Home Middle

ଚାଇନା-ପାକିସ୍ତାନ ଉପରେ ନଜର ରଖିବା ପାଇଁ ସୀମାରେ ମୁତୟନ ହେଲା ହେରନ ମାର୍କ-୨

ନୂଆଦିଲ୍ଲୀ,୧୩।୮: ଭାରତ ତାର ଶତ୍ରୁଙ୍କୁ ଚିତ୍‌ ପଟାଙ୍ଗ କରିବା ପାଇଁ ପ୍ରତିରକ୍ଷା କ୍ଷମତା ବଢାଇବାରେ ଲାଗିଛି। ବର୍ତ୍ତମାନ ଭାରତୀୟ ବାୟୁସେନା ତାର ପ୍ରତିରକ୍ଷା କ୍ଷେତ୍ରରେ ହେରନ ମାର୍କ-୨ ଡ୍ରୋନ ସାମିଲ କରିଛି। ଯାହାକି ଉଭୟ ପଡୋଶୀ ଦେଶ ପାକିସ୍ତାନ ଓ ଚାଇନାକୁ…

କାନାଡା ହିନ୍ଦୁ ମନ୍ଦିରରେ ପୁଣି ଭଙ୍ଗାରୁଜା…

ଅଟଓ୍ବା,୧୩।୮ : ପୁଣି ଥରେ କାନାଡାରେ ଏକ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରାଯାଇଛି। ଖାଲିସ୍ତାନ ସମର୍ଥକମାନେ ଏହା କରିଥିବା ଅଭିଯୋଗ ହୋଇଛି। କାରଣ ଅତୀତରେ ନିହତ ହୋଇଥିବା ଖାଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜାରଙ୍କ ପୋଷ୍ଟର ମନ୍ଦିର ଦ୍ୱାରରେ ଲଗାଯାଇଥିଲା। ଏହି…

ଇଂଲିଶ ଚ୍ୟାନେଲରେ ଡଙ୍ଗାବୁଡି, ୬ ମୃତ, ୫୦ ଉଦ୍ଧାର…

ପ୍ୟାରିସ,୧୩।୮ : ଇଂଲିଶ ଚ୍ୟାନେଲରେ ପ୍ରବାସୀଙ୍କୁ ନେଇ ଯାଉଥିବା ଡଙ୍ଗାବୁଡିରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ୫୦ ପ୍ରବାସୀଙ୍କୁ ଉଦ୍ଧାର କରାଯାଇଛି। ସ୍ଥାନୀୟ ମେୟର ଫ୍ରାଙ୍କ ଡର୍ସିନ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ଶେୟାର କରି କହିଛନ୍ତି କାଲାଇସ…

ଭାରତ-ଚାଇନା ମଧ୍ୟରେ ହେବ କୋର କମାଣ୍ଡରସ୍ତରୀୟ ବୈଠକ

ନୂଆଦିଲ୍ଲୀ,୧୩।୮: ସୀମା ବିବାଦକୁ ନେଇ ଚାଲିଥିବା ଅସନ୍ତୋଷ ମଧ୍ୟରେ ସମାଧାନ ପାଇଁ ରାଜି ହୋଇଛନ୍ତି ଭାରତ ଏବଂ ଚାଇନା। ଅଗଷ୍ଟ ୧୪ ରବିବାର, ଭାରତ ଏବଂ ଚାଇନା ମଧ୍ୟରେ କୋର କମାଣ୍ଡରସ୍ତରୀୟ ଆଲୋଚନା ହେବ। କୋର କମାଣ୍ଡରସ୍ତରୀୟ ବୈଠକର ଏହା ହେଉଛି…

ଆଫଗାନିସ୍ତାନରେ ୩୦ ପ୍ରତିଶତ ବହି ଦୋକାନ ବନ୍ଦ…

କାବୁଲ,୧୩।୮ : ଅଫଗାନିସ୍ତାନରେ ପୁସ୍ତକ ବିକ୍ରେତାଙ୍କ ସମସ୍ୟାକୁ ଆକଳନ କରିବା ପାଇଁ ଗଠିତ ଏକ ଆୟୋଗ ପ୍ରକାଶ କରିଛି ଦେଶରେ ୩୦ ପ୍ରତିଶତ ପୁସ୍ତକ ବିକ୍ରେତା ଭଲ ବଜାର ଅଭାବରୁ ବ୍ୟବସାୟ ବନ୍ଦ କରି ଦେଇଛନ୍ତି। ଟୋଲୋ ନ୍ୟୁଜକୁ ସୂଚନା ଦେଇ…

ୟୁକ୍ରେନ୍‌ ଉପରେ ରୁଷିଆର ବଡ଼ ଧରଣର ଆକ୍ରମଣ, ୭ ମୃତ-୬୭ ଆହତ, ଆବର୍ଜନା ତଳେ ଦବି ହୋଇ ରହିଛନ୍ତି ଲୋକେ…

କିଭ୍‌,୧୩।୮ : ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି। ରୁଷିଆର ସେନା ପୂର୍ବ ୟୁକ୍ରେନର ପୋକ୍ରୋଭସ୍କ ସହର ଉପରେ ବଡ଼ ଧରଣର ଆକ୍ରମଣ କରିଛି। ଏଥିରେ ଦୁଇ ଶିଶୁଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ଘଟିଛି। ୬୭ ଜଣ ଆହତ…

ବୋହୂ-ପୁଅ ଜୀବନରେ ମାରିବାକୁ ଦେଉଛନ୍ତି ଧମକ: ପ୍ରଧାନମନ୍ତ୍ରୀଙ୍କ ସହାୟତା ଲୋଡିଲେ ବୃଦ୍ଧ ଦମ୍ପତି…

ନୂଆଦିଲ୍ଲୀ,୧୨।୮ : ପୁଅ ଏବଂ ବୋହୂ ଦ୍ୱାରା ଅସୁବିଧାରେ ପଡ଼ିଥିବା ବୃଦ୍ଧ ଦମ୍ପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହାୟତା ଲୋଡିଛନ୍ତି। ୭୩ ବର୍ଷ ବୟସ୍କ ବାପା ଦିଲ୍ଲୀର ଉପରାଜ୍ୟପାଳ ତଥା ପୋଲିସ କମିଶନରଙ୍କୁ ମଧ୍ୟ ଏକ ଚିଠି ପଠାଇଛନ୍ତି। ଅଭିଯୋଗ ହୋଇଛି…

କରୋନା ନୂଆ ଭାରିଆଣ୍ଟ ନେଇ ଆତଙ୍କ, ୨୮ ଦିନରେ ସଂକ୍ରମଣରେ ୮୦ ପ୍ରତିଶତ ବୃଦ୍ଧି…

ଲଣ୍ଡନ,୧୨।୮ : ପୁଣିଥରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରୁଛି। କରୋନାର ନୂଆ ଭାରିଆଣ୍ଟ ଇଜି.୫.୧ ଆରିସ ଦ୍ୱାରା ଲୋକେ ସଂକ୍ରମିତ ହେବାରେ ଲାଗିଛନ୍ତି। ଏହାକୁ ଇଜି.୫.୧ ଏରିସ ସବ ଭାରିଆଣ୍ଟ ନାମିତ କରାଯାଇଛି। ସାତଟି ନୂତନ କୋଭିଡ ଭାରିଆଣ୍ଟ ମଧ୍ୟରୁ…

ରକ୍ତରେ ହୋଲି ଖେଳୁଛି ଟିଏମସି: ମୋଦି-ମମତା ମୁହାଁମୁହିଁ…

ନୂଆଦିଲ୍ଲୀ,୧୨।୮ : ନିକଟରେ ଅନୁଷ୍ଠିତ ପଞ୍ଚାୟତ ନିିର୍ବାଚନ ସମୟରେ ଟିଏମସି ରକ୍ତରେ ହୋଲି ଖେଳିଛି ବୋଲି ଅଭିଯୋଗ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ପଶ୍ଚିମବଙ୍ଗରେ ଶାସକ ଟିଏମସିକୁ କଡ଼ା ସମାଲୋଚନା କରିଛନ୍ତି। ଦେଶ ଏହାର ସାକ୍ଷୀ ହୋଇଛି ବୋଲି ପଶ୍ଚିମବଙ୍ଗର…

ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେଲା ଆଇଫଲ୍‌ ଟାଓ୍ବାର

ପ୍ୟାରିସ୍‌,୧୨ା୮: ଶନିବାର ଫ୍ରାନ୍ସର ଆଇକନିକ୍‌ ଟାଓ୍ବାର ଆଇଫଲ ଟାଓ୍ବାରକୁ ଉଡ଼ାଇ ଦେବା ଧମକ ପାଇବା ପରେ ସତର୍କତା ଅବଲମ୍ବନ କରାଯାଇଛି ବୋଲି ଫ୍ରାନ୍ସର ପୋଲିସ ସୂତ୍ରରୁ ପ୍ରକାଶ। ଟାଓ୍ବାରର ସମସ୍ତ ତିନି ମହଲାକୁ ଖାଲି କରିଦିଆଯାଇଛି। ବୋମା ବିସ୍ଫୋରଣ ଖବର ମିଳିବା…

ଛୋଟ ବୁଢ଼ିଆଣୀ ଭୟରେ ବନ୍ଦ ହେଲା ଅଷ୍ଟ୍ରିଆର ସୁପର ବଜାର…

ଭିଏନା,୧୨।୮ : ଅଷ୍ଟ୍ରିଆର ଏକ ସୁପର ବଜାରରେ ବ୍ରାଜିଲର ଭ୍ରମଣକାରୀ ବୁଢ଼ିଆଣୀ ଦେଖିବାକୁ ମିଳିଛି ଯାହାର କାମୁଡ଼ା ଯନ୍ତ୍ରଣାଦାୟକ। ଏହା ଯୋଗୁ ମୃତ୍ୟୁ ମଧ୍ୟ ହୋଇପାରେ। ବୁଢ଼ିଆଣୀ ଦେଖିବା ପରେ ଭୟରେ ସୁପର ବଜାର ବନ୍ଦ ହୋଇଯାଇଥିଲା। ଫକ୍ସ ନ୍ୟୁଜ ରିପୋର୍ଟ…

ଜୀବନ ସହ ବାଜି ଲଗାଇ ସୁରକ୍ଷିତ ରଖିବାକୁ ହେବ କିମ୍‌ଙ୍କ ଫଟୋ, ନ ହେଲେ ମୃତ୍ୟୁଦଣ୍ଡ…

ପ୍ୟୋଙ୍ଗୟାଙ୍ଗ,୧୨।୮ : ଉତ୍ତର କୋରିଆର ଲୋକଙ୍କୁ ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ଫଟୋକୁ ନିଜ ଜୀବନ ଦେଇ ସୁରକ୍ଷିତ ରଖିବାକୁ ପଡ଼ିବ। ଟାଇଫୁନ ଖାନୁନ ଉତ୍ତର କୋରିଆ ଆଡକୁ ଗତି କରୁଛି, ଯେଉଁ କାରଣରୁ ପ୍ରବଳ ବର୍ଷା ଏବଂ ପବନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri