କ୍ୟାନ୍ସର ମେଡିସିନ୍ରୁ ଇନ୍ସୁଲିନ୍ ଯାଏ..ଏଣିକି ଏମ୍ସରେ ମାଗଣାରେ ମିଳିବ ମହଙ୍ଗା ଔଷଧ; ଦେଖନ୍ତୁ ତାଲିକା…
ନୂଆଦିଲ୍ଲୀ,୨୧।୧୦: ଏଣିକି ଏମ୍ସରେ ୩୫୯ ପ୍ରକାରର ଔଷଧ ମାଗଣାରେ ମିଳିବ। କାରଣ ହସ୍ପିଟାଲର ଜେନେରିକ୍ ଫାର୍ମାସୀ ତାଲିକାରେ ପରିବର୍ତ୍ତନ କରାଯାଇଛି। ଫଳରେ କ୍ୟାନ୍ସର, ମଧୁମେହ, ଆର୍ଥ୍ରାଇଟିସ୍, ସୋରିୟାସିସ୍ ଆଦି ରୋଗୀ ମାଗଣାରେ ଔଷଧ ପାଇପାରିବେ। ଚିକିତ୍ସା ଲାଗି ଆସୁଥିବା ରୋଗୀଙ୍କୁ ଠିକ୍…
ପାକିସ୍ତାନରେ ପହଞ୍ଚିବେ ନଓ୍ବାଜ, ସ୍ବାଗତ ପାଇଁ ମୁସଲିମ ଲିଗ୍ କରିଛି ସ୍ବତନ୍ତ୍ର ପ୍ରସ୍ତୁତି
ଇସଲାମବାଦ,୨୧।୧୦: ୨୦୧୯ ପରଠାରୁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ପ୍ରଥମ ଥର ପାଇଁ ଦେଶକୁ ଫେରୁଛନ୍ତି। ସେ ଦୁବାଇରୁ ଉମେଦ-ଇ-ପାକିସ୍ଥାନ ବିମାନରେ ପାକିସ୍ତାନକୁ ଯାତ୍ରା କରିଛନ୍ତି। ସଦ୍ୟତମ ରିପୋର୍ଟ ଅନୁଯାୟୀ, ନୱାଜଙ୍କ ବିମାନ ପାକିସ୍ତାନର ଏୟାରସ୍ପେସ୍ରେ ପ୍ରବେଶ କରି ସାରିଛି।…
ପାକିସ୍ତାନକୁ ଲୁଚାଛପା ଭାବେ ବାଲେଷ୍ଟିକ ମିଶାଇଲ ଉପକରଣ ଦେଉଛି ଚାଇନା, ଧରିଲା ଆମେରିକା
ଓ୍ବାଶିଂଟନ,୨୧।୧୦: ଚାଇନା କମ୍ପାନୀଗୁଡିକ ବିରୋଧରେ ଆମେରିକା ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପାକିସ୍ତାନକୁ ବାଲିଷ୍ଟିକ ମିଶାଇଲ ବା କ୍ଷେପଣାସ୍ତ୍ର ଉପକରଣ ଯୋଗାଇବା ପାଇଁ ଏହା ତିନୋଟି ଡ୍ରାଗନ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଆନ୍ତର୍ଜାତୀୟ ଆଣବିକ ବିସ୍ତାର ଏବଂ ନିରସ୍ତ୍ରୀକରଣ ଶାସନ…
ପାଲେଷ୍ଟିନୀୟଙ୍କୁ ସମର୍ଥନ କଲା ଭାରତର ଏହି କମ୍ପାନୀ, କଲା ବଡ ଘୋଷଣା
କନ୍ନୁର,୨୧।୧୦: ଇସ୍ରାଏଲ ପୋଲିସ ପାଇଁ ୟୁନିଫର୍ମ ତିଆରି କରୁଥିବା କେରଳର ଏକ ଘରୋଇ କମ୍ପାନୀ ଯୁଦ୍ଧ ବନ୍ଦ ନ ହେବା ପର୍ଯ୍ୟନ୍ତ ନୂଆ ଅର୍ଡର ରଖିବ ନାହିଁ ବୋଲି ଘୋଷଣା କରିଛି। ଗାଜାରେ ଏକ ଡାକ୍ତରଖାନା ଉପରେ ବୋମା ବିସ୍ଫୋରଣ ପରେ…
ସୁଧୁରୁଛି ଦେଶର ଆର୍ଥିକ ସ୍ଥିତି: ବଢୁଛି ବ୍ୟାଙ୍କରେ ଜମାରାଶିର ସଂଖ୍ୟା
ନୂଆଦିଲ୍ଲୀ,୨୧।୧୦: ଦେଶର ବ୍ୟାଙ୍କଗୁଡ଼ିକର ଆର୍ଥିକ ସ୍ଥିତି କ୍ରମାଗତ ଭାବେ ମଜବୁତ ହେବାରେ ଲାଗିଛ। କାରଣ ୧୯୫୧ରୁ ୨୦୧୪ମଧ୍ୟରେ ଦୀର୍ଘ ଛଅ ଦଶନ୍ଧି ମଧ୍ୟରେ ବ୍ୟାଙ୍କଗୁଡିକରେ ୧୪୨ଲକ୍ଷ କୋଟି ଟଙ୍କା ମୋଟ ଜମା ଏବଂ ଋଣ ରାଶିରେ ରହିଛି। କିନ୍ତୁ ୨୦୧୪ ରୁ…
ହମାସ ଶିବିର ଉପରେ ସାରା ରାତି ଆକ୍ରମଣ କଲେ ଇସ୍ରାଏଲ ସେନା
ଜେରୁଜେଲମ,୨୧।୧୦: ଗାଜାରେ ରାତାରାତି ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଅତି କମରେ ୪୬ ଜଣଙ୍କର ମୃତ୍ୟୁ ଘଟିଛି। ଜବାଲିଆର ଅଲ-ମୋତୱକ ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ୨୪ ଜଣଙ୍କର ମୃତ୍ୟୁ ଘଟିଛି। ଏହା ବ୍ୟତୀତ ଏୟାର ଷ୍ଟ୍ରାଇକରେ ଅନ୍ୟ ୧୦ ଜଣଙ୍କର ମୃତ୍ୟୁ…
ଏସିଆରେ ପ୍ରଥମ; ଗୋଟିଏ ବୁନ୍ଦା ରକ୍ତ ନ ବୁହାଇ ହୃତପିଣ୍ଡ ପ୍ରତିରୋପଣ କଲେ ଭାରତୀୟ ଡାକ୍ତର
ନୂଆଦିଲ୍ଲୀ,୨୧।୧୦: ଚିକିତ୍ସା ବିଜ୍ଞାନରେ ବଡ ସଫଳତା ହାସଲ କରିଛି ଭାରତ। ଗୋଟିଏ ବୁନ୍ଦା ରକ୍ତ ନ ବୁହାଇ ସଫଳତାର ସହ ହୃତପିଣ୍ଡ ପ୍ରତିରୋପଣ କରାଯାଇଛି। ଅହମ୍ମଦାବାଦର ମାରେଙ୍ଗୋ ସିଆଇଏମଏସ ହସ୍ପିଟାଲର ଡାକ୍ତର ଧୀରନ ଶାହା ଓ ଧୱାଲ ନାୟକଙ୍କ ଟିମ୍ ଏହି…
ମିଶନ ଗଗନୟାନ: ତ୍ରୁଟି ସୁଧାରିଲା ଇସ୍ରୋ, ସଫଳତାର ସହ ପରୀକ୍ଷା ହେଲା ଗଗନୟାନ
ନୂଆଦିଲ୍ଲୀ,୨୧।୧୦: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO)ର ପ୍ରଥମ ମହାକାଶ ମିଶନ ଗଗନୟାନ ମିଶନ ସଫଳତାର ସହ ପରୀକ୍ଷଣ ହୋଇଛି। ବୈଷୟିକ ତ୍ରୁଟି କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା ବୋଲି ଇସ୍ରୋ ମୁଖ୍ୟ ଏସ ସୋମନାଥନ ସୂଚନା ଦେଇଥିଲେ। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାର…
ଟ୍ରମ୍ପ ଦେବେ ଜରିମାନା
ଓ୍ବାଶିଂଟନ୍,୨୧।୧୦: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଡୁଆ କ୍ରମାଗତ ଭାବେ ବଢିବାରେ ଲାଗିଛି। ଟ୍ରମ୍ପଙ୍କ ମାମଲାର ଶୁଣାଣି ସମୟରେ ଫେଡେରାଲ କୋର୍ଟର ବିଚାରପତି ଜାଣିବାକୁ ପାଇଥିଲେ ଯେ, ଟ୍ରମ୍ପଙ୍କ ଉପରେ ଲଗାଯାଇଥିବା ପ୍ରତିବନ୍ଧକୁ ସେ ପାଳନ କରୁନାହାନ୍ତି। ସେଥିଲାଗି କୋର୍ଟ…
ଯୁଦ୍ଧ ଲାଗି ବୈଷୟିକ କ୍ଷେତ୍ରରେ ପ୍ରଭାବ: ଓ୍ବେବ ଶିଖର ସମ୍ମିଳନୀରେ ଯୋଗଦେବେନି ଗୁଗଲ-ମେଟା
ଓ୍ବାଶିଂଟନ୍,୨୧।୧୦: ଓ୍ବେବ ଶିଖର ସମ୍ମିଳନୀ ଟେକ୍ନୋଲଜି ସେକ୍ଟରରେ ଏକ ବାର୍ଷିକ ଇଭେଣ୍ଟ ଅଟେ। ଯେଉଁଥିରେ ସାରା ବିଶ୍ୱର ବୈଷୟିକ ଉଦ୍ୟୋଗର ନିଗ୍ଗଜ କମ୍ପାନୀଗୁଡିକ ଭାଗନେଇଥାନ୍ତି। ସବୁ କମ୍ପାନୀକୁ ଗୋଟିଏ ସ୍ଥାନରେ ଏକାଠି ଆଣିବା ପାଇଁ ଏହି ସମ୍ମିଳନୀ ସାହାର୍ଯ୍ୟ କରିଥାଏ। ତେବେ…
୧୫ ଦିନ ଯୁଦ୍ଧ ମଧ୍ୟରେ ୫,୫୦୦ରୁ ଊର୍ଦ୍ଧ୍ୱ ଲୋକଙ୍କର ହେଲାଣି ମୃତ୍ୟୁ
ଜେରୁଜେଲମ,୨୧।୧୦: ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ୧୫ ଦିନ ହୋଇଗଲାଣି। ଏହାରି ଭିତରେ ଏବେ ପର୍ଯ୍ୟନ୍ତ ୫,୫୩୭ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ଇସ୍ରାଏଲରେ ହମାସ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୧୪୦୦ ରୁ ଅଧିକ। ଅନ୍ୟପକ୍ଷରେ ଗାଜା…
ଉତ୍କ୍ଷେପଣର ୫ ସେକେଣ୍ଡ ପୂର୍ବରୁ ଅଟକିଲା ଗଗନୟାନ
ନୂଆଦିଲ୍ଲୀ,୨୧।୧୦ଷ: ଇସ୍ରୋ ମିଶନ ଗଗନୟାନର ପ୍ରଥମ ପରୀକ୍ଷଣ ଉଡାଣକୁ ରୋକି ଦିଆଯାଇଛି। ଗଣମାଧ୍ୟମକୁ ସମ୍ବୋଧିତ କରିବାବେଳେ ଇସ୍ରୋ ମୁଖ୍ୟ ଏସ ସୋମନାଥ କହିଛନ୍ତି, କ’ଣ ଭୁଲ ହୋଇଛି ଆମେ ଜାଣିବାକୁ ଚେଷ୍ଟା କରୁଛୁ। ଏହି ମିଶନ ଶନିବାର (୨୧ ଅକ୍ଟୋବର) ସକାଳ…
Archives


