ଆହୁରି ଭୟଙ୍କର ହେଲା ବାତ୍ୟା! ଠିକ୍ ଏହି ଯାଗାରେ କରିବ ଲ୍ୟାଣ୍ଡଫଲ୍
ଆଜି ଗଭୀର ଅବପାତ, ସନ୍ଧ୍ୟାରେ ନେବ ବାତ୍ୟାର ରୂପ । ୨୮ ତାରିଖ ସଂଧ୍ୟାରୁ ମଧ୍ୟରାତ୍ର ଭିତରେ ଲ୍ୟାଣ୍ଡଫଲ୍ ସମ୍ଭାବନା । ଆନ୍ଧ୍ରପ୍ରଦେଶ କାକିନାଡ଼ା ପାଖରେ ଅତିକ୍ରମ କରିବ ସ୍ଥଳଭାଗ । ୧୦୦ କିମି ବେଗରେ ବହିପାରେ ପବନ । ଗଭୀର…
୫ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ: ୬ ସହରରେ ଗଡ଼ିବ ୨୦୦ ଇ-ବସ୍
ଭୁବନେଶ୍ୱର,୨୬ା୧୦(ରବିନାରାୟଣ ଜେନା): ରାଜ୍ୟରେ ବିମାନ ଚଳାଚଳ କ୍ଷେତ୍ରର ଭିତ୍ତିଭୂମି ବିକାଶ ସହ ଏହାକୁ ଅଧିକ ପ୍ରଶସ୍ତ କରିବା ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। ଏହି କ୍ରମେ ଶନିବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ…
ପାଖେଇଲା ବାତ୍ୟା: ଓଡ଼ିଶାର ଏହି ୭ଜିଲାକୁ ବଡ଼ ବିପଦ!
ଭୁବନେଶ୍ୱର,୨୬ା୧୦: ସ୍ପଷ୍ଟ ହେଲା ବାତ୍ୟା ‘ମୋନ୍ଥା’ର ଗତିପଥ। ୨୮ ତାରିଖ ମଙ୍ଗଳବାର ସଂଧ୍ୟାରୁ ରାତି ମଧ୍ୟରେ ଆନ୍ଧ୍ରପ୍ରଦେଶର କାକିନାଡ଼ା ଅଞ୍ଚଳରେ ‘ମୋନ୍ଥା’ ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଛୁଇଁବ। ଏହି ସମୟରେ ପବନ ବେଗ ଘଣ୍ଟା ପ୍ରତି ୯୦/୧୦୦ କି.ମି.…
ବାତ୍ୟାକୁ ନେଇ ଆସିଲା ବଡ଼ ଅପଡେଟ୍: ଏଇଠି ବୁଲିଯିବ ବାତ୍ୟା? ଓଡ଼ିଶାକୁ…
ଭୁବନେଶ୍ୱର/ ଛତ୍ରପୁର (ବନ୍ଦନା ସେଠୀ /ରବିନାରାୟଣ ଜେନା/ ଦିଲ୍ଲୀପ ସାମଲ), ୨୬ା୧୦: ସ୍ପଷ୍ଟ ହେଲା ବାତ୍ୟା ‘ମୋନ୍ଥା’ର ଗତିପଥ। ୨୮ ତାରିଖ ମଙ୍ଗଳବାର ସନ୍ଧ୍ୟାରୁ ରାତି ମଧ୍ୟରେ ଆନ୍ଧ୍ରପ୍ରଦେଶର କାକିନାଡ଼ା ଅଞ୍ଚଳରେ ‘ମୋନ୍ଥା’ ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଛୁଇଁବ।…
କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ସହ ବିଧାୟକ ପ୍ରାର୍ଥୀଙ୍କ ବୈଠକ
ନୂଆପଡ଼ା,୨୪ା୧୦(ମକାରୁ ବେମାଲ): ନୂଆପଡ଼ା ବିଧାନସଭା ଉପନିର୍ବାଚନ ପରିପ୍ରେକ୍ଷୀରେ ଭାରତର ନିର୍ବାଚନ କମିଶନଙ୍କ ଦ୍ୱାରା ନିଯୁକ୍ତ ୩ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ ପ୍ରକାଶ ବିନ୍ଦୁ, ଖର୍ଚ୍ଚ ପର୍ଯ୍ୟବେକ୍ଷକ ଅତୁଲ ପାଣ୍ଡେ, ଭାରତୀୟ ରାଜସ୍ବ ସେବା ଓ ପୋଲିସ ପର୍ଯ୍ୟବେକ୍ଷକ…
ଚାଲିଗଲେ ଭେଟେରାନ ଅଭିନେତା ସତୀଶ ଶାହା, ଦମ୍ଦାର ଅଭିନୟ ପାଇଁ…
ମୁମ୍ବାଇ,୨୫ା୧୦: ଭେଟେରାନ ଅଭିନେତା ସତୀଶ ଶାହାଙ୍କ ଶନିବାର ଅପରାହ୍ନରେ ପରଲୋକ ଘଟିଛି। ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ‘ସରାଭାଇ Vs ସରାଭାଇ’, ଜାନେ ଭି ଦୋ ୟାରୋ ଏବଂ ମୈ ହୁଁ ନା’ରେ ତାଙ୍କ ଦମ୍ଦାର…
ମା’ଙ୍କ ଦୁଃଖ ସହି ପାରିଲେନି ପୁଅ: ମେସେଜ୍ରେ ATM ପାସଓ୍ବାର୍ଡ ଲେଖି ନେଲେ ଚରମ ନିଷ୍ପତ୍ତି
ସମ୍ବଲପୁର, ୨୫।୧୦(ପ୍ରମୋଦ ବହିଦାର/ସୁନୀଲ ମହାନ୍ତି): ରୋଗ ଯନ୍ତ୍ରଣାରେ ଛଟପଟ ମା’ଙ୍କ ଦୁଃଖ ସହିତ ନ ପାରି ପୁଅ ଆତ୍ମହତ୍ୟା କରିବା ଭଳି ଏକ ଲୋମହର୍ଷକ ଖବର ମିଳିଛି। ପୁତ୍ର ସୌରଭ ସମ୍ବିତ ତ୍ରିପାଠୀ(୨୨)ଙ୍କ ଶବକୁ ବୁର୍ଲା ପାୱାର ଚ୍ୟାନେଲରେ ଚିପିଲିମା ନିକଟରୁ…
ସୃଷ୍ଟି ହେଲା ଅବପାତ: ଏହି ସବୁ ଜିଲାରେ ପ୍ରବଳ ବର୍ଷିବ, ଜାରି ହେଲା ଓ୍ବାର୍ନିଂ
ଭୁବନେଶ୍ୱର, ୨୫।୧୦: ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହୋଇଛି। ଘନୀଭୂତ ହୋଇ କାଲି ଗଭୀର ଅବପାତର ରୂପ ନେବ।୨୭ ତାରିଖ ସକାଳେ ବାତ୍ୟାର ରୂପ ନେବ ବୋଲି ଜଣାପଡିଛି। ଶୁକ୍ରବାର ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାବେଳେ ଏହା…
ଆସୁଛି ବାତ୍ୟା, ଜାଣନ୍ତୁ ଓଡ଼ିଶାରେ କ’ଣ ରହିବ ପ୍ରଭାବ
ଭୁବନେଶ୍ୱର, ୨୫ା୧୦(ବନ୍ଦନା ସେଠୀ):ବଙ୍ଗୋପସାଗରରେ ଆସୁଛି ବାତ୍ୟା। ଏହାର ନାମ ଥାଇ ଭାଷାରେ ‘ମୋନ୍ଥା’। ଇତିମଧ୍ୟରେ ଶୁକ୍ରବାର ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାବେଳେ ଏହା ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗକୁ ୩ କି.ମି. ବେଗରେ ଗତି କରୁଛି। ଶନିବାର ସୁଦ୍ଧା…
ବଡ଼ ଖବର: ବଦଳିଲା ବାତ୍ୟାର ଗତିପଥ! ଉପକୂଳକୁ ବିପଦ
ଭୁବନେଶ୍ୱର,୨୪।୧୦: ବାତ୍ୟା ଉପରେ ପଶ୍ଚିମାଝଡ଼ର ପ୍ରଭାବକୁ ନେଇ ବିଶେଷଜ୍ଞ କରୁଛନ୍ତି ଆକଳନ । ପଶ୍ଚିମାଝଡ଼ ଆସିଲେ ଗତିପଥ ବଦଳାଇପାରେ ବାତ୍ୟା । ଏପରି ହେଲେ ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିବାର ଯଥେଷ୍ଟ ସମ୍ଭାବନା । ବଢ଼ି ଯାଇପାରେ ପବନର ଗତି…
ଚାଇନା ସହ ବଡ଼ ଡିଲ୍ କଲା ଭାରତ, ଋଷିଆକୁ ଝଟ୍କା!
ନୂଆଦିଲ୍ଲୀ,୨୪।୧୦: ଭାରତର ନବୀକରଣୀୟ ଶକ୍ତି କ୍ଷେତ୍ରକୁ ଏକ ନୂଆ ପ୍ରେରଣା ଦେଇପାରିବ ବୋଲି ଏକ ପ୍ରମୁଖ ଚୁକ୍ତି ଭାରତ-ଚାଇନା ମଧ୍ୟରେ ସ୍ବାକ୍ଷରିତ ହୋଇଛି। INOXGFL ଗ୍ରୁପର ଏକ କମ୍ପାନୀ ଆଇନକ୍ସ ସୋଲାର, ଏକ ଅଗ୍ରଣୀ ଚାଇନା ସୌର ଶକ୍ତି କମ୍ପାନୀ ଲଙ୍ଗି…
ଅଦୃଶ୍ୟ ସୁନା ଦୌଡ଼ରେ ସବୁ ଦେଶ: କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ କାହିଁକି କିଣୁଛନ୍ତି ରେକର୍ଡ଼ ପରିମାଣର ସୁନା ?
ନୂଆଦିଲ୍ଲୀ,୨୪ା୧୦: ବିଶ୍ୱବ୍ୟାପୀ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଦଶନ୍ଧି ମଧ୍ୟରେ ସର୍ବାଧିକ ବେଗରେ ସୁନା ଗଚ୍ଛିତ କରିବାରେ ଲାଗିଛନ୍ତି। ଏହା କୌଣସି ସାମୟିକ ବଜାର ଭୟରୁ ନୁହେଁ, ବରଂ ଏକ ସୁଚିନ୍ତିତ ରଣନୀତି। ବର୍ତ୍ତମାନର ଭୌଗୋଳିକ-ରାଜନୈତିକ ପରିବର୍ତ୍ତନ, ଅସ୍ଥିର ବଣ୍ଡ୍ ରିଟର୍ଣ୍ଣ, ଏବଂ ଅସମାନ…
Archives


