Home Middle

ଭାରତକୁ ୯ ଉଇକେଟ୍‌ରେ ପରାସ୍ତ କଲା ଅଷ୍ଟ୍ରେଲିଆ

ଇନ୍ଦୋର,୩।୩: ଚାରି ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟିମ ଇଣ୍ଡିଆକୁ ୯ ଉଇକେଟ୍‌ରେ ପରାସ୍ତ କରିଛି। ଏହି ବିଜୟ ସହିତ ଅଷ୍ଟ୍ରେଲିଆ ସିରିଜରେ ପ୍ରତ୍ୟାବର୍ତ୍ତନ କରିଛି। ପ୍ରଥମ ଦୁଇଟି ଟେଷ୍ଟ ଜିତିବା ପରେ ସିରିଜ୍‌ରେ ଭାରତ ୨-୧ରେ ଆଗୁଆ ରହିଛି।…

ଟ୍ରମ୍ପଙ୍କ ବିରୋଧରେ ମାମଲା ରୁଜୁ କରିବ ପୋଲିସ

ଓ୍ବାଶିଂଟନ,୩ା୩: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଆମେରିକାର ସଂସଦ (କ୍ୟାପିଟାଲ ହିଲ୍‌) ଦଙ୍ଗା ମାମଲାରେ ଅସୁବିଧା ବଢ଼ିପାରେ। ଆମେରିକା ସଂସଦରେ ଟ୍ରମ୍ପଙ୍କ ସମର୍ଥକଙ୍କ ଆକ୍ରମଣରେ ପୋଲିସ ଏବଂ ଅନ୍ୟମାନେ ଆହତ ହୋଇଥିବା ପୋଲିସ ବିଭାଗ କୋର୍ଟକୁ କହିଛି, ପୂର୍ବତନ…

ଟିକିରିରେ ଭୂକମ୍ପ

ଟିକିରି,୩ା୩(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରିରେ ଶୁକ୍ରବାର ସକାଳ ୫.୬ମିନିଟ୍‌ ଭୂକମ୍ପ ଅନୁଭୂତ ହୋଇଛି। ୨ରୁ ୩ ସେକେଣ୍ଡ ଧରି ଏହି ଭୂକମ୍ପ ହୋଇଥିଲା। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୩.୮ ଥିବାଜଣାପଡ଼ିଛି। ଅଞ୍ଚଳରେ ଥିବା ବିଭିନ୍ନ ଘରଦ୍ୱାର ଦୋହଲି…

ଭାରତର ଜି-୨୦ ନେତୃତ୍ୱକୁ ପ୍ରଶଂସା କଲା ଆମେରିକା

ୱାଶିଂଟନ,୩ ।୩: ଭାରତର ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ଜି-୨୦ ଦେଶର ବୈଦେଶିକ ମନ୍ତ୍ରୀଙ୍କ ଦୁଇ ଦିନିଆ ବୈଠକ ଶେଷ ହେବା ପରେ ଆମେରିକା ଭାରତର ଜି-୨୦ ନେତୃତ୍ୱକୁ ପ୍ରଶଂସା କରିଛି । ଆମେରିକା ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ନେଡ ପ୍ରାଇସ ଗୁରୁବାର…

ସୁନକଙ୍କ ବ୍ରେକ୍ସିଟ୍ ଡିଲକୁ ସମାଲୋଚନା କରି ବୋରିସ ଜନସନ କହିଛନ୍ତି, ସଂସଦରେ ଏହାକୁ ଭୋଟ ଦେବା ଅତ୍ୟନ୍ତ କଷ୍ଟକର ହେବ

ଲଣ୍ଡନ,୩ ।୩: ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଗୁରୁବାର ୟୁରୋପୀୟ ୟୁନିୟନ ସହ ପ୍ରଧାନମନ୍ତ୍ରୀ ରୁଷି ସୁନକଙ୍କ ନୂତନ ବ୍ରେକ୍ସିଟ୍ ଚୁକ୍ତିକୁ ସମାଲୋଚନା କରିଛନ୍ତି । ସଂସଦରେ ଏହାକୁ ଭୋଟ ଦେବାକୁ ଅତ୍ୟନ୍ତ କଷ୍ଟକର ହେବ ବୋଲି ଜନସନ କହିଛନ୍ତି…

ଉତ୍ତର-ପୂର୍ବାଞ୍ଚଳ ଏବେ ଦିଲ୍ଲୀ କିମ୍ବା ଦିଲ୍‌ରୁ ଦୂରରେ ନାହିଁ: ମୋଦି

ନୂଆଦିଲ୍ଲୀ,୨।୩: ଉତ୍ତର-ପୂର୍ବାଞ୍ଚଳ ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟ ବିଧାନସଭାରେ ଭାଜପାର ଦଖଲ ପରେ ଗୁରୁବାର ଦିଲ୍ଲୀ ସ୍ଥିତ ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ମକର୍ତ୍ତାଙ୍କୁ ସମ୍ବୋଧନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କର୍ମୀମାନଙ୍କୁ ଉତ୍ସାହିତ କରି ଗଣତାନ୍ତ୍ରିକ ପ୍ରକ୍ରିୟାରେ ଲୋକଙ୍କ ବିଶ୍ୱାସ ରହିଥିବା…

ଶାହାଙ୍କୁ ଫୋନ୍‌ କଲେ ସାଙ୍ଗ୍‌ମା

ଶିଲଙ୍ଗ,୨ା୩: ୬୦ ଆସନ ବିଶିଷ୍ଟ ମେଘାଳୟ ବିଧାନସଭାରେ ମ୍ୟାଜିକ୍‌ ନମ୍ବର ହେଉଛି ୩୧। ନିକଟରେ ଅନୁଷ୍ଠିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ କନରାଡ୍‌ ସାଙ୍ଗ୍‌ମାଙ୍କ ଦଳ ନ୍ୟାଶନାଲ ପିପୁଲ୍ସ ପାର୍ଟି (ଏନ୍‌ପିପି)କୁ ୨୭ ଆସନରେ ସଫଳତା ମିଳିଛି। ତେଣୁ ଲୋକ ସଭାର ପୂର୍ବତନ ବାଚସ୍ପତି…

ଭୁବନେଶ୍ୱରରେ ପହଞ୍ଚିଲା ପିଣ୍ଟୁ ନନ୍ଦଙ୍କ ପାର୍ଥୀବ ଶରୀର

ଭୁବନେଶ୍ୱର,୨।୩(ବ୍ୟୁରୋ): ଅଭିନେତା ପିଣ୍ଟୁ ନନ୍ଦଙ୍କ ପାର୍ଥୀବ ଶରୀର ଗୁରୁବାର ରାତିରେ ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଛି। ବର୍ତ୍ତମାନ ମୃତଦେହକୁ ଏକ ଘରୋଇ ହସ୍ପିଟାଲର ଶବଗୃହରେ ରଖାଯିବ। ଶୁକ୍ରବାର ଶେଷ ଦର୍ଶନ ପାଇଁ ଭୁବନେଶ୍ୱର ସ୍ଥିତ ବାସଭବନକୁ ତାଙ୍କ ପାର୍ଥୀବ ଶରୀର ଅଣାଯିବ। ଏହାପରେ…

ବିଦେଶୀ ଶବ୍ଦ ଉପରେ ପ୍ରତିବନ୍ଧକ ଲଗାଇଲେ ପୁଟିନ୍‌

ମସ୍କୋ,୨।୩: ରୁଷିଆ ରାଷ୍ଟ୍ରପତି ଭ୍ଲାଡିିମିର ପୁଟିନ ଦେଶର ସରକାରୀ ଅଧିକାରୀଙ୍କ ପାଇଁ ଏକ ନୂଆ ଆଦେଶ ଜାରି କରିଛନ୍ତି। ପୁଟିନ୍‌ଙ୍କ ନିର୍ଦ୍ଦେଶ ଅନୁଯାୟୀ, ସରକାରୀ କାର୍ଯ୍ୟ ସମୟରେ ଅଧିକାରୀମାନଙ୍କୁ ବିଦେଶୀ ଶବ୍ଦ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି। ପୁଟିନ୍‌ଙ୍କ ନୂତନ ନିୟମ…

ୟୁକ୍ରେନ୍ ବିବାଦକୁ କଥାବାର୍ତ୍ତା ଓ କୁଟନୀତି ଦ୍ୱାରା ସମାଧାନ କରିହେବ: ମୋଦି

ନୂଆଦିଲ୍ଲୀ,୨ ।୩: ରାଜଧାନୀ ଦିଲ୍ଲୀରେ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କ ସହ ସାକ୍ଷାତ୍ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ପ୍ରଧାନମନ୍ତ୍ରୀ ମେଲୋନିଙ୍କ ପ୍ରଥମ ଭାରତ ଯାତ୍ରାକୁ ନେଇ ମୁଁ ତାଙ୍କୁ ଓ ତାଙ୍କ ପ୍ରତିନିଧିମଣ୍ଡଳକୁ ସ୍ୱାଗତ କରୁଛି ।…

ଜିତିଲେ ମୁଖ୍ୟମନ୍ତ୍ରୀ

ଅଗରତାଲା,୨।୩: ତ୍ରିପୁରାରେ ପୁଣି ଭାଜପା ସରକାର ଗଢିବାକୁ ଯାଉଛି। ୬୦ଟି ଆସନ ବିଶିଷ୍ଠ ତ୍ରିପୁରା ବିଧାନସଭାରେ ଭାଜପା ୩୪ଟି ଆସନରେ ଏପର୍ଯ୍ୟନ୍ତ ଆଗୁଆ ଅଛି। ସେହିପରି ବାମ ଏବଂ କଂଗ୍ରେସ ମେଣ୍ଟ ୧୪ଟି ଆସନରେ ଆଗୁଆ ଥିବାବେଳେ ଟିଏମ୍‌ପି ୧୨ଟି ଆସନରେ…

ଚାଇନାକୁ କଡ଼ା ଜବାବ ଦେବ ତାଇଓ୍ବାନ: ଆମେରିକାଠାରୁ କିଣିବ ଶକ୍ତିଶାଳୀ କ୍ଷେପଣାସ୍ତ୍ର…

ତାଇପେ,୨।୩ : ଚାଇନାକୁ କଡ଼ା ଜବାବ ଦେବାକୁ ତାଇଓ୍ବାନ ଏବଂ ଆମେରିକା ଯୋଜନା କରିଛନ୍ତି। ତାଇୱାନକୁ ୬୧୯ ମିଲିୟନ ଡଲାର ମୂଲ୍ୟର ଅସ୍ତ୍ର ବିକ୍ରି କରିବା ପ୍ରସ୍ତାବକୁ ଆମେରିକା ଅନୁମୋଦନ କରିଛି। ଏହା ଅଧୀନରେ ତାଇୱାନ ବର୍ତ୍ତମାନ ଏଫ-୧୬ ଫ୍ଲାଇଟ କ୍ଷେପଣାସ୍ତ୍ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri