ହ୍ୟୁମାନଙ୍କୁ ନେଇ ବଡ଼ ଖୁଲାସା କଲେ ଆଙ୍କର, ଗୋଟିଏ ପ୍ରଶଂସା ପରେ ଚକ୍ରାନ୍ତ କରି…
ଭୁବନେଶ୍ୱର,୨୧।୧୧: ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ ଘଟଛି। ତେବେ ତାଙ୍କ ମୃତ୍ୟୁ ପରେ ଅନେକ ବାଦ ବିବାଦ ଲାଗି ରହିଛି। ତାଙ୍କ ମା’ ହ୍ୟୁମାନଙ୍କ ମୃତ୍ୟୁ ପାଇଁ ତାଙ୍କ ମ୍ୟାନେଜର, ଦିନେଶ, ପ୍ରଶାନ୍ତଙ୍କ ନାଁ ସହ ଜଣେ ମହିଳା ଗାୟିକାଙ୍କ…
ରେଷ୍ଟୁରାଣ୍ଟ ସହିତ ତଥ୍ୟ ଶେୟାର କରିବ Zomato: ବିପଦରେ ଗ୍ରାହକ ଗୋପନୀୟତା, ଘନେଇଲା ବିବାଦ
ନୂଆଦିଲ୍ଲୀ,୨୧।୧୧: ଫୁଡ୍ ଡେଲିଭରୀ କରୁଥିବା ବୃହତ ସଂସ୍ଥା ଜୋମାଟୋ ରେଷ୍ଟୁରାଣ୍ଟଗୁଡ଼ିକ ସହିତ ଗ୍ରାହକଙ୍କ ତଥ୍ୟ ଶେୟାର କରିବାକୁ ନିଷ୍ପତ୍ତି ନେବା ପରେ ଏହାକୁ ନେଇ ବଡ଼ ବିବାଦ ଦେଖାଦେଇଛି। ଜୋମାଟୋର ଏହି ପଦକ୍ଷେପ ତଥ୍ୟ ଗୋପନୀୟତା ଏବଂ ସମ୍ଭାବ୍ୟ ଅପବ୍ୟବହାରକୁ ନେଇ…
ଦିଲ୍ଲୀରେ ଘାତକ ହେଲା ବାୟୁ ପ୍ରଦୂଷଣ: ବାହାରକୁ ଯିବା ମନା, ‘ଗ୍ୟାସ୍ ଚାମ୍ବର’ ସହ ତୁଳନା କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୧।୧୧: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ବାୟୁର ଗୁଣବତ୍ତା ‘ଅତି ବିପଜ୍ଜନକ’ ବର୍ଗକୁ ଖସି ଆସିବା ପରେ ଦିଲ୍ଲୀ ସରକାର ସମସ୍ତ ସ୍କୁଲରେ ବାହ୍ୟ କାର୍ଯ୍ୟକଳାପ ଏବଂ କ୍ରୀଡ଼ାକୁ ତୁରନ୍ତ ବାତିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପରିବେଶରେ ବଢୁଥିବା ବିଷାକ୍ତ ପ୍ରଦୂଷଣକୁ ଦୃଷ୍ଟିରେ…
‘କିଛି ଦଳ ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଛନ୍ତି’: ଭୋଟର ତାଲିକା ସଂଶୋଧନ ଉପରେ ଅମିତ ଶାହାଙ୍କ ବଡ ବୟାନ
ନୂଆଦିଲ୍ଲୀ,୨୧।୧୧: ଭୋଟର ତାଲିକାର ସ୍ୱତନ୍ତ୍ର ଘନୀଭୂତ ସଂଶୋଧନ (Special Intensive Revision – SIR) କାର୍ଯ୍ୟରେ ବାଧା ସୃଷ୍ଟି କରି କିଛି ରାଜନୈତିକ ଦଳ “ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ଦେବାକୁ” ଚେଷ୍ଟା କରୁଛନ୍ତି ବୋଲି ଶୁକ୍ରବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଅଭିଯୋଗ…
ବଡ଼ ଖବର: ହ୍ୟୁମାନଙ୍କ ୨ ମ୍ୟାନେଜରଙ୍କ ନାଁରେ ଥାନାରେ ଏତଲା, ଷଡ଼ଯନ୍ତ୍ର କରି ମାରିଥିବା ଅଭିଯୋଗ
ଭୁବନେଶ୍ୱର,୨୧।୧୧: ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ଘଟଣାରେ ୨ ମ୍ୟାନେଜରଙ୍କ ନାଁରେ ବଲାଙ୍ଗୀର ଟାଉନ ଥାନାରେ ଏତଲା ଦିଆଯାଇଛି। ମ୍ୟାନେଜର ଦିନେଶ ବେହେରା ଓ ପ୍ରଶାନ୍ତ ବେହେରାଙ୍କ ନାଁରେ ଏତଲା ହୋଇଛି। ଷଡ଼ଯନ୍ତ୍ର କରି ହ୍ୟୁମାନଙ୍କୁ ମାରି ଦିଆଯାଇଥିବା ଅଭିଯୋଗ…
ଓଡ଼ିଶାରେ ବାଂଲାଦେଶୀ ହଟାଅ ଅଭିଯାନ ଜୋରଦାର: ନିଜେ ଘର ଭାଙ୍ଗି ଫେରାର ଅନୁପ୍ରବେଶକାରୀ
ଭୁବନେଶ୍ୱର,୨୧।୧୧: ଓଡ଼ିଶାର ଉପକୂଳ ଓ ଅନ୍ତଃସ୍ଥଳ ଜିଲାଗୁଡ଼ିକରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ ରାଜ୍ୟ ପୋଲିସ ଓ ଜିଲା ପ୍ରଶାସନର ଯୁଗ୍ମ ଅଭିଯାନ ଜୋରଧରିଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲାରେ ବ୍ୟାପକ ଚଢ଼ାଉ ଓ ଧରପଗଡ଼ ଜାରି ରହିଛି।…
ୟୁନୁସଙ୍କୁ ଚ୍ୟାଲେଞ୍ଜ କରି ହାସିନାଙ୍କ ପୁଅ କଲେ ମୋଦିଙ୍କ ଏମିତି ପ୍ରଶଂସା, କହିଲେ ସେ ମୋ ମା’ଙ୍କୁ ଛୁଇଁ ବି ପାରିବେନି
ଢାକା,୨୧।୧୧: ମାନବତା ବିରୋଧୀ ଅପରାଧ ମାମଲାରେ ଆନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ ଦ୍ୱାରା ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଟ୍ରିବ୍ୟୁନାଲର ନିଷ୍ପତ୍ତି ପରେ, ଶେଖ ହାସିନାଙ୍କ ପୁଅ ସଜୀବ ୱାଜେଦ ମଧ୍ୟ ମହମ୍ମଦ ୟୁନୁସଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ…
ଶୁବମନ ଗିଲ୍ ଦ୍ୱିତୀୟ ଟେଷ୍ଟରୁ ବାଦ୍: ମୁମ୍ବାଇରେ କରିବେ ବିଶେଷ ଚିକିତ୍ସା
ନୂଆଦିଲ୍ଲୀ,୨୧ା୧୧: ଦକ୍ଷିଣ ଆଫ୍ରିକା ବିପକ୍ଷ ଆଗାମୀ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରୁ ଭାରତୀୟ ଟେଷ୍ଟ ଅଧିନାୟକ ଶୁବମନ ଗିଲ୍ ବାଦ୍ ପଡ଼ିଛନ୍ତି। ଗିଲ୍ ବେକରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ବିସିସିଆଇ ତାଙ୍କୁ ଦଳରୁ ମୁକ୍ତ କରିଛି। ଆହତ ସମସ୍ୟା ଉପରେ ଅଧିକ ଆକଳନ…
ମେକ୍ସିକୋର ଫାତିମା ବସ୍ଚ୍ ମିସ୍ ୟୁନିଭର୍ସ ୨୦୨୫
ନୂଆଦିଲ୍ଲୀ,୨୧।୧୧: ଥାଇଲ୍ୟାଣ୍ଡର ନନ୍ଥବୁରିରେ ଆୟୋଜିତ ହୋଇଥିବା ୭୪ତମ ମିସ୍ ୟୁନିଭର୍ସ ୨୦୨୫ ପ୍ରତିଯୋଗିତାରେ ମେକ୍ସିକୋର ପ୍ରତିନିଧି ଫାତିମା ବସ୍ଚ୍ ବିଜୟୀ ହୋଇଛନ୍ତି। ବିଶ୍ୱର ୧୨୦ରୁ ଅଧିକ ଦେଶର ସୁନ୍ଦରୀମାନଙ୍କୁ ପଛରେ ପକାଇ ୨୪ ବର୍ଷୀୟ ଫାତିମା ଏହି ମର୍ଯ୍ୟାଦାଜନକ ମୁକୁଟ ହାସଲ…
ବାଂଲାଦେଶରେ ୫.୨ ତୀବ୍ରତାର ଭୂକମ୍ପ; କୋଲକାତାରେ ମୃଦୁ ଝଟକା ଅନୁଭୂତ
କୋଲକାତା,୨୧।୧୧: ଶୁକ୍ରବାର ସକାଳୁ ସକାଳୁ ବାଂଲାଦେଶର ଘୋରାଶାଲ ନିକଟରେ ୫.୨ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହେବା ପରେ ପଶ୍ଚିମବଙ୍ଗର କୋଲକାତା ଏବଂ ଏହାର ଆଖପାଖ ଅଞ୍ଚଳରେ ମୃଦୁ ଝଟକା ଅନୁଭୂତ ହୋଇଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ, ଭୂକମ୍ପର…
ଦିଲ୍ଲୀ ବିସ୍ଫୋରଣ: ଅଭିଯୁକ୍ତ ଡାକ୍ତରଙ୍କୁ ବୋମା ତିଆରି ଭିଡିଓ ଦେଇଥିଲା ପାକିସ୍ତାନୀ ଜୈଶ୍ ହ୍ୟାଣ୍ଡଲର୍
ନୂଆଦିଲ୍ଲୀ,୨୧।୧୧: ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା କାର୍ ବିସ୍ଫୋରଣ ମାମଲାର ତଦନ୍ତରୁ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଏହି ବିସ୍ଫୋରଣରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ଡାକ୍ତରମାନଙ୍କ ମଧ୍ୟରୁ ଜଣେ ଡାକ୍ତର ମୁଜାମିଲ ଶକିଲ୍ଙ୍କୁ ପାକିସ୍ତାନରେ ଥିବା ଜୈଶ୍-ଏ-ମହମ୍ମଦ (JeM)ର ହ୍ୟାଣ୍ଡଲର୍…
ଯେତେ ପାରୁଛ କାନ୍ଦ, ମୋତେ କିଛି ଫରକ ପଡ଼ିବ ନାହିଁ: ଶିକ୍ଷକଙ୍କଠାରୁ ଏତିକି କଥା ଶୁଣି ଛାତ୍ର ନେଲେ ଏମିତି ପଦକ୍ଷେପ
ନୂଆଦିଲ୍ଲୀ,୨୧ା୧୧:ଦିଲ୍ଲୀର ସେଣ୍ଟ କଲମ୍ବସ୍ ସ୍କୁଲ୍ର ଦଶମ ଶ୍ରେଣୀ ଛାତ୍ର ଶୌର୍ଯ୍ୟ ପାଟିଲ ଆତ୍ମହତ୍ୟା ଘଟଣାରେ ସ୍କୁଲ୍ ପ୍ରଧାନ ଶିକ୍ଷୟିତ୍ରୀ ଏବଂ ୩ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି। ମଙ୍ଗଳବାର ଅପରାହ୍ନରେ ସେ ସ୍କୁଲ୍ରୁ ମେଟ୍ରୋ ଷ୍ଟେଶନ ଯାଇ ଉଚ୍ଚ ପ୍ଲାଟ୍ଫର୍ମରୁ ଡେଇଁ ଆତ୍ମହତ୍ୟା…
Archives


