ମିଶନ ସୁଦର୍ଶନ ଚକ୍ର କ’ଣ: ଲାଲକିଲ୍ଲାରୁ ମୋଦି କଲେ ଘୋଷଣା
ନୂଆଦିଲ୍ଲୀ,୧୫।୮: ପ୍ରଧାନମନ୍ତ୍ରୀ ମୋଦି ଦେଶର ସୁରକ୍ଷା ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। ସେ ସୁଦର୍ଶନ ଚକ୍ର ମିଶନ ଆରମ୍ଭ କରିବାର ଘୋଷଣା କରିଛନ୍ତି। ଏହା ଏକ ଶକ୍ତିଶାଳୀ ଅସ୍ତ୍ର ପ୍ରଣାଳୀ ହେବ, ଏହା କେବଳ ଶତ୍ରୁର ଆକ୍ରମଣକୁ ନିରପେକ୍ଷ କରିବ…
ଯୁବଗୋଷ୍ଠୀଙ୍କ ମୁହଁରେ ହସ ଫୁଟାଇଲେ ମୋଦି: ମିଳିବ ୧୫ ହଜାର ଟଙ୍କା
ନୂଆଦିଲ୍ଲୀ,୧୫।୮: ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାର ପ୍ରାଚୀରରେ ପତାକା ଉତ୍ତୋଳନ କରିଥିଲେ। ଏହି ସମୟରେ ସେ ଦେଶକୁ ସମ୍ବୋଧିତ ମଧ୍ୟ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଏହି ସମୟରେ ଅନେକ ଘୋଷଣା ମଧ୍ୟ କରିଛନ୍ତି। GST ସମୀକ୍ଷା ସହିତ, ପ୍ରଧାନମନ୍ତ୍ରୀ…
ବଡ଼ ଘୋଷଣା କଲେ ମୋଦି: ଦୀପାବଳିରେ ଦେଶବାସୀଙ୍କୁ ଦିଆଯିବ ବଡ଼ ଉପହାର
ନୂଆଦିଲ୍ଲୀ,୧୫।୮: ଆଜି ଭାରତ ତା’ର ୭୯ତମ ସ୍ବାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହା ସହ ସେ ଏକ…
OTET ବିନା ନିଯୁକ୍ତି ନିୟମିତକରଣ: ଓଡ଼ିଶାରେ ଶିକ୍ଷକ ନିଯୁକ୍ତି ନୀତି ଉଲ୍ଲଂଘନର ତଦନ୍ତ ଆରମ୍ଭ
ଭୁବନେଶ୍ୱର,୧୫।୮: ଓଡ଼ିଶାରେ ଅନେକ କନିଷ୍ଠ ଶିକ୍ଷକ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) ଉତ୍ତୀର୍ଣ୍ଣ ନହୋଇ ମଧ୍ୟ ଛଅ ବର୍ଷ ସେବା ପରେ ସରକାରୀ ଚାକିରିରେ ନିୟମିତ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏହି ଘଟଣାକୁ ଗୁରୁତର ଭାବେ ଗ୍ରହଣ କରି…
ପାକିସ୍ତାନର ନିଦ ହଜାଇ ଦେଲେ ମୋଦି: ଲାଲକିଲ୍ଲାରୁ ଦେଲେ ଏମିତି ଚେତାବନୀ
ନୂଆଦିଲ୍ଲୀ,୧୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୯ତମ ସ୍ବାାଧୀନତା ଦିବସରେ ଲାଲକିଲ୍ଲାରୁ ଦେଶକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଆଜି, ମୁଁ ଲାଲକିଲ୍ଲାରୁ ଅପରେଶନ ସିନ୍ଦୂରର ସାହସୀ ସୈନିକମାନଙ୍କୁ ସଲାମ କରିବାର ସୁଯୋଗ…
FASTag ବାର୍ଷିକ ପାସ ଆରମ୍ଭ: ମାତ୍ର ୩ଟି ସହଜ ପଦକ୍ଷେପରେ ହେବ ସକ୍ରିୟ, ଜାଣନ୍ତୁ ପ୍ରକ୍ରିୟା
ନୂଆଦିଲ୍ଲୀ,୧୫।୮: ଜାତୀୟ ରାଜମାର୍ଗ ଓ ଏକ୍ସପ୍ରେସୱେରେ ଯାତାୟାତକୁ ଅଧିକ ସୁବିଧାଜନକ ଓ ଖର୍ଚ୍ଚସାପେକ୍ଷ କରିବା ପାଇଁ ଜାତୀୟ ରାଜମାର୍ଗ ପ୍ରାଧିକରଣ (NHAI) ଶୁକ୍ରବାର, ୧୫ ଅଗଷ୍ଟ ୨୦୨୫ରୁ FASTag ବାର୍ଷିକ ପାସ ଆରମ୍ଭ କରିଛି। ଏହି ପାସ ମାତ୍ର ୩,୦୦୦ ଟଙ୍କାରେ…
ଲାଲକିଲ୍ଲାରୁ ପାକିସ୍ତାନକୁ ଚେତାବନୀ ଦେଲେ ପ୍ରଧାନମନ୍ତ୍ରୀ ମୋଦି: କହୁ କହୁ କହିଦେଲେ…
ନୂଆଦିଲ୍ଲୀ,୧୫।୮: ଆଜି ଭାରତ ତା’ର ୭୯ତମ ସ୍ବାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି, ଏହି ପର୍ବ ଦେଶରେ…
ଭୁବନେଶ୍ୱରରେ ହେବ ଭାରତର ସର୍ବବୃହତ ବିମାନ ମରାମତି କେନ୍ଦ୍ର: ମିଳିବ ବଡ଼ ନିଯୁକ୍ତି ସୁଯୋଗ
ଭୁବନେଶ୍ୱର,୧୫।୮: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଭାରତର ସର୍ବବୃହତ ମେଣ୍ଟେନାନ୍ସ, ରିପେୟାର ଓ ଓଭରହଲ (ଏମଆରଓ) କେନ୍ଦ୍ର ସ୍ଥାପନ ହେବାକୁ ଯାଉଛି, ଯାହା ଓଡ଼ିଶାରେ ଅର୍ଥନୀତି ଓ ନିଯୁକ୍ତି ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ରାଜ୍ୟ କ୍ୟାବିନେଟ ଏହି ପ୍ରସ୍ତାବକୁ…
ଲାଲକିଲ୍ଲାରେ ତ୍ରିରଙ୍ଗା ଉଡ଼ାଇଲେ ମୋଦି: ଦେଶବାସୀଙ୍କୁ କରୁଛନ୍ତି ସମ୍ବୋଧନ
ନୂଆଦିଲ୍ଲୀ,୧୫।୮: ଦେଶ ଆଜି ୧୫ ଅଗଷ୍ଟ ୨୦୨୫ରେ ୭୯ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ଐତିହାସିକ ଲାଲକିଲ୍ଲାର ପ୍ରାଚୀରରେ ତ୍ରିରଙ୍ଗ ଉଡ଼ାଇଛନ୍ତି। ଏହି ଅବସରରେ ସେ ଦେଶବାସୀଙ୍କୁ ମଧ୍ୟ ସମ୍ବୋଧିତ କରୁଛନ୍ତି। ସ୍ବାଧୀନତାର ଉତ୍ସବକୁ ଦୃଷ୍ଟିରେ…
ସ୍ବାଧୀନତା ଦିବସରେ ଦେଶବାସୀଙ୍କୁ ଏମିତି କହିଦେଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୧୫।୮: ଆଜି ଭାରତ ତା’ର ୭୯ତମ ସ୍ବାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଏକ୍ସରେ ଲେଖିଛନ୍ତି, ଆପଣମାନଙ୍କୁ ସମସ୍ତଙ୍କୁ ସ୍ବାଧୀନତା ଦିବସର ଶୁଭେଚ୍ଛା। ମୁଁ କାମନା କରୁଛି ଯେ ଏହି…
ବର୍ଷାରୁ ତ୍ରାହି ନାହିଁ: ଲଘୁଚାପ ସକ୍ରିୟ, ୧୯ ପର୍ଯ୍ୟନ୍ତ ବର୍ଷିବ
ଭୁବନେଶ୍ୱର,୧୫।୮: ଉତ୍ତର-ପଶ୍ଚିମ ଏବଂ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳ ସଂଲଗ୍ନ ଅଞ୍ଚଳ ଉପରେ ଲଘୁଚାପ ସକ୍ରିୟ ରହିଛି। ଏହା ସହିତ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୭.୬ କି.ମି. ଉପରେ ଦକ୍ଷିଣ ଆଡ଼କୁ ଢଳି ରହିଛି।…
ବାଦଲଫଟା ବର୍ଷାରେ ୪୬ ମୃତ: ୧୬୭ ଉଦ୍ଧାର, ଅନେକ ନିଖୋଜ
ଜମ୍ମୁ,୧୫ା୮: ମଚାଇଲ ମାତା ମନ୍ଦିରକୁ ଯିବାକୁ ହେଲେ କିସ୍ତଓ୍ବାର ସହରରୁ ୯୦ କି.ମି. ଦୂର ଚଶୋତି ଗ୍ରାମ ପର୍ଯ୍ୟନ୍ତ ଗାଡ଼ିରେ ଯିବାକୁ ପଡ଼ିଥାଏ। ୯,୫୦୦ ଫୁଟ୍ ଉଚ୍ଚତାରେ ଥିବା ମଚାଇଲ ମାତା ପୀଠକୁ ୮.୫ କି.ମି. ବ୍ୟାପୀ ଟ୍ରେକିଂ ଏଇଠୁ ଆରମ୍ଭ…
Archives


