Home Middle

ମଣିପୁରର ଆଉ ଏକ ଅଞ୍ଚଳରେ ଗୁଳିକାଣ୍ଡ: ଜଣେ ମୃତ, ଅଞ୍ଚଳରେ ଉତ୍ତେଜନା

ଇମ୍ଫାଲ,୨୯।୬: ମଣିପୁରରେ ହିଂସା ବନ୍ଦ ହେବାର ନାଁ ନେଉନାହିଁ। ସରକାରଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ଉଗ୍ରବାଦୀମାନେ କ୍ରମାଗତ ଭାବରେ ଘଟଣା ଘଟାଉଛନ୍ତି। ଅନ୍ୟପକ୍ଷରେ ମଣିପୁରର ଆଉ ଏକ ଜିଲା କାଙ୍ଗପୋକପିର ହରୋଥେଲ ଗ୍ରାମରେ ଅଜ୍ଞାତ ଉଗ୍ରବାଦୀମାନେ ଗୁଳକାଣ୍ଡ ଘଟାଇଛନ୍ତି। ତେବେ କିଛି…

ଶିମଲାରେ ନୁହେଁ ବେଙ୍ଗାଲୁରୁ ହେବ ବିରୋଧୀ ଦଳ ବୈଠକ

ମୁମ୍ବାଇ,୨୯।୬: ଲୋକ ସଭା ନିର୍ବାଚନ -୨୦୨୪ରେ ଭାଜପା ବିରୋଧରେ ଏକଜୁଟ ହେବାକୁ ଚେଷ୍ଟା କରୁଥିବା ବିରୋଧୀ ଦଳର ପରବର୍ତ୍ତୀ ବୈଠକ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଶିମଲାରେ ଅନୁଷ୍ଠିତ ହେବ ବୋଲି କୁହାଯାଉଥିଲା। ବିରୋଧୀଙ୍କ ପରବର୍ତ୍ତୀ ବୈଠକ ୧୩ ଏବଂ…

‘ଶରଦ ପାଓ୍ବାରଙ୍କ ନାଁରେ ଫ୍ରି ପବ୍ଲିସିଟି ଚାହୁଁଛନ୍ତି ଫଡନବିଶ’, ଏନସିପି

ମୁମ୍ବାଇ,୨୯।୬: ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଦେବେନ୍ଦ୍ର ଫଡନବିଶ ଶରଦ ପାଓ୍ବାରଙ୍କ ଉପରେ ବଡ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ତାଙ୍କ ଇସାରାରେ ହିଁ ୨୦୧୯ରେ ଭାଜପା-ଏନସିପିର ସରକାର ଗଠନ କରିବାକୁ ଚେଷ୍ଟା କରାଯାଇଥିଲା। ଏବେ…

ଆମେରିକୀୟ ଟେକ୍ନୋଲୋଜି ବ୍ୟବହାର କରି ଯୁଦ୍ଧ କରୁଛି ଚାଇନା

ଓ୍ବାଶିଂଟନ,୨୯ା୬: ଚଳିତ ବର୍ଷ ଆରମ୍ଭରେ ଆମେରିକା ଉପରେ ଉଡ଼ିଥିବା ଚାଇନାର ଗୁପ୍ତଚର ବେଲୁନ ଆମେରିକୀୟ ଟେକ୍ନୋଲୋଜି ବ୍ୟବହାର କରି ଏହାକୁ ଅଡିଓ-ଭିଜୁଆଲ ତଥ୍ୟ ସଂଗ୍ରହ କରିବାକୁ ଅନୁମତି ଦେଇଥିଲା ବୋଲି ଓ୍ବାଲ୍‌ ଷ୍ଟ୍ରିଟ୍‌ ଜର୍ନାଲ ରିପୋର୍ଟରେ ପ୍ରକାଶ ପାଇଛି। ଆମେରିକାର ଅନେକ…

ବାରମ୍ବାର ଦୁର୍ଘଟଣାଗ୍ରସ୍ତ ହେଉଥିବା ହେଲିକପ୍ଟର‘ଧ୍ରୁବ’ର ଯାଞ୍ଚ, ସାମ୍ନାକୁ ଆସିଲା ଅନେକ ତଥ୍ୟ

ନୂଆଦିଲ୍ଲୀ,୨୯ା୬: ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ହେଲିକପ୍ଟର ‘ଧ୍ରୁବ’ବାରମ୍ବାର ଦୁର୍ଘଟଣାଗ୍ରସ୍ତ ହେବା ପରେ ଏବେ ଅନେକ ତଥ୍ୟ ସାମ୍ନାକୁ ଆସିଛି। କେତେକ ଉପାଦାନରେ ଡିଜାଇନ ଏବଂ ଧାତବ ସମ୍ବନ୍ଧୀୟ ତ୍ରୁଟିଗୁଡ଼ିକ ସ୍ବଦେଶୀ ବିକଶିତ ଆଡ୍‌ଭାନ୍ସଡ ଲାଇଟ୍‌ ହେଲିକପ୍ଟର ‘ଧ୍ରୁବ’ର ତ୍ରୁଟି ଧରାପଡ଼ିଛି।…

ଉତ୍ତାପ ବୃଦ୍ଧି ପାଇବ, ଭାରତର ୯୦% ଅଞ୍ଚଳକୁ ବିପଦ

ନୂଆଦିଲ୍ଲୀ,୨୯ା୬: ଯଦିଓ ଦେଶର ଅଧିକାଂଶ ଅଞ୍ଚଳ ଭଲ ମୌସୁମୀ ଅଧୀନରେ ଆସିଛି ତଥାପି କିଛିଦିନ ପୂର୍ବରୁ ଅନେକ ରାଜ୍ୟ ଉତ୍ତାପରେ ରେକର୍ଡ ଭାଙ୍ଗିଛନ୍ତି। ଏହି କାରଣରୁ ଜୁନ୍‌ରେ ଦେଶରେ ପ୍ରାୟ ୧୦୦ ଲୋକ ପ୍ରାଣ ହରାଇଥିଲେ। ଅନେକ ଅଧ୍ୟୟନରୁ ଜଣାପଡ଼ିଛି, ଜଳବାୟୁ…

ବିଶ୍ୱଯୁଦ୍ଧରେ ଭାଗ ନେଇଥିବା ଶେଷ ଶିଖ ସୈନିକଙ୍କୁ ସମ୍ମାନିତ କଲେ ଋଷି ସୁନକ

ଓ୍ବାଶିଂଟନ, ୨୯।୬: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଜଣେ ୧୦୧ ବର୍ଷୀୟ ଭାରତୀୟ ମୂଳ ପୂର୍ବତନ ସୈନିକଙ୍କୁ ପଏଣ୍ଟ୍ସ ଅଫ ଲାଇଟ ପୁରସ୍କାରରେ ସମ୍ମାନିତ କରିଛନ୍ତି। ସୂଚନାଯୋଗ୍ୟ, ପୂର୍ବତନ ସୈନିକ ରାଜୀନ୍ଦର ସିଂ ଦତ୍ତ ହେଉଛନ୍ତି ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଅଂଶଗ୍ରହଣ କରିଥିବା…

ନାବାଳକଙ୍କୁ ପୋଲିସ ଗୁଳି କରି ମାରିବା ପରେ ପ୍ୟାରିସରେ ଅଶାନ୍ତି

ପ୍ୟାରିସ,୨୯ା୬: ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଜଣେ ୧୭ ବର୍ଷର ନାବାଳକଙ୍କୁ ପୋଲିସ ଗୁଳି କରି ମାରିବା ପରେ ପ୍ୟାରିସ୍‌ରେ ହିଂସା ଦେଖାଦେଇଛି। ଗୁଳି ବିନିମୟ ପରେ ପ୍ୟାରିସରେ ଅଶାନ୍ତି ଜାରି ରହିଛି। ପ୍ୟାରିସରେ ନାହେଲ ଏମ୍‌ ନାମକ ଜଣେ ନାବାଳକ ଟ୍ରାଫିକ…

ତିବ୍ଦତର ବୌଦ୍ଧ ଭିକ୍ଷୁକଙ୍କୁ ଦଲାଇଲାମାଙ୍କ ସହ ସମ୍ପର୍କ କାଟିବାକୁ ପକାଯାଉଛି ଚାପ

ବେଜିଂ,୨୯।୬ତିବ୍ଦତର ବୌଦ୍ଧ ମଠରେ ଚାଇନା ଅଧିକାରୀମାନେ ଚଢାଉ କରିଛନ୍ତି। ମଠରେ ଥିବା ବୌଦ୍ଧ ଭିକ୍ଷୁକମାନଙ୍କୁ ଦଲାଇ ଲାମାଙ୍କ ସହ ସମସ୍ତ ସମ୍ପର୍କ ଛିନ୍ନ କରିବାକୁ ଚାପ ପକାଯାଇଛି। ଏଥିପାଇଁ ବିଭିନ୍ନ ଦସ୍ତାବିଜରେ ସେମାନଙ୍କ ଠାରୁ ଦସ୍ତଖତ କରାଯାଉଛି। ସୂଚନାଯୋଗ୍ୟ, ତିବ୍ଦତର ସର୍ବୋଚ୍ଚ…

କଂଗ୍ରେସକୁ ଚେତାବନୀ ଦେଲା ଫୋନ ପେ

ବେଙ୍ଗାଲୁରୁ,୨୯।୬: କର୍ନାଟକର ବୋମ୍ମଇ ସରକାରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ କରିବାକୁ କଂଗ୍ରେସ କ୍ୟୁଆର କୋଡ ବ୍ୟବହାର କରିଛି। ଏବେ ମଧ୍ୟପ୍ରଦେଶରେ ମଧ୍ୟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ବିରୋଧରେ କଂଗ୍ରେସ ସମାନ ରଣନୀତି ଆପଣେଇଛି। ଏହି ସମୟରେ ଡିଜିଟାଲ ପେମେଣ୍ଟ କମ୍ପାନୀ…

ମଣିପୁର ହିଂସାରେ ଚାଇନାର ହାତ, ଚୁପ କାହିଁକି ଅଛନ୍ତି ପ୍ରଧାନମନ୍ତ୍ରୀ: ସଞ୍ଜୟ ରାଉତ

ନୂଆଦିଲ୍ଲୀ,୨୯।୬: ମଣିପୁରରେ ପ୍ରାୟ ୫୫ ଦିନରୁ ଅଧିକ ସମୟ ହେବ ହିଂସା ଲାଗି ରହିଛି। ଏବେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇ ଯାଇଛି। ମଣିପୁର ହିଂସାକୁ ନେଇ ଉଦ୍ଧବ ବାଲାସାହେବଙ୍କ ଶିବସେନାର ନେତା ସଞ୍ଜୟ ରାଉତ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ…

ଆମେରିକାର ଗୁପ୍ତଚର ଅଧିକାରୀଙ୍କ ଦାବି, ପ୍ରିଗୋଜିନଙ୍କ ବିଦ୍ରୋହ ବିଷୟରେ ପୂର୍ବରୁ ଜାଣିଥିଲେ ଋଷ ଜେନରାଲ

ନ୍ୟୁୟର୍କ,୨୯।୬:ଗତ ସପ୍ତାହରେ ହୋଇଥିବା ଋଷର ଗୃହଯୁଦ୍ଧକୁ ନେଇ ଆମେରିକାର ଗୁପ୍ତଚର ଅଧିକାରୀ ଦାବି କରିଛନ୍ତି ଯେ, ୱାଗନ୍‌ ଗ୍ରୁପ ଦ୍ୱାରା ହୋଇଥିବା ଷଡଯନ୍ତ୍ର ବିଷୟରେ ଋଷର ଜଣେ ପ୍ରଭାବଶାଳୀ ସାମରିକ ଜେନରାଲ ଜାଣିଥିଲେ। କେବଳ ଏତିକି ନୁହେଁ, ଅନ୍ୟ ଋଷର ଜେନେରାଲମାନେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri