Home Middle

ଇଟାଲୀରେ ବିରୁଡି ଆତଙ୍କ, ଘରୁ ବାହାରିବାକୁ ଭୟଭୀତ ହେଉଛନ୍ତି ଲୋକେ…

ରୋମ,୧।୧୧ : ସମ୍ପ୍ରତି ଇଟାଲୀର ରାଜଧାନୀ ରୋମରେ ଏକ ଛୋଟ କୀଟ ସମଗ୍ର ସହରରେ ଆତଙ୍କ ସୃଷ୍ଟି କରିଛି ଏବଂ ଆତଙ୍କ ଏପରି ହୋଇଛି କୀଟଦଂଶନ ଭୟ ଯୋଗୁ ଲୋକମାନେ ନିଜ ଘରୁ ବାହାରକୁ ଯିବାକୁ ମଧ୍ୟ ଦ୍ୱିଧା କରୁଛନ୍ତି। ବାସ୍ତବରେ,…

ରାସ୍ତାରେ ବୁଲୁଛନ୍ତି ଭାଲୁ, ଘରୁ ନ ବାହାରିବାକୁ ଚେତାବନୀ ଜାରି କଲା ପ୍ରଶାସନ…

ଟୋକିଓ,୧।୧୧ : ବିଶ୍ୱର ଏକାଦଶ ଜନସଂଖ୍ୟା ବିଶିଷ୍ଟ ଦେଶ ଭାବେ ପରିଚିତ ଜାପାନ ସମ୍ପ୍ରତି ଅଜବ ଅସୁବିଧାର ସମ୍ମୁଖୀନ ହେଉଛି। କିନ୍ତୁ ଜାପାନ ପାଇଁ ବିପଦ କୌଣସି ଆତଙ୍କବାଦୀ ସଂଗଠନ କିମ୍ବା ଆକ୍ରମଣକାରୀ ଦେଶରୁ ନୁହେଁ ବରଂ ଭାଲୁମାନଙ୍କ ଯୋଗୁ ସୃଷ୍ଟି…

୪୬ବର୍ଷର ଯାତ୍ରା ଶେଷ କରି ନୌସେନାରୁ ଅବସର ନେଲା IL-38 ସି ଡ୍ରାଗନ

ନୂଆଦିଲ୍ଲୀ,୧।୧୧: ୪୬ ବର୍ଷର ଯାତ୍ରା ଶେଷ କରି ନୌସେନାରୁ ବିଦାୟ ନେଇଛି ସାମୁଦ୍ରିକ ପେଟ୍ରୋଲିଂ ବିମାନ IL-38 ସି ଡ୍ରାଗନ। ଗୋଆର ଡାବୋଲିମର ଆଇଏନଏସ ହାନସା ଠାରେ ଅନୁଷ୍ଠିତ ସମାରୋହରେ ଡ୍ରାଗନକୁ ବିହାୟ ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ନାଭାଲ ଷ୍ଟାଫ ମୁଖ୍ୟ…

ଗାଜା ଯୁଦ୍ଧର ପ୍ରଭାବ, ପାଣି-ଗୋପନୀୟତା ଅଭାବରୁ ଋତୁସ୍ରାବ ନ ହେବା ପାଇଁ ଔଷଧ ଖାଉଛନ୍ତି ମହିଳା…

ଜେରୁଜେଲମ,୧।୧୧ : ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଗାଜାର ଲୋକମାନେ ଜୀବନର ମୌଳିକ ସୁବିଧା ପାଇପାରୁ ନାହାନ୍ତି। ଭିଟାମାଟି ଛାଡିଲକ୍ଷ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି। ଗାଜାରେ ମହିଳାଙ୍କ ଅବସ୍ଥା ଦୟନୀୟ ହୋଇ ଯାଇଛି। ପୋଷାକ ବଦଳାଇବା ଏବଂ ସ୍ନାନ କରିବା ସମୟରେ…

ଓଡିଶାର ପ୍ରଥମ ମହିଳା ମନ୍ତ୍ରୀ ସରସ୍ବତୀ ପ୍ରଧାନଙ୍କ ପରଲୋକ

ବରଗଡ଼, ୧।୧୧ : ରାଜ୍ୟର ପ୍ରଥମ ମହିଳା ମନ୍ତ୍ରୀ ତଥା ବିଧାୟିକା ସରସ୍ବତୀ ପ୍ରଧାନଙ୍କ ଦେହାନ୍ତ। ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ମନ୍ତ୍ରୀ ତଥା ବିଧାୟିକା ସରସ୍ବତୀଙ୍କ ୯୮ ବର୍ଷ ବୟସରେ ପରଲୋକ ହୋଇଛି। । ଭୁବନେଶ୍ବରର ଏକ ଘରୋଇ…

ଟ୍ରିପଲ ଏଚ, ଇସ୍ରାଏଲ ସୈନ୍ୟଙ୍କ ପାଇଁ ପାଲଟିଛନ୍ତି ଚିନ୍ତାର କାରଣ, କିଏ ସେମାନେ ଜାଣନ୍ତୁ…

ଜେରୁଜେଲମ,୧।୧୧ : ଇସ୍ରାଏଲ ସୈନ୍ୟଙ୍କ ପାଇଁ ମୁଖ୍ୟ ଚିନ୍ତାର କାରଣ ପାଲଟିଛନ୍ତି ଟ୍ରିପଲ ଏଚ। ଏହାର ମୁକାବିଲା କରିବା ଲାଗି ଇସ୍ରାଏଲ ସୈନ୍ୟମାନେ ଯୋଜନାବଦ୍ଧ ଭାବେ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ଟ୍ରିପଲ ଏଚ ହେଉଛନ୍ତି ହମାସ,ହିଜବୁଲ ଏବଂ ହୁତି ବିଦ୍ରୋହୀ।…

ଡାକ୍ତରଙ୍କ ପାଇଁ ଓ୍ବାନ ନେଶନ, ଓ୍ବାନ ରେଜିଷ୍ଟ୍ରେଶନ ପ୍ରୋଜେକ୍ଟ, ରୋଗୀଙ୍କ ପାଇଁ କେତେ ଦୂର ହେବ ଫଳପ୍ରଦ, ଜାଣନ୍ତୁ…

ନୂଆଦିଲ୍ଲୀ,୧।୧୧ : ଭାରତର ଡାକ୍ତରମାନଙ୍କ ପାଇଁ ଓ୍ବାନ ନେଶନ, ଓ୍ବାନ ରେଜିଷ୍ଟ୍ରେଶନ ପ୍ରୋଜେକ୍ଟ ପାଇଁ ପ୍ରସ୍ତୁତି ଚାଲିଛି। କୁହାଯାଉଛି ଜାତୀୟ ସ୍ବାସ୍ଥ୍ୟ ଆୟୋଗ ଏହାର ସମ୍ପୂର୍ଣ୍ଣ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ଏହାର ପରୀକ୍ଷା ଆସନ୍ତା ୬ ମାସ ମଧ୍ୟରେ ଆରମ୍ଭ…

କୋର୍ଟଙ୍କ ବଡ ରାୟ, କେବେ ଧୋକା ଖାଆନ୍ତି ନାହିଁ ମହିଳା

ଅମରାବତୀ, ୧।୧୧: ବିବାହର ମିଛ ପ୍ରତିଶ୍ରୁତି ଦେଇ ବଳତ୍କାର କରିବା ମାମଲାରେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ଏକ ବଡ ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି, କୌଣସି ଶିକ୍ଷିତ ମହିଳା କେବଳ ବିବାହ ପ୍ରତିଶ୍ରୁତି ସହ କୌଣସି ପୁରୁଷ ସହ ସମ୍ପର୍କରେ ରହିପାରିବ…

ରୁଦ୍ରାକ୍ଷରେ ରହିଛି କର୍କଟରୁ ମୁକ୍ତି ଶକ୍ତି, କ’ଣ କହିଲେ ଗବେଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୧।୧୧ : ବର୍ତ୍ତମାନ ରୁଦ୍ରାକ୍ଷ କର୍କଟ ରୋଗର ଚିକିତ୍ସାରେ ମଧ୍ୟ ସହାୟକ ହେବ। ଏଥିପାଇଁ, ମୂଷା ଉପରେ କରାଯାଇଥିବା ପରୀକ୍ଷଣରେ ମଧ୍ୟ ସଫଳତା ମିଳିଛି। ଶୋଭିତ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ ମଣିଷ ଉପରେ ପରୀକ୍ଷା ପାଇଁ ବିଏଚୟୁ ସହିତ ଏକ ଚୁକ୍ତିନାମା କରିବାକୁ…

ଚାଇନିଜ ମାଞ୍ଜା ଉପରେ ପ୍ରତିବନ୍ଧକ, ଉଲ୍ଲଂଘନ କଲେ ଜରିମାନା…

ଚେନ୍ନାଇ,୧।୧୧ : ତାମିଲନାଡୁ ସରକାର ଏକ ବିଜ୍ଞପ୍ତି ଜାରି କରି ରାଜ୍ୟରେ ନାଇଲନ ସୂତା ଏବଂ ଚାଇନିଜ ମାଞ୍ଜା ଉତ୍ପାଦନ ତଥା ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଜାରି କରାଯାଇଥିବା ବିଜ୍ଞପ୍ତିରେ ତାମିଲନାଡୁ ସରକାର ଦର୍ଶାଇଛନ୍ତି ଏହି ମାଞ୍ଜା ମଣିଷ ଏବଂ…

ବହୁ ନଦୀରେ ଆସିବ ବନ୍ୟା, ୨୪ କୋଟି ଲୋକ ପ୍ରଭାବିତ ହେବା ଆଶଙ୍କା, ନେପାଳ ପାହାଡ଼ରେ ଏକ ତୃତୀୟାଂଶ ବରଫ ତରଳିଲା…

ଜେନେଭା,୧।୧୧ : ଜଳବାୟୁ ପରିବର୍ତ୍ତନ ଯୋଗୁ ନେପାଳରେ ଥିବା ପାହାଡରେ ପ୍ରାୟ ଏକ ତୃତୀୟାଂଶ ବରଫ ତରଳି ଯାଇଛି। ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ କହିଛନ୍ତି ଏପରି ହେବାକୁ ପ୍ରାୟ ୩୦ ବର୍ଷ ସମୟ ଲାଗିଛି। ଏହି ଅବଧି ମଧ୍ୟରେ,…

ନୀଳନୟନାଙ୍କୁ ମିଳୁଛି ବିମାନରେ ଚାକିରି, ୟୁନାଇଟେଡ ଏୟାରଲାଇନ୍ସରେ ଭେଦଭାବ ଭାଇରାଲ…

ଓ୍ବାଶିଂଟନ,୧।୧୧: ୟୁନାଇଟେଡ ଏୟାରଲାଇନ୍ସରେ ଭେଦଭାବ ଅଭିଯୋଗ ହୋଇଛି। ବାସ୍ତବରେ, ବିମାନର ଦୁଇଜଣ ବିମାନ କର୍ମଚାରୀ ଦାବି କରିଛନ୍ତି ସେମାନଙ୍କ ରୂପ ଯୋଗୁଁ ସେମାନଙ୍କୁ ଭେଦଭାବ କରାଯାଇଛି। ସେମାନେ କହିଛନ୍ତି ଲସ ଆଞ୍ଜେଲସ ଡୋଜର୍ସ ବେସବଲ ଦଳର ସେବା କରୁଥିବା ଚାଟର୍ର୍‌ ଫ୍ଲାଇଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri