁ ସରକାର ଅତିରିକ୍ତ ଭାବେ ଖର୍ଚ୍ଚ କରିବେ ୨ ଲକ୍ଷ କୋଟି…
ନୂଆଦିଲ୍ଲୀ, ୨୩।୫ : କରୋନାରୁ ପୁନରୁଦ୍ଧାର ହୋଇଥିବା ଅର୍ଥନୀତି ପାଇଁ ମୁଦ୍ରାସ୍ଫୀତି ଏକ ନୂତନ ଆହ୍ବାନ ପାଲଟିଛି । ଏହାକୁ ରୋକିବା ପାଇଁ ସରକାର ନୂତନ ପଦକ୍ଷେପ ନେଉଛନ୍ତି। ଏହି କ୍ରମରେ ଅର୍ଥମନ୍ତ୍ରୀ ନିର୍ମଳାସୀତାରମଣ ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ…
ସମୁଦ୍ର ମଝିରେ ବୋଟ୍ରେ ଲାଗିଲା ନିଆଁ, ୭ ମୃତ
ମାନିଲା,୨୩ା୫: ଫିଲିପାଇନ୍ସରେ ଏକ ବଡ଼ ଦୁର୍ଘଟଣା ଘଟିଛି। ସୋମବାର ଉତ୍ତର-ପୂର୍ବ ଫିଲିପାଇନ୍ସ ନିକଟରେ ୧୨୦ରୁ ଅଧିକ ଲୋକଙ୍କୁ ନେଇ ଯାଉଥିବା ଏକ ବୋଟ୍ରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ପରେ ତୁରନ୍ତ ୧୦୫ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା ବୋଲି କୋଷ୍ଟଗାର୍ଡ କହିଛନ୍ତି।…
ରୁହ ସତର୍କ, ଏବେ ବି ଶେଷ ହୋଇନି କରୋନା…
ଜେନେଭା, ୨୩।୫ : ବିଶ୍ୱ ସୱାସ୍ଥ୍ୟ ସଂଗଠନ ମୁଖ୍ୟ ଚେତାବନୀ ଦେଇଛନ୍ତି ଯେ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ବି ମହାମାରୀ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ସେ ପୃଥିବୀର ବିଭିନ୍ନ ଦେଶର ସରକାରମାନଙ୍କୁ ସତର୍କ ରହିବାକ ପରାମର୍ଶ ଦେଇଛନ୍ତି। ଜେନେଭାରେ…
Archives


